Tag Archives: Home Middle

ମଣିପୁର ହିଂସା ଘଟଣାରେ ତଦନ୍ତ ଅଧିକାରୀଙ୍କ ଉପରେ ରହିଛି ଅଧିକ ଚାପ

ଇମ୍ଫାଲ,୨୮/୧୦: ମଣିପୁର ହିଂସା ଘଟଣାର ତଦନ୍ତ ପାଇଁ ଦିଲ୍ଲୀ ସମେତ ୬ଟି ରାଜ୍ୟରୁ ୧୪ଟି ଆଇପିଏସ ଏବଂ ୬ ଜଣ ଇନ୍ସପେନ୍ସକ୍ଟରଙ୍କୁ ପଠାଯାଇଛି। ସେଠାରେ ୪୨ଟି ଏସଆଇସଟି ୩ ହଜାର ମାମଲାର ଅନୁସନ୍ଧାନ କରୁଛନ୍ତି। କିନ୍ତୁ ଏତେ ଅଧିକ ମାମଲାର...

୫୧ ହଜାର ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮।୧୦: ଶନିବାର ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ନିଯୁକ୍ତି ମେଳା ଅଧୀନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦg କହିଛନ୍ତି, ବର୍ତ୍ତମାନ ଚାକିରି ପାଇବା ସହଜ ହୋଇଛି। ରୋଜଗାର ମେଳାର ଯାତ୍ରା...

ଆମେରିକାରେ ବଢିଛି ଭାରତୀୟ ଆମ୍ବର ଚାହିଦା

ଓ୍ବାଶିଂଟନ୍‌,୨୮।୧୦: ବିଦେଶରେ ବଢିଛି ଭାରତୀୟ ଆମ୍ବର ଚାହିଦା। ଆମ୍ବ ରପ୍ତାନିକାରୀମାନଙ୍କ ମଧ୍ୟରେ ଭାରତର ସ୍ଥାନ ଅନ୍ୟତମ। ଭାରତର ମୁକେଶ ଅମ୍ବାନୀ ଏସିଆର ସର୍ବବୃହତ ଆମ୍ବ ରପ୍ତାନିକାରୀ ମଧ୍ୟରୁ ଜଣେ। ତାଙ୍କର ୬୦୦ଏକରରୁ ଅଧିକ ଆମ୍ବ ବଗିଚା ଅଛି। ତେବେ ଭାରତୀୟ...

ପୁଟିନଙ୍କ ମୃତ୍ୟୁ! ସତ ନା ଗୁଜବ

ମସ୍କୋ,୨୮।୧୦: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିିର ପୁଟିନଙ୍କ ହୋଇଛି ମୃତ୍ୟୁ। ଏପରି ଏକ ଦାବି କରିଛି ଟେଲିଗ୍ରାମ ଚ୍ୟାନେଲ। ଏହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛିି। ମସ୍କୋରେ ମଧ୍ୟ ବିଦ୍ରୋହ ହେବାକୁ ଯାଉଥିବା ନେଇ ଦାବି କରାଯାଇଛି । ଟେଲିଗ୍ରାମ...

ଶେଖ ହସିନାଙ୍କୁ ପଦରୁ ହଟାଇବାକୁ ଏକଜୁଟ ହେଲେ ବିରୋଧୀ

ଢାକା,୨୮।୧୦: ବାଂଲାଦେଶର ମୁଖ୍ୟ ବିରୋଧୀ ଦଳ ବାଂଲାଦେଶ ନ୍ୟାଶନାଲିଷ୍ଟମାନେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ଏବଂ ଆସନ୍ତା ବର୍ଷ ସାଧାରଣ ନିର୍ବାଚନର ତଦାରଖ କରିବା ପାଇଁ ଏକ ଦଳହୀନ କାର୍ଯ୍ୟନିର୍ବାହୀ ସରକାରଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ଦାବି କରିଛନ୍ତି। ଏହି...

କୋଟିଏ ଟଙ୍କାରେ ନିଲାମ ହେଲା ଟିପୁ ସୁଲତାନଙ୍କ ରତ୍ନ ଖଚିତ ଖଣ୍ଡା

ଇଂଲଣ୍ଡ,୨୮।୧୦: ଇଂଲଣ୍ଡର ଖ୍ରୀଷ୍ଟି ନିଲାମ ହାଉସରୁ ରତ୍ନ ଓ ଏନାମେଲରେ ନିର୍ମିତ ଖଣ୍ଡା ୧୦୦,୮୦୦ବ୍ରିଟିଶ ପାଉଣ୍ଡ (ପ୍ରାୟ ୧,୯ କୋଟି ଟଙ୍କା)ରେ ନିଲାମ ହୋଇଛି। ମହୀଶୂରର ଅଷ୍ଟାଦଶ ଶତାବ୍ଦୀର ଶାସକ ଟିପୁ ସୁଲତାନଙ୍କ ଏହି ଖଣ୍ଡା ବୋଲି କୁହାଯାଉଛି। ପୋର୍ଟ...

ଯୁଦ୍ଧକୁ ନେଇ ଭାରତର ଆଭିମୁଖ୍ୟ ହେଲା ସ୍ପଷ୍ଟ

ଜାତିସଂଘ,୨୮।୧୦: ଗାଜାରେ ଯୁଦ୍ଧବିରାମ ଆଣିବା ପାଇଁ ଜାତିସଂଘ ଏକ ପ୍ରସ୍ତାବ ଆଗତ କରିଛି। ଶୁକ୍ରବାର ଏହି ଆଗତ ପ୍ରସ୍ତାବରେ ୧୨୦ଟି ଦେଶ ସମର୍ଥନ ମିଳିଥିବାବେଳେ ଭାରତ ସମେତ ୪୫ଟି ଦେଶ ଏଥିରେ ଯୋଗ ଦେଇ ନାହାନ୍ତି। ଇସ୍ରାଏଲ ଏହି ପ୍ରସ୍ତାବକୁ...

ବାଜିଲା ତୃତୀୟ ବିଶ୍ୱଯୁଦ୍ଧର ଘଣ୍ଟି! ୨୦୦ ହେଲିକପ୍ଟର ସହ ଇରାନ ଆରମ୍ଭ କଲା ଯୁଦ୍ଧାଭ୍ୟାସ

ତେହେରାନ,୨୮।୧୦: ଇସ୍ରାଏଲ ହମାସ ଯୁଦ୍ଧ ମଧ୍ୟରେ ଇରାନ ସେନା ୨୦୦ ହେଲିକପ୍ଟର ସହ ଯୁଦ୍ଧାଭ୍ୟାସ ଆରମ୍ଭ କରିଛି। ଇରାନ ଗଣମାଧ୍ୟମ ଶୁକ୍ରବାର ଏହି ସୂଚନା ଦେଇଛି। ସେ କହିଛି, ମଧ୍ୟ ପୂର୍ବ ବା ମିଡଲ ଇଷ୍ଟରେ ଯୁଦ୍ଧର ଭୟାବହତା ମଧ୍ୟରେ...

୨୦ କୋଟି ନ ଦେଲେ କରିବୁ ହତ୍ୟା: ମୁକେଶ ଅମ୍ବାନୀଙ୍କୁ ଆସିଲା ଏଭଳି ଧମକ

ମୁମ୍ବାଇ,୨୮।୧୦: ଦେଶର ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଗ୍ରୁପ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଧମକ ମିଳିଛି। ଅମ୍ବାନୀଙ୍କୁ ତାଙ୍କ ଅଫିସିଆଲ ଇମେଲ ଆଇଡିରେ ଧମକ ଦିଆଯାଇଛି। ତାଙ୍କଠାରୁ ୨୦ କୋଟି ଟଙ୍କା ଦାବି କରାଯାଇଛି। ଏହି ମେଲ ୨୭ ଅକ୍ଟୋବରରେ...

ଭାରତୀୟ ନୈସେନାର ୮ ପୂର୍ବତନ ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇପାରିବ ନାହିଁ କତାର

ନୂଆଦିଲ୍ଲୀ,୨୮।୧୦: କତାରର ଏକ କୋର୍ଟ ସେଠାରେ ବାସ କରୁଥିବା ୮ ଜଣ ଭାରତୀୟ ନୈସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି, ଯାହା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗଲ୍ଫ ଦେଶ କତାରର ଏହି ନିଷ୍ପତ୍ତି ଭାରତୀୟମାନଙ୍କୁ ଆଶ୍ଚର୍ଯ୍ୟଜନକ...

ଟୁଇଟରରେ ଗୋଟିଏ ବି ଆଡ ନ ଦେଖିବାକୁ ଚାହୁଁଥିବା ୟୁଜରଙ୍କୁ ଦେବାକୁ ପଡିବ ୧୩ ହଜାର ୬ଶହ ଟଙ୍କା

ଓ୍ବାଶିଂଟନ,୨୮।୧୦: ଟୁଇଟର ବ୍ଲୁକୁ ହଟାଇ ଏଲୋନ ମସ୍କ ଏକ୍ସ ପ୍ରିମିୟମ ଯୋଜନା ଆରମ୍ଭ କରିଥିଲେ। ଏଥିପାଇଁ ୯୦୦ଟଙ୍କା ଦେବାକୁ ପଡିବ ଯେଉଁଥିରେ ୟୁଜର୍ସ ବ୍ଲୁ ଚେକ ମାର୍କ ସହିତ ଅନ୍ୟାନ୍ୟ ସୁବିଧା ପାଇପାରିବେ। ଏହି ଯୋଜନାରେ ସୀମିତ ବିଜ୍ଞାପନ ମଧ୍ୟ...

ସିରିଆରେ ଥିବା ୨ ସାମରିକ ଘାଟି ଉପରେ ଆମେରିକାର ଆକ୍ରମଣ

ଓ୍ବାଶିଂଟନ,୨୮ା୧୦: ଇରାନର ଇସ୍‌ଲାମିକ ରେଭଲ୍ୟୁଶନାରି ଗାର୍ଡ କର୍ପସ (ଆଇଆର୍‌ଜିସି) ବ୍ୟବହାର କରୁଥବା ପୂର୍ବ ସିରିଆର ଦୁଇଟି ଘାଟି ଉପରେ ଆମେରିକା ସେନା ଆକ୍ରମଣ କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ୍‌ ଏହି ସୂଚନା ଦେଇଛନ୍ତି। ଗତ ୧୭ ତାରିଖରୁ ଇରାକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri