Tag Archives: Home Middle

ସମୁଦ୍ରରୁ ବାହାରିବ ୩୧୫ବର୍ଷର ଜାହାଜ, ଭରି ରହିଛି ମୂଲ୍ୟବାଦ ଧାତୁ

ବୋଗଟା, ୮।୧୧: ସମୁଦ୍ରରେ ବୁଡିଯାଇଥିବା ୩୧୫ବର୍ଷର ଜାହାଜ ବାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। କଲମ୍ବିଆ ସରକାର କ୍ୟାରିବିୟାନ ସମୁଦ୍ରରେ ବଡିଯାଇଥିବା ‘ସ୍ୟାନ ଜୋସେ’ ଜାହାଜକୁ ବାହାର କରିବେ । ଜାହାଜରେ ସୁନା, ରୁପା ସମେତ ବିଭିନ୍ନ ମୂଲ୍ୟବାନ ଧାତୁ...

୨୦୨୪ ପାଇଁ ସରକାରୀ ଛୁଟି ତାଲିକା ଘୋଷଣା: କର୍ମଚାରୀଙ୍କୁ ମିଳିବ ବର୍ଷକୁ ୩୦, ୬ ଇଚ୍ଛାଧୀନ ଛୁଟି

ଭୁବନେଶ୍ୱର,୭ା୧୧(ଅନିଲ ଦାସ): ୨୦୨୪ କ୍ୟାଲେଣ୍ଡର ବର୍ଷ ପାଇଁ ରାଜ୍ୟ ସରକାର ସରକାରୀ ଛୁଟି ତାଲିକା ଜାରି କରିଛନ୍ତି । ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ପକ୍ଷରୁ ମଙ୍ଗଳବାର ଏ ନେଇ ବିଜ୍ଞପ୍ତି ଜାରି କରାଯାଇଛି। ତାଲିକାରେ ୩୦ଟି ସରକାରୀ ଛୁଟି...

ମ୍ୟାକ୍ସଓ୍ବେଲଙ୍କ ଡବଲ ସେଞ୍ଚୁରୀ, ସେମିଫାଇନାଲରେ ଅଷ୍ଟ୍ରେଲିଆ…

ମୁମ୍ବାଇ,୭।୧୧ : ପ୍ରତିକୂଳ ପରିସ୍ଥିତିରେ ଖେଳାଯାଇଥିବା ଅପରାଜିତ ୨୦୧ ରନର ଗ୍ଲେନ ମ୍ୟାକ୍ସୱେଲଙ୍କ ତୋଫାନୀ ଇନିଂସ ମାଧ୍ୟମରେ ଅଷ୍ଟ୍ରେଲିଆ ଆଫଗାନିସ୍ତାନକୁ ପରାସ୍ତ କରି ଆଇସିସି କ୍ରିକେଟ ବିଶ୍ୱକପ ୨୦୨୩ରେ ସେମିଫାଇନାଲ ପାଇଁ ଟିକେଟ ପାଇଛି। ୯ ଟି ମ୍ୟାଚରେ ଏହା...

ଭାରତକୁ ବିଶ୍ୱକପରେ କିପରି ରୋକି ହେବ, ଶୋଏବ ଦେଲେ ଏଭଳି ଉତ୍ତର, ଭିଡିଓ ଭାଇରାଲ…

ଇସଲାମାବାଦ,୭।୧୧ : ବିଶ୍ୱକପ ୨୦୨୩ ରେ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରୁଛି। ରବିବାର କୋଲକାତାର ଇଡେନ ଗାର୍ଡେନରେ ୨୪୩ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ କ୍ରମାଗତ ଅଷ୍ଟମ ବିଜୟ ପଞ୍ଜିକରଣ...

ଲଢୁଆ ବ୍ୟାଟିଂ କରି ଜିତିଲା ଅଷ୍ଟ୍ରେଲିଆ, ଆଫଗାନିସ୍ତାନର ସେମିଫାଇନାଲ ଆଶା ଧୂଳିସାତ…

ମୁମ୍ବାଇ,୭।୧୦: ମହାରାଷ୍ଟ୍ରର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୩୯ତମ ମ୍ୟାଚରେ ଆଫଗାନିସ୍ତାନକୁ ଅଷ୍ଟ୍ରେଲିଆ ପରାଜିତ କରିଛି। ଧାର୍ଯ୍ୟ ୨୯୨ ରନର ପିଛା କରି ଅଷ୍ଟ୍ରେଲିଆ ୪୬.୫ ଓଭରରେ ୭ ଓ୍ବିକେଟ ହରାଇ ୨୯୩ ରନ କରିଥିଲା। ଏହି...

ରାହୁଲ-ବରୁଣ ଭେଟ, ରାଜନୈତିକସ୍ତରରେ କଳ୍ପନାଜଳ୍ପନା ଆରମ୍ଭ…

ନୂଆଦିଲ୍ଲୀ,୭।୧୧ : କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ତାଙ୍କ ସମ୍ପର୍କୀୟ ତଥା ଭାଜପା ଏମପି ବରୁଣ ଗାନ୍ଧୀଙ୍କ ସହ କିଛି ସମୟ ସାକ୍ଷାତ କରିଛନ୍ତି। ସୂତ୍ରରୁ ପ୍ରକାଶ ମଙ୍ଗଳବାର କେଦାରନାଥ ମନ୍ଦିରରେ ଦର୍ଶନ ସମୟରେ ଏହି ବାର୍ତ୍ତାଳାପ ହୋଇଥିଲା।...

ବିହାରରେ ୭% ଲୋକ ଗ୍ରାଜୁଏଟ, ଏକ ଚର୍ତୁଥାଶଂ ଲୋକ ୫ମ ଫେଲ୍‌ : ସର୍ଭେ

ନୂଆଦିଲ୍ଲୀ,୭।୧୧: ବିହାର ବିଧାନସଭାର ଶୀତକାଳୀନ ଅଧିବେଶନରେ ଜାତିଗତ ଜନଗଣନାର ଅର୍ଥନେୈତିକ ଓ ଶିକ୍ଷାଗତ ରିପୋର୍ଟ ସାମ୍ନାକୁ ଆସିଛି। ମଙ୍ଗଳବାର ଗୃହରେ ଉପସ୍ଥାପିତ ରିପୋର୍ଟରେ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ବିହାରରେ ମାତ୍ର ୭% ଲୋକ ଗ୍ରାଜୁଏଟ ଅଛନ୍ତି।...

ଅଧିକାର ମାଗିବାରୁ ଲାଠି ଚାର୍ଜ, ଅଙ୍ଗନୱାଡି କର୍ମୀଙ୍କୁ ନିସ୍ତୁକ ପିଟିଲା ପୋଲିସ, ଭିଡିଓ ଭାଇରାଲ…

ପାଟନା,୭।୧୧ : ବିହାରର ଅଙ୍ଗନୱାଡି କର୍ମୀ ଏବଂ ସହାୟିକାମାନେ ସେମାନଙ୍କ ଦାବି ପାଇଁ ଆନ୍ଦୋଳନ କରୁଛନ୍ତି, କାରଣ ରାଜ୍ୟର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସରକାର ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛନ୍ତି। ସେମାନଙ୍କ ଦରମାକୁ ଦ୍ୱିଗୁଣିତ କରିବାକୁ ପ୍ରତିଶ୍ରୁତି ଦେବା...

ଛାଡପତ୍ର ନ ଦେଇ ହିନ୍ଦୁ ଯୁବତୀଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି କଂଗ୍ରେସ ପ୍ରାର୍ଥୀ, ସତ୍ୟପାଠରୁ ପଡ଼ିଲା ଜଣା…

ଜୟପୁର,୭।୧୧ : ରାଜସ୍ଥାନର ଜୟପୁରର କିଶାନପୋଲ ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଅମିନୁଦ୍ଦିନ କାଗଜି ତାଙ୍କ ନିର୍ବାଚନୀ ସତ୍ୟପାଠରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରିଛନ୍ତି। ୫୦ ବର୍ଷ ବୟସ୍କ ଅମିନ ବିନା ଛାଡପତ୍ରରେ ଦ୍ୱିତୀୟ ଥର ବିବାହ କରିଛନ୍ତି।...

ନିର୍ଦ୍ଦେଶ ପରେ ଉପବାଚସ୍ପତି ପଦରୁ ବୁଧବାର ଇସ୍ତଫା ଦେଇପାରନ୍ତି ରଜନୀକାନ୍ତ ସିଂ

ଭୁବନେଶ୍ୱର,୭ା୧୧(ଅନିଲ ଦାସ): ବିଜେଡିର ବରିଷ୍ଠ ନେତା ରଜନୀକାନ୍ତ ସିଂ ଓଡ଼ିଶା ବିଧାନସଭାର ଉପବାଚସ୍ପତି ପଦରୁ ଇସ୍ତଫା ଦେବେ। ସେ ବୁଧବାର ବାଚସ୍ପତିଙ୍କୁ ଭେଟି ବିଧିବଦ୍ଧ ଭାବେ ନିଜର ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ଜଣାପଡ଼ିଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି...

ସେମିଫାଇନାଲରେ ଭାରତ-ଆଫଗାନିସ୍ତାନ ହେବ କି ଭେଟ ?…

ମୁମ୍ବାଇ,୭।୧୧ : ଆଫଗାନିସ୍ତାନ ଅଷ୍ଟ୍ରେଲିଆ ବିରୋଧରେ ଭଲ ପ୍ରଦର୍ଶନ କରିଛି। ପଏଣ୍ଟ ଟେବୁଲରେ ଭାରତ ଶୀର୍ଷରେ ୧୬ ପଏଣ୍ଟ ସହିତ ରହି ସେମିଫାଇନାଲ ପାଇଁ ଟିକେଟ ପାଇସାରିଛି। ସେହିପରି ଦକ୍ଷିଣ ଆଫ୍ରିକା ୧୨ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନରେ ରହି...

ଅଷ୍ଟ୍ରେଲିଆ ପାଇଁ ବିଜୟ ଲକ୍ଷ୍ୟ ୨୯୨…

ମୁମ୍ବାଇ,୭।୧୦: ମହାରାଷ୍ଟ୍ରର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୩୯ତମ ମ୍ୟାଚ ଆଫଗାନିସ୍ତାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଆଫଗାନିସ୍ତାନ ଅଧିନାୟକ ହାସମତୁଲା ଶାହିଦି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ପାଟ୍‌ କ୍ୟୁମିନ୍ସଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri