Tag Archives: Home Middle

ଅନଲାଇନ ଗେମିଂ ଉପରେ ଟିକସ ଲଗାଇବାକୁ ବିରୋଧ କରିବେ ଦିଲ୍ଲୀ ସରକାର, କହିଲେ ଷ୍ଟାର୍ଟଅପ୍‌କୁ ବିପଦ

ନୂଆଦିଲ୍ଲୀ,୭।୧୦: ଜିଏସଟି କାଉନସେଲିଂ ବୈଠକ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀ ଅର୍ଥମନ୍ତ୍ରୀ ଅତିଶୀ କହିଛନ୍ତି, ଭାରତର ଅଭିବୃଦ୍ଧିରେ ଷ୍ଟାର୍ଟଅପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଭାରତର ଅର୍ଥନୀତି ଏବଂ ଲୋକଙ୍କୁ ରୋଜଗାର ଯୋଗାଇବାରେ ଷ୍ଟାର୍ଟଅପ ଏକ ବଡ଼...

ରେଲଓ୍ବେ ବୋର୍ଡରେ କାମ କରୁଥିବା ମହିଳାମାନେ କରିପାରିବେ ବିଭାଗ ପରିବର୍ତ୍ତନ, ଭାରତୀୟ ରେଲଓ୍ବେ ବୋର୍ଡ ଦେବ ବଡ ସୁଯୋଗ

ନୂଆଦିଲ୍ଲୀ,୭।୧୦: ରେଲଓ୍ବେ ମହିଳା ଚାଳକ ଏବଂ ଟ୍ରାକ ରକ୍ଷକମାନଙ୍କ ପାଇଁ ଏକ ଖୁସି ଖବର। ଭାରତୀୟ ରେଲୱେ ବୋର୍ଡ ମହିଳାଙ୍କର ଚାକିରିର ବିଭାଗ ପରିବର୍ତ୍ତନ କରାଇବା ପାଇଁ ଆଲୋଚନା କରୁଛି। ତେବେ ରେଲଓ୍ବେରେ ନିଯୁକ୍ତ ମହିଳାଙ୍କର ଏକକାଳୀନ ବିକଳ୍ପ ଦେବାର...

ଇଣ୍ଡିଆ-ଭାରତ ବିବାଦ: ‘ଇଣ୍ଡିଆ’ ଶଦ୍ଦ ଭଲ ନ ଲାଗୁଥିଲେ ‘ହିନ୍ଦୁ’ ଶଦ୍ଦକୁ ବି କରନ୍ତୁନି ବ୍ୟବହାର, ଭାଜପାକୁ କଟାକ୍ଷ କଲେ ଥରୁର

ନୂଆଦିଲ୍ଲୀ,୭।୧୦: ଇଣ୍ଡିଆ-ଭାରତକୁ ନେଇ ବିବାଦ ମଧ୍ୟରେ କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ଶଶି ଥରୁର ଭାଜପାକୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି, ଯେଉଁମାନେ ଇଣ୍ଡିଆ ଶବ୍ଦକୁ ନେଇ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, କିନ୍ତୁ ନିଜକୁ ହିନ୍ଦୁ ବୋଲି କହିବାକୁ...

ବିବାଦ ମଧ୍ୟରେ ପ୍ରଥମ ଥର ସାମ୍ନାସାମ୍ନି ହେବେ ଭାରତ-କାନାଡା

ନୂଆଦିଲ୍ଲୀ,୭।୧୦: ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ଲାଗି ରହିଛି। ତେବେ ଏସବୁ ମଧ୍ୟରେ ଭାରତ ଏବଂ କାନାଡା ଆନୁଷ୍ଠାନିକ ଭାବେ ପୁଣିଥରେ ସାକ୍ଷାତ କରିବାକୁ ଯାଉଛନ୍ତି। ନିଜାରଙ୍କ ହତ୍ୟା...

ପୁଟିନ ଖରାପ, ଏହାର ଅର୍ଥ ନୁହେଁ ୟୁକ୍ରେନ ଭଲ, ଆମେରିକାକୁ ଇରାକ-ଆଫଗାନିସ୍ତାନର ଭୁଲରୁ ଶିଖିବା ଦରକାର, ଜେଲନସ୍କିଙ୍କୁ ଟାର୍ଗେଟ କଲେ ରାମସ୍ବାମୀ

ଓ୍ବାଶିଂଟନ,୭।୧୦: ଆମେରିକୀୟ ଉଦ୍ୟୋଗୀ ତଥା ରିପବ୍ଲିକାନ ପାର୍ଟି ନେତା ବିବେକ ରାମସ୍ବାମୀ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଟାର୍ଗେଟ କରିଛନ୍ତି ଏବଂ କହିଛନ୍ତି ଯେ ପୁଟିନ ଖରାପ କିନ୍ତୁ ଏହାର ଅର୍ଥ ନୁହେଁ ଯେ ୟୁକ୍ରେନ ଭଲ। ୧୧ ବିରୋଧୀ...

ସିକିମ୍‌ର ତିସ୍ତା ଅବବାହିକାରେ ବିସ୍ଫୋରଣ

ଗ୍ୟାଙ୍ଗଟକ,୭।୧୦: ଉତ୍ତର ସିକିମ୍‌ରେ ବାଦଲ ଫଟା ବର୍ଷା ହେତୁ ତିସ୍ତା ନଦୀ ବନ୍ୟାରେ ଭାସିଯାଇ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି। ଏଥିରେ ୧୧ଜଣ ଯବାନଙ୍କ ସମେତ ୫୧ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଶନିବାର ସକାଳେ ତିସ୍ତା...

ଆଜି ଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟିର ବୈଠକ, ଏମ୍‌ପି ବିଧାନସଭା ନିର୍ବାଚନ ପ୍ରାର୍ଥୀ ଉପରେ ହୋଇପାରେ ବଡ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୧୦: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ଶନିବାର ଦିଲ୍ଲୀରେ କଂଗ୍ରେସ ନିର୍ବାଚନ କମିଟିର ଏକ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମଧ୍ୟପ୍ରଦେଶରେ ପ୍ରାର୍ଥୀ ହେବାକୁ ଅପେକ୍ଷା କରିଥିବା ପ୍ରାର୍ଥୀଙ୍କ ଭାଗ୍ୟ ମଧ୍ୟ ଏହି ବୈଠକରେ ସ୍ଥିର ହୋଇପାରେ।...

୧୭ଲକ୍ଷ ଆଫଗାନିସ୍ତାନ ପ୍ରବାସୀଙ୍କୁ ଦେଶରୁ ନିର୍ବାସିତ କରିବ ପାକିସ୍ତାନ

ଇସଲାମବାଦ,୭।୧୦: ପାକିସ୍ତାନରେ ବେଆଇନ ଭାବେ ରହୁଥିବା ଆଫଗାନିସ୍ତାନ ପ୍ରବାସୀଙ୍କୁ ଦେଶରୁ ନିର୍ବାସିତ କରିବା ପାଇଁ ପାକିସ୍ତାନ ଘୋଷଣା କରିଛି। ପାକିସ୍ତାନର ବୈଦେଶିକ ବିଭାଗ ୧୭ଲକ୍ଷ ପ୍ରବାସୀ ଦେଶରୁ ବିତାଡିତ କରିବ। ଗତ ମଙ୍ଗଳବାର ପାକିସ୍ତାନ ଘୋଷଣା କରିଥିଲା ଯେ, ଦେଶରେ...

ଛତୁ ଦ୍ୱାରା ହେବ ମାନସିକ ରୋଗର ଚିକିତ୍ସା, କାନାଡା ସମେତ ଅନେକ ଦେଶ ଏହି ଚିକିତ୍ସା ଉପରେ ଦେଲେ ମଞ୍ଜୁରୀ

ଓ୍ବାଶିଂଟନ୍‌,୭।୧୦: ମସରୁମ(ଛତୁ) ମାନସିକ ରୋଗ ଭଲ କରିବାରେ ସହାୟକ ହୋଇପାରେ। ଏଥିରେ ମିଳୁଥିବା ମୁଖ୍ୟ ଉପାଦାନ ସିଲୋସାଇବିନ, ମାଇକ୍ରୋ-ଡୋଜିଂ ମାଧ୍ୟମରେ ମାନସିକ ରୋଗର ଚିକିତ୍ସା କରାଯାଇପାରିବ। ଦକ୍ଷିଣ ଡେନମାର୍କ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଏହି ପ୍ରସଙ୍ଗରେ ଅନୁସନ୍ଧାନ କରି ନୂଆ ତଥ୍ୟ...

କାନାଡା ପ୍ରଧାନମନ୍ତ୍ରୀ ବିନା ପ୍ରମାଣରେ ବୟାନ ଦେବା ଦୁର୍ଭାଗ୍ୟଜନକ: ୟୁଏସଆଇଏସପିଏଫ ମୁଖ୍ୟ

ଓ୍ବାଶିଂଟନ,୭।୧୦: ଆତଙ୍କବାଦୀ ନିଜ୍ଜାରଙ୍କ ହତ୍ୟାକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ତିକ୍ତତା ବୃଦ୍ଧି ପାଉଛି। ଏହି ସମୟରେ, ୟୁଏସଆଇଏସପିଏଫ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଗତ ମାସରେ ଭାରତ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ କୌଣସି ଠୋସ ପ୍ରମାଣ ବିନା...

ଆମେରିକାର ହ୍ବାଇଟ ସ୍ୟାଣ୍ଡ ନ୍ୟାସନାଲ ପାର୍କରେ ମିଳିଲା ୨୩ହଜାର ପୁରୁଣା ମଣିଷ ପାଦଚିହ୍ନ

ଓ୍ବାଶିଂଟନ୍‌,୭।୧୦: ଆମେରିକାର ନ୍ୟୁ ମେକ୍ସିକୋର ହ୍ବାଇଟ ସ୍ୟାଣ୍ଡ ନ୍ୟାସନାଲ ପାର୍କରେ ୨୩ହଜାର ପୁରୁଣା ମଣିଷ ପାଦ ଚିହ୍ନ ମିଳିଛି। ଏକ ଅଧ୍ୟୟନରେ କୁହାଯାଇଛି ଯେ ଆମେରିକାରେ ଏପର୍ଯ୍ୟନ୍ତ ମିଳିଥିବା ପୁରାତନ ମଣିଷର ଅଂଶବିଶେଷ ମଧ୍ୟରୁ ଏହା ଅନ୍ୟତମ। ଏହି ପାଦଚିହ୍ନଗୁଡିକ...

ଚାଇନା ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ସାକ୍ଷାତ କରିପାରନ୍ତି ଜୋ ବାଇଡେନ

ଓ୍ବାଶିଂଟନ୍‌,୭।୧୦: ସାନ ଫ୍ରାନ୍ସିସ୍କୋରେ ହେବାକୁ ଥିବା ଏସିଆ ପାସିଫିକ ଇକୋନୋମିକ କର୍ପୋରେଶନ (ଏପିଇସି) ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଯୋଗଦେବେ। ନଭେମ୍ବରରେ ହେବାକୁ ଥିବା ଏହି ସମ୍ମିଳନୀରେ ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗକୁ ସାକ୍ଷାତ କରିପାରନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri