Tag Archives: Home Middle

ମିଛୁଆ କଂଗ୍ରେସର ବେଲୁନ୍‌ରୁ ପମ୍ପ୍‌ ବାହାରିଗଲା: ମୋଦି

ଭୋପାଳ,୯ା୧୧: ନଭେମ୍ବର ୧୭ରେ ମଧ୍ୟପ୍ରଦେଶର ୨୪୦ ବିଧାନସଭା ଆସନରେ ନିର୍ବାଚନ ଜିତିବା ପାଇଁ ସମସ୍ତ ରାଜନୈତିକ ଦଳ ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ରାଜ୍ୟରେ ନିର୍ବାଚନ ପ୍ରଚାର ମଧ୍ୟ ଜୋର୍‌ସୋର ଚାଲିଛି। ଏହି କ୍ରମରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

ହଲମାର୍କିଂ ବି ହୋଇପାରେ ନକଲି! ଧନତେରସରେ ଅଳଙ୍କାର କିଣିବାବେଳେ ରୁହନ୍ତୁ ସତର୍କ..

ମୁମ୍ବାଇ,୯।୧୧ : ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବା ପାଇଁ ସରକାର ବର୍ତ୍ତମାନ ସୁନା ଅଳଙ୍କାରରେ ହଲ ମାର୍କିଂକୁ ବାଧ୍ୟତାମୂଳକ କରିଛନ୍ତି। କିନ୍ତୁ, ଅନେକ ଲୋକ ନକଲି ହଲମାର୍କିଂ ପ୍ରୟୋଗ କରି ସୁନା ଅଳଙ୍କାର ବିକ୍ରି କରୁଛନ୍ତି। ହଲମାର୍କିଂ ଫେଡେରେଶନ ଅଫ...

ସେମିଫାଇନାଲ ବନାମ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଯୋଗ୍ୟତା: ନ୍ୟୁଜିଲାଣ୍ଡ ଶ୍ରୀଲଙ୍କା ପାଇଁ କର ବା ମର ଅବସ୍ଥା…

ବେଙ୍ଗାଲୁରୁ,୯।୧୧ : ଆଇସିସି ବିଶ୍ୱକପ ୨୦୨୩ ର ୪୧ତମ ମ୍ୟାଚ ଗୁରୁବାର ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁର ଚିନ୍ନାସ୍ବାମୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ ଉଭୟ ଦଳ ପାଇଁ ଏକ କର ବା ମର ପ୍ରତିଯୋଗିତା। ଯଦି...

ଅଷ୍ଟ୍ରେଲିଆ କ୍ରିକେଟ ଦଳ ପାଇଁ ଝଟକା, ଅଧିନାୟକ ହଠାତ ଘୋଷଣା କଲେ ଅବସର …

ନୂଆଦିଲ୍ଲୀ,୯।୧୧ : ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ହଠାତ ଅବସର ଘୋଷଣା କରିଛନ୍ତି। ଅଷ୍ଟ୍ରେଲୀୟ ପ୍ରଶଂସକମାନେ ଏଥିରେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି, ଷ୍ଟାର ଖେଳାଳି ଅବସର ନେଇଛନ୍ତି ବୋଲି କେହି ବିଶ୍ୱାସ କରିପାରୁ ନାହାନ୍ତି। ଗୁରୁବାର...

ନ୍ୟୁଜିଲାଣ୍ଡ ପାଇଁ କର ବା ମର ସ୍ଥିତି, ବର୍ଷା ବଢ଼ାଇଲା ଚିନ୍ତା…

ବେଙ୍ଗାଲୁରୁ,୯।୧୧ : ଆଇସିସି ବିଶ୍ୱକପ ୨୦୨୩ ର ୪୧ତମ ମ୍ୟାଚ ଗୁରୁବାର ନ୍ୟୁଜିଲାଣ୍ଡ ବନାମ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ବେଙ୍ଗାଲୁରୁର ଚିନ୍ନାସ୍ବାମୀ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ଉଭୟ ଦଳ ପାଇଁ ଏହା ଏକ କର ବା ମରପ୍ରତିଯୋଗିତା।...

ଭାରତୀୟଙ୍କ ସହ ଦୀପାବଳି ପାଳିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ, ପାର୍ଲାମେଣ୍ଟ ହିଲ୍‌ରେ ଉଡିଲା ଓମ୍‌ ଥିବା ପତାକା

ଅଟାଓ୍ବା, ୯।୧୧: ଭାରତ-କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ମଧ୍ୟରେ ପରିସ୍ଥିତି ସୁଧାର ଆସିନାହିଁ। କିନ୍ତୁ କାନାଡାରେ ଏକ ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଅଟାଓ୍ବାର ପାର୍ଲାମେଣ୍ଟ ହିଲ୍‌ରେ ପ୍ରବାସୀ ଭାରତୀୟଙ୍କ ସହ ଦୀପ ଜାଳି...

ରାଜା ମହାରାଜା ବି ବିକି ହୋଇଯାଉଛନ୍ତି: ଜ୍ୟୋତିରାଦିତ୍ୟଙ୍କୁ ଦିଗବିଜୟଙ୍କ କଟାକ୍ଷ…

ଭୋପାଳ,୯।୧୧ : ନଭେମ୍ବର ୧୭ ରେ ମଧ୍ୟପ୍ରଦେଶରେ ହେବାକୁ ଥିବା ଭୋଟ ପୂର୍ବରୁ ଭାଜପା ଏବଂ କଂଗ୍ରେସ ନିର୍ବାଚନ ପ୍ରଚାରରେ ସମ୍ପୂର୍ଣ୍ଣ ବଳ ପ୍ରୟୋଗ କରିଛନ୍ତି। ନିର୍ବାଚନ ପ୍ରଚାରରେ ନେତାମାନେ ପରସ୍ପର ଉପରେ କାଦୁଅ ଫିଙ୍ଗା ଆରମ୍ଭ କରିଛନ୍ତି। ଏହି...

ଶୋପିଆନରେ ଏନକାଉଣ୍ଟର, ଟିଆରଏଫ ଆତଙ୍କବାଦୀଙ୍କ ମୁଣ୍ଡ ଗଡିଲା…

ଶ୍ରୀନଗର,୯।୧୧ : ଜମ୍ମୁ-କଶ୍ମୀରର ଶୋପିଆନରେ ଗୁରୁବାର ସକାଳେ ସୁରକ୍ଷା ବାହିନୀଙ୍କ ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାଯାଇଛି। ସବିଶେଷ ତଥ୍ୟ ଅନୁଯାୟୀ, କାଟୋହଲେନ ଅଞ୍ଚଳରେ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। କଶ୍ମୀର ଜୋନ ପୋଲିସର...

ଇନଷ୍ଟାଗ୍ରାମରେ ପିଲାଙ୍କୁ ଯୌନ ଶୋଷଣ, ଜାଣି ଅଜଣା ହେଉଛି ମେଟା, ପୂର୍ବତନ କର୍ମଚାରୀ ଆମେରିକାର ସିନେଟ ସମ୍ମୁଖରେ କଲେ ପ୍ରକାଶ…

ଓ୍ବାଶିଂଟନ,୯।୧୧ : ଇନଷ୍ଟାଗ୍ରାମରେ ପିଲାମାନଙ୍କୁ ଶୋଷଣ କରାଯାଉଛି। ୧୩ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଯୌନ ଶୋଷଣ ପାଇଁ ପ୍ରୟାସ କରାଯାଉଛି। ପ୍ରମୁଖ ସୋସିଆଲ ମିଡିଆ କମ୍ପାନୀ ମେଟାର ଜଣେ ପୂର୍ବତନ କର୍ମଚାରୀ ଆମେରିକାର ସିନେଟରେ ଶପଥ ଗ୍ରହଣ...

ନରମିଲେ ନେତାନ୍ୟାହୁ: ଯୁଦ୍ଧ ବନ୍ଦ

ଗାଜା,୯।୧୧: ଗାଜା ଷ୍ଟ୍ରିପରେ ଲଗାତାର ଆକ୍ରମଣ ଭିତରେ ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ କିଛି ଦିନ ପାଇଁ ଯୁଦ୍ଧ ବିରତି ନିଷ୍ପତ୍ତି ହୋଇଛି। ଏହି ସମୟରେ ହମାସ ବନ୍ଦୀଙ୍କୁ ମୁକ୍ତ କରିବା ସହ ଗାଜାରେ ଅସ୍ତାୟୀ ଆକ୍ରମଣ ରୋକିବା ପାଇଁ...

ସିରିଆରେ ଦ୍ୱିତୀୟ ଥର ଏୟାରଷ୍ଟ୍ରାଇକ କଲା ଆମେରିକା, ୯ମୃତ

ଡାମାସକସ,୯।୧୧: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଥମି ନ ଥିବାବେଳେ ପୂର୍ବ ସିରିଆରେ ଆମେରିକାରେ ସୈନ୍ୟ ଆକ୍ରମଣ କରିଛନ୍ତି । ୟୁଏସର ଏୟାରଷ୍ଟ୍ରାଇକରେ ଇରାନ ସମର୍ଥିତ ଗୋଷ୍ଠୀର ୯ ଜଣଙ୍କ ମୃତ୍ୟୁ ଘଟିଛି । ଇରାନ ସମର୍ଥିତ ମିଲିସିଆ ପକ୍ଷରୁ ବ୍ୟବହାର...

ବୃଦ୍ଧ ମାତାପିତାଙ୍କର ଯତ୍ନ ନ ନେଲେ ସମ୍ପତ୍ତିରୁ ବେଦଖଲ ହେବେ ସନ୍ତାନ, ସରକାରଙ୍କ ନୂଆ ଆଇନ…

ଲକ୍ଷ୍ନୌ,୯।୧୧ : ଅନେକ ଥର ଏପରି ଘଟଣା ସାମ୍ନାକୁ ଆସିଥାଏ ଯେଉଁଥିରେ ଘରର ପିଲାମାନେ ବୃଦ୍ଧାବସ୍ଥାରେ ବୃଦ୍ଧ ମାତାପିତାଙ୍କୁ ମାନସିକ ସ୍ତରରେ ହଇରାଣ କରନ୍ତି । ଏହି ଘଟଣାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ନୂଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri