Tag Archives: Home Middle

ସନ୍ତୋଷୀ ସାହୁ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ

ଭୁବନେଶ୍ୱର,୧ା୧୧: ନବଗଠିତ ଓଡ଼ିଶା ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟର କୁଳସଚିବ ଭାବେ ଓଏ୍‌ଏସ୍‌ ସନ୍ତୋଷୀ ସାହୁ ନିଯୁକ୍ତ ହୋଇଛନ୍ତି। ବୁଧବାର ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବୋର୍ଡ ଅଫ୍‌ ରେଭିନ୍ୟୁରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ବରିଷ୍ଠ ଓଏଏସ୍‌...

ଭାରତକୁ ହଟାଇ ପଏଣ୍ଟ ଟେବୁଲ୍‌ ଶୀର୍ଷରେ ଦକ୍ଷିଣ ଆଫ୍ରିକା

ପୁଣେ,୧।୧୧: ଦକ୍ଷିଣ ଆଫ୍ରିକା ନ୍ୟୁଜିଲାଣ୍ଡକୁ ୧୯୦ ରନ ବ୍ୟବଧାନରେ ପରାସ୍ତ କରିଛି। ଜିତିବା ପାଇଁ ନ୍ୟୁଜିଲାଣ୍ଡ ୩୫୮ ରନ ଲକ୍ଷ୍ୟ ଥିଲା, କିନ୍ତୁ କିୱି ଦଳ ମାତ୍ର ୧୬୭ ରନ୍‌ରେ ସୀମିତ ରହିଥିଲା। ଦକ୍ଷିଣ ଆଫ୍ରିକାର ବୋଲରଙ୍କ ସାମ୍ନାରେ ନ୍ୟୁଜିଲାଣ୍ଡର...

ବଢୁଛି ଲୋକଙ୍କ ଦରମା, ମାତ୍ର ପକେଟ୍‌ ଖାଲି, ଜାଣନ୍ତୁ କ’ଣ କହୁଛି ସର୍ବେକ୍ଷଣ ରିପୋର୍ଟ

ଲଣ୍ଡନ,୧ା୧୧: ବ୍ରିଟିଶ ଶ୍ରମିକମାନଙ୍କର ଭାଗ୍ୟ ବର୍ଷର ଶେଷ ମାସରେ ଚମକିଛି। ବୁଧବାର ଶ୍ରମ ବଜାରର ଏକ ସର୍ବେକ୍ଷଣ ଅନୁଯାୟୀ, ବ୍ରିଟିଶ ଶ୍ରମିକମାନେ ସାପ୍ତାହିକ ବେତନରେ ସେମାନଙ୍କର ସର୍ବାଧିକ ଦରମା ପାଇଛନ୍ତି। ଏହା ବ୍ୟତୀତ ପୁରୁଷଙ୍କ ତୁଳନାରେ ମହିଳାଙ୍କ ଦରମା ସର୍ବାଧିକ...

ଆଇଏଫ୍‌ଏସ୍‌ସ୍ତରରେ ଅଦଳବଦଳ: ସୁଶାନ୍ତଙ୍କୁ ବଡ଼ ଦାୟିତ୍ୱ

ଭୁବନେଶ୍ୱର,୧ା୧୧: ରାଜ୍ୟ ସରକାର ବୁଧବାର ଆଇଏଫ୍‌ଏସ୍‌(ଭାରତୀୟ ବନ ସେବା) ଅଫିସରସ୍ତରରେ ଅଦଳବଦଳ କରିଛନ୍ତି। ଆଇଏଫ୍‌ଏସ୍‌ ସୁଶାନ୍ତ ନନ୍ଦଙ୍କୁ ଆଜି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ-ବନ୍ୟପ୍ରାଣୀ(ପିସିସିଏଫ୍‌-ଓ୍ବାଇଲ୍ଡ ଲାଇଫ୍‌) ଏବଂ ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ( ସିଏଡବ୍ଲ୍ୟୁଏଲ୍‌ଡବ୍ଲ୍ୟୁ) ଭାବେ ଅତିରିକ୍ତ ଦାୟିତ୍ୱ ନ୍ୟସ୍ତ କରିଛନ୍ତି।...

ବିଶ୍ୱକପ୍‌ ମଝିରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧।୧୧: ବିଶ୍ୱକପ ମଝିରେ ହଠାତ୍‌ ଇଂଲଣ୍ଡ ବୋଲର ଡେଭିଡ ୱିଲି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛନ୍ତି। ସେ ସୋସିଆଲ ମିଡିଆରେ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ଡେଭିଡ ୱିଲି ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମୁଁ କେବେବି...

ବିବାହ ଆଶା ନ ଥିଲେ ସାଥୀ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତିନି ମହିଳା, ବଳାତ୍କାର ମାମଲାକୁ ଖାରଜ କଲେ ହାଇକୋର୍ଟ…

ହାଇଦ୍ରାବାବ,୧।୧୧ : ବିବାହ ପ୍ରତିଶ୍ରୁତି ଦେଇ ବଳାତ୍କାର ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଏକ ବଡ଼ ରାୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି କୌଣସି ମହିଳା ବିବାହ ଆଶା ନ ଥିଲେ ସାଥି ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତିନି। ତାଙ୍କୁ ବିବାହ...

ପାଇଲଟ-କ୍ରୁ ସଦସ୍ୟ ମାଉଥଓ୍ବାଶ ଅବା ଟୁଥ ଜେଲ ବ୍ୟବହାର କରିପାରିବେ ନାହିଁ, ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କଲା ଡିଜିସିଏ…

ନୂଆଦିଲ୍ଲୀ,୧।୧୧ : ଏବେ ପାଇଲଟ ଏବଂ କ୍ରୁ ସଦସ୍ୟମାନେ ମାଉଥଓ୍ବାଶ ଅବା ଟୁଥ ଜେଲ ବ୍ୟବହାର କରି ପାରିବେ ନାହିଁ। ଏଥିରେ ଆଲକୋହଲ ମାତ୍ରା ରହିଥିବାରୁ ଏହାକୁ ବାରଣ କରାଯାଇଛି। କାରଣ ଏହାଦ୍ୱାରା ନିଃଶ୍ୱାସ ବିଶ୍ଳେଷଣକାରୀ ପରୀକ୍ଷଣରେ ମଦ୍ୟପାନ କରିଥିବା...

ବଙ୍ଗୋପସାଗରରେ ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରୀକ୍ଷା କଲା ନୌସେନା…

ନୂଆଦିଲ୍ଲୀ,୧।୧୧ : ଦେଶର ସୀମା ରକ୍ଷା କରିବା ପାଇଁ ତିନି ସେନା କ୍ରମାଗତ ଭାବରେ ନିଜର ଶକ୍ତି ବୃଦ୍ଧି କରୁଛନ୍ତି। ଏହି ସମୟରେ ଭାରତୀୟ ନୌସେନା ମଧ୍ୟ ବ୍ରହ୍ମୋସ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି। ନୌସେନା ବୁଧବାର ବଙ୍ଗୋପସାଗରରେ ବ୍ରହ୍ମୋସ...

ଇଟାଲୀରେ ବିରୁଡି ଆତଙ୍କ, ଘରୁ ବାହାରିବାକୁ ଭୟଭୀତ ହେଉଛନ୍ତି ଲୋକେ…

ରୋମ,୧।୧୧ : ସମ୍ପ୍ରତି ଇଟାଲୀର ରାଜଧାନୀ ରୋମରେ ଏକ ଛୋଟ କୀଟ ସମଗ୍ର ସହରରେ ଆତଙ୍କ ସୃଷ୍ଟି କରିଛି ଏବଂ ଆତଙ୍କ ଏପରି ହୋଇଛି କୀଟଦଂଶନ ଭୟ ଯୋଗୁ ଲୋକମାନେ ନିଜ ଘରୁ ବାହାରକୁ ଯିବାକୁ ମଧ୍ୟ ଦ୍ୱିଧା କରୁଛନ୍ତି।...

ରାସ୍ତାରେ ବୁଲୁଛନ୍ତି ଭାଲୁ, ଘରୁ ନ ବାହାରିବାକୁ ଚେତାବନୀ ଜାରି କଲା ପ୍ରଶାସନ…

ଟୋକିଓ,୧।୧୧ : ବିଶ୍ୱର ଏକାଦଶ ଜନସଂଖ୍ୟା ବିଶିଷ୍ଟ ଦେଶ ଭାବେ ପରିଚିତ ଜାପାନ ସମ୍ପ୍ରତି ଅଜବ ଅସୁବିଧାର ସମ୍ମୁଖୀନ ହେଉଛି। କିନ୍ତୁ ଜାପାନ ପାଇଁ ବିପଦ କୌଣସି ଆତଙ୍କବାଦୀ ସଂଗଠନ କିମ୍ବା ଆକ୍ରମଣକାରୀ ଦେଶରୁ ନୁହେଁ ବରଂ ଭାଲୁମାନଙ୍କ ଯୋଗୁ...

୪୬ବର୍ଷର ଯାତ୍ରା ଶେଷ କରି ନୌସେନାରୁ ଅବସର ନେଲା IL-38 ସି ଡ୍ରାଗନ

ନୂଆଦିଲ୍ଲୀ,୧।୧୧: ୪୬ ବର୍ଷର ଯାତ୍ରା ଶେଷ କରି ନୌସେନାରୁ ବିଦାୟ ନେଇଛି ସାମୁଦ୍ରିକ ପେଟ୍ରୋଲିଂ ବିମାନ IL-38 ସି ଡ୍ରାଗନ। ଗୋଆର ଡାବୋଲିମର ଆଇଏନଏସ ହାନସା ଠାରେ ଅନୁଷ୍ଠିତ ସମାରୋହରେ ଡ୍ରାଗନକୁ ବିହାୟ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ନାଭାଲ ଷ୍ଟାଫ...

ଗାଜା ଯୁଦ୍ଧର ପ୍ରଭାବ, ପାଣି-ଗୋପନୀୟତା ଅଭାବରୁ ଋତୁସ୍ରାବ ନ ହେବା ପାଇଁ ଔଷଧ ଖାଉଛନ୍ତି ମହିଳା…

ଜେରୁଜେଲମ,୧।୧୧ : ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜାର ଲୋକମାନେ ଜୀବନର ମୌଳିକ ସୁବିଧା ପାଇପାରୁ ନାହାନ୍ତି। ଭିଟାମାଟି ଛାଡିଲକ୍ଷ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି। ଗାଜାରେ ମହିଳାଙ୍କ ଅବସ୍ଥା ଦୟନୀୟ ହୋଇ ଯାଇଛି। ପୋଷାକ ବଦଳାଇବା ଏବଂ ସ୍ନାନ କରିବା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri