Tag Archives: Home Middle

ଗାଜାରେ ମୃତ୍ୟୁସଂଖ୍ୟା ୪୦୦୦ ଟପିଲା

ଜେରୁଜେଲମ୍‌,୨୧ା୧୦: ଇସ୍ରାଏଲ୍‌-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଶନିବାର ୧୫ଦିନରେ ପହଞ୍ଚିଛି। ତଥାପି ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ। ଇସ୍ରାଏଲ ସେନା କ୍ରମାଗତ ଭାବରେ ହମାସ୍‌ ସ୍ଥିତିକୁ ଟାର୍ଗେଟ କରି ପ୍ରତିଶୋଧ ପରାୟଣ ହୋଇ ଆକ୍ରମଣ କରୁଛନ୍ତି। ଏହି ସମୟରେ ପାଲେଷ୍ଟାଇନ...

ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୪୦୦ରନ…

ମୁମ୍ବାଇ,୨୧।୧୦ : ବିଶ୍ୱକପ କ୍ରିକେଟର ୨୦ ତମ ମ୍ୟାଚ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଛି। ମ୍ୟାଚରେ ଟସ ଜିତି ଇଂଲଣ୍ଡ ଅଧିନାୟକ ଜୋସ ବଟଲର ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଦକ୍ଷିଣ ଆଫ୍ରିକା...

୩ ମାସର ଶିଶୁକନ୍ୟା ବଳାତ୍କାର ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ: ଅଭିଯୁକ୍ତଙ୍କୁ କହିବାର ସୁଯୋଗ ନ ଦେଇ କିପରି ହେଲା ଫାଶୀ ଦଣ୍ଡାଦେଶ…

ନୂଆଦିଲ୍ଲୀ,୨୧।୧୦ : ତିନି ମାସର ଶିଶୁକନ୍ୟାଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡାଦେଶ କରାଯାଇଥିବା ଜଣେ ବ୍ୟକ୍ତିଙ୍କ ଦଣ୍ଡକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଏହି ମାମଲାକୁ ଏକ ନୂତନ ଶୁଣାଣି ପାଇଁ ପଠାଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଶୁଣାଣି ସମୟରେ...

ରାହୁଲ ଗାନ୍ଧୀ କାଗଜ ବାଘ: କବିତାଙ୍କ କଟାକ୍ଷ…

ହାଇଦ୍ରାବାଦ,୨୧।୧୦ : ସମସ୍ତ ରାଜନୈତିକ ଦଳ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାରେ ଲାଗିଛନ୍ତି। ନିଜ ନିଜ ବିଜୟ ଦାବି କରି ଦଳର ନେତାମାନେ ରାଜ୍ୟ ନିର୍ବାଚନ ରାଲିରେ ସମ୍ବୋଧିତ କରୁଛନ୍ତି। କଂଗ୍ରେସର ବିଜୟରେ ଆତ୍ମବିଶ୍ୱାସ ପ୍ରକାଶ କରି...

ପାକିସ୍ତାନରେ ନଓ୍ବାଜ

ଇସଲାମବାଦ,୨୧।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ୪ ବର୍ଷ ପରେ ପାକିସ୍ତାନ ଫେରିଛନ୍ତି। ନୱାଜଙ୍କ ବିମାନ ଦ୍ୱି ପ୍ରହର ୨ଟା ୫ସମୟରେ ଉମ୍ମିଦ-ଇ-ପାକିସ୍ଥାନ ଇସଲାମାବାଦ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଛି। ଏୟାରପୋର୍ଟରେ ପହଞ୍ଚି ସେ ଇମିଗ୍ରେସନ ପ୍ରକ୍ରିୟା ଶେଷ...

ଇସ୍ରାଏଲର ସ୍ଥଳ ଆକ୍ରମଣରେ ବାଧା ସାଜିଛନ୍ତି ଆମେରିକା-ବ୍ରିଟେନ…

ଜେରୁଜେଲମ/ଓ୍ବାଶିଂଟନ,୨୧।୧୦: ଆତଙ୍କବାଦୀ ସଂଗଠନ ହମାସର ଆକ୍ରମଣ ପରେ ଇସ୍ରାଏଲ ସେନା ଗତ କିଛି ଦିନ ହେବ ଗାଜା ଷ୍ଟ୍ରିପ ଉପରେ ବୋମା ମାଡ କରୁଛି। ଗାଜାରେ ସ୍ଥଳ ଆକ୍ରମଣ ପାଇଁ ଇସ୍ରାଏଲ ସେନା ପ୍ରସ୍ତୁତ ହେଉଛି। ଏଥିପାଇଁ ଗାଜା ସୀମାରେ...

ଗାଜା ଉପରେ ସ୍ଥଳ ଆକ୍ରମଣ ପାଇଁ ଇସ୍ରାଏଲର ଯୋଜନା, ବଢ଼ିଲା ବୁଲେଟପ୍ରୁଫ ଜ୍ୟାକେଟ ଚାହିଦା…

ଜେରୁଜେଲମ, ୨୧୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ବହୁ ଲୋକଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ଶୀଘ୍ର ଗାଜା ଉପରେ ସ୍ଥଳ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି। ଏହାକୁ ଦୃଷ୍ଟିରେ...

ଫେରିନି ୧୦ହଜାର କୋଟି ପୁରୁଣା ୨ହଜାର ଟଙ୍କିଆ ନୋଟ୍‌: ଆରବିଆଇ ଗଭର୍ନର

ନୂଆଦିଲ୍ଲୀ,୨୧।୧୦;୨ହଜାର ଟଙ୍କା ନୋଟ୍‌ ଜମା ଓ ଅଦଳବଦଳ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତି ସମୟ ସୀମା ବୃଦ୍ଧି କରିଥିଲା। ଏହା ପରେ ମଧ୍ୟ ସବୁ ନୋଟ ବ୍ୟାଙ୍କରେ ପହଞ୍ଚି ପାରିନାହିଁ। ଏବେ ବି ବ୍ୟାଙ୍କରେ ନୋଟ...

କ୍ୟାନ୍‌ସର ମେଡିସିନ୍‌ରୁ ଇନ୍‌ସୁଲିନ୍‌ ଯାଏ..ଏଣିକି ଏମ୍ସରେ ମାଗଣାରେ ମିଳିବ ମହଙ୍ଗା ଔଷଧ; ଦେଖନ୍ତୁ ତାଲିକା…

ନୂଆଦିଲ୍ଲୀ,୨୧।୧୦: ଏଣିକି ଏମ୍ସରେ ୩୫୯ ପ୍ରକାରର ଔଷଧ ମାଗଣାରେ ମିଳିବ। କାରଣ ହସ୍ପିଟାଲର ଜେନେରିକ୍‌ ଫାର୍ମାସୀ ତାଲିକାରେ ପରିବର୍ତ୍ତନ କରାଯାଇଛି। ଫଳରେ କ୍ୟାନ୍‌ସର, ମଧୁମେହ, ଆର୍ଥ୍ରାଇଟିସ୍‌, ସୋରିୟାସିସ୍‌ ଆଦି ରୋଗୀ ମାଗଣାରେ ଔଷଧ ପାଇପାରିବେ। ଚିକିତ୍ସା ଲାଗି ଆସୁଥିବା ରୋଗୀଙ୍କୁ...

ପାକିସ୍ତାନରେ ପହଞ୍ଚିବେ ନଓ୍ବାଜ, ସ୍ବାଗତ ପାଇଁ ମୁସଲିମ ଲିଗ୍‌ କରିଛି ସ୍ବତନ୍ତ୍ର ପ୍ରସ୍ତୁତି

ଇସଲାମବାଦ,୨୧।୧୦: ୨୦୧୯ ପରଠାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ପ୍ରଥମ ଥର ପାଇଁ ଦେଶକୁ ଫେରୁଛନ୍ତି। ସେ ଦୁବାଇରୁ ଉମେଦ-ଇ-ପାକିସ୍ଥାନ ବିମାନରେ ପାକିସ୍ତାନକୁ ଯାତ୍ରା କରିଛନ୍ତି। ସଦ୍ୟତମ ରିପୋର୍ଟ ଅନୁଯାୟୀ, ନୱାଜଙ୍କ ବିମାନ ପାକିସ୍ତାନର ଏୟାରସ୍ପେସ୍‌ରେ ପ୍ରବେଶ କରି...

ପାକିସ୍ତାନକୁ ଲୁଚାଛପା ଭାବେ ବାଲେଷ୍ଟିକ ମିଶାଇଲ ଉପକରଣ ଦେଉଛି ଚାଇନା, ଧରିଲା ଆମେରିକା

ଓ୍ବାଶିଂଟନ,୨୧।୧୦: ଚାଇନା କମ୍ପାନୀଗୁଡିକ ବିରୋଧରେ ଆମେରିକା ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନକୁ ବାଲିଷ୍ଟିକ ମିଶାଇଲ ବା କ୍ଷେପଣାସ୍ତ୍ର ଉପକରଣ ଯୋଗାଇବା ପାଇଁ ଏହା ତିନୋଟି ଡ୍ରାଗନ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଆନ୍ତର୍ଜାତୀୟ ଆଣବିକ ବିସ୍ତାର ଏବଂ ନିରସ୍ତ୍ରୀକରଣ...

ପାଲେଷ୍ଟିନୀୟଙ୍କୁ ସମର୍ଥନ କଲା ଭାରତର ଏହି କମ୍ପାନୀ, କଲା ବଡ ଘୋଷଣା

କନ୍ନୁର,୨୧।୧୦: ଇସ୍ରାଏଲ ପୋଲିସ ପାଇଁ ୟୁନିଫର୍ମ ତିଆରି କରୁଥିବା କେରଳର ଏକ ଘରୋଇ କମ୍ପାନୀ ଯୁଦ୍ଧ ବନ୍ଦ ନ ହେବା ପର୍ଯ୍ୟନ୍ତ ନୂଆ ଅର୍ଡର ରଖିବ ନାହିଁ ବୋଲି ଘୋଷଣା କରିଛି। ଗାଜାରେ ଏକ ଡାକ୍ତରଖାନା ଉପରେ ବୋମା ବିସ୍ଫୋରଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri