Tag Archives: Home Middle

କଶ୍ମୀରରେ ୩ ଦିନ ମଧ୍ୟରେ ତୃତୀୟ ଆତଙ୍କବାଦୀ ଆକ୍ରମଣ: ବାରାମୂଳାରେ ହେଡ୍‌ କନ୍‌ଷ୍ଟେବଳଙ୍କୁ ଗୁଳି କରି ହତ୍ୟା

ବାରାମୂଳା,୩୧।୧୦: ଜମ୍ମୁ-କଶ୍ମୀରରେ ଭାରତୀୟ ସେନା ପକ୍ଷରୁ କଠୋର ଆଭିମୁଖ୍ୟ ପରେ ପୁଣିଥରେ ଆତଙ୍କବାଦୀ ଆକ୍ରମଣ ଘଟଣା ବଢ଼ିବାରେ ଲାଗିଛି। ନିକଟରେ ସେନାର ଅପରେଶନରେ ଅନେକେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ସେନାର ଆଭିମୁଖ୍ୟ ପରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରିବାରେ ଲାଗିଛନ୍ତି।...

ବ୍ୟାଙ୍କରେ ପଶିଗଲା ବନ୍ୟା ପାଣି, ନଷ୍ଟ ହେଲା ୪ଶହ କୋଟି ଟଙ୍କା

ମୁମ୍ବାଇ,୩୧।୧୦: ବ୍ୟାଙ୍କରେ ପଶିଗଲା ବନ୍ୟାପାଣି। ନଷ୍ଟ ହୋଇଗଲା ୪୦୦କୋଟି ଟଙ୍କା। ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ନାଗପୁରପୁ ସ୍ଥିତ ଏକ ବ୍ୟାଙ୍କରେ। ବ୍ୟାଙ୍କରେ ନାଗ ନଦୀର ବନ୍ୟା ପାଣି ପଶିଯିବାରୁ ପ୍ରାୟ ୪୦୦ କୋଟି ଟଙ୍କା ନଷ୍ଟ ହୋଇଯାଇଛି। ବର୍ତ୍ତମାନ...

ପାକିସ୍ତାନର ସେମିଫାଇନାଲ ଆଶା ପୁଣି ବଢ଼ିଲା,ବାଂଲାଦେଶ ଓ୍ବାଲର୍‌ଡ କପରୁ ବାହାର…

ନୂଆଦିଲ୍ଲୀ,୩୧।୧୦ : ବିଶ୍ୱକପ ୨୦୨୩ର ୩୧ ତମ ମ୍ୟାଚରେ ପାକିସ୍ତାନ ୭ ଓ୍ବିକେଟରେ ବାଂଲାଦେଶଙ୍କୁ ପରାସ୍ତ କରିଛି। ପରାଜୟ ସହିତ ବାଂଲାଦେଶ ଓ୍ବାଲର୍‌ଡକପରୁ ବାହାର ହୋଇଛି। ତେବେ ଏହି ମାଚ ଜିତିବା ପରେ ପାକିସ୍ତାନର ସେମିଫାଇନାଲର ଆଶା ପୁଣି ବଢ଼ିଛି।...

କାଲି ହେବନି ବସ ଧର୍ମଘଟ

ଭୁବନେଶ୍ବର ,୩୧।୧୦: ଭବାନୀପାଟଣାରେ ବୁଧବାର ଲକ୍ଷ୍ମୀ ବସର ଶୁଭାରମ୍ଭ ହେବ। ତେବେ ବୁଧବାର ଠାରୁ କଳାହାଣ୍ଡି ସମତେ ଆଖପାଖର ୧୦ ଜିଲାରେ ବସ ଗଡିବନି ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ତେବେ ବୁଧବାର ଡାକରା ଦିଆଯାଇଥିବା ରାଜ୍ୟର ୧୦...

ହାତୀ ଛୁଆର ସ୍ବାସ୍ଥ୍ୟ ସଚେତନତା, ସଫା କରି ଖାଉଛି ପତ୍ର, ଦେଖନ୍ତୁ ଭାଇରାଲ ଭିଡିଓ…

ନୂଆଦିଲ୍ଲୀ,୩୧।୧୦ : ସମ୍ପ୍ରତି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏକ ହାତୀ ଛୁଆର କିଭଳି ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ତାହା ଦେଖାଯାଇଛି। ହାତୀ ଛୁଆ ଗଛର ପତ୍ର ସଫା କରି ଖାଉଛି।...

ହାଇକୋର୍ଟ ଗଲେ ପ୍ରତାପ ଜେନା

କଟକ,୩୧।୧୦: ମାହାଙ୍ଗା ଡବଲ ମର୍ଡର ମାମଲାରେ ହାଇକୋର୍ଟ ଗଲେ ବିଧାୟକ ପ୍ରତାପ ଜେନା। ତଳକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟର ଦ୍ୱାରସ୍ଥ ହେଲେ ପ୍ରତାପ। ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ମଙ୍ଗଳବାର କୋର୍ଟରେ ହାଜର ହୋଇନାହାନ୍ତି...

କୋଭିଡ ଟିକା ବଢାଉଛି କି ଗର୍ଭପାତ ସମସ୍ୟା? ନୂଆ ଅଧ୍ୟୟନର ତଥ୍ୟ ଜାଣିଲେ ହୋଇଯିବେ ତାଜୁବ

ନୂଆଦିଲ୍ଲୀ, ୩୧।୧୦: କୋଭିଡ ଟିକା ନେବା ପରେ ବଢୁଛି କି ଗର୍ଭପାତ ସମସ୍ୟା। ଏପରି ଅନେକ ଚର୍ଚ୍ଚା ହେଉଥିବାବେଳେ ଟିକାକୁ ନେଇ ବିଭିନ୍ନ ପ୍ରକାର ଗୁଜବ ପ୍ରଚାର କରାଯାଉଛି। କୋଭିଡ ଟିକାକୁ ନେଇ ଏକ ନୂଆ ଅଧ୍ୟୟନ ସାମ୍ନାକୁ ଆସିଛି।...

ସୋନିଆଙ୍କୁ ବ୍ଲାକମେଲ କରି ପ୍ରଦେଶ ସଭାପତି ହୋଇଛନ୍ତି ଶିବକୁମାର, ଭାଜପାର ଅଭିଯୋଗ…

ବେଙ୍ଗାଲୁରୁ,୩୧।୧୦ : ପୂର୍ବତନ ଭାଜପା ମନ୍ତ୍ରୀ ରମେଶ ଜାରକିହୋଲି କର୍ନାଟକ ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ସୋନିଆ ଗାନ୍ଧୀଙ୍କୁ ଧମକ ଦେଇ ଏବଂ ବ୍ଲାକମେଲ କରି ଶିବକୁମାର କର୍ନାଟକ ପ୍ରଦେଶ କଂଗ୍ରେସ କମିଟି...

ପାକିସ୍ତାନର ସହଜ ବିଜୟ, ୭ ଓ୍ବିକେଟରେ ହାରିଲା ବାଂଲାଦେଶ…

କୋଲକାତା,୩୧।୧୦: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୧ତମ ମ୍ୟାଚ ବାଂଲାଦେଶକୁ ପାକିସ୍ତାନ ୭ ଓ୍ବିକେଟରେ ପରାଜିତ କରିଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ।...

ଏଲପିଜି ସିଲିଣ୍ଡର ମିଳିବ ୪୭୪ ଟଙ୍କାରେ, ମୁଖ୍ୟମନ୍ତ୍ରୀ କଲେ ଘୋଷଣା…

ରାୟପୁର,୩୧।୧୦ : ଛତିଶଗଡ ବିଧାନସଭା ନିର୍ବାଚନ ନେଇ କଂଗ୍ରେସ କ୍ରମାଗତ ଭାବରେ ବିଭିନ୍ନ ଘୋଷଣା କରୁଛି। ନିର୍ବାଚନ ବୈଠକରେ ଏପର୍ଯ୍ୟନ୍ତ ୧୭ ଟି ଘୋଷଣା କରିଛନ୍ତି। ଆଜି ଟୁଇଟ କରି ଦଳ ପକ୍ଷରୁ ଶସ୍ତା ଗ୍ୟାସ ସିଲିଣ୍ଡର ଦେବା ବିଷୟରେ...

ଆତଙ୍କବାଦୀଙ୍କ ଆକ୍ରମଣରେ ପୁଣି ଜଣେ ଯବାନ ମୃତ

ଶ୍ରୀନଗର,୩୧।୧୦: ଆତଙ୍କବାଦୀଙ୍କ ଗୁଳିରେ ନିହତ ହୋଇଛନ୍ତି ଆଉଜଣେ ଯବାନ। ଜମ୍ମୁ କଶ୍ମୀରର ବରମୁଲ୍ଲା ଜିଲାରେ ଗୁଲାମ ମହମ୍ମଦ ଦାର ନାମକ ଯବାନଙ୍କୁ ତାଙ୍କ ଘରେ ପଶି ଗୁଳି କରିଛନ୍ତି ଆତଙ୍କବାଦୀ। ଗୁଳିମାଡରେ ଗୁଲାମ ଗୁରୁତର ଭାବେ ଆହତ ହୋଇଥିବାବେଳେ ତାଙ୍କୁ...

୨୦୨୧ ମସିହାରେ ସଡ଼କ ଦୁର୍ଘଟଣା ନେଇଛି ଦେଢ଼ ଲକ୍ଷ ଲୋକଙ୍କ ଜୀବନ…

ନୂଆଦିଲ୍ଲୀ,୩୧।୧୦ : ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୨୦୨୧ ମସିହାରେ ଭାରତରେ ମୋଟ ୪୬୧,୩୧୨ ସଡକ ଦୁର୍ଘଟଣା ଘଟି ୧୬୮,୪୯୧ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୪୪୩,୩୬୬ ଜଣ ଆହତ ହୋଇଥିଲେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri