Tag Archives: Home Middle

ଚାଇନାର ଋଣ ଜାଲରେ ଫଶି ଚାଲିଛି ଶ୍ରୀଲଙ୍କା

କୋଲମ୍ବୋ,୬।୧୦: ଶ୍ରୀଲଙ୍କା ଦୀର୍ଘ ଦିନ ଧରି ଯୁଝୁଥିବା ଋଣ ସଙ୍କଟ ହ୍ରାସ ହେବାର କୌଣସି ସଙ୍କେତ ମିଳୁନାହିଁ। ଚାଇନା ଠାରୁ ବଡ ଆକାରର ଋଣ ନେଇଥିବା ଶ୍ରୀଲଙ୍କା ଋଣ ଦାଉରୁ ମୁକୁଳିବା ପାଇଁ ଉଦ୍ୟମ ଜାରି ରଖିଛି। କିନ୍ତୁ ଅନ୍ତର୍ଜାତୀୟ...

ଟସ୍‌ ଜିତି ନେଦରଲ୍ୟାଣ୍ଡର ବୋଲିଂ ନିଷ୍ପତ୍ତି…

ହାଇଦ୍ରାବାଦ,୬।୧୦: ଦିନିକିଆ ବିଶ୍ୱକପ୍‌ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଉଛି। ବର୍ତ୍ତମାନର ବିଶ୍ୱକପ୍‌ରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଏହା ପ୍ରଥମ ମ୍ୟାଚ। ନେଦରଲ୍ୟାଣ୍ଡର ଅଧିନାୟକ...

୪୨ ବିମାନବନ୍ଦରରେ ହାଇଆଲର୍ଟ

ମାନିଲା,୬ା୧୦: ଫିଲିପାଇନ୍ସ ୪୨ଟି ବିମାନବନ୍ଦରରେ ଅଧିକ ସତର୍କତା ଅବଲମ୍ବନ କରିଛି। ବାଣିଜ୍ୟିକ ବିମାନରେ ବୋମା ଧମକ ପରେ ଯାଞ୍ଚ ପାଇଁ ବିମାନ ଚଳାଚଳ କର୍ତ୍ତୃପକ୍ଷ ଏପରି କରିଥିବା ଶୁକ୍ରବାର କହିଛନ୍ତି। ଫିଲିପାଇନ୍ସର ସମସ୍ତ ବାଣିଜ୍ୟିକ ବିମାନବନ୍ଦରରେ ତୁରନ୍ତ ସୁରକ୍ଷା ବ୍ୟବସ୍ଥା...

ଦୀପାବଳି ପରେ ହୋଇପାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ, ୧୫ ଡିସେମ୍ବର ପୂର୍ବରୁ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଚଳିତ ବର୍ଷ ୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଏକ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତ କରିଛନ୍ତି। ଛତିଶଗଡରେ ଦୁଇଟି ଏବଂ ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଏବଂ ତେଲଙ୍ଗାନାରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇପାରେ।...

ବିବେକ ରାମସ୍ବାମୀଙ୍କ ଅଭିଯୋଗ

ଓ୍ବାଶିଂଟନ,୬।୧୦: ଆମେରିକାରେ ଆସନ୍ତା ବର୍ଷ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମୟରେ ଏଠାରେ ନିର୍ବାଚନ ପ୍ରଚାର ଜୋରସୋରରେ କରାଯାଉଛି। ଅଭିଯାନ ସହିତ ଜଡିତ ଅନେକ ଖବର କ୍ରମାଗତ ଭାବରେ ସାମ୍ନାକୁ ଆସୁଛି। ବର୍ତ୍ତମାନ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ...

ସିକ୍କିମ ବନ୍ୟାରେ ୭ ସୈନିକଙ୍କ ସମେତ ୨୧ ମୃତ, ଏବେ ବି ୧୦୦ରୁ ଅଧିକ ନିଖୋଜ

ଗ୍ୟାଙ୍ଗଟକ୍‌,୬।୧୦: ସିକ୍କିମ ବନ୍ୟାରେ ୭ ଜଣ ସୈନିକଙ୍କ ସମେତ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଭାରତୀୟ ସେନା ସୈନିକ ମଧ୍ୟ ଏହି ବନ୍ୟାରେ ନିଖୋଜ ହୋଇଯାଇଥିଲେ, ସେଥିମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଉଦ୍ଧାର...

ଏସିଆନ୍‌ ଗେମ୍ସ: ଫାଇନାଲରେ ଭାରତୀୟ କ୍ରିକେଟ୍‌ ଦଳ

ହାଙ୍ଗଝୋ,୬।୧୦:ଏସିଆନ୍‌ ଗେମ୍ସରେ ଭାରତୀୟ କ୍ରିକେଟ୍‌ ଦଳ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ଭାରତ ବାଂଲାଦେଶକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୯୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୯.୨...

ଶୁଭମନ ଗିଲଙ୍କୁ ଡେଙ୍ଗୁ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳିବା ନେଇ ସନ୍ଦେହ

ଚେନ୍ନାଇ,୬।୧୦: ବିଶ୍ୱକପ ୨୦୨୩ ଆରମ୍ଭ ହୋଇଛି। ଅକ୍ଟୋବର ୮ରେ ଭାରତର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଅଛି। ଏହା ପୂର୍ବରୁ ଭାରତୀୟ ଦଳକୁ ଏକ ଝଟ୍‌କା ଲାଗିଛି। ଓପନର୍‌ ଶୁବମାନ ଗିଲ ଡେଙ୍ଗୁରେ ପୀଡିତ ଅଛନ୍ତି। ଶୁଭମାନ ଅଷ୍ଟ୍ରେଲିଆ ବିପକ୍ଷ...

ଭାରତକୁ ୯୭ ରନର ଟାର୍ଗେଟ୍‌ ଦେଲା ବାଂଲାଦେଶ

ହାଙ୍ଗଝୋ,୬।୧୦: ଚାଇନାରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୁରୁଷ କ୍ରିକେଟ୍‌ ସେମିଫାଇନାଲ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଜିତିବା ପାଇଁ ବାଂଲାଦେଶ ଭାରତକୁ ୯୭ ରନର ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ...

ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ: ୬ ମୃତ, ଅନେକ ଆହତ

ପୁଣେ,୬।୧୦: ମହାରାଷ୍ଟ୍ରର ଗୋରେଗାଓଁରେ ଏକ ବିଲ୍ଡିଂରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଅତି କମରେ ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୫ ରୁ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। । ଆହତମାନଙ୍କୁ ଚିକିତ୍ସା ପାଇଁ...

ସିରିଆରେ ସାମରିକ ଏକାଡେମୀ ଉପରେ ଡ୍ରୋନ ଆକ୍ରମଣ: ୧୦୦ରୁ ଅଧିକ ମୃତ

ଡାମସକସ୍‌,୬।୧୦: ସିରିଆରେ ସାମରିକ ଏକାଡେମୀର ଡ୍ରୋନ ଆକ୍ରମଣରେ ପ୍ରାୟ ୧୦୦ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୧୨୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୁହାଯାଉଛି ଯେ, ସିରିଆ ପ୍ରତିରକ୍ଷା ମନ୍ତ୍ରୀ ସାମରିକ ସମାରୋହ ଛାଡିବାର କିଛି ମିନିଟ ପରେ ଡ୍ରୋନ...

ସେମିଫାଇନାଲରେ ଟସ୍‌ ଜିତିଲା ଭାରତ

ହାଙ୍ଗଝୋ,୬।୧୦: ଚାଇନାରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୁରୁଷ କ୍ରିକେଟ୍‌ ସେମିଫାଇନାଲ୍‌ ଖେଳାଯାଉଛି। ଭାରତୀୟ ଅଧିନାୟକ ରୁତୁରାଜ ଗାଇକ୍ୱାଡ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ଷା ହେତୁ ଟସ ବିଳମ୍ବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri