Tag Archives: Home Middle

ଆମେଠିରୁ ହାରିବା ପାଇଁ ଟଙ୍କା ନେଇଥିଲେ ରାହୁଲ!

ନୂଆଦିଲ୍ଲୀ,୨।୧୧: ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ(ଏଆଇଏମଆଇଏମ) ସଭାପତି ଅସଦୁଦ୍ଦିନ ଓଓ୍ବେସି କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଟାର୍ଗେଟ କରିଛନ୍ତି। ଏଆଇଏମଆଇଏମ ଭାଜପା ଠାରୁ ଟଙ୍କା ନେଉଥିବା ରାହୁଲ ଅଭିଯୋଗ କରିଥିଲେ। ଏହାକୁ ନେଇ ପ୍ରତି ଆକ୍ରମଣ କରିଛନ୍ତି ଓଓ୍ବେସି।...

‘ଆମର ଉଦ୍ଦେଶ୍ୟ ଅପହରଣ ନୁହେଁ, କେବଳ ହତ୍ୟା’

ତେଲ୍‌ ଅଭିଭ୍‌,୨ା୧୧: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କିବୁତଜ୍‌ କଫର ଅଜାଙ୍କୁ ଲୁଟ୍‌ କରିବାରେ ସମ୍ପୃକ୍ତ ହମାସ୍‌ ଆତଙ୍କବାଦୀ କହିଛନ୍ତି, ତାଙ୍କର ଉଦ୍ଦେଶ୍ୟ କେବଳ ହତ୍ୟା କରିବା ଏବଂ ଅପହରଣ...

ଆମ କଥା ପୁଣିଥରେ କରନ୍ତୁ ବିଚାର, ସମଲିଙ୍ଗୀ ବିବାହ ରିଭ୍ୟୁ ପିଟିଶନ ସୁପ୍ରିମ୍‌କୋର୍ଟରେ ଦାଖଲ…

ନୂଆଦିଲ୍ଲୀ,୨।୧୧ : ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଏକ ସମୀକ୍ଷା ଆବେଦନ (ରିଭ୍ୟୁ ପିଟିଶନ) କରାଯାଇଛି। ଅକ୍ଟୋବର ୧୭ରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ନଭେମ୍ବର ୧ ରେ ଏହି ଆବେଦନ କରାଯାଇଥିଲା ଯେଉଁଥିରେ ସମଲିଙ୍ଗୀ...

ପୁରୁଣା ସହଯୋଗୀ ଇସ୍ରାଏଲର ହାତ ଛାଡିଲେ

ଜେରୁଜେଲମ,୨।୧୧: ଆଜିକୁ ୨୭ଦିନ ଧରି ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଇସ୍ରାଏଲ ସେନା ଲଗାତାର ଗାଜା ସୀମାରେ ଟ୍ୟାଙ୍କର ଦ୍ୱାରା ଆକ୍ରମଣ କରୁଛନ୍ତି। ସେନା ଜବାଲିଆ ଶରଣାର୍ଥୀ ଶିବିରିରେ ଏୟାର ଷ୍ଟ୍ରାଇକ କରିଛି। ଆକ୍ରମଣରେ ୧୯୫ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ...

୮୯ ଆଶାୟୀ ହେଲେ ପ୍ରଶାସନିକ ଅଧିକାରୀ, କମ ମାର୍କ ଯୋଗୁ ୨୦୨୨ ସଂରକ୍ଷିତ ତାଲିକାରେ ଥିଲେ…

ନୂଆଦିଲ୍ଲୀ,୨।୧୧ : ବିଭିନ୍ନ ନାଗରିକ ସେବାରେ ନିଯୁକ୍ତି ପାଇଁ ୟୁନିଅନ ପବ୍ଲିକ ସର୍ଭିସ କମିଶନ ୮୯ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ସୁପାରିଶ କରିଛନ୍ତି। ଚଳିତ ବର୍ଷ ମେ ମାସରେ, ଆୟୋଗ ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ଫଳାଫଳ ଘୋଷଣା...

ପାକିସ୍ତାନ ଆଗରେ ନେହୁରା ହେଲେ ତାଲିବାନ ସରକାର

କାବୁଲ,୨।୧୧: ପାକିସ୍ତାନ ସରକାର ବିନା ଦସ୍ତାବିଜ ଥିବା ୧୭ଲକ୍ଷ ଆଫଗାନସ୍ତାନୀଙ୍କୁ ନଭେମ୍ବର ୧ ଭିତରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ। ଦେଶ ନ ଛାଡିଲେ ଜୋରଜବରଦସ୍ତି ହଟା ଯିବ ବୋଲି ପାକିସ୍ତାନ ସରକାର କହିଥିଲେ। ପାକ୍‌ ଅଧିକାରୀଙ୍କ ଅନୁସାରେ, ଏପର୍ଯ୍ୟନ୍ତ...

ଇଡିର ସମନକୁ ‘ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ’ କହିଲେ କେଜ୍‌ରିଓ୍ବାଲ, ଭାଜପାର ଅନୁରୋଧ କ୍ରମେ…

ନୂଆଦିଲ୍ଲୀ,୨।୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗୁରୁବାର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ସମ୍ମୁଖରେ ପଚରାଉଚରା ଲାଗି ହାଜର ହେବାକୁ ସମନ କରାଯାଇଛି। ୬ ମାସ ପୂର୍ବେ ସିବିଆଇ ଏହି ମାମଲାରେ କେଜ୍‌ରିଓ୍ବାଲଙ୍କୁ ପ୍ରାୟ ୯ ଘଣ୍ଟା ଧରି...

କେଜ୍‌ରିଓ୍ବାଲ ହାଜର ହେବା ପୂର୍ବରୁ ମନ୍ତ୍ରୀ ରାଜକୁମାରଙ୍କ ଘରେ ଇଡିର ଚଢ଼ାଉ

ନୂଆଦିଲ୍ଲୀ,୨।୧୧: ଗୋଟିଏ ପଟେ ଇଡି ପକ୍ଷରୁ ପଚରାଉଚରା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଡକାଯାଇଥିବା ବେଳେ ଅପରପକ୍ଷେ ତାଙ୍କ ଦଳର ବିଧାୟକଙ୍କ ଘରେ ଚଢ଼ାଉ ମଧ୍ୟ ଜାରି ରଖିଛି। ଏହି କ୍ରମରେ ଗୁରୁବାର ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ...

ଟଙ୍କା ପାଇଁ ପିଲାଙ୍କ ଗଳା କାଟୁଛି ହମାସ…

ଜେରୁଜେଲମ,୨।୧୧ : ଆତଙ୍କବାଦୀ ସଂଗଠନ ହମାସର ପ୍ରତିଷ୍ଠାତା ଶେଖ ହାସନ ୟୁସୁଫଙ୍କ ପୁଅ ମୋସାବ ହାସନ ୟୁସୁଫ ଏକ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ହମାସ ଆତଙ୍କବାଦୀମାନେ ପାଲେଷ୍ଟାଇନ ପିଲାମାନଙ୍କୁ ଅ ଅମାନୁଷିକ ଭାବେ ହତ୍ୟା କରୁଛନ୍ତି। ବ୍ରିଟିଶ ଖବରଦାତାଙ୍କୁ ଦେଇଥିବା...

ଆଣବିକ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଆଲୋଚନା ପାଇଁ ରାଜି ହେଲେ ଆମେରିକା-ଚାଇନା…

ଓ୍ବାଶିଂଟନ/ବେଜିଂ,୨।୧୧: ବିଶ୍ୱ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଉଛି। ବାସ୍ତବରେ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ପ୍ରସଙ୍ଗରେ ଆମେରିକା ଏବଂ ଚାଇନା ଆଲୋଚନା କରିବାକୁ ସହମତ ହୋଇଛନ୍ତି। ୱାଲ ଷ୍ଟ୍ରିଟ ଜର୍ନାଲ ଏହାର ଏକ ରିପୋର୍ଟରେ ଏହା ଦାବି କରିଛି। ରିପୋର୍ଟ...

ଶରଣାର୍ଥୀ ଶିବିରରେ ଏୟାର ଷ୍ଟ୍ରାଇକରେ ୧୯୫ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ଘଟିଛି: ହମାସର ଦାବି…

ଜେରୁଜେଲମ,୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ଯୋଗୁଁ ଦଶ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଇସ୍ରାଏଲର ସୈନିକମାନଙ୍କ ଦ୍ୱାରା କ୍ରମାଗତ ଭାବରେ ବୋମା ମାଡ କରାଯାଉଛି। ପାଲେଷ୍ଟାଇନ ଉଗ୍ରବାଦୀ ଦଳର ସଶସ୍ତ୍ର ୱିଙ୍ଗ ଅଲ-କାସାମ ବ୍ରିଗେଡ ଦାବି କରିଛି ମଙ୍ଗଳବାର ଇସ୍ରାଏଲ...

ଅଲିଭ୍‌ ରିଡ୍‌ଲେଙ୍କ ମିଳନ ଋତୁ ଆରମ୍ଭ, ମେ’ ୩୧ ପର୍ଯ୍ୟନ୍ତ ଫିସିଂ ମନା

ଛତ୍ରପୁର,୧ା୧୧(ଦିଲ୍ଲୀପ ସାମଲ): ବିରଳ ଅଲିଭ୍‌ ରିଡ୍‌ଲେଙ୍କ ମିଳନ ରୁତୁ ଆରମ୍ଭ ହୋଇଛି। ନୂଆ ଅତିଥିଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ। ସେମାନଙ୍କ ସୁରକ୍ଷିତ ଆଗମନ ସହ ପ୍ରଜନନ ଓ ଗଣ ଅଣ୍ଡାଦାନ ପାଇଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri