Tag Archives: Home Middle

ପାକିସ୍ତାନରେ ଅବୈଧ ଭାବେ ଥିବା ପ୍ରବାସୀଙ୍କୁ ଫେରାଇବାକୁ ଯୋଜନା ଶେଷ ପର୍ଯ୍ୟାୟରେ, କିଛି ସ୍ଥାନରେ ଖୋଲିଲା ହୋଲଡିଂ ସେଣ୍ଟର

ଇସଲାମାବାଦ,୨୬।୧୦: ପାକିସ୍ତାନ ସରକାର ଗୁରୁବାର କହିଛନ୍ତି ଯେ ସମଗ୍ର ଦେଶରେ ‘ହୋଲଡିଂ ସେଣ୍ଟର’ ସ୍ଥାପନ କରାଯାଇଛି ଏବଂ ଅକ୍ଟୋବର ୩୧ ସୁଦ୍ଧା ଆନୁମାନିକ ୧.୭ ମିଲିୟନ ଆଫଗାନିସ୍ତାନ ସମେତ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଦେଶରୁ ବିତାଡିତ କରିବାର ଯୋଜନା ଚୂଡାନ୍ତ...

ଗାଁର ସବୁ ଲୋକଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬ା୧୦: ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ଓଡ଼ିଶା ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ,...

ଭାରତର ଆଠ ପୂର୍ବତନ ନୌସେନା ଯବାନଙ୍କୁ ଫାଶୀ ଦଣ୍ଡାଦେଶ ଦେଲେ କାତାର କୋର୍ଟ

ନୂଆଦିଲ୍ଲୀ,୨୬।୧୦: କାତାରର ଏକ କୋର୍ଟ ୮ ଜଣ ଭାରତୀୟ ନୌସେନା ଯବାନଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏହି ସମସ୍ତ ଭାରତୀୟଙ୍କୁ ଏକ ବର୍ଷରୁ ଅଧିକ ସମୟ ଧରି ଜେଲରେ ରଖାଯାଇଥିଲା। କୋର୍ଟଙ୍କ ଏହି ନିଷ୍ପତ୍ତିରେ ଭାରତ ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି।...

ଉଦ୍ୟୋଗପତିଙ୍କ ମୃତ୍ୟୁ ପରେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ ପାଇଁ ୮ କୋଟିର ଟେଣ୍ଡର…

ଅହମଦାବାଦ,୨୬।୧୦ : ୱାଘ ବକରି ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପରାଗ ଦେଶାଇଙ୍କ ବୋପଲ ବାସଭବନ ନିକଟରେ ବୁଲାକୁକୁର ଆକ୍ରମଣରେ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଗୁଜରାଟର ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେଶନ (ଏଏମସି) ବୁଲା କୁକୁରମାନଙ୍କର ସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ସକ୍ରିୟ...

କାନାଡୀୟଙ୍କ ପାଇଁ ପୁଣି ଭିଜା ସେବା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ,୨୬।୧୦: ଭାରତ-କାନାଡ ସମ୍ପର୍କରେ କିଛିଟା ସୁଧାର ଆସିଛି। ଭାରତ ସରକାର ପୁଣି ଥରେ କାନାଡୀୟଙ୍କ ପାଇଁ ଭିଜା ସେବା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତିକୁ କାନାଡା ସରକାର ସ୍ବାଗତ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଚାଲିଥିବା...

କିଏ ହେବେ ପିଏମ: ଇଣ୍ଡିଆ ମେଣ୍ଟରେ ପୋଷ୍ଟର ଯୁଦ୍ଧ, କଂଗ୍ରେସ କହିଲା ରାହୁଲ, ଏସପି କହିଲା ଅଖିଳେଶ, ଦେଖନ୍ତୁ ଭାଇରାଲ ଭିଡିଓ…

ଲକ୍ଷ୍ନୌ,୨୬।୧୦ : ଇଣ୍ଡିଆ ମେଣ୍ଟର ଦୁଇ ପ୍ରମୁଖ ସହଯୋଗୀ ଦଳ ମଧ୍ୟରେ ମତଭେଦ ବଢ଼ିବାରେ ଲାଗିଛି। ସମାଜବାଦୀ ପାର୍ଟି (ଏସପି) ଏବଂ କଂଗ୍ରେସ ମଧ୍ୟରେ ମତଭେଦକୁ ରୋକିବା ପାଇଁ ଅଖିଳେଶ ଯାଦବ ଚେଷ୍ଟା କରୁଛନ୍ତି। ସେମାନଙ୍କ ମଧ୍ୟରେ ସବୁକିଛି ଠିକ...

ଲାଇଭ ବିତର୍କ ଶୋରେ ଭାଜପା ନେତାଙ୍କ ସହ ହାତାହାତି ହେଲେ ବିଆରଏସ ବିଧାୟକ, ଦେଖନ୍ତୁ ଭାଇରାଲ ଭିଡିଓ…

ହାଇଦ୍ରାବାଦ,୨୬।୧୦ : ତେଲେଙ୍ଗାନାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏକ ନ୍ୟୁଜ ଚ୍ୟାନେଲରେ ଲାଇଭ ବିତର୍କ ଶୋ ସମୟରେ ବିଆରଏସ ବିଧାୟକ ନିଜର ନିୟନ୍ତ୍ରଣ ହରାଇଥିଲେ। ମୁଖ୍ୟମନ୍ତ୍ରୀ କେସିଆର ଦଳର ଭାରତ ରାଷ୍ଟ୍ର ସମିତି (ବିଆରଏସ) ବିଧାୟକ ବିବେକାନନ୍ଦ...

ଆମେରିକାକୁ ବ୍ୟାପିଲା ଇସ୍ରାଏଲ-ହମାସ ଯୁଦ୍ଧର ନିଆଁ

ନ୍ୟୁୟର୍କ,୨୬।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଥମି ନ ଥିବାବେଳେ ଯୁଦ୍ଧର ପ୍ରଭାବ ଆମେରିକାରେ ଦେଖିବାକୁ ମିଳିଛି। ଇସ୍ରାଏଲକୁ ହମାସ ଅକ୍ରମଣ କରିବା ପରେ ଇସ୍ରାଏଲକୁ ସମର୍ଥନ କରିଛି ଆମେରିକା। ସେହି ଯୁଦ୍ଧର ନିଆଁ ବର୍ତ୍ତମାନ ଆମେରିକାରେ ଦେଖିବାକୁ...

ହସ୍ପିଟାଲରେ ପିଲାଙ୍କୁ ଦିଆଯାଇଛି ଏଚଆଇଭି ସଂକ୍ରମିତ ରକ୍ତ

ଲକ୍ଷ୍ନୌ,୨୬।୧୦: ପିଲାଙ୍କୁ ଦିଆଯାଇଛି ଏଚଆଇଭି ସଂକ୍ରମିତ ରକ୍ତ। ଉତ୍ତରପ୍ରଦେଶ କାନପୁରରର ଏକ ହସ୍ପିଟାଲରେ ଥାଲାସେମିଆରେ ଆକ୍ରାନ୍ତ ୧୪ ଜଣ ପିଲାଙ୍କୁ ସଂକ୍ରମିତ ରକ୍ତ ଦିଆଯାଇଛି । ରକ୍ତ ଦେବା ପରେ ୧୨ ଜଣ ହେପାଟାଇଟିସ ଏବଂ ୨ ଜଣ ଏଚଆଇଭିରେ...

୨୦୨୫ ସୁଦ୍ଧା ବିଶ୍ୱଯୁଦ୍ଧ, ଭାରତ ହେବ ବିଶ୍ୱଗୁରୁ, ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭବିଷ୍ୟବାଣୀ…

ନୂଆଦିଲ୍ଲୀ,୨୬।୧୦ : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ ୨୦୨୦ ଜାନୁଆରୀରେ ତାଙ୍କ ରାଶି ମକରରେ ପ୍ରବେଶ କରିଥିଲେ ଏବଂ ଜାନୁୟାରୀ ୨୦୨୩ରୁ ଶନି ଦେବ କୁମ୍ଭରେ ପ୍ରବେଶ କରିଛନ୍ତି। ଏହି ସ୍ଥିତି ଜୁଲାଇ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ।...

ପାଠ ପଢ଼ିଥିବା ସ୍ତ୍ରୀଙ୍କୁ ଚାକିରି କରିବାକୁ ବାଧ୍ୟ କରି ଭରଣପୋଷଣ ବନ୍ଦ ପାରିବେନି ସ୍ବାମୀ: ହାଇକୋର୍ଟ…

ନୂଆଦିଲ୍ଲୀ,୨୬।୧୦ : ଦିଲ୍ଲୀ ହାଇକୋର୍ଟ କହିଛନ୍ତି ସ୍ତ୍ରୀ ପାଠ ପଢ଼ିଥିଲେ ତାଙ୍କୁ ଚାକିରି କରିବାକୁ ସ୍ବାମୀ ବାଧ୍ୟ କରିପାରିବେ ନାହିଁ। ସେହିପରି ସ୍ତ୍ରୀଙ୍କୁ ଚାକିିରି କରିବାକୁ କହି ଜାଣିଶୁଣି ସ୍ବାମୀ ଭରଣପୋଷଣ ଦେବାକୁ ଅମଙ୍ଗ ହେଉଥିବା ଗ୍ରହଣ କରାଯାଇ ପାରିବ...

ଗୁଗଲ ମ୍ୟାପରେ ଆସୁନି ଇସ୍ରାଏଲ-ଗାଜାର ଲାଇଭ ଟ୍ରାଫିକ

ଗାଜା,୨୬।୧୦: ଗାଜାକୁ ବିଭିନ୍ନ କୋଣରୁ ଘେରିବା ସହ ଅଞ୍ଚଳକୁ ନାକାବନ୍ଦୀ କରିବା ପରେ ଇସ୍ରାଏଲ ସେନା ବର୍ତ୍ତମାନ ଗାଜା ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଏଥିପାଇଁ ସେମାନଙ୍କୁ ଖୁବ୍‌ଶୀଘ୍ର ଗ୍ରୀନ ଫ୍ଲାଗ୍‌ ମିଳିପାରେ। ଏହାରି ଭିତରେ ଏକ ଆଶ୍ଚର୍ଯ୍ୟଜନକ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri