Tag Archives: Home Middle

ହମାସ୍‌କୁ ପାଣ୍ଠି ଯୋଗାଣ ଉପରେ କଟକଣା ଲଗାଇଲା ଆମେରିକା

ଲଣ୍ଡନ,୨୮ା୧୦: ଗାଜାର ହମାସ୍‌ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ବନ୍ଦ କରିବା ଲାଗି ଆମେରିକା ଏହାର ଉଦ୍ୟମକୁ ଶୁକ୍ରବାର ଜୋର୍‌ଦାର କରିଛି। ଏହି ଗ୍ରୁପ୍‌ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ସଂଗଠନ ଉପରେ ଯୁକ୍ତରାଷ୍ଟ୍ର ଦ୍ୱିତୀୟ କଟକଣା ଲଗାଯାଇଛି। ଇସ୍ରାଏଲ୍‌ ଉପରେ ହମାସ୍‌ର...

ହମାସ୍‌ର ସୁଡ଼ଙ୍ଗ ଧ୍ୱଂସକରିବା ସହଜ ନୁହେଁ

ଜେରୁଜେଲମ୍‌,୨୮ା୧୦: ହମାସ୍‌ ଶାସିତ ଗାଜା ଷ୍ଟ୍ରିପ୍‌ରେ ବଡ଼ ଧରଣର ସ୍ଥଳଯୁଦ୍ଧ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଥିବା ଇସ୍ରାଏଲୀ ସେନା ଦୁଇଦିନ ହେଲା ସଂକ୍ଷିପ୍ତ ଗ୍ରାଉଣ୍ଡ ରେଡ୍‌ ଚଳାଇଛି। ତେବେ ଗାଜାରେ ଥିବା ହମାସ୍‌ର ଗୁପ୍ତ ଟନେଲଗୁଡ଼ିକୁ ଧ୍ୱଂସ କରିବା କଷ୍ଟକର ହେବ...

ଇସ୍ରାଏଲ ଉପରେ ହମାସର ଆକ୍ରମଣ ପରେ ଭାରତ ସଜାଗ, ଏବେ ସୀମାରେ ଏହି କୌଶଳ ଦ୍ୱାରା ରଖାଯିବ ନଜର

ନୂଆଦିଲ୍ଲୀ,୨୮।୧୦: ୨୧ ଦିନ ପୂର୍ବେ ହମାସ ଇସ୍ରାଏଲ ଉପରେ ଆତଙ୍କବାଦୀ ଆକ୍ରମଣ କରିଥିଲା। ଆକ୍ରମଣରେ, ହମାସ ସୀମା ପାର କରିବା ପାଇଁ ପାରା ଗ୍ଲାଇଡର୍‌ ବ୍ୟବହାର କରିଥିଲା। ଏହି ଆକ୍ରମଣ ସୀମାରେ ଭାରତର ଚିନ୍ତାକୁ ମଧ୍ୟ ବଢାଇ ଦେଇଛି। ତେଣୁ,...

ତେଲଙ୍ଗାନାରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନଙ୍କୁ ଟିକେଟ୍‌ ଦେଲା କଂଗ୍ରେସ

ନୂଆଦିଲ୍ଲୀ: ତେଲଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ଦ୍ୱିତୀୟ ତାଲିକା ପ୍ରକାଶ କରିଛି । ଏଥିରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ ଅଜହରୁଦ୍ଦିନଙ୍କ ସମେତ ୪୫ ଜଣଙ୍କୁ ଟିକେଟ ଦିଆଯାଇଛି । ମହମ୍ମଦ ଅଜହରୁଦ୍ଦିନଙ୍କୁ ହାଇଦ୍ରାବାଦ ସହରର ଜୁବୁଲି...

ବନ୍ଦ ହୋଇଯିବ ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ , ବାତିଲ କଲା ୫୦୦ରୁ ଅଧିକ ବିମାନ ଉଡାଣ

ଇସଲାମବାଦ,୨୭।୧୦: ପାକିସ୍ତାନ ଇଣ୍ଟରନ୍ୟାଶନାଲ ଏୟାରଲାଇନ୍ସ (ପିଆଇଏ) ବର୍ତ୍ତମାନ ବନ୍ଦ ହେବା ସମୟରେ ଆସି ପହଞ୍ଚିଛି। ଦେଶରେ ଅର୍ଥନୈତିକ ଅଚଳାବସ୍ଥା ଜାରି ରହିଥିବାବେଳେ ଟଙ୍କl ଅଭାବରୁ କମ୍ପାନୀ ମଧ୍ୟ ବନ୍ଦ ହେବା ସ୍ଥିତିରେ ପହଞ୍ଚିଛି। ଇନ୍ଧନ ଅଭାବରୁ କମ୍ପାନୀ ଗତ ୧୧ଦିନ...

ପ୍ରମୋଦ ଭଗତଙ୍କୁ ୨କୋଟି ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର ,୨୭।୧୦ : ଏସୀୟ ପାରା କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ପ୍ରମୋଦ ଭଗତ। ରାଜ୍ୟ ପାଇଁ ଗର୍ବ ଆଣିଥିବା ପ୍ରମୋଦଙ୍କୁ ୨ କୋଟି ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବ୍ୟାଡମିଣ୍ଟନ ସିଙ୍ଗଲ୍ସରେଲ୍ସ ନୀତେଶ କୁମାରଙ୍କୁ...

କଂଗ୍ରେସରେ କାହାର ହେବାକୁ ଯାଉଛି ବିବାହ, ବାଣ୍ଟିବ ଓ୍ବେଡିଂ କାର୍ଡ

ନୂଆଦିଲ୍ଲୀ,୨୭।୧୦: କଂଗ୍ରେସ ବାଣ୍ଟିବ ବିବାହ କାର୍ଡ। ଆଗାମୀ ଭାଲେଣ୍ଟାଇନ ଡେ ପାଇଁ ଅଛି ସ୍ପେଶିଆଲ ପ୍ଲାନ। ନିମନ୍ତ୍ରଣ କାର୍ଡକୁ ଗୋଲାପୀ ଓ କମଳା ରଙ୍ଗରେ ସଜ୍ଜା ଯାଇଛି। ଅତିଥିଙ୍କୁ ସାଦରେ ନିମନ୍ତ୍ରଣ କରିବା ସହ ଦର୍ଶନଭିଳାଷୀ ଭାବରେ ପ୍ରଧାନମନ୍ତ୍ରୀ ମୋଦି-କେସିଆରଙ୍କ...

ଆମେରିକାର ‘ସର୍ବୋଚ୍ଚ ବୈଜ୍ଞାନିକ ସମ୍ମାନ’ ପାଇଲେ ଦୁଇ ଭାରତୀୟ ବଂଶୋଦ୍ଭବ

ଓ୍ବାଶିଂଟନ୍‌,୨୭।୧୦: ଆମେରିକାରେ ଦୁଇ ଭାରତୀୟଙ୍କୁ ସମ୍ମାନିତ କରାଯାଇଛି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କୁ ସମ୍ମାନିତ କରିଛନ୍ତି। ଏହି ଦୁଇ ବୈଜ୍ଞାନିକ ହେଲେ...

ଦ୍ୱିତୀୟ ବିବାହ କରିପାରିବେନି ସରକାରୀ କର୍ମଚାରୀ, ନିୟମ କଡାକଡି କଲେ ସରକାର

ଗୁଆହାଟୀ,୨୭।୧୦: ନିଜ ଜୀବନସାଥୀ ଜୀବିତ ଥିବା ଅବସ୍ଥାରେ ଦ୍ୱିତୀୟ ବିବାହ କରିପାରିବେନି ସରକାରୀ କର୍ମଚାରୀ। ଏପରି ନୂଆ ନିୟମ ଲାଗୁ କରିଛନ୍ତି ଆସାମ ସରକାର। ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସରକାରୀ କର୍ମଚାରୀଙ୍କୁ ରାଜ୍ୟରେ ଏହି ନିୟମ କଡାକଡି...

ମାଳଦ୍ୱୀପ ଛାଡନ୍ତୁ ଭାରତୀୟ ସୈନିକ, ଭାରତକୁ ନାଲିଆଖି ଦେଖାଇଲେ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ମହମ୍ମଦ ମୋଇଜୁ

ନୂଆଦିଲ୍ଲୀ, ୨୮।୧୦: ନବ ନିର୍ବାଚିତ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ଭାରତୀୟୂ ସେନାଙ୍କୁ ଦ୍ୱୀପ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଜାରି କରି ସେ କହିଛନ୍ତି, ମାଳଦ୍ୱୀପ ଏବେ ସ୍ବାଧୀନ। ବେଜିଂ ଓ ନୂଆଦିଲ୍ଲୀ ମାଳଦ୍ୱୀପକୁ ସୁରକ୍ଷା ବଢାଇବା ଦରକାର...

୫୧ ହଜାର ଲୋକଙ୍କୁ ମିଳିବ ସରକାରୀ ଚାକିରି, ଏହିଦିନ ମୋଦି ବାଣ୍ଟିବେ ନିଯୁକ୍ତି ପତ୍ର

ନୂଆଦିଲ୍ଲୀ,୨୭।୧୦: କେନ୍ଦ୍ରରେ ମୋଦି ସରକାରଙ୍କ ଅଧୀନରେ ଯୁବକମାନେ ରୋଜଗାରର ସୁଯୋଗ ପାଇଛନ୍ତି। ଏହି କ୍ରମରେ, ପୁଣି ଥରେ ୫୧ ହଜାର ଲୋକ ସରକାରୀ ଚାକିରି ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ ରୁ ଅଧିକ...

ଡିଜେ ଜକି ଭାବେ କାମ କରୁଥିଲେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୨୭।୧୦: ଦେଶର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ। ତାଙ୍କ ଖଣ୍ଡପୀଠର ପ୍ରତିଟି ମାମଲାରେ ନିଜର ସ୍ବତନ୍ତ୍ର ରାୟ ଶୁଣାଇ ଦେଶରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ପ୍ରତିଟି ମାମଲାର ତାଙ୍କର ସ୍ବତନ୍ତ୍ର ଆଭିମୁଖ୍ୟକୁ ସମସ୍ତେ ପସନ୍ଦ କରନ୍ତି। ତାହେଲେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri