Tag Archives: Home Middle

ସେମିଫାଇନାଲ ଆଶା ଉଜ୍ଜୀବିତ ରଖିଲା ନ୍ୟୁଜିଲ୍ୟାଣ୍ଡ, ୫ ଉଇକେଟ୍‌ରେ ଶ୍ରୀଲଙ୍କାକୁ କଲା ପରାସ୍ତ

ଚେନ୍ନାଇ,୯।୧୧: ବିଶ୍ୱକପର ୪୧ ତମ ମ୍ୟାଚ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗୁରୁବାର ନ୍ୟୁଜିଲ୍ୟାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ଖେଳାଯାଇଛି। ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଶ୍ରୀଲଙ୍କାକୁ ୫ ଉଇକେଟ୍‌ରେ ହରାଇ ସେମିଫାଇନାଲରେ ସ୍ଥାନ ପକ୍କା କରିଛି। ୨୩.୨ ଓଭରରେ ୫ ଉଇକେଟ୍‌...

ନଭେମ୍ବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୯।୧୧: ନଭେମ୍ବର ୨୭ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କ ଦ୍ୱାରା ଆୟୋଜିତ ହେଉଥିବା ବୋଇତ ବନ୍ଦାଣ ଉତ୍ସବରେ ସେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା...

ଡିସେମ୍ବର ୪ରୁ ଆରମ୍ଭ ହେବ ସଂସଦର ଶୀତକାଳୀନ ଅଧିବେଶନ

ନୂଆଦିଲ୍ଲୀ,୯।୧୧: ସଂସଦର ଶୀତକାଳୀନ ଅଧିବେଶନ ଡିସେମ୍ବର ୪ ରୁ ଆରମ୍ଭ ହେବ। ଏହା ଡିସେମ୍ବର ୨୨ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ୧୯ ଦିନରେ ୧୫ଟି ବୈଠକ ହେବ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଟୁଇଟ...

ମୋ’ ମୁର୍ଖତା ପାଇଁ ମାନ୍‌ଝୀ ହୋଇଥିଲେ ମୁଖ୍ୟମନ୍ତ୍ରୀ: ନୀତୀଶ କୁମାର

ପାଟ୍‌ନା,୯ା୧୧: ଗୁରୁବାର ବିହାର ବିଧାନସଭାରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହଠାତ୍‌ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝୀଙ୍କ ଉପରେ ରାଗି ଯାଇ ତାଙ୍କୁ ବହୁତ ଗାଳି ଦେଇଥିଲେ। ପ୍ରକୃତରେ ବିଧାୟକଙ୍କ ସଂଶୋଧନ ବିଲ୍‌...

୧୦୦ବର୍ଷ ପୂର୍ବେ ଇସ୍ରାଏଲ-ହମାସ ଯୁଦ୍ଧରେ ବଳିଦାନ ଦେଇଥିଲେ ଭାରତୀୟ ଯବାନ, ଜେରୁଜେଲମକୁ କରିଥିଲେ ସ୍ବାଧୀନ

ନୂଆଦିଲ୍ଲୀ/ଗାଜା, ୯।୧୧: ଇସ୍ରାଏଲ-ହମାସ ଯୁଦ୍ଧ ବନ୍ଦ ହେବାର ସଙ୍କେତ ଦୂର ଦୂରକୁ ଦେଖାଯାଉ ନାହିଁ। ଯୁଦ୍ଧି ଦିନକୁ ଦିନ ଭୟଙ୍କର ହେଉଛି ସତ କିନ୍ତୁ ଶେଷ ହେଉନାହିଁ। ଦିନକୁ ଦିନ ଏହି ନରସଂହାରରେ ଲକ୍ଷ ଲକ୍ଷ ଶିଶୁ ବଳି ପଡୁଛନ୍ତି।...

ନୀତୀଶ କୁମାର ଆଜିକାଲି ଅଶ୍ଳୀଳ ଫିଲ୍ମ ଦେଖି ଶୋଉଛନ୍ତି ଆଉ ଜାଗୁଛନ୍ତି: ମନୋଜ ତିଓ୍ବାରୀଙ୍କ କଟାକ୍ଷ…

ପାଟନା,୯।୧୧ : ବିହାର ବିଧାନସଭାରେ ମହିଳାଙ୍କ ଉପରେ ବିବାଦୀୟ ବିବୃତ୍ତି ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କ୍ଷମା ମାଗିଛନ୍ତି, କିନ୍ତୁ ରାଜନୀତି ଏହି ପ୍ରସଙ୍ଗ ନେଇ ଉତ୍ତେଜନା ଜାରି ରହିଛି। ଗୋଟିଏ ପଟେ ନୀତୀଶଙ୍କୁ ଆରଜେଡି-ଜେଡିୟୁ ସୁରକ୍ଷା ଦେଉଥିବାବେଳେ ଅନ୍ୟ...

କ୍ୟାବିନେଟ୍‌ ପୂର୍ବରୁ ହନୁମାନଗଡ଼ରେ ପୂଜା କଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ,୯ା୧୧: କ୍ୟାବିନେଟ୍‌ ବୈଠକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହନୁମାନଗଡ଼ରେ ପୂଜା କରିଛନ୍ତି। ଏହା ପରେ ମୁଖ୍ୟମନ୍ତ୍ରୀ ନିର୍ମାଣାଧୀନ ରାମମନ୍ଦିର ଉପରେ ମଧ୍ୟ ନଜର ରଖିଥିଲେ। ହନୁମାନଜୀ ଏବଂ ରାମଲାଲାଙ୍କ ଆଶୀର୍ବାଦ ଗ୍ରହଣ କରିବା ପରେ ଅଯୋଧ୍ୟା ରାମକଥା ଅଡିଟୋରିୟମରେ...

ରଦ୍ଦ ହୋଇପାରେ ଗେହଲଟଙ୍କ ନାମାଙ୍କନ, ସତ୍ୟପାଠରେ ତ୍ରୁଟି…

ଜୟପୁର,୯।୧୧ : ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ସିଏମ ଏବଂ ଭେଟେରାନ କଂଗ୍ରେସ ନେତା ଅଶୋକ ଗେହଲଟ ଯୋଧପୁରର ସର୍ଦ୍ଦାରପୁର ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। କିନ୍ତୁ, ତାଙ୍କ ନିର୍ବାଚନୀ ସତ୍ୟପାଠକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଗେହଲଟଙ୍କ...

୧୯୦୦ପଦବୀରେ ନିଯୁକ୍ତି ଦେବ ଭାରତୀୟ ଡାକ ବିଭାଗ, ଅନଲାଇନରେ କରନ୍ତୁ ଆବେଦନ

ନୂଆଦିଲ୍ଲୀ,୯।୧୧: ଭାରତୀୟ ଡାକ ବିଭାଗ ୧୯୦୦ପଦବୀରେ ନିଯୁକ୍ତି ଦେବାକୁ ଯାଉଛି। ଏହିସବୁ ପଦବୀଗୁଡିକ ହେଲା ପୋଷ୍ଟ ଆସିଣ୍ଟାଣ୍ଡ, ସର୍ଟିଂ ଆସିଣ୍ଟାଣ୍ଡ, ପୋଷ୍ଟମ୍ୟାନ, ପୋଷ୍ଟ ଗାର୍ଡ ଓ ଏମଟିଏସ(ମଲ୍ଟିଂ ଟାସ୍କିଂ ଷ୍ଟାପ୍‌)। ଖେଳରେ ପୁରସ୍କାର ପାଇଥିବା ଆବେଦନକାରୀ ମଧ୍ୟ ଏଥିରେ ଆବେଦନ...

୩୩ ଦିନରେ ୧୨ ହଜାର ଲୋକଙ୍କ ମୃତ୍ୟୁ, ଚାରିଆଡେ ମୃତଦେହ ଗଦା…

ଜେରୁଜେଲମ,୯।୧୧ : କ୍ରମାଗତ ୩୩ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭ରେ ହମାସ ଦ୍ୱାରା ହୋଇଥିବା ଆକ୍ରମଣ ପରଠାରୁ ଇସ୍ରାଏଲ ସେନା ଗାଜା ଷ୍ଟ୍ରିପରେ ଆକ୍ରମଣ କରିଆସୁଛି। ଯେଉଁ କାରଣରୁ ସାଧାରଣ ଲୋକ...

ମିଛୁଆ କଂଗ୍ରେସର ବେଲୁନ୍‌ରୁ ପମ୍ପ୍‌ ବାହାରିଗଲା: ମୋଦି

ଭୋପାଳ,୯ା୧୧: ନଭେମ୍ବର ୧୭ରେ ମଧ୍ୟପ୍ରଦେଶର ୨୪୦ ବିଧାନସଭା ଆସନରେ ନିର୍ବାଚନ ଜିତିବା ପାଇଁ ସମସ୍ତ ରାଜନୈତିକ ଦଳ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ରାଜ୍ୟରେ ନିର୍ବାଚନ ପ୍ରଚାର ମଧ୍ୟ ଜୋର୍‌ସୋର ଚାଲିଛି। ଏହି କ୍ରମରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ହଲମାର୍କିଂ ବି ହୋଇପାରେ ନକଲି! ଧନତେରସରେ ଅଳଙ୍କାର କିଣିବାବେଳେ ରୁହନ୍ତୁ ସତର୍କ..

ମୁମ୍ବାଇ,୯।୧୧ : ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ସରକାର ବର୍ତ୍ତମାନ ସୁନା ଅଳଙ୍କାରରେ ହଲ ମାର୍କିଂକୁ ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ, ଅନେକ ଲୋକ ନକଲି ହଲମାର୍କିଂ ପ୍ରୟୋଗ କରି ସୁନା ଅଳଙ୍କାର ବିକ୍ରି କରୁଛନ୍ତି। ହଲମାର୍କିଂ ଫେଡେରେଶନ ଅଫ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri