Tag Archives: Home Middle

ଆନ୍ଧ୍ରପ୍ରଦେଶର ପାରମ୍ପରିକ ଲାଠିଯାତ୍ରାବେଳେ ଅଘଟଣ: ୩ମୃତ, ୫୦ଆହତ

କୁର୍ନୁଲ, ୨୫।୧୦: ଆନ୍ଧ୍ରପ୍ରଦେଶର ପାରମ୍ପରିକରି ଲାଠି ଯାତ୍ରା ବେଳେ ଘଟିଯାଇଛି ଅଘଟଣ। ଆନ୍ଧ୍ରର ଲୋକପ୍ରିୟ ଯାତ୍ରା ବନି ଫେଷ୍ଟିଭାଲରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆହତ...

ଏନସିଇଆରଟିର ପୁସ୍ତକରେ ଏବେ ଇଣ୍ଡିଆ ପରିବର୍ତ୍ତେ ଲେଖାଯିବ ଭାରତ

ନୂଆଦିଲ୍ଲୀ,୨୫।୧୦: ନ୍ୟାସନାଲ କାଉନସିଲ ଅଫ ଏଜୁକେଶନାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଯଥା ଏନସିଇଆରଟିର ପୁସ୍ତକରେ ଏବେ ଇଣ୍ଡିଆ ପରିବର୍ତ୍ତେ ଭାରତ ଲେଖାଯିବ। ପୁସ୍ତକରେ ଆବଶ୍ୟକୀୟ ପରିବର୍ତ୍ତନ ସଂପର୍କରେ ପ୍ୟାନେଲର ପ୍ରସ୍ତାବକୁ ଏନସିଇଆରଟି ଅନୁମୋଦନ କରିଛି। ପ୍ୟାନେଲର ସଦସ୍ୟ ମଧ୍ୟରୁ ଜଣେ...

ଆସୁଛି ଏମରଜେନ୍ସି ଆଲର୍ଟ, ଜୋରରେ ଭାଇବ୍ରେଟ୍‌ ହେଉଛି ମୋବାଇଲ, ଜାଣନ୍ତୁ ଏମିତି କାହିଁକି ହେଉଛି

ଭୁବନେଶ୍ୱରଳ୨୫।୧୦: ଅଚାନକ ବାଜିଉଠୁଛି ମୋବାଇଲ । ପପ୍‌ଅପ୍‌ ମେସେଜ ଭାବରେ ମୋବାଇଲ ସ୍କ୍ରିନରେ ଆସୁଛି ହାଇଆଲର୍ଟ ମେସେଜ । ଘୁଁ ଘୁଁ କମ୍ପନ ସହ ଆଲର୍ଟ ମେସେଜରେ ଥରି ଯାଉଛି । ହଠାତ ଏପରି ଆଲର୍ଟ ମେସେଜ ଦେଖି ଲୋକେ...

ପୋଲିସ ଅବା ସୈନ୍ୟବାହିନୀରେ ଯୋଗଦେବା ସମୟରେ କରନ୍ତୁ ନାହିଁ ଏସବୁ ଭୁଲ, ସୁପ୍ରିମ୍‌କୋର୍ଟଙ୍କ ଚେତାବନୀ…

ନୂଆଦିଲ୍ଲୀ,୨୫।୧୦ : ପୋଲିସ କିମ୍ବା ସେନାରେ ନିଯୁକ୍ତି ପାଇଁ ପ୍ରସ୍ତୁତ ହେଉଥିବା ଦେଶର ଯୁବବର୍ଗମାନଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଖବର। ନିଯୁକ୍ତି ପାଇଁ ଆବେଦନ କରିବାବେଳେ, କେତେକ ଭୁଲ ଯୋଗୁ ସେମାନଙ୍କୁ ସାରା ଜୀବନ ପାଇଁ ଅନୁତାପ କରିବାକୁ...

ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ୧୨୦ ନବଜାତ ଶିଶୁଙ୍କ ଜୀବନ ବିପଦରେ, ପ୍ରତି ଦିନ ଜନ୍ମ ହେଉଛନ୍ତି ୧୬୦ରୁ ଅଧିକ ଶିଶୁ…

ଜେରୁଜେଲମ,୨୫।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ବନ୍ଦ ହେବାର ନା ନେଉନି। ୧୮ ଦିନ ଧରି ଚାଲିଆସୁଥିବା ଏହି ଯୁଦ୍ଧ ଯୋଗୁ ନବଜାତ ଶିଶୁଙ୍କ ଜୀବନ ବିପଦରେ ପଡିଛି। ମିଳିତ ଜାତିସଂଘ ଏକ ଚେତାବନୀ ଦେଇଛି ୧୨୦...

ହାମୁନ ପାଲଟିଲା ଭୟଙ୍କର ଘୂର୍ଣ୍ଣିବଳୟ, ତାମିଲନାଡୁ ଓଡିଶାର ମତ୍ସ୍ୟଜୀବୀଙ୍କୁ ଚେତାବନୀ-ସମୁଦ୍ରକୁ ଯାଅ ନାହିଁ, ଆଜି ବାଂଲାଦେଶ ଉପକୂଳ ଛୁଇଁବ!…

ନୂଆଦିଲ୍ଲୀ,୨୫।୧୦ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାଇକ୍ଲୋନ ହାମୁନ ବର୍ତ୍ତମାନ ଏକ ଗୁରୁତର ରୂପ ନେଇଛି। ହାମୁନ ବର୍ତ୍ତମାନ ଧୀରେ ଧୀରେ ଉତ୍ତର-ଉତ୍ତର-ପୂର୍ବ ଆଡକୁ ଗତି କରୁଛି । ବୁଧବାର ଅପରାହ୍ନ ସୁଦ୍ଧା ବାଂଲାଦେଶର ଚଟଗାଁ ଏବଂ ଖେପୁପଡା ମଧ୍ୟରେ...

ଶିନ୍ଦେ ନିଜେ ହମାସ, ସଞ୍ଜୟଙ୍କ କଟାକ୍ଷ…

ମୁମ୍ବାଇ,୨୫।୧୦ : ଦଶହରା ଅବସରରେ ଏକନାଥ ଶିନ୍ଦେ ଏବଂ ଶିବସେନା (ୟୁବିଟି) ନେତା ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ଏକ ରାଲି କରିଥିଲେ। ବିଜୟାଦଶମୀ ଅବସରରେ ଶିବଜୀ ପାର୍କରେ ଉଦ୍ଧବ ଠାକରେ ଏକ ଦଶହରା ରାଲି ଆୟୋଜନ କରିଥିବାବେଳେ ଏକନାଥ ଶିନ୍ଦେଙ୍କ...

ଗାଜା ଯୁଦ୍ଧ ମୃତ୍ୟୁ ସଂଖ୍ୟା ୭ ହଜାର ଟପିଲା…

ଜେରୁଜେଲମ,୨୫।୧୦ : ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ଦୁଇ ସପ୍ତାହରୁ ଅଧିକ ସମୟ ବିତିଗଲାଣି। ବର୍ତ୍ତମାନ ପର୍ଯ୍ୟନ୍ତ ଉଭୟ ପକ୍ଷ ଦ୍ୱାରା ହୋଇଥିବା ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୭୦୦୦ ଅତିକ୍ରମ କରିଛି। ଇସ୍ରାଏଲ ଉପରେ ହମାସ...

ଯଦି ଚାହୁଁଛ ଶାନ୍ତି, ତେବେ ପଣବନ୍ଦୀଙ୍କୁ ପ୍ରଥମେ କର ମୁକ୍ତ, ହମାସକୁ ଇସ୍ରାଏଲର ଚେତାବନୀ…

ଜେରୁଜେଲମ,୨୫।୧୦: ଇସ୍ରାଏଲ ଯେଉଁ ସ୍ଥାନଗୁଡିକରେ ଇସ୍ରାଏଲ ନାଗରିକମାନଙ୍କୁ ପଣବନ୍ଦୀ ଭାବେ ରଖାଯାଉଛି ସେ ସମ୍ବନ୍ଧରେ ସୂଚନା ପ୍ରଦାନ କରିବାକୁ ଗାଜା ଅଞ୍ଚଳର ଲୋକଙ୍କୁ ଅନୁରୋଧ କରିଛି। ଯେଉଁମାନେ ସୂଚନା ପ୍ରଦାନ କରୁଛନ୍ତି ସେମାନଙ୍କୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।...

ମୁଁ ୧୦ ଇହୁଦୀଙ୍କୁ କରିଛି ହତ୍ୟା, ଇସ୍ରାଏଲ ସେନା ଜାରି କଲା ହମାସ ଆତଙ୍କବାଦୀଙ୍କ ରେକର୍ଡିଂ…

ଜେରୁଜେଲମ,୨୫।୧୦: ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏକ ଫୋନ ରେକର୍ଡିଂ ଜାରି କରିଛି ଯେଉଁଥିରେ ହମାସ ଆତଙ୍କବାଦୀ ତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳୁଛି। ଏହି ଫୋନ କଲରେ ଆତଙ୍କବାଦୀ ୧୦ ଜଣ ଇହୁଦୀଙ୍କୁ ହତ୍ୟା କରିଥିବା...

ଆଜି କଂଗ୍ରେସର ସିଇସି ବୈଠକ, ତେଲଙ୍ଗାନା ବିଧାନସଭାରେ ୬୦ ଆସନ ପାଇଁ ହେବ ପ୍ରାର୍ଥୀ ଘୋଷଣା

ନୂଆଦିଲ୍ଲୀ,୨୫।୧୦: ନଭେମ୍ବର୨୦୨୩ରେ ତେଲଙ୍ଗାନା ସମେତ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବ। ଏ ସମ୍ପର୍କରେ ବୁଧବାର ଦିଲ୍ଲୀରେ କଂଗ୍ରେସ ଦଳର କେନ୍ଦ୍ରୀୟ କମିଟିର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ କଂଗ୍ରେସ ପାର୍ଟି ତେଲଙ୍ଗାନାର...

‘ମୁଁ ପ୍ରଧାନମନ୍ତ୍ରୀ ହେଲେ ଭାରତ ସହ ସମ୍ପର୍କକୁ ସୁଦୃଢ କରିବି’, କାନାଡିୟ ବିରୋଧୀ ଦଳର ନେତାଙ୍କ ବୟାନ

ଓଟାଓ୍ବା,୨୫।୧୦: ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ପରେ ଭାରତ ଏବଂ କାନାଡା ସମ୍ପର୍କରେ ତିକ୍ତତା ବୃଦ୍ଧି ପାଇଛି। ଇତି ମଧ୍ୟରେ କାନାଡା ସଂସଦରେ ବିରୋଧୀଦଳର ନେତାଙ୍କ ବିବୃତ୍ତି ସାମ୍ନାକୁ ଆସିଛି। କାନାଡାର କନଜରଭେଟିଭ୍‌ ପାର୍ଟିର ମୁଖ୍ୟ ତଥା ବିରୋଧୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri