Tag Archives: Home Middle

ଗାଜା ଯୁଦ୍ଧ: ପ୍ରତି ୧୦ ମିନିଟରେ ୩ ପିଲାଙ୍କୁ କରାଯାଉଛି ଆକ୍ରମଣ, ଜଣେ ପିଲାଙ୍କର ଘଟୁଛି ମୃତ୍ୟୁ…

ଜେରୁଜେଲମ,୮।୧୧ : ପାଲେଷ୍ଟାଇନର ଗାଜା ଷ୍ଟ୍ରିପରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ସବୁଠାରୁ ଖରାପ ପ୍ରଭାବ ପିଲାମାନଙ୍କ ଉପରେ ପଡିଛି। ଏକ ମାସରୁ ଅଧିକ ଦିନ ଧରି ଚାଲିଆସୁଥିବା ଏହି ଯୁଦ୍ଧରେ ପିଲାମାନଙ୍କୁ ହତ୍ୟା କରାଯାଉଛି। ପ୍ରତ...

ଉବରରେ ମାଲାମାଲ ହେଉଛନ୍ତି ଡ୍ରାଇଭର, ରାଇଡ୍‌ କ୍ୟାନସଲ କରି କମାଉଛନ୍ତି ବିପୁଳ ଟଙ୍କା

ଓ୍ବାଶିଂଟନ୍‌,୮।୧୧: କୌଣସି ଦୂର ବାଟକୁ ଯିବା ପାଇଁ ଆପଣ ଉବର, ଓଲା ପରି ରିଜର୍ଭ ଗାଡି ବୁକିଂ କରୁଥିବେ। ବେଳେବେଳେ ଦେଖାଯାଏ କି, ବେଶୀ ଦୂର ବାଟ ହେଲେ କି କୌଣସି ଅସୁବିଧା ଯୋଗୁ ଏହି ଗାଡିର ଡ୍ରାଇଭର ବୁକିଂ...

ମହୁମାଛି ଜଗିବେ ଭାରତ-ବାଂଲାଦେଶ ସୀମା, ବିଏସଏଫର ‘ମିଶନ ହନି’…

ନୂଆଦିଲ୍ଲୀ,୮।୧୧ : ବିଏସଏଫ ଯବାନମାନେ ଭାରତ-ବାଂଲାଦେଶ ସୀମା ଜଗିବା ଦାୟିତ୍ୱ ଏବେ ମହୁମାଛିଙ୍କୁ ଦେଇଛନ୍ତି। ଏନେଇ ‘ମିଶନ ହନି’ ପରୀକ୍ଷଣ ଆକାରରେ ଏକ ଅଗ୍ରଗାମୀ ପ୍ରକଳ୍ପ ଆରମ୍ଭ କରାଯାଇଛି ଯାହା ମହୁମାଛି ଏବଂ ମିଶନ ହନିକୁ ପ୍ରୋତ୍ସାହିତ କରିବ ।...

ଚେତାଶୂନ୍ୟ ମହିଳାଙ୍କ ଅପରେଶନ ଅଧାରେ ଛାଡି ପଳାଇଲେ ଡାକ୍ତର, ଚା’ ନ ମିଳିବାରୁ ରାଗିଗଲେ…

ନାଗପୁର,୮।୧୧ : ମହାରାଷ୍ଟ୍ରର ନାଗପୁରରୁ ଏକ ଅଦ୍ଭୁତ ମାମଲା ସାମ୍ନାକୁ ଆସିଛି। ଏଠାରେ ସରକାରୀ ଡାକ୍ତରଖାନାର ଡାକ୍ତର ପରିବାର ଯୋଜନା (ଭାସେକ୍ଟୋମି) ଅପରେଶନ ଛାଡି ପଳାଇ ଯାଇଥିଲେ। ପ୍ରକୃତରେ କୁହାଯାଉଛି ଡାକ୍ତର ଚା’ ମାଗିଥିଲେ କିନ୍ତୁ ତାଙ୍କୁ ଚା’ ମିଳି...

ପାକିସ୍ତାନ ଏହି ଆଇସିସି ନିୟମ ଦ୍ୱାରା ସହଜରେ ଖେଳିବ ସେମିଫାଇନାଲ, କ’ଣ ରହିଛି ଏଥିରେ…

ନୂଆଦିଲ୍ଲୀ,୮।୧୧ : ସେମିଫାଇନାଲ ଖେଳିବା ପାଇଁ ପାକିସ୍ତାନ ଏବେ ମଧ୍ୟ ବିଶ୍ୱକପ ୨୦୨୩ର ଦୌଡ଼ରେ ଅଛି। ଏକ ସମୟରେ ଲାଗୁଥିଲା ପାକିସ୍ତାନ ଏହି ବିଶ୍ୱକପରୁ ଦୂରେଇ ରହିବ, କିନ୍ତୁ ବାବର ଆଜମଙ୍କ ଦଳ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି ଏବଂ ସେମିଫାଇନାଲରେ...

ଘର ଭଡା ପାଇଁ ଇଣ୍ଟରଭ୍ୟୁ! ପ୍ରଶ୍ନ UPSC ଠୁ ବି କଠିନ

ବେଙ୍ଗାଲୁର,୮।୧୧: ଭଡା ନେବା ପୂର୍ବରୁ ପ୍ରଥମେ ଘର ଦେଖିବା ପରେ ପସନ୍ଦ ଆସିଲେ ଆପଣ ଘର ମାଲିକଙ୍କୁ ଟଙ୍କା ଦେଇ କଥା ଫଇସଲା କରିଥା’ନ୍ତି। କିନ୍ତୁ ଘର ପାଇଁ ଯଦି ଆପଣଙ୍କକୁ ଇଣ୍ଟରଭ୍ୟୁ ଦେବାକୁ ପଡେ? ଏପରି ଘଟଣା ଘଟିଛି...

କର ବା ମର ମ୍ୟାଚ ପୂର୍ବରୁ ଡାକ୍ତରଖାନାରେ ପହଞ୍ଚିଲେ ୪ ଖେଳାଳି, ପାକିସ୍ତାନକୁ ବଡ ଝଟକା…

ମୁମ୍ବାଇ,୮।୧୧ : ସେମିଫାଇନାଲ ପାଇଁ ପାକିସ୍ତାନ ଏବେ ବି ଦୌଡ଼ରେ ଅଛି। ଯଦି ପାକିସ୍ତାନ ଇଂଲଣ୍ଡକୁ କର ବା ମର ମ୍ୟାଚରେ ପରାସ୍ତ କରିବାରେ ସଫଳ ହୁଏ, ତେବେ ସେମିଫାଇନାଲରେ ପ୍ରବେଶ କରିବାର ସମ୍ଭାବନା ଅଧିକ ରହିବ। ତେବେ ଇଂଲଣ୍ଡ...

ସାଂଘାତିକ ସ୍ଥିତିରେ ଯୁଦ୍ଧର ମୋଡ: ଇସ୍ତଫା ଦେଲେ ଏମପି

ଇଂଲଣ୍ଡ, ୮।୧୧: ଇସ୍ରାଏଲ-ହମାସ ମଧ୍ୟରେ ଜାରି ଭୀଷଣ ଯୁଦ୍ଧ ମଧ୍ୟରେ ବ୍ରିଟେନର ବିରୋଧି ଦଳ ଲେବର ପାର୍ଟିର ଏମପି ଇମ୍ରାନ ହୁସେନ ଇସ୍ତଫା ଦେଇଛନ୍ତି। ଇମ୍ରାନ ଗାଜା ଷ୍ଟ୍ରିପରେ ଯୁଦ୍ଧ ବିରତି ପାଇଁ ଲଗାତାର ଦାବି କରି ଆସୁଥିଲେ। ଏହି...

ଘରୋଇ ହିଂସା ଅଭିଯୁକ୍ତ ପାଖରେ ରଖି ପାରିବେନି ବନ୍ଧୁକ: ସୁପ୍ରିମକୋର୍ଟଙ୍କ ରାୟ…

ଓ୍ବାଶିଂଟନ,୮।୧୧: ଆମେରିକାର ବନ୍ଧୁକ ନିୟମ ଅନୁଯାୟୀ, ଘରୋଇ ହିଂସା ଅପରାଧୀ ଅବା ଅଭିଯୁକ୍ତଙ୍କ କ୍ଷେତ୍ରରେ ଅଧିକ ହିଂସା ରୋକିବା ପାଇଁ ପାଖରେ ବନ୍ଧୁକ ରଖିବାକୁ ଦିଆଯାଇ ନ ଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହି ନିୟମକୁ ପରିବର୍ତ୍ତନ କରାଯାଇଥିଲା ଏବଂ...

ଇସ୍ରାଏଲକୁ ପଠାଯାଉଥିଲା ଗୋଳା ବାରୁଦ, ସେନା ଜାହାଜକୁ ଅଧା ବାଟରେ ରୋକିଲେ ପ୍ରଦର୍ଶନକାରୀ

ଓ୍ବାଶିଂଟନ୍‌,୮।୧୧: ଦିନକୁ ଦିନ ଗାଜା ଷ୍ଟ୍ରିପରେ ଯୁଦ୍ଧର ଧ୍ୱଂସଲୀଳା ବଢିବାରେ ଲାଗିଛି। ଏହାକୁ ନେଇ ଅନେକ ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଆମେରିକାର ଅନେକ ସହରରେ ଗାଜା ଆକ୍ରମଣକୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଛି। ପ୍ରଦର୍ଶନକାରୀମାନେ ତୁରନ୍ତ ଯୁଦ୍ଧ...

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ, ସାମ୍ନାକୁ ଆସିଲା ଭିଡିଓ

ଜେରୁଜେଲମ,୮।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଏକ ମାସରୁ ଅଧିକ ସମୟ ହେଲା ଚାଲିଛି। ଯେଉଁଠାରେ ଅଧିକାଂଶ ଦେଶ ଗାଜା ଷ୍ଟ୍ରିପରେ ଚାଲିଥିବା ଇସ୍ରାଏଲ ଆକ୍ରମଣକୁ ବନ୍ଦ କରିବାକୁ ଦାବି କରୁଛନ୍ତି। ଏଥି ସହିତ କେତେକ ଇସଲାମ ସଂଗଠନ...

ଗାଜା ପାଲଟିଛି ପିଲାଙ୍କ କବରସ୍ତାନ: ଜାତିସଂଘ…

ଜେନେଭା,୮।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକ ମାସ ବିତିଗଲାଣି। ଏହି ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ଦେଖାଯାଉ ନାହିଁ। ଏପର୍ଯ୍ୟନ୍ତ ୧୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଏହା ଯୋଗୁ ଗାଜା ଷ୍ଟ୍ରିପର ଅବସ୍ଥା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri