Tag Archives: Home Middle

ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା

ଷ୍ଟକହୋମ,୯।୧୦: ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ୨୦୨୩ ଘୋଷଣା ହୋଇଛି। ଅଲଫ୍ରେଡ ନୋବେଲଙ୍କ ସ୍ମୃତିରେ ୨୦୨୩ର ବ୍ସେରିଗ୍‌ସ ରିକ୍ସବ୍ୟାଙ୍କ ପୁରସ୍କାର କ୍ଲାଉଡିଆ ଗୋଲ୍ଡିନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ମହିଳା ଶ୍ରମ ବଜାର ଫଳାଫଳ ବିଷୟରେ ଆମର ବୁଝାମଣାକୁ ଅଗ୍ରଗତି...

ଇସ୍ରାଏଲ-ହମାସ ଯୁଦ୍ଧ: କ୍ଷତି ସହିବେ ଭାରତୀୟ ରପ୍ତାନିକାରୀ…

ନୂଆଦିଲ୍ଲୀ,୯।୧୦ : ଭାରତୀୟ ରପ୍ତାନିକାରୀମାନଙ୍କୁ ଇସ୍ରାଏଲ ଏବଂ ହମାସ ଯୁଦ୍ଧରେ କ୍ଷତି ସହିବାକୁ ପଡ଼ିବ। ଭାରତ ଇସ୍ରାଏଲକୁ ବହୁ ପରିମାଣର ସାମଗ୍ରୀ ରପ୍ତାନି କରେ। ବିଶେଷଜ୍ଞମାନେ କହିଛନ୍ତି ଯୁଦ୍ଧ ଯୋଗୁ ରପ୍ତାନିକାରୀମାନଙ୍କୁ ଅଧିକ ବୀମା ପ୍ରିମିୟମ ଏବଂ ପରିବହନ ଖର୍ଚ୍ଚର...

ନ୍ୟୁଜିଲାଣ୍ଡ ନେଦରଲାଣ୍ଡ ଲଢ଼େଇ: ବଡ଼ ବିଜୟ ଲକ୍ଷ୍ୟରେ ଉଭୟ ଦଳ…

ହାଇଦ୍ରାବାଦ,୯।୧୦ : ବିଶ୍ୱକପ ୨୦୨୩ର ଷଷ୍ଠ ମ୍ୟାଚ ସୋମବାର ଦିନ ହାଇଦ୍ରାବାଦର ରାଜୀବ ଗାନ୍ଧୀ କ୍ରିକେଟ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ବିଶ୍ୱକପରେ ଏହା ନ୍ୟୁଜିଲାଣ୍ଡର ଦ୍ୱିତୀୟ ମ୍ୟାଚ ହେବ। କିୱି ଦଳ ଏହାର ଉଦଘାଟନୀ...

ପାଞ୍ଚ ରାଜ୍ୟର ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ, ନଭେମ୍ବର ୭ରେ ମିଜୋରାମରେ ଭୋଟ, ଡିସେମ୍ବର ୩ରେ ଗଣତି

ନୂଆଦିଲ୍ଲୀ,୯।୧୦: ପାଞ୍ଚଟି ରାଜ୍ୟରେ ୬୭୯ ଟି ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଆସନ୍ତା ନଭେମ୍ବରରେ ହେବ ନିର୍ବାଚନ। ମିଜୋରାମରେ ୭ ନଭେମ୍ବର, ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ଅର୍ଥାତ୍‌ ନଭେମ୍ବର ୭ ଓ ୧୭ରେ ହେବ ନିର୍ବାଚନ।...

ପାଞ୍ଚ ରାଜ୍ୟର ବିଧାନ ସଭା ନିର୍ବାଚନ, ଏଥର ୬୦ ଲକ୍ଷ ନୂଆ ଯୁବ ଭୋଟର ଦେବେ ଭୋଟ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେଉଁ ରାଜ୍ୟରେ କେତେ ଲୋକ ଭୋଟ ଦେବାକୁ ଯାଉଛନ୍ତି। ସେ କହିଛନ୍ତି ଯେ ଏଥର ୬୦ ଲକ୍ଷ ଯୁବ ଭୋଟର ପ୍ରଥମ ଥର...

ଆମେ ଇସ୍ରାଏଲ ସହ ଅଛୁ, ହମାସ ଆକ୍ରମଣ ବିରୋଧରେ ଏକାଠି ହେଲେ ଆମେରିକାରେ ଥିବା ଭାରତୀୟ

ଓ୍ବାାଇଂଟନ,୯।୧୦: ଆତଙ୍କବାଦୀ ସଂଗଠନ ହମାସ ଏବଂ ଇସ୍ରାଏଲ ମଧ୍ୟରେ ବିବାଦ ଲାଗିି ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଆକ୍ରମଣରେ ଏକ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ହମାସଙ୍କ ଆକ୍ରମଣ ପରେ ଭାରତୀୟ ଆମେରିକୀୟମାନେ ଇସ୍ରାଏଲକୁ ସମର୍ଥନ କରିବାକୁ ବାହାରିଛନ୍ତି।...

ଆମେ ହସ୍ତକ୍ଷେପ କଲେ ନିର୍ବାଚନରେ ହେବ ବିଳମ୍ବ, କଂଗ୍ରେସର ଆବେଦନ ନେଇ ସୁପ୍ରିମ୍‌କୋର୍ଟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୯।୧୦ : ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ) ର ପ୍ରଥମ ସ୍ତରୀୟ ଯାଞ୍ଚ’ ପାଇଁ ଦିଲ୍ଲୀ କଂଗ୍ରେସର ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଛନ୍ତି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦିଲ୍ଲୀରେ କଂଗ୍ରେସ ଦଳ ଇଭିଏମ ଏବଂ ଭୋଟର ଭେରିଫାଏଡ...

ଭାଜପା ମୁସଲମାନମାନଙ୍କ ବିରୋଧୀ ନୁହେଁ , ମୌଳବାଦୀ ମାନସିକତା ବିରୋଧୀ: ସୁଧାଶୁଂ ତ୍ରିବେଦୀ…

ବୁରହାନପୁର,୯।୧୦ : ଭାଜପା ମୁଖପାତ୍ର ତଥା ରାଜ୍ୟସଭା ସଦସ୍ୟ ସୁଧାଶୁଂ ତ୍ରିବେଦୀ ମଧ୍ୟପ୍ରଦେଶର ନିମାଡ ଅଞ୍ଚଳ ଗସ୍ତରେ ଯାଇ ବୁରହାନପୁରରେ ଦଳର ସମ୍ମିଳନୀରେ ସେ କହିଛନ୍ତି କିଛି ଲୋକ କହୁଛନ୍ତି ଆମେ ମୁସଲମାନମାନଙ୍କ ବିରୁଦ୍ଧରେ କହୁଛୁ। ମୁଁ କହିବାକୁ ଚାହେଁ...

ଇସ୍ରାଏଲରେ ହମାସ ଆକ୍ରମଣରେ ଜଣେ ଭାରତୀୟ ମହିଳା ଆହତ, ୧୦ ନେପାଳି ନାଗରିକଙ୍କର ମୃତ୍ୟୁ

ତେଲ ଆଭିବ,୯।୧୦: ଇସ୍ରାଏଲ ଉପରେ ହମାସ ଆତଙ୍କବାଦୀ ଆକ୍ରମଣରେ ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଭାରତୀୟ ମହିଳା ମଧ୍ୟ ଅଛନ୍ତି। ଏହି ମହିଳା ଭାରତର କେରଳର ବାସିନ୍ଦା ଏବଂ ଗତ କିଛି ବର୍ଷ ଧରି ଇସ୍ରାଏଲରେ ରହୁଥିଲେ ଏବଂ...

ଇନ୍ଦୋରରେ ଭାଜପା-କଂଗ୍ରେସ କୋଳାକୋଳି, ସୋସିଆଲ ମିଡିଆରେ ଭାଇରାଲ…

ଇନ୍ଦୋର,୯।୧୦ : ମଧ୍ୟପ୍ରଦେଶର ଆର୍ଥିକ ରାଜଧାନୀ ଇନ୍ଦୋରରେ ରାଜନୀତିର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଯାହା ଦେଶର ଗଣତନ୍ତ୍ରକୁ ସୁଦୃଢ଼ କରିଛି। ବାସ୍ତବରେ, କଂଗ୍ରେସ ଏବଂ ଭାଜପାର ଦୁଇ ବଡ ନେତା ରାଜନୀତି ଭିନ୍ନ ଭିନ୍ନ ଚିନ୍ତାଧାରା ଛାଡି...

ହିନ୍ଦୁଙ୍କୁ ବିରୋଧ କରିବାର ବ୍ରାଣ୍ଡ ଆମ୍ବାସଡ଼ର ହେଉଛନ୍ତି ଦିଗବିଜୟ: ଭାଜପା…

ଭୋପାଳ,୯।୧୦ : ମଧ୍ୟପ୍ରଦେଶରେ ରାଜନୈତିକ ଅସ୍ଥିରତା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଦିଗବିଜୟ ସିଂଙ୍କ ମନ୍ତବ୍ୟ ଏକ ଆଲୋଡ଼ନ ସୃଷ୍ଟି କରିଛି। ସେ ପ୍ରଧାନମନ୍ତ୍ରୀଙ୍କୁ ରାବଣ ବୋଲି କହି କଟାକ୍ଷ କରିଛନ୍ତି। ଏନେଇ ଭାଜପା ପକ୍ଷରୁ ଅସନ୍ତୋଷ ପ୍ରକାଶ...

ଯୁଦ୍ଧ ଘୋଷଣାର ଅନ୍ତରାଳେ…

ଜେରୁଜେଲମ୍‌,୯ା୧୦: ଇସ୍ରାଏଲରେ ଆତଙ୍କବାଦୀ ଆକ୍ରମଣ ପୂର୍ବରୁ ଲେବାନନ ଏବଂ ଗାଜାରେ ବଡ଼ ଧରଣର ସାମରିକ ଅପରେଶନ ହୋଇଥିଲା। କିନ୍ତୁ ଏହାକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନ ଥିଲା। ପରେ ଇସ୍ରାଏଲ ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା। ଇସ୍ରାଏଲ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri