Tag Archives: Home Middle

କରୋନା ଆତଙ୍କ: ନୂଆ ଭାରିଆଣ୍ଟରେ ସଂକ୍ରମିତ ହେଲେଣି ୨ହଜାରରୁ ଅଧିକ ଲୋକ

ସିଙ୍ଗାପୁର,୬।୧୦: କରୋନାର କରାଳ ରୂପ ଏପର୍ଯ୍ୟନ୍ତ ଥମି ନାହିଁ। କରୋନା ପୁଣି ଥରେ ସିଙ୍ଗାପୁରରେ ଆତଙ୍କ ସୃଷ୍ଟି କରିଛ। ପ୍ରତିଦିନ ଏଠାରେ ୨୦୦୦ମାମଲା ସାମ୍ନାକୁ ଆସୁଛି। ସିଙ୍ଗାପୁରର ସ୍ବାସ୍ଥ୍ୟମନ୍ତ୍ରୀ ଓଙ୍ଗ ୟେ କୁଙ୍ଗ ଶୁକ୍ରବାର ଚେତାବନୀ ଦେଇଛନ୍ତି, ଦେଶ କୋଭିଡ-୧୯ର...

ନେଦରଲାଣ୍ଡସ୍‌ ଆଗରେ ୨୮୭ ରନ୍‌ର ବିଜୟ ଟାର୍ଗେଟ୍‌

ହାଇଦ୍ରାବାଦ,୬।୧୦: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଥିବା ୨୦୨୩ ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡସ୍‌ ଅଧିନାୟକ ସ୍କଟ ଏଡୱାର୍ଡସ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ପାକିସ୍ତାନ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା।...

ଫ୍ରିବିଜ ରାଜନୀତି: ନିର୍ବାଚନରେ ଉପହାର ପ୍ରଦାନ ନେଇ ରାଜନୈତିକ ଦଳକୁ ରୋକାଯାଇପାରିବ ନାହିଁ

ନୂଆଦିଲ୍ଲୀ,୬।୧୦: ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ ଫ୍ରିବିଜ ବାଣ୍ଟିବା ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। କୋର୍ଟ ଉଭୟ ରାଜ୍ୟ ସରକାରଙ୍କ ଠାରୁ ଜବାବ ମାଗିଛନ୍ତି। ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ ବି...

ଦେଶର ନିମ୍ନ କୋର୍ଟରେ ବଢିଛି ମହିଳା ବିଚାରପତିଙ୍କ ନିଯୁକ୍ତି ସଂଖ୍ୟା: ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୬।୧୦: ଭାରତର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ କୋର୍ଟ କାର୍ଯ୍ୟକାଳ ଆରମ୍ଭ ହେବା ମାତ୍ରେ ଏକ ଖୁସି ଖବର ବାଣ୍ଟିଛନ୍ତି। ସେ କହିଛନ୍ତି, ସାରା ଦେଶର ନିମ୍ନ ଅଦାଲତରେ ମହିଳା ବିଚାରପତିଙ୍କ ନିଯୁକ୍ତି ସଂଖ୍ୟାରେ ବୃଦ୍ଧି ଘଟିଛି। ଏନେଇ...

ଟାଇମ ମାଗାଜିନର ‘ଏମରଜିଂ ଲିଡର୍ସ ୨୦୨୩’ ତାଲିକାରେ ଲୋକପ୍ରିୟ ୟୁଟ୍ୟୁବର ଧ୍ରୁଭ ରାଠୀ, ତାଲିକାରେ ୩ ଭାରତୀୟ

ନୂଆଦିଲ୍ଲୀ,୬।୧୦: ଲୋକପ୍ରିୟ ୟୁଟ୍ୟୁବର ତଥା ଭାରତୀୟ ମୂଳ ଧ୍ରୁଭ ରାଠୀ ଟାଇମ ମାଗାଜିନର ଉଦୀୟମାନ(ଏମରଜିଂ) ଲିଡର୍ସ ୨୦୨୩ ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ତାଙ୍କର ଫ୍ୟାକ୍ଟ ଚେକିଂ ଓ ଶିକ୍ଷଣୀୟ କଣ୍ଟେଣ୍ଟ ପାଇଁ ସେ ଏହି ସମ୍ମାନର ଅଧିକାରୀ ହୋଇଛନ୍ତି। ଧ୍ରୁଭ...

ବିମାନ ଭିତରେ ଥିବା ଗ୍ରେନେଡ ବିସ୍ଫୋରଣରେ ପ୍ରିଗୋଝିନଙ୍କ ହୋଇଥିଲା ମୃତ୍ୟୁ, ସ୍ପଷ୍ଟ କଲେ ପୁଟିନ

ମସ୍କୋ,୬।୧୦: ଋଷିଆର ଘରୋଇ ସେନା ୱାଗନର୍‌ ଗ୍ରୁପ ମୁଖ୍ୟ ୟେଭେଗିନ ପ୍ରିଗୋଝିନଙ୍କ ମୃତ୍ୟୁକୁ ନେଇ ଏକ ବଡ ସୂଚନା ମିଳିଛି। ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରିଗୋଝିନଙ୍କ ମୃତ୍ୟୁର ସତ୍ୟତାକୁ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ପ୍ରିଗୋଝିନଙ୍କ ମୃତ୍ୟୁ ଗ୍ରେନେଡ...

ବିହାରରେ ୮୦ପରିବାର ଜଳବନ୍ଦୀ

ପାଟନା,୬।୧୦: ବିହାରର ମୁଙ୍ଗର ସହରରେ ପ୍ରାୟ ୮୦ ପରିବାର ଜଳବନ୍ଦୀରେ ଅଛନ୍ତି। ଏହି ୮୦ପରିବାରରେ ୩୦୦ଲୋକ ରହୁଛନ୍ତି। ଗତ କିଛି ଦିନ ଧରି ଲଗାଣ ବର୍ଷା ହେତୁ ସମଗ୍ର ଗାଁ ପାଣି ଘେରରେ ରହିଛି। ରାସ୍ତାରେ ଦୁଇ ଫୁଟର ପାଣି...

ମୁଣ୍ଡ ନୁଆଇଁଲା କାନାଡା, ୧୦ ଅକ୍ଟୋବର ପୂର୍ବରୁ ନିଜ କୂଟନୀତିଜ୍ଞଙ୍କୁ ପଠାଇଲା ଅନ୍ୟ ଦେଶକୁ

ଟରଣ୍ଟୋ,୬।୧୦: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରଙ୍କ ହତ୍ୟା ଯୋଗୁଁ ଭାରତ ଏବଂ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ଖରାପ ହୋଇଯାଇଛି। ଭାରତ ପକ୍ଷରୁ ଅଲ୍ଟିମେଟମ ଦେବା ପରେ କାନାଡା ଏହାର ଅଧିକାଂଶ କୂଟନୀତିଜ୍ଞଙ୍କୁ ଫେରାଇ ନେଇଛି। କାନାଡାର କୁଟନୀତିଜ୍ଞଙ୍କୁ...

ନିର୍ବାଚନ ପୂର୍ବରୁ ଗେହଲଟଙ୍କ ବଡ ଘୋଷଣା, ରାଜ୍ୟରେ ହେବ ଆଉ ୩ ନୂଆ ଜିଲା

ଜୟପୁର,୬।୧୦: ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏକ ବଡ଼ ଘୋଷଣା କରିଛନ୍ତି। ରାଜସ୍ଥାନରେ ର ଆଉ ତିନୋଟି ନୂତନ ଜିଲା ସୃଷ୍ଟି ହେବ ବୋଲି ଗେହଲଟ ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦେଇଛନ୍ତି। ଗେହଲଟ...

ନିଜ ସମର୍ଥକଙ୍କ ସମର୍ଥନ ହରାଇଲେଣି ଟ୍ରୁଡୋ, ଭେଟିବାବେଳେ କିଛି ଏପରି କହିଲେ…

ଅଟାଓ୍ବା,୬।୧୦: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ହରଦୀପ୍‌ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତର ସମ୍ପୃକ୍ତି ଦର୍ଶାଇ ଦିନକୁ ଦିନ ନିଜ ଦେଶରେ ସମର୍ଥନ ହରାଇଛନ୍ତି। ନିକଟରେ ଟରୋଣ୍ଟୋ ଗସ୍ତ ସମୟରେ ଟ୍ରୁଡୋ ତାଙ୍କ ସମର୍ଥକଙ୍କୁ ଭେଟିଥିଲେ। ଏହି ସମୟରେ...

ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର

ଷ୍ଟକହୋମ,୬।୧୦: ଇରାନରେ ମହିଳା ଅଧିକାର ପାଇଁ ଲଢିଥିବା ନର୍ଗିସ ମହମ୍ମଦିଙ୍କୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ହେଲେ ବର୍ତ୍ତମାନ ନର୍ଗିସ ଜେଲରେ ଅଛନ୍ତି। ମାନବ ଅଧିକାରକୁ ପ୍ରୋତ୍ସାହିତ କରିବା ଏବଂ ଇରାନରେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ...

ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜଙ୍କ କାରକୁ ଆକ୍ରମଣ କଲେ ଉତ୍ୟକ୍ତ ଜନତା

ଲାହୋର,୬।୧୦: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନୀ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ)ର ଅଧ୍ୟକ୍ଷ ଶେହବାଜ ସରିଫଙ୍କ କାର ଉପରେ କିଛି ଗୋଷ୍ଠୀ ଆକ୍ରମଣ କରିଛନ୍ତି। ଅସନ୍ତୋଷ ଜନତା ତାଙ୍କ କାର ଉପରେ ଆକ୍ରମଣ କରି ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri