Tag Archives: Home Middle

ୟୁକ୍ରେନ୍‌ ଉପରେ ୧୦୦ରୁ ଅଧିକ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ

କିଭ୍‌,୨୬ା୮: ପୁଣି ଆକ୍ରମଣାତ୍ମକ ହୋଇଉଠିଛି ରୁଷିଆ। ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି, ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ୧୦୦ଟି କ୍ଷେପଣାସ୍ତ୍ର ମାଡ଼...

ଚିକେନ ଖାଆନ୍ତୁ ନାହିଁ: ବାର୍ଡ ଫ୍ଲୁ ପାଇଁ ପରାମର୍ଶ ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର,୨୬।୮: ଓଡ଼ିଶାର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ସତର୍କତାମୂଳକ ପଦକ୍ଷେପ ଭାବରେ ସାଧାରଣ ଲୋକେ କିଛିଦିନ ଚିକେନ ଖାଇବାରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର। ରାଜ୍ୟର ବିଭିନ୍ନ ଜିଲାକୁ...

ଆସିଲା ‘ସୁଭଦ୍ରା’ଗାଇଡଲାଇନ୍‌: ଏତିକି ରହିଛି ବୟସସୀମା, କେଉଁମାନେ ପାଇବେନି, ସମସ୍ତ ସୂଚନା ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର,୨୬।୮: ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସୁଭଦ୍ରା ଯୋଜନା ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ଅନୁଯାୟୀ, ଆବେଦନକାରୀ ଓଡିଶାର ବାସିନ୍ଦା ହୋଇଥିବେ। ବୟସ ୨୧ରୁ ଅଧିକ ୬୦ ବର୍ଷରୁ କମ୍‌ ହୋଇଥିଲେ ସୁଭଦ୍ରା ଯୋଜନା ଆବେଦନ...

ବିଏସ୍‌ପିର ବଡ଼ ଘୋଷଣା: ହଟିଲେ ଏହି ପ୍ରଭାରୀ, ନୂଆ ଦାୟିତ୍ୱ ପାଇଲେ…

ଲକ୍ଷ୍ନୌ,୨୬ା୮: ବିଏସ୍‌ପି ସୁପ୍ରିମୋ ମାୟାବତୀ ପ୍ରଥମଥର ପାଇଁ ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି। ଏ ବାବଦରେ ପୂରା ପ୍ଲାନିଂରେ କାମ ଚାଲିଛି। ବିଏସ୍‌ପିରେ ମଧ୍ୟ କିଛି ପରିବର୍ତ୍ତନ କରାଯାଇଛି। ଯାହାଫଳରେ ସମ୍ପୂର୍ଣ୍ଣ ବିଜୟ ସମୀକରଣ ସହଜ ହୋଇପାରିବ। ବିଏସ୍‌ପି...

ଡାକ୍ତରଙ୍କ ବଳାତ୍କାର ହତ୍ୟା ମାମଲାରେ ନୂଆ ମୋଡ, ବଡ଼ ଗୁମର ଫିଟାଇଲେ ଅଭିଯୁକ୍ତ ସଞ୍ଜୟ, ଯାହାକୁ ଶୁଣି ସିବିଆଇର ଟେନସନ୍‌ ବଢିଲା

କୋଲକାତା,୨୬।୮: କୋଲକାତାର ଆର୍‌.ଜି କର ହସ୍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର-ହତ୍ୟା ମାମଲାର ରହସ୍ୟ ଜଟିଳ ହେବାରେ ଲାଗିଛି। ଡାକ୍ତରଙ୍କ ହତ୍ୟାକାରୀ ସଞ୍ଜୟ ରୟଙ୍କ ୟୁଟର୍ନ ସିବିଆଇର ଟେନସନ୍‌କୁ ବଢାଇ ଦଇଛି। ଅଭିଯୁକ୍ତ ସଞ୍ଜୟ ରୟଙ୍କ ପଲିଗ୍ରାଫି ଟେଷ୍ଟ...

ଝାଡଖଣ୍ଡ ରାଜନୀତିରେ ନୂଆ ଟ୍ବିଷ୍ଟ୍‌: ଭାଜପାରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ! ହିମନ୍ତ ବିଶ୍ୱ ଶର୍ମା ଦେଲେ…

ରାଞ୍ଚି,୨୬।୮: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଚମ୍ପାଇ ସୋରେନଙ୍କ ଭାଜପାରେ ଯୋଗଦେବା କଳ୍ପନା ଜଳ୍ପନା ମଧ୍ୟରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ ନିଜେ ଚାହୁଁଛି ଚମ୍ପାଇ ସୋରେନ ଭାଜପାକୁ ଆସି ଶକ୍ତି ଦିଅନ୍ତୁ।...

ବାଂଲାଦେଶ ହିଂସା ମଧ୍ୟରେ ଜନ୍ମାଷ୍ଟମୀକୁ ନେଇ ୟୁନୁସ୍‌ ଦେଲେ ବଡ଼ ବିବୃତ୍ତି, କହିଲେ ଆମ ଦେଶର…

ଢାକା,୨୬ା୮: କୃଷ୍ଣ ଜନ୍ମାଷ୍ଟମୀଙ୍କର ଗୋଟିଏ ଦିନ ପୂର୍ବରୁ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍‌ ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଏକ ବଡ଼ ପ୍ରତିଶ୍ରୁତି ଦେଇଥିଲେ। ସେ କହିଛନ୍ତି, ତାଙ୍କ ସରକାର ନିଶ୍ଚିତ କରିବେ ଯେ, ଦେଶରେ ଧାର୍ମିକ ତଥା...

ଜମ୍ମୁ-କଶ୍ମୀର ନିର୍ବାଚନ ପାଇଁ ନୂଆ ତାଲିକା ପ୍ରକାଶ କଲା ଭାଜପା, ରହିଛି ଏହିମାନଙ୍କ ନାଁ

ଶ୍ରୀନଗର,୨୬ା୮: ୧୦ ବର୍ଷ ପରେ ପ୍ରଥମ ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେଣୁ ଭାଜପା ସୋମବାର ତା’ର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ସକାଳେ ଭାଜପା ମଧ୍ୟ ପ୍ରଥମ ତାଲିକା ପ୍ରକାଶ କରିଥିଲା, କିନ୍ତୁ କିଛି...

ଜମ୍ମୁ-କଶ୍ମୀର ନିର୍ବାଚନ: ତାଲିକା ପ୍ରକାଶ କରି କିଛି ସମୟ ପରେ ପ୍ରତ୍ୟାହାର କରିନେଲା ଭାଜପା

ଶ୍ରୀନଗର,୨୬ା୮: ୧୦ ବର୍ଷ ପରେ ପ୍ରଥମଥର ପାଇଁ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସୋମବାର (୨୬ଅଗଷ୍ଟ) ସକାଳେ ଭାଜପା ମଧ୍ୟ ପ୍ରଥମ ତାଲିକା ପ୍ରକାଶ କରିଥିଲା, କିନ୍ତୁ କିଛି ସମୟ ପରେ ଏହାକୁ ପ୍ରତ୍ୟାହାର କରି ନେଇଛି। ଏହି...

ଲଦାଖରେ ଗଠନ ହେଲା ୫ ନୂଆ ଜିଲା

ନୂଆଦିଲ୍ଲୀ,୨୬ା୮: କେନ୍ଦ୍ରଶାସିତ ଅଞ୍ଚଳ ଲଦାଖରେ ୫ଟି ନୂଆ ଜିଲା ଗଠନ ହୋଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ୫ ଜିଲା ଗଠନ କରିଛି। ଏନେଇ ସୂଚନା ଦେଇଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ଜିଲାଗୁଡ଼ିକ ହେଲା ଜନସ୍କାର, ଦ୍ରାସ,...

ଓଡ଼ିଶା ଆସିବେ ଇଡି ନିର୍ଦ୍ଦେଶକ, ଖୋଲିବେ ପୁରୁଣା ଫାଇଲ୍‌

ଭୁବନେଶ୍ୱର,୨୬ା୮: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳଳୟ ନିର୍ଦ୍ଦେଶକ(ଇଡି ନିର୍ଦ୍ଦେଶକ) ରାହୁଲ ନବୀନ। ସେ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ତାଙ୍କର ଏହି ଗସ୍ତ ସମୟରେ ଏକାଧିକ ପୁରୁଣା ଫାଇଲ ଖୋଲିବା ସହ ନୂଆ...

ଗାଡି ରୋକିଲେ, ଜାତି ପଚାରି ଗୁଳି ମାରିଲେ: ପାକିସ୍ତାନରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ

ଇସଲାମାବାଦ୍‌,୨୬।୮: ଆତଙ୍କବାଦୀମାନେ ପାକିସ୍ତାନର ବାଲୁଚିସ୍ତାନରେ ୨୩ ଜଣଙ୍କୁ ହତ୍ୟା କରିଥିଲେ। ସୋମବାର ଦକ୍ଷିଣ-ପଶ୍ଚିମ ପାକିସ୍ଥାନରେ ବନ୍ଧୁକଧାରୀମାନେ ୨୩ ଜଣଙ୍କୁ ସେମାନଙ୍କ ଗାଡିରୁ ବାହାର କରି ଗୁଳି କରି ହତ୍ୟା କରିଥିଲେ। ଏଏଫ୍‌ବି ରିପୋର୍ଟ ଅନୁଯାୟୀ, ବାଲୁଚିସ୍ତାନ ପ୍ରଦେଶର ମୁସାଖାଇଲ ଜିଲାରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri