Tag Archives: Home Middle

ଟିମ୍‌ ଇଣ୍ଡିଆ ଆଗରେ ବିଜୟ ଲକ୍ଷ୍ୟ ୨୫୭ ରନ୍‌

ପୁଣେ,୧୯।୧୦: ଭାରତ ଏବଂ ବାଂଲାଦେଶ ଦଳ ପୁଣେରେ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚରେ ପ୍ରଥମେ ବାଂଲାଦେଶ ବ୍ୟାଟିଂ କରି ୫୦ ଓଭରରେ ୮ ଉଇକେଟ୍‌ ହରାଇ ୨୫୬ ରନରେ ସୀମିତ ରହିଛି। ଫଳରେ ଟିମ୍‌ ଇଣ୍ଡିଆ ଆଗରେ ବିଜୟ ଲକ୍ଷ୍ୟ ୨୫୭...

ନେତାନ୍ୟାହୁ କହିଲେ ଏହା ପୂରା ସଭ୍ୟ ସମାଜର ଲଢେଇ, ସୁନକ କହିଲେ ଆମେ ତୁମ ସହ ଅଛୁ

ଜେରୁଜେଲମ,୧୯।୧୦: ଇସ୍ରାଏଲ ଏବଂ ହମାସ ମଧ୍ୟରେ ବିବାଦ ଆରମ୍ଭ ହେବାର ୧୩ ଦିନ ହୋଇଗଲାଣି। ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଚାଲିଥିବା ଆକ୍ରମଣରେ ପ୍ରାୟ ୫୦୦୦ ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲରେ ହମାସ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୧୪୦୦ରୁ ଅଧିକ। ଅନ୍ୟପକ୍ଷରେ...

ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୧୦(ଅସମାପିକା ସାହୁ): ରାଜ୍ୟ ସରକାରଙ୍କର ଗ୍ରାମାଭିମୁଖୀ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ମାଧ୍ୟମରେ ନୂଆ ସଶକ୍ତ ଓଡ଼ିଶା ଗଠନର ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ,...

ସ୍ତ୍ରୀ ରାନ୍ଧି ନ ଜାଣିଲେ ଦିଆ ଯାଇ ପାରିବନି ଛାଡପତ୍ର: ହାଇକୋର୍ଟ…

ଥିରୁଭାନନ୍ତପୁରମ,୧୯।୧୦ : ସ୍ତ୍ରୀ ରାନ୍ଧି ନ ଜାଣିଥିବାରୁ ଏହାକୁ କ୍ରୁରତା ଦର୍ଶାଇ ଛାଡପତ୍ର ପାଇଁ ହୋଇଥିବା ଏକ ଆବେଦନକୁ କେରଳ ହାଇକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯଦି ସ୍ତ୍ରୀ ରାନ୍ଧିବା ବିଷୟରେ ଜାଣି ନାହାଁନ୍ତି ତେବେ ଏହା କ୍ରୁରତା...

ମଧ୍ୟପ୍ରଦେଶ ନିର୍ବାଚନୀ ରାଜନୀତିରେ ଗଙ୍ଗାଜଳର ଏଣ୍ଟ୍ରି, ବୋତଲରେ କମଲନାଥଙ୍କ ଫଟୋ…

ଭୋପାଳ,୧୯।୧୦ : ଏବେ ମଧ୍ୟପ୍ରଦେଶ ନିର୍ବାଚନୀ ରାଜନୀତିରେ ଗଙ୍ଗାଜଳର ଏଣ୍ଟ୍ରି କରିଛି। ଦମୋହରେ ନିର୍ବାଚନ ଆୟୋଗ କମଲ ନାଥଙ୍କ ଫଟୋ ଥିବା ଗଙ୍ଗାଜଳ ବୋତଲ ଉଦ୍ଧାର କରିଛନ୍ତି। ଏଭଳି ଘଟଣା ଭାଜପା ପାଇଁ ନୂଆ କଥା ନୁହେଁ। କିନ୍ତୁ, ସମାନ...

ମା’ ଝିଅଙ୍କୁ ବଳାତ୍କାର କରିବାକୁ ଧମକ ଦେଲେ ଭାଜପା ନେତା…

ଭୋପାଳ ,୧୯।୧୦ : ମଧ୍ୟପ୍ରଦେଶର ଦାମୋହରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଅଧିକାରୀ ଏବଂ ତାଙ୍କ ୬ବର୍ଷର ଝିଅଙ୍କୁ ବଳାତ୍କାର ହେବାର ଧମକ ଦିଆଯାଇଛି। ଦମୋହରେ ଜଣେ ମହିଳା ଅଧିକାରୀ ଭୟରେ କାମ ଛାଡି...

ଇସ୍ରାଏଲରେ ପହଞ୍ଚିଲେ ଋଷି ସୁନକ

ଲଣ୍ଡନ,୧୯ା୧୦: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଗୁରୁବାର ଇସ୍ରାଏଲରେ ପହଞ୍ଚି ହମାସ୍‌ ସହ ଦେଶର ଯୁଦ୍ଧ ବିଷୟରେ ଆଲୋଚନା କରିଛନ୍ତି। ପୂର୍ବରୁ ଟୁଇଟର ଭାବେ ଜଣାଶୁଣା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ‘X’ ରେ ସୁନକ ଲେଖିଛନ୍ତି, ମୁଁ ଇସ୍ରାଏଲରେ ଅଛି,...

ବଂଶବାଦ ରାଜନୀତି ନେଇ କଂଗ୍ରେସର ଜବାବ , ପିତାଙ୍କ ସମ୍ପତ୍ତି ଉପରେ ପୁଅଙ୍କର ଥାଏ ଅଧିକାର…

ନୂଆଦିଲ୍ଲୀ,୧୯।୧୦ : ଭାଜପା ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଉପରେ ବଂଶବାଦ ରାଜନୀତି ଅଭିଯୋଗ ଅଣାଯିବା ପରେ କଂଗ୍ରେସ ନେତା ରାଜମଣି ପଟେଲ ଏହାର ଜବାବ ଦେଇଛନ୍ତି। ସେ କହିଛନ୍ତି ଗାନ୍ଧୀ ପରିବାର ପିଢ଼ି ପରେ ପିଢ଼ି ଦେଶ ଶାସନ କରିଆସୁଛନ୍ତି।...

ମଙ୍ଗଳ ଗ୍ରହରେ ଅନୁଭୂତ ହେଲା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ

ଓ୍ବାଶିଂଟନ୍‌,୧୯।୧୦: ଭୂକମ୍ପ! ଏହି ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶେ। ନିକଟରେ ଆଫଗାନିସ୍ତାନରେ ଭୂକମ୍ପ କିପରି ପ୍ରଳୟ ରଚିଥିଲା ଆପଣ ନିଶ୍ଚେ ଜାଣିଥିବେ। ଯେଉଁଥିରେ ହଜାର ହଜାର ନିରୀହ ଲୋକଙ୍କ ଅକାଳରେ ଜୀବନ ଯାଇଛି। ତେବେ କେବଳ ଆଫଗାନିସ୍ତାନ...

ଇସ୍ରାଏଲ ପୋଲିସ-ବନ୍ଦୀଙ୍କ ପାଇଁ ଭାରତରେ ତିଆରି ହୁଏ ୟୁନିଫର୍ମ, ଯୁଦ୍ଧ ପାଇଁ ଆସିଛି ଲକ୍ଷ ଲକ୍ଷ ଅର୍ଡର

ନୂଆଦିଲ୍ଲୀ,୧୯।୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ବିବାଦ କ୍ରମାଗତ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ଏହି ଯୁଦ୍ଧରେ ଇରାନ ମଧ୍ୟ ସାମିଲ ହୋଇଛି। ଇରାନ ବର୍ତ୍ତମାନ ଖୋଲାଖୋଲି ଭାବେ ହମାସକୁ ସମର୍ଥନ କରିଛି। ତେବେ ଏହି ଯୁଦ୍ଧରେ ଇସ୍ରାଏଲ ସମେତ...

ଯୁବତୀମାନେ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା ଉଚିତ, ୧୬ ବର୍ଷରୁ ଅଧିକ ବୟସ୍କଙ୍କ ଶାରୀରିକ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ହଟାଯାଉ: ହାଇକୋର୍ଟ…

କୋଲକାତା,୧୯।୧୦ : କୋଲକାତା ହାଇକୋର୍ଟ କହିଛନ୍ତି କିଶୋରୀ ବାଳିକାମାନେ ଦୁଇ ମିନିଟର ଆନନ୍ଦ ପରିବର୍ତ୍ତେ ସେମାନଙ୍କର ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା ଉଚିତ ଏବଂ କିଶୋର ବାଳକମାନେ ଯୁବତୀ ଏବଂ ମହିଳାଙ୍କୁ ସମ୍ମାନ ଦେବା ଜରୁରୀ। ପ୍ରୋଭାତ ପୁରକେତ ବନାମ...

ହିଜବୁଲ୍ଲ ଅସ୍ତିତ୍ୱକୁ ନଷ୍ଟ କରିବା ପାଇଁ ଆଇଡିଏଫ ନେଇଛି ପଣ: ଲେବାନନର ଲଞ୍ଚିଂ ପ୍ୟାଡରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌

ଜେରୁଜେଲମ,୧୯।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦୀର୍ଘ ୧୩ଦିନ ଧରି ଜାରି ରହିଛି। ବୁଧବାର ଲେବାନନ ପରିସରରେ ହିଜବୁଲ୍ଲ ଆତଙ୍କବାଦୀ ସଂଗଠନ ମିଲିଟାରି ଟାର୍ଗେଟ ଉପରେ ଇସ୍ରାଏଲ ସେନା ବିମାନ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣ ଜାରି ରହିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri