Tag Archives: Home Middle

ଅଧିଆ ପଡ଼ିଥିବା ନାବାଳିକାଙ୍କୁ ବଳାତ୍କାର କଲେ ମନ୍ଦିର ପୂଜକ: ଥାନାରେ ଅଭିଯୋଗ

ଅନୁଗୋଳ ଅଫିସ, ୨୮।୮(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ତିଳେଶ୍ୱର ଆଖଣ୍ଡଳମଣି ମନ୍ଦିରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ମନ୍ଦିର ପୂଜକ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ, ଆଖଣ୍ଡଳମଣି ମନ୍ଦିରରେ ଜଣେ...

କଙ୍ଗନାକୁ କଡ଼ା ତାଗିଦ୍‌ କରୁଛି ଭାଜପା, ବଡ଼ ଖୁଲାସା କଲେ ଭାଜପା ନେତ୍ରୀ!

କୃଷକ ଆନ୍ଦୋଳନକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ଭାଜପାକୁ ହରଡଘଣାରେ ପକେଇଛନ୍ତି ଭାଜପା ନେତ୍ରୀ କଙ୍ଗନା ରଣାଓ୍ବତ। ଯାହାକୁ ନେଇ ଦଳ ତାଙ୍କୁ ତାଗିଦ୍‌ କରିଛି। ଏପରି ବିବାଦୀୟ ମନ୍ତବ୍ୟ ନ ଦେବାକୁ ଦଳ ତାଙ୍କୁ ଚେତାବନୀ ଦେଇଛି। ଏକ...

‘ଇସ୍ତଫା ମାଗିବାର ଅଛି ତ ପିଏମ୍‌ ମୋଦିଙ୍କୁ ମାଗନ୍ତୁ’, ପଶ୍ଚିମବଙ୍ଗ ବନ୍ଦକୁ ନେଇ ଏମିତି କହିଦେଲେ ମମତା

କୋଲକାତା,୨୮।୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିକରି ମଙ୍ଗଳବାର ଅପରାହ୍ନରେ ବିକ୍ଷୋଭକାରୀମାନେ ରାଜ୍ୟ ସଚିବାଳୟ ‘ନବାନ୍ନ’ ଅଭିମୁଖେ ଶୋଭାଯାତ୍ରାରେ...

ବିଧାନସଭାକୁ ମୋବାଇଲ ମନା, ବିଧାୟକଙ୍କୁ ରୋକଠୋକ ଶୁଣାଇଦେଲେ ବାଚସ୍ପତି ସୁରମା

ଭୁବନେଶ୍ୱର,୨୮।୮: ବିଧାନସଭାକୁ ମୋବାଇଲ ଓ ପାଣି ବୋତଲ ବ୍ୟବହାରକୁ ମନା। କୌଣସି ବିଧାୟକ ଏବଂ ମନ୍ତ୍ରୀ ବିଧାନସଭା ଭିତରକୁ ମୋବାଇଲ କିମ୍ବା ପାଣି ବୋତଲ ନେଇ ଯାଇପାରିବେ ନାହିଁ । ଏ ନେଇ ରୋକଠୋକ ଶୁଣାଇ ଦେଇଛନ୍ତି ବାଚସ୍ପତି ସୁରମା...

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏହି ଦିନ ଆସିବ ସିଏମ କିଷାନ ଯୋଜନା ଟଙ୍କା, ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ…

ଭୁବନେଶ୍ୱର,୨୮।୮: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ସିଏମ କିଷାନ ଯୋଜନା। ବୁଧବାର ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂହଦେଓ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏ ୪...

ପୀଡିତା ପରିବାରକୁ ‘ସରି’ କହିଲେ ମମତା, ଜାଣନ୍ତୁ କାହିଁକି

କୋଲକାତା,୨୮।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର କୋଲକାତା ସ୍ଥିତ ଆରଜି ମେଡିକାଲ କଲେଜରେ ହୋଇଥିବା ମହିଳା ଡାକ୍ତରଙ୍କୁ ଭୟାନକ ବଳାତ୍କାର ପରେ ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ନିଜ ସୋସିଆଲ ମିଡିଆ ଏକ୍ସରେ ମମତା ପୀଡିତା ପରିବାରଙ୍କୁ...

ଜମ୍ମୁ କଶ୍ମୀର ନିର୍ବାଚନ ପୂର୍ବରୁ ମେଣ୍ଟରେ ଫାଟ, କଂଗ୍ରେସ ସହ ମେଣ୍ଟ କରିବାରୁ ସ୍ବାଧୀନ ଲଢିବେ ଏନସି ନେତା

ଶ୍ରୀନଗର,୨୮।୮: ଆଗକୁ ଜମ୍ମୁ କଶ୍ମୀର ନିର୍ବାଚନ ଥିବାବେଳେ କଂଗ୍ରେସ ଏବଂ ନ୍ୟାଶନାଲ ପ୍ରୋଗେସିଭ୍‌ ଦଳ ମେଣ୍ଟ କରିବାକୁ ନିଷ୍ପତ୍ତି ଦେଇଛନ୍ତି। ତେବେ ଏହାକୁ ନେଇ ଦଳ ଭିତରେ ବିବାଦ ଦେଖାଯାଇଛି। ନ୍ୟାଶନାଲ ପ୍ରୋଗେସିଭ୍‌ର ଅସନ୍ତୋଷ ନେତାମାନେ ସ୍ବାଧୀନ ପ୍ରାର୍ଥୀ ଭାବେ...

‘ମୁଁ ସିଜେଆଇ କହୁଛି, ମୋତେ ୫୦୦ ଟଙ୍କା ପଠାଅ’: ଆସିଲା ଏମିତି ମେସେଜ, ତା’ପରେ…

ନୂଆଦିଲ୍ଲୀ,୨୮।୮: ସାଇବର ଠକେଇ ମାମଲା ଦିନକୁ ଦିନ ବଢିବାରେ ଲାଗିଛି। ଏହି ସମୟରେ ଦିଲ୍ଲୀରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ସ୍କାମର ନିଜକୁ ଚିଫ୍‌ ଜଷ୍ଟିସ ଅଫ ଇଣ୍ଡିଆ(ସିଜେଆଇ) କହି ୫୦୦ ଟଙ୍କାର ଠକେଇ କରିବାର...

ପଶ୍ଚିମବଙ୍ଗ ବନ୍ଦ ଭିତରେ ତେଜିଲା ହିଂସା, ଭାଜପା ନେତାଙ୍କ କାର୍‌ ଉପରକୁ ୬ରାଉଣ୍ଡ ଗୁଳି ଚଳାଇଲେ ଆକ୍ରମଣକାରୀ

କୋଲକାତା,୨୮।୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ନବାନ୍ନ ଅଭିଯାନ ସମୟରେ ବିକ୍ଷୋଭକାରୀଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ଭାଜପା ବୁଧବାର ରାଜ୍ୟବ୍ୟାପୀ ବନ୍ଦ ଘୋଷଣା କରିଛି। ବନ୍ଦ ସମୟରେ ଅନେକ ସ୍ଥାନରେ ଅନେକ ବିଶୃଙ୍ଖଳା ଦେଖିବାକୁ ମିଳୁଛି। ଏହି ସମୟରେ ଭାଜପା...

ସାରା ବିଶ୍ୱରେ ‘ଏକ୍ସ’ ସର୍ଭିସ ଡାଉନ୍‌: ଅଭିଯୋଗ ଆଣିଲେ ୟୁଜର୍ସ

ନୂଆଦିଲ୍ଲୀ,୨୮।୮: ସାମାଜିକ ନେଟୱାର୍କିଂ ପ୍ଲାଟଫର୍ମ ‘ଏକ୍ସ’ର ସର୍ଭିସ ଡାଉନ୍‌ ହୋଇଛି। ଅନେକ ଇଣ୍ଟରନେଟ ୟୁଜର୍ସ ଏ ବିଷୟରେ ଅଭିଯୋଗ କରିଛନ୍ତି। ‘ଏକ୍ସ’ର ସେବା ବିଶ୍ୱସ୍ତରରେ ଡାଉନ୍‌ ହୋଇଛି। ତେବେ କମ୍ପାନୀ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ସରକାରୀ ସୂଚନା ଦେଇନାହିଁ।...

୩୦ରୁ ଅତି ପ୍ରବଳ ବର୍ଷା:ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୮।୮(ଅନୁରାଧା ମହାରଣା):ପୂର୍ବ ମଧ୍ୟ ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗୁରୁବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାକୁ ଥିବାବେଳେ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ସୃଷ୍ଟି ହେବାକୁ ଥିବା ଲଘୁଚାପ ଆଗାମୀ ୨ଦିନରେ ପଶ୍ଚିମ- ଉତ୍ତର...

ରାଜଧାନୀରେ ବଢୁଛି ବେଆଇନ ନିର୍ମାଣ:ଭଙ୍ଗାହେବ ୧୯୧ ଆପାର୍ଟମେଣ୍ଟ

ଭୁବନେଶ୍ୱର,୨୮ା୮(ଅନିଲ ଦାସ):ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ବେଆଇନ ଭାବେ ବହୁତଳ ଅଟ୍ଟାଳିକା ଗଢ଼ିଉଠୁଛି। ନିର୍ମାଣ ହେବା ପୂର୍ବରୁ ସମ୍ପୃକ୍ତ ଅଞ୍ଚଳ କର୍ତ୍ତୃପକ୍ଷ ଏଥିପ୍ରତି ନଜର ଦେଉ ନ ଥିବାରୁ ଦିନକୁ ଦିନ ଏହାର ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ରାଜଧାନୀ ଭୁବନେଶ୍ୱରରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri