Tag Archives: Home Middle

ଦେଶ ପାଇଁ ପୁଣି ସ୍ବର୍ଣ୍ଣ ଜିତିଲେ ‘ଗୋଲଡେନ୍‌ ବୟ’: କିଶୋରଙ୍କୁ ରୌପ୍ୟ

ନୂଆଦିଲ୍ଲୀ,୪।୧୦: ଭାରତର ତାରକା ଆଥଲେଟ ତଥା ‘ଗୋଲଡେନ୍‌ ବୟ’ ନୀରଜ ଚୋପ୍ରା ଜାଭେଲିନ ଥ୍ରୋରେ ପୁଣି ଥରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଏସିଆନ ଗେମ୍ସରେ ସେ ଦେଶ ପାଇଁ ପୁଣି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୀରଜଙ୍କ ସହିତ କିଶୋର ଜେନା...

ପାକିସ୍ତାନକୁ ଚାଇନାର ବଡ଼ ଝଟ୍‌କା

ଇସଲମାବାଦ,୪ା୧୦: ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନକୁ ଚାଇନା ଏକ ବଡ଼ ଝଟ୍‌କା ଦେଇଛି। ପାକିସ୍ତାନର ରାଜନୈତିକ ଅସ୍ଥିରତା ଏବଂ ନିରାପତ୍ତାକୁ ଦର୍ଶାଇ ଚାଇନା ନୂତନ ବେଲ୍ଟ ଏବଂ ରୋଡ୍‌ ପ୍ରକଳ୍ପକୁ ପ୍ରତ୍ୟାଖ୍ୟାନ କରିଛି। ଏକ ରିପୋର୍ଟ ଅନୁଯାୟୀ,...

ଏଏପି ଏମ୍‌ପି ସଞ୍ଜୟ ସିଂ ଗିରଫ

ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। ଦିଲ୍ଲୀ ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଇଡି ଆଜି ସକାଳେ ଚଢାଉ ଆରମ୍ଭ କରିଥିଲା। ଦୀର୍ଘ ୧୦...

ନେପାଳଗଞ୍ଜରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କର୍ଫ୍ୟୁ ଜାରି

କାଠମାଣ୍ଡୁ,୪ା୧୦: ନେପାଳଗଞ୍ଜର ଜଣେ ହିନ୍ଦୁ ବାଳକ ସୋସିଆଲ ମିଡିଆରେ ମୁସଲମାନମାନଙ୍କ ବିଷୟରେ ଏକ ପୋଷ୍ଟ ଶେୟାର କରିବା ପରେ ବିବାଦ ସୃଷ୍ଟି ହୋଇଥିଲା। ଏହାର ପ୍ରତିବାଦରେ ମୁସଲମାନମାନେ ରାସ୍ତାରେ ଟାୟାର ଜାଳି  ଅବରୋଧ କରିଥିଲେ। ରିପୋର୍ଟ ଅନୁଯାୟୀ, ମଙ୍ଗଳବାର (ଅକ୍ଟୋବର...

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ ନେଇ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ଉଦ୍‌ବେଗ

ଓ୍ବାଶିଂଟନ,୪ା୧୦: ପାକିସ୍ତାନରେ ଆତଙ୍କବାଦୀ ହମ୍‌ଲା ବନ୍ଦ ହେବାର ନାଁ ନେଉନି। ବାରମ୍ବାର ଏହି ଘଟଣା ବୃଦ୍ଧି ପାଇଚାଲିଛି। ପାକିସ୍ତାନ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ କଣ୍ଟ୍ରୋଲ ଆଣ୍ଡ୍‌ ସିକ୍ୟୁରିଟି ଷ୍ଟଡିଜ (ପିଆଇସିଏସ୍‌ଏସ୍‌)ର ଏକ ରିପୋର୍ଟରେ କୁହାଯାଇଛି, ଅଗଷ୍ଟ ମାସରେ ଦେଶରେ ଆତଙ୍କବାଦୀ ଆକ୍ରମଣରେ...

ଅଜିତ ପାଓ୍ବାର ହେବେ ମୁଖ୍ୟମନ୍ତ୍ରୀ: କଂଗ୍ରେସ ନେତା…

ମୁମ୍ବାଇ,୪।୧୦ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ମଙ୍ଗଳବାର କ୍ୟାବିନେଟ ବୈଠକରେ ଯୋଗ ନ ଦେବା ପରେ ରାଜ୍ୟ ରାଜନୀତିରେ ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଥିବା ଜଣାପଡିଛି। ଚର୍ଜା ହେଉଛି ଚାଚା ଶରଦ ପାୱାରଙ୍କଠାରୁ ଅଲଗା ହୋଇ ଭାଜପା...

ରଣବୀର କପୁରଙ୍କୁ ଇଡି ସମନ, ଅକ୍ଟୋବର ୬ ରେ ଅନଲାଇନ ଗେମିଂ ମାମଲାରେ ପଚରାଉଚରା…

ନୂଆଦିଲ୍ଲୀ/ମୁମ୍ବାଇ,୪।୧୦ : ଅଭିନେତା ରଣବୀର କପୁର ତାଙ୍କର ଆଗାମୀ ଚଳଚ୍ଚିତ୍ର ଆନିମଳ ପାଇଁ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଅଭିନେତାଙ୍କ ଏହି ଫିଲ୍ମ ଦେଖିବାକୁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି, କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ରଣବୀର କପୁରଙ୍କୁ...

ରସାୟନ ବିଜ୍ଞାନରେ ମୋଙ୍ଗି-ଲୁଇସ-ଆଲେକ୍ସଙ୍କୁ ନୋବେଲ…

ଷ୍ଟକହୋମ,୪।୧୦ : ରସାୟନ ବିଜ୍ଞାନ କ୍ଷେତ୍ରରେ ୨୦୨୩ପାଇଁ ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଏହି ବର୍ଷ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ ମାଙ୍ଗି ଜି ବାୱେଣ୍ଡି, କଲମ୍ବିଆ ୟୁନିଭରସିଟିର ଲୁଇସ ଇ ବ୍ରୁସ ଏବଂ ନାନୋକ୍ରିଷ୍ଟାଲ ଟେକ୍ନୋଲୋଜିରେ କାର୍ଯ୍ୟ କରୁଥିବା...

ମୋଦି କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ସବସିଡି ୩୦୦ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ,୪।୧୦: ମୋଦି କ୍ୟାବିନେଟ ବୁଧବାର ଏକ ବଡ ନିଷ୍ପତ୍ତି ନେଇଛି। ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କ ପାଇଁ ସବସିଡି ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦିଙ୍କ...

ପୁରୁଷ ହକି: ଫାଇନାଲରେ ଭାରତ…

ହାଙ୍ଗଝୋ,୪।୧୦ : ଏସିଆନ ଗେମ୍ସରେ ପୁରୁଷ ହକିର ସେମିଫାଇନାଲରେ ଭାରତ ଦକ୍ଷିଣ କୋରିଆକୁ ୫-୩ ରେ ପରାସ୍ତ କରିଛି। ଏହା ସହ ଭାରତ ଫାଇନାଲରେ ପ୍ରବେଶ କରିଛି ଏବଂ ଅତି କମରେ ରୌପ୍ୟ ପଦକ ପାଇବାକୁ ନିଶ୍ଚିତ ହୋଇଛି। ଉପ-ଅଧିନାୟକ...

ସତଲେଜ-ଯମୁନା କେନାଲ ଲିଙ୍କ ଯୋଜନାରେ ମଧ୍ୟସ୍ଥତା କରନ୍ତୁ କେନ୍ଦ୍ର ସରକାର: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୪।୧୦ : ସତଲେଜ-ଯମୁନା କେନାଲ ଲିଙ୍କ ଯୋଜନା ବିବାଦ ଉପରେ ଶୁଣାଣି ସମୟରେ ବୁଧବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର ପଞ୍ଜାବ ଏବଂ ହରିୟାଣା ମଧ୍ୟରେ ମଧ୍ୟସ୍ଥତା କରିବା ଉଚିତ। ଏହା ବ୍ୟତୀତ ସୁପ୍ରିମକୋର୍ଟ ମଧ୍ୟ ପଞ୍ଜାବ ସରକାରଙ୍କୁ...

ଇଡି ଚଢ଼ାଇ ମାଧ୍ୟମରେ ୨୦୨୪ ନିର୍ବାଚନର ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ-ଶାହା : ଆରଜେଡି…

ନୂଆଦିଲ୍ଲୀ,୪।୧୦ : ବୁଧବାର ଏଏପି ରାଜ୍ୟସଭା ଏମପି ସଞ୍ଜୟ ସିଂଙ୍କ ବାସଭବନରେ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଚଢ଼଼ାଉ କରିଥିଲା। ଏନେଇ ଇଣ୍ଡିଆ ମେଣ୍ଟ ନେତାଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ବିରୋଧୀଦଳର ନେତାମାନେ ଇଡି ଚଢ଼ାଉକୁ ପ୍ରତିଶୋଧର ରାଜନୀତି ବୋଲି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri