Tag Archives: Home Middle

ଓଡିଶାର ପ୍ରଥମ ମହିଳା ମନ୍ତ୍ରୀ ସରସ୍ବତୀ ପ୍ରଧାନଙ୍କ ପରଲୋକ

ବରଗଡ଼, ୧।୧୧ : ରାଜ୍ୟର ପ୍ରଥମ ମହିଳା ମନ୍ତ୍ରୀ ତଥା ବିଧାୟିକା ସରସ୍ବତୀ ପ୍ରଧାନଙ୍କ ଦେହାନ୍ତ। ଭଟଲି ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ମନ୍ତ୍ରୀ ତଥା ବିଧାୟିକା ସରସ୍ବତୀଙ୍କ ୯୮ ବର୍ଷ ବୟସରେ ପରଲୋକ ହୋଇଛି। । ଭୁବନେଶ୍ବରର ଏକ...

ଟ୍ରିପଲ ଏଚ, ଇସ୍ରାଏଲ ସୈନ୍ୟଙ୍କ ପାଇଁ ପାଲଟିଛନ୍ତି ଚିନ୍ତାର କାରଣ, କିଏ ସେମାନେ ଜାଣନ୍ତୁ…

ଜେରୁଜେଲମ,୧।୧୧ : ଇସ୍ରାଏଲ ସୈନ୍ୟଙ୍କ ପାଇଁ ମୁଖ୍ୟ ଚିନ୍ତାର କାରଣ ପାଲଟିଛନ୍ତି ଟ୍ରିପଲ ଏଚ। ଏହାର ମୁକାବିଲା କରିବା ଲାଗି ଇସ୍ରାଏଲ ସୈନ୍ୟମାନେ ଯୋଜନାବଦ୍ଧ ଭାବେ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ଟ୍ରିପଲ ଏଚ ହେଉଛନ୍ତି ହମାସ,ହିଜବୁଲ ଏବଂ ହୁତି...

ଡାକ୍ତରଙ୍କ ପାଇଁ ଓ୍ବାନ ନେଶନ, ଓ୍ବାନ ରେଜିଷ୍ଟ୍ରେଶନ ପ୍ରୋଜେକ୍ଟ, ରୋଗୀଙ୍କ ପାଇଁ କେତେ ଦୂର ହେବ ଫଳପ୍ରଦ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧ : ଭାରତର ଡାକ୍ତରମାନଙ୍କ ପାଇଁ ଓ୍ବାନ ନେଶନ, ଓ୍ବାନ ରେଜିଷ୍ଟ୍ରେଶନ ପ୍ରୋଜେକ୍ଟ ପାଇଁ ପ୍ରସ୍ତୁତି ଚାଲିଛି। କୁହାଯାଉଛି ଜାତୀୟ ସ୍ବାସ୍ଥ୍ୟ ଆୟୋଗ ଏହାର ସମ୍ପୂର୍ଣ୍ଣ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି। ଏହାର ପରୀକ୍ଷା ଆସନ୍ତା ୬ ମାସ ମଧ୍ୟରେ...

କୋର୍ଟଙ୍କ ବଡ ରାୟ, କେବେ ଧୋକା ଖାଆନ୍ତି ନାହିଁ ମହିଳା

ଅମରାବତୀ, ୧।୧୧: ବିବାହର ମିଛ ପ୍ରତିଶ୍ରୁତି ଦେଇ ବଳତ୍କାର କରିବା ମାମଲାରେ ଆନ୍ଧ୍ର ପ୍ରଦେଶ ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି, କୌଣସି ଶିକ୍ଷିତ ମହିଳା କେବଳ ବିବାହ ପ୍ରତିଶ୍ରୁତି ସହ କୌଣସି ପୁରୁଷ ସହ ସମ୍ପର୍କରେ...

ରୁଦ୍ରାକ୍ଷରେ ରହିଛି କର୍କଟରୁ ମୁକ୍ତି ଶକ୍ତି, କ’ଣ କହିଲେ ଗବେଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧ : ବର୍ତ୍ତମାନ ରୁଦ୍ରାକ୍ଷ କର୍କଟ ରୋଗର ଚିକିତ୍ସାରେ ମଧ୍ୟ ସହାୟକ ହେବ। ଏଥିପାଇଁ, ମୂଷା ଉପରେ କରାଯାଇଥିବା ପରୀକ୍ଷଣରେ ମଧ୍ୟ ସଫଳତା ମିଳିଛି। ଶୋଭିତ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ମଣିଷ ଉପରେ ପରୀକ୍ଷା ପାଇଁ ବିଏଚୟୁ ସହିତ ଏକ ଚୁକ୍ତିନାମା...

ଚାଇନିଜ ମାଞ୍ଜା ଉପରେ ପ୍ରତିବନ୍ଧକ, ଉଲ୍ଲଂଘନ କଲେ ଜରିମାନା…

ଚେନ୍ନାଇ,୧।୧୧ : ତାମିଲନାଡୁ ସରକାର ଏକ ବିଜ୍ଞପ୍ତି ଜାରି କରି ରାଜ୍ୟରେ ନାଇଲନ ସୂତା ଏବଂ ଚାଇନିଜ ମାଞ୍ଜା ଉତ୍ପାଦନ ତଥା ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଜାରି କରାଯାଇଥିବା ବିଜ୍ଞପ୍ତିରେ ତାମିଲନାଡୁ ସରକାର ଦର୍ଶାଇଛନ୍ତି ଏହି ମାଞ୍ଜା ମଣିଷ...

ବହୁ ନଦୀରେ ଆସିବ ବନ୍ୟା, ୨୪ କୋଟି ଲୋକ ପ୍ରଭାବିତ ହେବା ଆଶଙ୍କା, ନେପାଳ ପାହାଡ଼ରେ ଏକ ତୃତୀୟାଂଶ ବରଫ ତରଳିଲା…

ଜେନେଭା,୧।୧୧ : ଜଳବାୟୁ ପରିବର୍ତ୍ତନ ଯୋଗୁ ନେପାଳରେ ଥିବା ପାହାଡରେ ପ୍ରାୟ ଏକ ତୃତୀୟାଂଶ ବରଫ ତରଳି ଯାଇଛି। ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ କହିଛନ୍ତି ଏପରି ହେବାକୁ ପ୍ରାୟ ୩୦ ବର୍ଷ ସମୟ ଲାଗିଛି। ଏହି ଅବଧି...

ନୀଳନୟନାଙ୍କୁ ମିଳୁଛି ବିମାନରେ ଚାକିରି, ୟୁନାଇଟେଡ ଏୟାରଲାଇନ୍ସରେ ଭେଦଭାବ ଭାଇରାଲ…

ଓ୍ବାଶିଂଟନ,୧।୧୧: ୟୁନାଇଟେଡ ଏୟାରଲାଇନ୍ସରେ ଭେଦଭାବ ଅଭିଯୋଗ ହୋଇଛି। ବାସ୍ତବରେ, ବିମାନର ଦୁଇଜଣ ବିମାନ କର୍ମଚାରୀ ଦାବି କରିଛନ୍ତି ସେମାନଙ୍କ ରୂପ ଯୋଗୁଁ ସେମାନଙ୍କୁ ଭେଦଭାବ କରାଯାଇଛି। ସେମାନେ କହିଛନ୍ତି ଲସ ଆଞ୍ଜେଲସ ଡୋଜର୍ସ ବେସବଲ ଦଳର ସେବା କରୁଥିବା ଚାଟର୍ର୍‌...

ଭିଟାମାଟି ଛାଡିଲେ ୨୫ ଲକ୍ଷ ଇସ୍ରାଏଲ ନାଗରିକ, ପଚାସଢ଼ା ମୃତଦେହ ଚିହ୍ନିବା କଷ୍ଟକର…

ଜେରୁଜେଲମ,୧।୧୧: ଗାଜା ଯୁଦ୍ଧ ଯୋଗୁ ଏପର୍ଯ୍ୟନ୍ତ ପ୍ରାୟ ୨୫ ଲକ୍ଷ ଇସ୍ରାଏଲ ନାଗରିକ ଭିଟାମାଟି ଛାଡିଛନ୍ତି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ ସ୍ଥାନୀୟ ପରିଷଦ ସହିତ ଦକ୍ଷିଣରେ ଏସବୁ ଲୋକଙ୍କ ଯତ୍ନ ନେବା ପାଇଁ କାର୍ଯ୍ୟ କରୁଛନ୍ତି। ଇସ୍ରାଏଲର ଜଣେ ବରିଷ୍ଠ...

ପ୍ରକୃତିପ୍ରେମୀଙ୍କ ପାଇଁ ଖୁସି ଖବର, ଖୋଲିଲା କୁଲଡିହା ଅଭୟାରଣ୍ୟ

ନୀଳଗିରି, ୧।୧୧(ପ୍ରଶାନ୍ତ କୁମାର ବିଶ୍ବାଳ): ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ପାଇଁ ଏକ ଖୁସି ଖବର। ବର୍ଷାଦିନ ପାଇଁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଗତ ଜୁନ ୧୫ତାରିଖରୁ ବାଲେଶର ଜିଲା ନୀଳଗିରି ଉପଖଣ୍ଡର ସୌନ୍ଦର୍ଯ୍ୟମୟୀ କୁଲଡିହା ଅଭୟାରଣ୍ୟ ବନ୍ଦ ରହିଥିଲା। ତେବେ...

ଶରଣାର୍ଥୀ ଶିବିର ଉପରେ ଇସ୍ରାଏଲର ବୋମା ମାଡ଼, ୫୦ ମୃତ, ୧୫୦ ଆହତ

ଜେରୁଜେଲମ,୧।୧୧: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି, ଯେଉଁଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ସାଢେ ନଅ ହଜାରରୁ ଅଧିକ ଲୋକ ପ୍ରାଣ ହରାଇ ସାରିଲେଣି। ଏହି ସମୟରେ ପାଲେଷ୍ଟାଇନର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଉତ୍ତର ଗାଜାରେ ଥିବା...

ବଢିଲା ଏଲପିଜି ସିଲିଣ୍ଡରର ମୂଲ୍ୟ, ଆପଣଙ୍କ ସହରରେ କେତେ ରହିଛି ଦାମ୍‌ ଜାଣନ୍ତୁ…

ନୂଆଦିଲ୍ଲୀ,୧।୧୧: ପାର୍ବଣ ଋତୁରେ ଲୋକେ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଛନ୍ତି। ଏହି ସମୟରେ ଆଉ ଏକ ଝଟକା ଲାଗିଛି। ଆଜିଠାରୁ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ରୁ ଅଧିକ ବୃଦ୍ଧି ପାଇଛି। ଗ୍ୟାସର ଏହି ମୂଲ୍ୟ ୧୯ କିଲୋଗ୍ରାମ କମର୍ସିଆଲ ସିଲିଣ୍ଡର (ବାଣିଜ୍ୟିକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri