Tag Archives: Home Middle

ଗାଜା ହସ୍ପିଟାଲ ବିସ୍ଫୋରଣ ପରେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳିନ ଅଧିବେଶନ

ଓ୍ବାଶିଂଟନ,୧୮ା୧୦: ଗାଜାରେ ପାଲେଷ୍ଟାଇନ୍‌ ଆତଙ୍କବାଦୀମାନେ ଦକ୍ଷିଣ ଏବଂ ମଧ୍ୟ ଇସ୍ରାଏଲ ଉପରେ ବହୁ ପରିମାଣର ରକେଟମାଡ଼ କରିବାରୁ ଗାଜା ହସ୍ପିଟାଲରେ ବଡ଼ଧରଣର ବିସ୍ଫୋରଣ ହୋଇଥିଲା। ଏନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୁଧବାର ଏକ ଜରୁରୀକାଳିନ ଅଧିବେଶନ କରିଛି। ବିସ୍ଫୋରଣର...

ସ୍ଥଳଯୁଦ୍ଧ ପାଇଁ ଆମେ ପ୍ରସ୍ତୁତ: ହମାସର ଚେତାବନୀ…

ଜେରୁଜେଲମ,୧୮।୧୦ : ଅବରୋଧିତ ଗାଜା ଷ୍ଟ୍ରିପ ଉପରେ ଯୋଜନାବଦ୍ଧ ସ୍ଥଳ ଆକ୍ରମଣ ପାଇଁ ଇସ୍ରାଏଲ ଟ୍ୟାଙ୍କ ଏବଂ ସାମରିକ ଯାନ ଯୋଗାଡ଼ କରୁଥିବାରୁ ହାମାସ ଆତଙ୍କବାଦୀ ଗୋଷ୍ଠୀ କହିଛି ଆମେ ଭୟଭୀତ ନୁହେଁ ଏବଂ ଆମେ ଏଥିପାଇଁ ପ୍ରସ୍ତୁତ। ଇସ୍ରାଏଲ...

ଦୀର୍ଘଦିନର ଜମିଜମା ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ଉପକୃତ ୨ ଲକ୍ଷ ଚାଷୀ

ଭୁବନେଶ୍ୱର,୧୮ା୧୦(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଐତିହାସିକ ନିଷ୍ପତ୍ତି ନେଇ ବିଭିନ୍ନ ସ୍ଥାନରେ ଜମି ସମସ୍ୟାର ସମାଧାନ କରାଯାଇ ଲୋକଙ୍କୁ ପଟ୍ଟା ଦେବା ପାଇଁ ନୀତିଗତ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଝାରସୁଗୁଡ଼ାର ହୀରାକୁଦ ବନ୍ଧ ବିସ୍ଥାପିତ, ଗଞ୍ଜାମ ସୋରଡା ବ୍ଲକ,...

ଗାଜା ହସ୍ପିଟାଲ ଉପରେ କିଏ କରିଛି ଆକ୍ରମଣ, ତଥ୍ୟ ସହିତ ପ୍ରମାଣ ଦେଖାଇଲା ଇସ୍ରାଏଲ ସେନା

ଗାଜା,୧୮।୧୦: ଗାଜାର ହସ୍ପିଟାଲ ଆକ୍ରମଣ ପଛରେ କାହାର ରହିଛି ହାତ । ଏହାକୁ ନେଇ କାଦୁଅ ଫିଙ୍ଗା ଚାଲିଥିବା ସମୟରେ ପ୍ରମାଣ ସହ ତଥ୍ୟ ରଖିଲା ଇସ୍ରାଏଲ ସେନା । ଇସ୍ରାଏଲ ଡିଫେନ୍ସ ଫୋର୍ସ ବା ଆଇଡିଏଫର ମୁଖପାତ୍ର ରିୟର...

ଆଗକୁ ବିବାହ ଋତୁ, ଦେଶରେ ୩୫ ଲକ୍ଷରୁ ଅଧିକ ବିବାହ, ସାଢ଼େ ୪ ଲକ୍ଷ କୋଟିର କାରବାର ଆଶା…

ନୂଆଦିଲ୍ଲୀ,୧୮।୧୦ : ଆଗକୁ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏହି କାରଣରୁ ବଜାର ସରଗରମ ରହିଛି। ଅଳଙ୍କାରଠାରୁ ଆରମ୍ଭ କରି ଲୁଗାପଟା ଶୋରୁମରେ ଭିଡ଼ ଜମିବାରେ ଲାଗିଛି। ଦିୱାଲୀ ପରେ ଆରମ୍ଭ ହେବାକୁ ଥିବା ବିବାହ ଋତୁକୁ ନେଇ...

ଶରଦ ପାୱାର ନୁହନ୍ତି ଆଦାନୀଙ୍କୁ ସୁରକ୍ଷା ଦେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ରାହୁଲ…

ନୂଆଦିଲ୍ଲୀ,୧୮।୧୦ : କୋଇଲା ମୂଲ୍ୟ ଉପରେ ଫାଇନାନସିଆଲ ଟାଇମ୍ସ ରିପୋର୍ଟ ଆସିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ବୁଧବାର ରାହୁଲ ଖବରଦାତାଙ୍କୁ କହିଛନ୍ତି ବ୍ୟବସାୟୀ ଗୌତମ ଆଦାନୀ କୋଇଲାର...

ଟସ ଜିତିଲା ଆଫଗାନିସ୍ତାନ: ବୋଲିଂ ନିଷ୍ପତ୍ତି…

ଚେନ୍ନାଇ,୧୮।୧୦ : ବିଶ୍ୱ କପ ୨୦୨୩ର ୧୬ତମ ମ୍ୟାଚ ଆଫଗାନିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଆଫଗାନିସ୍ତାନ ଅଧିନାୟକ ହସମାତୁଲା ଶାହିଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲାଣ୍ଡ...

ଜିନପିଙ୍ଗଙ୍କୁ ଭେଟିଲେ ପୁଟିନ୍‌

ବେଜିଂ,୧୮।୧୦: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ବେଜିଂରେ ସାକ୍ଷାତ କରିଛନ୍ତି। ସାକ୍ଷାତକାରରେ ସେମାନେ ପରସ୍ପର ମଧ୍ୟରେ ବୈଦେଶିକ ନୀତିର ସମନ୍ବୟ ରକ୍ଷା କରିବାକୁ ଆହ୍ବନ ଦେଇଛନ୍ତି। ମସ୍କୋର ୟୁକ୍ରେନ ଉପରେ ଆକ୍ରମଣ ଏବଂ ତାଇୱାନ...

ଆଜମ ଖାନ, ପୁଅ ଅବଦୁଲ୍ଲା, ସ୍ତ୍ରୀଙ୍କୁ ୭ ବର୍ଷ କାରାଦଣ୍ଡ…

ରାମପୁର,୧୮।୧୦ : ଆଜମ ଖାନ, ପୁଅ ଅବଦୁଲ୍ଲା ସ୍ତ୍ରୀଙ୍କୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଦୁଇଟି ଜନ୍ମ ପ୍ରମାଣପତ୍ର ମାମଲାରେ ରାମପୁର କୋର୍ଟ ଏହି ବଡ ରାୟ ଦେଇଛନ୍ତି। ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ପୁଅ ଅବଦୁଲ୍ଲା...

ଯୁଦ୍ଧ ମଧ୍ୟରେ ଇସ୍ରାଏଲ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ବାଇଡେନ, ନେତାନ୍ୟାହୁଙ୍କୁ କଲେ ଆଲିଙ୍ଗନ

ଜେରୁଜେଲମ,୧୮।୧୦: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ମଙ୍ଗଳବାର ଗାଜା ପଟ୍ଟିରେ ଅଲ-ଅହଲି ହସ୍ପିଟାଲରେ ଏୟାର ଷ୍ଟ୍ରାଇକ ହୋଇଛି। ଏଥିରେ ଅତି କମରେ ୫୦୦ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଇତିମଧ୍ୟରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ବୁଧବାର ଇସ୍ରାଏଲ ପହଞ୍ଚିଛନ୍ତି।ଏହି ସମୟରେ...

ଗାଜା ହସ୍ପିଟାଲ ଆକ୍ରମଣ ଘଟଣା, ମୋଦି କହିଲେ ଦୋଷୀଙ୍କୁ ନିଶ୍ଚିତ ମିଳିବ ଦଣ୍ଡ

ନୂଆଦିଲ୍ଲୀ,୧୮।୧୦: ଗାଜାର ଅଲ ଅହଲି ହସ୍ପିଟାଲ ଉପରେ ହୋଇଥିବା ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ଏବଂ କହିଛନ୍ତି ଯେ ଏହି ଘଟଣାରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କୁୁ ଛଡାଯିବ ନାହିଁ। ସୂଚନାଯୋଗ୍ୟ, ମଙ୍ଗଳବାର...

ଗାଳି ଗୁଲଜ ଶୁଣିବାର ପାୱାର ଅଫ ଆଟର୍ନି ଦିଗବିଜୟଙ୍କ ପାଖରେ, ଶିବରାଜଙ୍କ କଟାକ୍ଷ…

ଭୋପାଳ,୧୮।୧୦ : କଂଗ୍ରେସ ଉପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ଲଗାତାର କଂଗ୍ରେସକୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେ କଟାକ୍ଷ କରି କହିଛନ୍ତି କଂଗ୍ରେସରେ ଦଳର ବିଭିନ୍ନ ସଦସ୍ୟଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟା ଯାଇଛି। ସେଥିମଧ୍ୟରେ ଗାଳି ଗୁଲଜ ଶୁଣିବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri