Tag Archives: Home Middle

ଇସ୍ରାଏଲ, ଆମେରିକାକୁ ପ୍ରବଳ ବିରୋଧ

ଜେରୁଜେଲମ୍‌/ବାଗ୍‌ଦାଦ/ପ୍ୟାରିସ୍‌,୧୪ା୧୦: ହମାସ୍‌ ସହ ଇସ୍ରାଏଲର ଯୁଦ୍ଧକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଉଛି। ମଧ୍ୟପ୍ରାଚ୍ୟରେ ଅନେକ ହଜାର ଲୋକ ରାସ୍ତାକୁ ଓହ୍ଲାଇ ଗାଜା ଉପରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍‌ ବିରୋଧରେ ପ୍ରତିବାଦ ଜଣାଇଛନ୍ତି। ନିଜ ଦେଶର ରାଜଧାନୀରେ ନମାଜ ପାଠ ପାଇଁ ମସ୍‌ଜିଦଗୁଡ଼ିକରେ ଠୁଳ ହୋଇଥିବା...

ଗାଜାରୁ ଗଣପଳାୟନ

ଜେରୁଜେଲମ/ଗାଜା ସିଟି,୧୪ା୧୦: ଗାଜାର ଶାସକ ହମାସ୍‌ ଆତଙ୍କବାଦୀ ଗୋଷ୍ଠୀ ବିରୋଧରେ ଇସ୍ରାଏଲ ସ୍ଥଳସେନା ପକ୍ଷରୁ ବଡ଼ ଧରଣର ଆକ୍ରମଣ ହେବାକୁ ଯାଉଛି। ଏଥିପାଇଁ ୧୦ ଲକ୍ଷ ପାଲେଷ୍ଟିନୀୟ ୨୪ ଘଣ୍ଟା ମଧ୍ୟରେ ଉତ୍ତର ଗାଜା ଛାଡ଼ି ଦକ୍ଷିଣ ପାର୍ଶ୍ୱକୁ ଚାଲିଯିବା...

କାନାଡାର ୩ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା

ଅଟାଓ୍ବା,୧୩।୧୦: କାନାଡାର ଅନଟାରିଓ ପ୍ରଦେଶରେ ତିନୋଟି ହିନ୍ଦୁ ମନ୍ଦିରରେ ଭଙ୍ଗାରୁଜା ହୋଇଛି। ଚୋରମାନେ ଦାନ ବାକ୍ସ ଭାଙ୍ଗି ବିପୁଳ ପରିମାଣର ନଗଦ ଟଙ୍କା ନେଇ ଯାଇଛନ୍ତି। ଗୋଟିଏ ରାତିରେ ତିନୋଟି ମନ୍ଦିରରେ ଚୋରି ହେବାର ସମ୍ବେଦନଶୀଳ ମାମଲାରେ, କାନାଡିୟ ପୋଲିସ...

ଆଫଗାନିସ୍ତାନ ମସଜିଦରେ ଆତ୍ମଘାତୀ ବିସ୍ଫୋରଣ, ୭ମୃତ

କାବୁଲ,୧୩।୧୦: ଉତ୍ତର ଆଫଗାନିସ୍ତାନର ବାଗାନ ପ୍ରଦେଶର ପୋଲ-ଇ-ଖୋମରି ସହରରେ ନମାଜ ପଢିବା ସମୟରେ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଇମାମ ଜମାନ ମସଜିଦରେ ହୋଇଥିବା ବିସ୍ଫୋରଣରେ ୭ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆକ୍ରମଣକାରୀ କିପରି ମସଜିଦରେ ପହଞ୍ଚିଲେ...

ଗାଜାରୁ ଗଣ ପଳାୟନ କଲେ ୧୦ଲକ୍ଷ ଲୋକ

ଗାଜା,୧୩।୧୦: ଇସ୍ରାଏଲ-ହମାସ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ଦେଖାଯାଉ ନାହିଁ। ହମାସ ଦିନକୁ ଦିନ ରକ୍ତମୁଖା ହୋଇ ନର ସଂହାର କରିବାରେ ଲାଗିଛି। ଇସ୍ରାଏଲ ସେନା ଶୁକ୍ରବାର ଗାଜା ଉପରେ ୬ହଜାରରୁ ଅଧିକ ରକେଟ ମାଡ କରିଛି। ତେଣୁ...

ଟିଭି, ସୋସିଆଲ ମିଡିଆରେ ଅଧିକ ନ୍ୟୁଜ ଦେଖନ୍ତୁ ନାହିଁ: ହୁ

ନୂଆଦିଲ୍ଲୀ,୧୩।୧୦:ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱକୁ ଆତଙ୍କିତ କରି ରଖିଛି। ନର ପିଶାଚ ପାଲଟିଥିବା ହମାସ ଗୋଟିକ ପରେ ଗୋଟିଏ ବନ୍ଧକ ରଖିଥିବା ଇସ୍ରାଏଲୀଙ୍କୁ ହତ୍ୟା କରିବାରେ ଲାଗିଛି। ଏହାରି ଭିତରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ହୁ)...

ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ

ମୁମ୍ବାଇ,୧୩ା୧୦: ୨୦୨୮ ଅଲିମ୍ପିକ୍ସରେ ପୁରୁଷ ଓ ମହିଳା କ୍ରିକେଟ ସାମିଲ ହେବାକୁ ଯାଉଛି। ଲସ୍‌ଏଞ୍ଜେଲ୍ସ ଗେମ୍ସ ଆୟୋଜକଙ୍କ ଏ ସମ୍ପର୍କିତ ପ୍ରସ୍ତାବ ଶୁକ୍ରବାର ଅନ୍ତର୍ଜାତୀୟ ଅଲିମ୍ପିକ କମିଟି (ଆଇଓସି) ଦ୍ୱାରା ଅନୁମୋଦନ ଲାଭ କରିଛି। କ୍ରିକେଟ ଟି୨୦ ଫର୍ମାଟରେ ଖେଳାଯିବ।...

‘ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ’ରେ ସମ୍ମାନିତ ହେବେ ହଲିଉଡ ଅଭିନେତା ମାଇକେଲ ଡଗଲାସ

ନୂଆଦିଲ୍ଲୀ,୧୩।୧୦: ଗୋଆରେ ଆୟୋଜିତ ହେବାକୁ ଥିବା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଲୋକପ୍ରିୟ ହଲିଉଡ ଅଭିନେତା ମାଇକେଲ ଡଗଲାସଙ୍କୁ ସତ୍ୟଜିତ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବ। ଏନେଇ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ...

ନ୍ୟୁଟନ କିମ୍ବା ଆଇନଷ୍ଟାଇନଙ୍କୁ ଭୁଲ ପ୍ରମାଣ କରିବାକୁ ଆମେ ଏଠାରେ ବସି ନାହୁଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୩।୧୦: ଡାରୱିନଙ୍କ ଜୈବିକ ବିବର୍ତ୍ତନ ଥିଓରି ଓ ଆଲବର୍ଟ ଆଇନଷ୍ଟାଇନଙ୍କ (E = MC2)ର ସୂତ୍ର ଭୁଲ ବୋଲି ଦର୍ଶାଇ ସୁପ୍ରିମକୋର୍ଟରେ ଏକ ମାମଲା ଦାଖଲ କରାଯାଇଛି। ଏହି ଦୁଇ ବୈଜ୍ଞାନିକଙ୍କ ସିଦ୍ଧାନ୍ତରେ ଉନ୍ନତି ଆଣିବା ଉଚିତ ବୋଲି ସୁପ୍ରିମକୋର୍ଟ...

ମନୋରଞ୍ଜନ ବିଭାଗ ହୋଇଗଲାଣି ଇଡି, ଶୁଣାଣି ସମୟରେ କୋର୍ଟରେ କହିଲେ ସଞ୍ଜୟ ସିଂ

ନୂଆଦିଲ୍ଲୀ,୧୩।୧୦: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ହାଇକୋର୍ଟ ଆମ ଆଦମୀ ପାର୍ଟି (ଏଏପି) ନେତା ସଞ୍ଜୟ ସିଂଙ୍କୁ ଅକ୍ଟୋବର ୨୭ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଇଡିର ରିମାଣ୍ଡ ଅବଧି ଶେଷ ହେବା ପରେ ଏଜେନ୍ସି ସଞ୍ଜୟ ସିଂଙ୍କୁ କୋର୍ଟରେ...

ପାକିସ୍ତାନ-ଆଫଗାନିସ୍ତାନରେ ମେଣ୍ଟ ସରକାର ଗଠନ କରୁ କଂଗ୍ରେସ: ହିମନ୍ତ ବିଶ୍ୱ ସରମା

ଗୁଆହାଟି,୧୩।୧୦: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ମଧ୍ୟରେ ଭାରତରେ ଭାଜପା ଓ କଂଗ୍ରେସ ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଛି। ଭାଜପା ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ କଂଗ୍ରେସ ପାଲେଷ୍ଟାନୀୟଙ୍କୁ ସମର୍ଥନ ଜଣାଇଛି। ଏନେଇ କଂଗ୍ରେସକୁ କଟାକ୍ଷ କରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ...

ଗୁଗଲ କ୍ରୋମ ଅପଡେଟ୍‌ ନ କଲେ ହୋଇପାରେ ସାଇବର ଆଟାକ୍‌

ନୂଆଦିଲ୍ଲୀ,୧୩।୧୦: ସରକାରଙ୍କ କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆରଟି) ଇଣ୍ଟରନେଟର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲ କ୍ରୋମକୁ ନେଇ ୟୁଜର୍ସଙ୍କୁ ସତର୍କ କରାଇଛି। ଗୁଗଲ କ୍ରୋମ ଦ୍ୱାରା ସାଇବର ଆଟାକ୍‌ ହୋଇପାରେ ବୋଲି ୟୁଜର୍ସଙ୍କୁ ସୂଚନା ଦେଇଛି ସିଇଆରଟି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri