Tag Archives: Home Middle

ଗାଜାରେ ଘୋଟିବ ଅନ୍ଧାର, ବିଦ୍ୟୁତ ସେବା ହେବ ବନ୍ଦ…

ଇସ୍ରାଏଲ,୧୧।୧୦ : ଗାଜା କର୍ତ୍ତୃପକ୍ଷ ବୁଧବାର ଚେତାବନୀ ଦେଇଛନ୍ତି ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ହମାସ ନିୟନ୍ତ୍ରିତ ଉପକୂଳ ଏନକ୍ଲେଭକୁ ବିଦ୍ୟୁତ ଯୋଗାଣ ସମ୍ପୂର୍ଣ୍ଣ ଭାବେ କିଛି ଘଣ୍ଟା ମଧ୍ୟରେ ବନ୍ଦ ହୋଇଯିବ। ବୁଧବାର ପୂର୍ବାହ୍ନରେ...

ଯୁବବର୍ଗଙ୍କ ପାଇଁ ଗଠନ ହେବ ‘ମେରା ଯୁବ ଭାରତ’: କ୍ୟାବିନେଟ ନିଷ୍ପତ୍ତି…

ନୂଆଦିଲ୍ଲୀ,୧୧।୧୦ : ଯୁବବର୍ଗମାନଙ୍କ ପାଇଁ ‘ମେରା ଯୁବ ଭାରତ’ ସଂଗଠନ ଗଠନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ ନିଷ୍ପତ୍ତି ନେଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଖବରଦାତାମାନଙ୍କୁ କହିଛନ୍ତି ଦେଶରେ ୧୫ ରୁ ୧୯ ବର୍ଷ ମଧ୍ୟରେ ପ୍ରାୟ...

ଗୁପ୍ତ ସୂଚନା ଦିଅନ୍ତୁ ୨୫ ହଜାରରୁ ୩ ଲକ୍ଷ ପର୍ଯ୍ୟନ୍ତ ପୁରସ୍କାର ପାଆନ୍ତୁ…

ପଟନା,୧୧।୧୦ : ବିହାର ପୋଲିସ ଗୁପ୍ତ ସୂଚନା ପ୍ରଦାନକାରୀଙ୍କ ପାଇଁ ଏକ ବଡ଼ ଅଫର ଆଣିଛି। ବେଆଇନ ମଦ, ବେଆଇନ ବାଲି ଖନନ, ସୋସିଆଲ ମିଡିଆରେ ଘୃଣା ବାର୍ତ୍ତା ବିସ୍ତାର କରିବା ଏବଂ ରାଜ୍ୟରେ ସାଇବର ଠକେଇ ବିଷୟରେ ପୋଲିସକୁ...

ଆଗକୁ ପାର୍ବଣ ଋତୁ: ଚିନି ରପ୍ତାନି ଉପରେ ରୋକ ଲଗାଯାଇପାରେ…

ନୂଆଦିଲ୍ଲୀ,୧୧।୧୦ : ଅସ୍ବାଭାବିକ ମୌସୁମୀ କାରଣରୁ ଚିନି ଉତ୍ପାଦନରେ ହ୍ରାସ ଏବଂ ପାର୍ବଣ ଋତୁରେ ଚାହିଦା ବୃଦ୍ଧି ନେଇ କେନ୍ଦ୍ର ସରକାର ଚିନି ରପ୍ତାନି ଉପରେ କିଛି ପ୍ରତିବନ୍ଧକ ଲଗାଇ ପାରନ୍ତି। ଅକ୍ଟୋବର ୧ ରୁ ନୂତନ ଚିନି ଋତୁରେ...

ଯୁଦ୍ଧରେ ଅଧିକ ପ୍ରଭାବିତ ହୁଅନ୍ତି ଶିଶୁ: ମଲାଲା…

ଲଣ୍ଡନ,୧୧।୧୦ : ଗାଜାରେ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ନେଇ ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ତୁରନ୍ତ ଅସ୍ତ୍ରବିରତି କରିବାକୁ କହିଛନ୍ତି। ସେ କହିଛନ୍ତି ଯେତେବେଳେ ବି ଯୁଦ୍ଧ ହୁଏ, ଶିଶୁମାନେ ଅଧିକ ପ୍ରଭାବିତ...

ସରକାରୀ ବଙ୍ଗଳା ଖାଲି କରାଯିବା ନେଇ ରାଘବ ଚଢାଙ୍କୁ କରାଯାଉଛି ହଇରାଣ

ନୂଆଦିଲ୍ଲୀ,୧୦।୧୧: ସରକାରୀ ବଙ୍ଗଳାକୁ ଖାଲି କରିବାକୁ ଆମ ଆଦମୀ ପାର୍ଟି (ଏଏପି)ନେତା ରାଘବ ଚଢାଙ୍କୁ ନୋଟିସ ଜାରି ହୋଇଥିଲା। ଯାହାକୁ ନେଇ ସେ ଦିଲ୍ଲୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ବଙ୍ଗଳା ଛାଡିଲେ ସେ ଅସୁରକ୍ଷିତ ଓ ଆତଙ୍କବାଦୀ ବିପଦ ଥିବା...

କୌଣସି କୋର୍ଟ ଭ୍ରୁଣ ହତ୍ୟା କରିବାକୁ ଚାର୍ହିବେନି: ଗର୍ଭପାତ ନିର୍ଦ୍ଦେଶ ନେଇ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୧୧।୧୦ : ସରକାର ଏକ ଡାକ୍ତରୀ ରିପୋର୍ଟ ଉପସ୍ଥାପନ କରିବା ପରେ ସୁପ୍ରିମକୋର୍ଟ ୨୬ ସପ୍ତାହ ଭ୍ରୁଣର ଗର୍ଭପାତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି। ଡାକ୍ତରୀ ରିପୋର୍ଟରେ କୁହାଯାଇଛି ଗର୍ଭସ୍ଥ ଭ୍ରୁଣ ସକ୍ରିୟ ରହିଛି। ଏଥିରେ ଜୀବନର ଲକ୍ଷଣ ଦେଖାଯାଉଛି ଏବଂ...

ଶିନ୍ଦେ ସରକାରଙ୍କ ବଡ ଘୋଷଣା: ଝିଅ ଜନ୍ମରୁ ସାବାଳିକା ହେବା ପର୍ଯ୍ୟନ୍ତ ମିଳିବ ୧ ଲକ୍ଷ ଟଙ୍କା…

ମୁମ୍ବାଇ,୧୧।୧୦ : ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଝିଅମାନଙ୍କ ପରିବାରକୁ ଜନ୍ମରୁ ସାବାଳିକା ହେବା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଯୋଗାଇବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। କ୍ୟାବିନେଟ ବୈଠକରେ ଶିନ୍ଦେ ଘୋଷଣା କରିଛନ୍ତି ଯେତେବେଳେ ମହାରାଷ୍ଟ୍ରରେ କୌଣସି ପରିବାରରେ...

ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଗସ୍ତ କରୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ

ଓ୍ବାଶିଂଟନ୍‌,୧୧।୧୦: ଇସ୍ରାଏଲ ଏବଂ ହମାସ୍‌ ଆତଙ୍କବାଦୀଙ୍କ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ସୈନ୍ୟବାହିନୀ ହମାସ୍‌ ଆତଙ୍କବାଦୀଙ୍କୁ ଖୋଜି ଖୋଜି ସେମାନଙ୍କ ଆଡ୍ଡାରୁ ହତ୍ୟା କରୁଛି। ତେବେ ଏହାରି ଭିତରେ ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ବୁଧବାର ଇସ୍ରାଏଲ...

ଟସ୍‌ ଜିତିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୧୧।୧୦: ବିଶ୍ୱକପ୍‌ ୨୦୨୨୩ରେ ଆଜି ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ହାଶମତୁଲ୍ଲା ଶାହିଦି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ପିଚ ବ୍ୟାଟ୍ସମ୍ୟାନଙ୍କ ପାଇଁ ଉପଯୁକ୍ତ ଏବଂ...

କର୍ମଚାରୀଙ୍କ ମାନସିକ ଚାପ ଅର୍ଥନୀତିରେ ବ୍ୟାପକ କ୍ଷତି ଘଟାଉଛି, ପ୍ରତିବର୍ଷ କୋଟି କୋଟି ଟଙ୍କା କ୍ଷତି…

ଓ୍ବାଶିଂଟନ,୧୧।୧୦ : କର୍ମଚାରୀଙ୍କ ଚାପ କେବଳ ସେମାନଙ୍କର କାର୍ଯ୍ୟ ଦକ୍ଷତା ଉପରେ ପ୍ରଭାବ ପକାଇବ ନାହିଁ, ବରଂ ଏହା ସମଗ୍ର କମ୍ପାନୀର ବାଲାନ୍ସ ସିଟ ମଧ୍ୟ ନଷ୍ଟ କରୁଛି। ଚାପ ଯୋଗୁଁ ସମଗ୍ର ଦେଶର ଅର୍ଥନୀତି ମଧ୍ୟ ହ୍ରାସ ପାଇଛି।...

ଇସ୍ରାଏଲ-ପାଲେଷ୍ଟାଇନ ସଂଘର୍ଷ: ଯୁଦ୍ଧ ପାଇଁ ଆମେରିକାକୁ ଦାୟୀ କଲା ଋଷିଆ

ମସ୍କୋ,୧୧।୧୦: ଇସ୍ରାଏଲ ଓ ହମାସ୍‌ର ରକ୍ତାକ୍ତ ସଂଘର୍ଷ ଆଜିକୁ ୫ଦିନ ଧରି ଲାଗି ରହିଛି। ଯୁଦ୍ଧରେ ସରକାରୀ ସମ୍ପତ୍ତି, ଘର, ଯାନବାହାନ କ୍ଷତି ହେବା ସହିତ ଅଧିକରୁ ଅଧିକ ସାଧାରଣ ନାଗରିକ ଶିକାର ହେଉଛନ୍ତି। ଯୁଦ୍ଧକୁ ନେଇ ସବୁ ଦେଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri