Tag Archives: Home Middle

ଗାଜାରେ ଏଣେତେଣେ ପଡି ରହିଛି ମୃତଦେହ, ମହାମାରୀ ଆଶଙ୍କା

ଗାଜା,୨୯।୧୦: ତିନି ସପ୍ତାହ ଧରି ଗାଜା ଷ୍ଟ୍ରିପରେ ଲଗାତାର ବୋମା ବିସ୍ଫୋରଣ ଜାରି ରହିଛି। ଇସ୍ରାଏଲୀ ଟ୍ୟାଙ୍କର ବୋମା ବିସ୍ଫୋରଣ ଯୋଗୁଁ ସେଠାରେ ରହୁଥିବା ୨୩ଲକ୍ଷ ଜନସଂଖ୍ୟାଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ବର୍ତ୍ତମାନ ପର୍ଯ୍ୟନ୍ତ, ଯୁଦ୍ଧରେ ସାତ ହଜାରରୁ ଅଧିକ...

ଏଲନ ମସ୍କଙ୍କୁ ଚେତାବନୀ ଦେଲା ଇସ୍ରାଏଲ,ହମାସକୁ ସହାୟତା କଲେ ପରିଣାମ ଭୋଗିବାକୁ ରୁହ ପ୍ରସ୍ତୁତ…

ନୂଆଦିଲ୍ଲୀ,୨୯।୧୦: ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ ନିକଟରେ ଯୁଦ୍ଧର ବିପଦର ସମ୍ମୁଖୀନ ହେଉଥିବା ଗାଜା ଅଞ୍ଚଳର ଲୋକଙ୍କୁ ଯୋଗାଯୋଗ ସୁବିଧା ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଇସ୍ରାଏଲ ଏଲନ ମସ୍କଙ୍କୁ ଚେତାବନୀ ଦେଇଛି ଏବଂ କହିଛି ଯଦି ମସ୍କ ଏହା...

ନନ୍ଦିନୀ ଦେବୀଙ୍କୁ ମରଣୋତ୍ତର ଢେଙ୍କାନାଳ ଗୌରବ ସମ୍ମାନ

ଢେଙ୍କାନାଳ,୨୯ା୧୦(ରତନ ନାୟାର)ଢେଙ୍କାନାଳର ସାଂସ୍କୃତିକ ଅନୁଷ୍ଠାନ ନଟରାଜ ସଙ୍ଗୀତ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ୩୮ତମ ନଟରାଜ କୁମାରୋତ୍ସବ ଶନିିବାର ଉଦ୍‌ଘାଟିତ ହୋଇଯାଇଛି। ଢେଙ୍କାନାଳ ସାମ୍ବାଦିକ ସଂଘ, ଜିଲା ସଂସ୍କୃତି ପରିଷଦ, ରାଜ୍ୟ ସଂସ୍କୃତି ବିଭାଗ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ସଙ୍ଗୀତ...

ପିଲା, ଶିକ୍ଷକଙ୍କ ଉପସ୍ଥାନ ଦୈନିକ ଅପ୍‌ଲୋଡ୍‌ ହେବ

ଭୁବନେଶ୍ୱର, ୨୯।୧୦(ଅସମାପିକା ସାହୁ)ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା ଜୁନିୟର କଲେଜ ଛାତ୍ରୀଛାତ୍ର ଏବଂ ଶିକ୍ଷକଙ୍କ ଉପସ୍ଥାନର କଡ଼ାକଡ଼ି ଯାଞ୍ଚ ହେବ। ବିଭାଗ ଅନୁଯାୟୀ ଇ-ସ୍ପେସ୍‌ରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ଦୈନିକ ଉପସ୍ଥାନ ଅପ୍‌ଲୋଡ୍‌ କରାଯିବ। ପ୍ରତ୍ୟେକ କାର୍ଯ୍ୟ ଦିବସର ଅପରାହ୍ନ...

କଳା-ହଳଦିଆ ଟ୍ୟାକ୍ସି ମୁମ୍ବାଇ ରୋଡରୁ ହଟିବ, ୬୦ ବର୍ଷର ଇତିହାସ ହେବ ଶେଷ…

ମୁମ୍ବାଇ,୨୮।୧୦ : ଦଶନ୍ଧି ଧରି, ମୁମ୍ବାଇ ସହରର ରାସ୍ତାରେ ‘ପ୍ରିମିୟର ପଦ୍ମିନୀ’ ଟ୍ୟାକ୍ସି ପରିବହନ ସେବାରେ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନ କରିଥିଲା। ଜନସାଧାରଣ ପରିବହନକାରୀ, ଏହି ଟ୍ୟାକ୍ସିକୁ କଳ-ହଳଦିଆ(କାଲି-ପିଲି) କୁହାଯାଇଥାଏ। ନୂତନ ମଡେଲ ଏବଂ ଆପ ଆଧାରିତ କ୍ୟାବ ସେବା...

ଇଣ୍ଟରନେଟ୍‌ରୁ ସୂଚନା କିମ୍ବା ଡାଟା ଲିକ୍‌ କଲେ ଏଣିକି ପଡ଼ିବେ ଧରା

ନୂଆଦିଲ୍ଲୀ,୨୮ା୧୦: ପ୍ରତିରକ୍ଷା କ୍ଷେତ୍ର ତଥା ଅନ୍ୟାନ୍ୟ ରଣନୀତିକ କ୍ଷେତ୍ରକୁ ଶତ୍ରୁମାନଙ୍କଠାରୁ ସମ୍ପୂର୍ଣ୍ଣରୂପେ ରକ୍ଷା କରିବା ପାଇଁ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପ୍ରମୁଖ ପ୍ରସ୍ତୁତି ଆରମ୍ଭ କରିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍‌ଠାରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଇସ୍ରୋ...

ରବିବାର ଭାରତ-ଇଂଲଣ୍ଡ ମୁହାଁମୁହିଁ, ଇଂଲଣ୍ଡ ପାଇଁ କଷ୍ଟକର ହେବ ମ୍ୟାଚ ଜିତିବା…

ଲକ୍ଷ୍ନୌ,୨୮।୧୦ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ୨୦୨୩ର ୨୯ ତମ ମ୍ୟାଚ ଲକ୍ଷ୍ନୌର ଖେଳାଯିବ। ।ଟିମ ଇଣ୍ଡିଆ ଏହି ମ୍ୟାଚ ପାଇଁ ଖେଳ ଏକାଦଶରେ ପରିବର୍ତ୍ତନ ଆଣିପାରେ। ଆହତ କାରଣରୁ ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ...

ଗାଜାରେ ରହିଛନ୍ତି ୫୦ ହଜାର ଗର୍ଭବତୀ, ଆସନ୍ତା ମାସରେ ୫,୫୦୦ ଜଣଙ୍କ ପ୍ରସବ ତାରିଖ, ଚିନ୍ତାବ୍ୟକ୍ତ କଲା ଜାତିସଂଘ…

ଜେରୁଜେଲମ,୨୮।୧୦ : ଇସ୍ରାଏଲ ପକ୍ଷରୁ ହମାସ ଉପରେ ଚାଲିଥିବା ପ୍ରତିଶୋଧ ପରାୟଣ କାର୍ଯ୍ୟ ମଧ୍ୟରେ ଖବର ପ୍ରକାଶ ପାଇଛି ଗାଜାରେ ପ୍ରାୟ ୫୦ ହଜାର ଗର୍ଭବତୀ ମହିଳା ଫସି ରହିଛନ୍ତି। କୁହାଯାଉଛି ଏହି ମହିଳାମାନଙ୍କ ମଧ୍ୟରୁ ୫,୫୦୦ ମହିଳା ଅଛନ୍ତି...

ଇସ୍ରାଏଲର ୧୦୦ ବିମାନ ଦ୍ୱାରା ୫,୦୦୦ ଆକ୍ରମଣ, ୫ ମିନିଟରେ ୫୦୦ ହମାସ କମାଣ୍ଡରଙ୍କୁ ହତ୍ୟା…

ଜେରୁଜେଲମ,୨୮।୧୦ : ଗାଜାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଶେଷ ହେବାର ନା ଧରୁନି। ଇସ୍ରାଏଲର ୧୦୦ ବିମାନ ଦ୍ୱାରା ୫,୦୦୦ ଥର ଆକ୍ରମଣ ହୋଇଛି। ଏହା ଦ୍ୱାରା ମାତ୍ର ୫ ମିନିଟ ମଧ୍ୟରେ ୫୦୦ ହମାସ କମାଣ୍ଡରଙ୍କୁ...

ଗାଜାକୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ଏଲନ୍‌

ନ୍ୟୁୟର୍କ,୨୮ା୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ଗାଜାରେ ଅନେକ କ୍ଷତି ଘଟିଛି। ତେବେ ଗାଜାକୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେବାକୁ ଏଲନ୍‌ ମସ୍କ ଆଗେଇ ଆସିଛନ୍ତି। ଶନିବାର ଏଲନ୍‌ କହିଛନ୍ତି, ତାଙ୍କ କମ୍ପାନୀ ଷ୍ଟାର୍‌ ଲିଙ୍କ୍‌ ଗାଜାରେ...

୮୭ ରନରେ ଜିତିଲା ନେଦରଲାଣ୍ଡ…

କୋଲକାତା,୨୮।୧୦: ପଶ୍ଚିମବଙ୍ଗର କୋଲାକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୨୮ତମ ମ୍ୟାଚରେ ନେଦରଲାଣ୍ଡ ବାଂଲାଦେଶକୁ ୮୭ ରନରେ ପରାଜିତ କରିଛି। ଧାର୍ଯ୍ୟ ୨୩୦ ରନର ପିଛା କରି ବାଂଲାଦେଶ ୪୨.୨ ଓଭରରେ ୧୦ ଓ୍ବିକେଟ ହରାଇ ୧୪୨...

ମେଟ୍ରୋ ଟ୍ରେନ୍‌ରୁ ଆହତ ଅବସ୍ଥାରେ ଉଦ୍ଧାର ଯୁବତୀଙ୍କ ମୃତ୍ୟୁ, ପିନ୍ଧି ନ ଥିଲେ ହିଜାବ

ତେହରାନ,୨୮ା୧୦: ଇରାନର ରାଜଧାନୀ ତେହରାନରେ ମେଟ୍ରୋ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ସନ୍ଦେହଜନକ ଅବସ୍ଥାରେ ଆହତ ହୋଇଥିବା ଯୁବତୀ ଅରମିତା ଗେରାବନ୍ଦଙ୍କର ମୃତ୍ୟୁ ଘଟିଛି। ସେ ବିନା ହିଜାବରେ ମେଟ୍ରୋରେ ଯାତ୍ରା କରୁଥିଲେ। ଅରମିତା କିଛି ସପ୍ତାହ ହେଲା କୋମାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri