Tag Archives: Home Middle

ଭାରତ-ଜାପାନ ପାଣ୍ଠି ପାଇଁ ୬୦୦ ନିୟୁତ ଡଲାରର ଚୁକ୍ତି ସ୍ବାକ୍ଷର, ଜଳବାୟୁ, ପରିବେଶ ଦିଗରେ ହେବ କାର୍ଯ୍ୟ

ନୂଆଦିଲ୍ଲୀ/ଟୋକିଓ,୪।୧୦: ନ୍ୟାଶନାଲ ଇନଭେଷ୍ଟମେଣ୍ଟ ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର ଫଣ୍ଡ (ଏନ୍‌ଆଇଆଇଏଫ୍‌) ଜାପାନ ବ୍ୟାଙ୍କ ଫର ଇଣ୍ଟରନ୍ୟାଶନାଲ କୋପରେଶନ (ଜେବିଆଇସି) ସହିତ ୬୦୦ ମିଲିୟନ ଡଲାରର ଭାରତ-ଜାପାନ ଫଣ୍ଡ (ଆଇଜେଏଫ) ଲଞ୍ଚ୍‌ କରିବା ପାଇଁ ଜେବିଆଇସି ଏବଂ ଭାରତ ସରକାରଙ୍କ ଆଙ୍କର ନିବେଶକ...

ଭୁବନେଶ୍ୱର, ବାଲିଅନ୍ତା, ଜଟଣୀ ବ୍ଲକର ଆବାସିକ କଲୋନୀ ପାଇଁ ୪୨୯ଟି ରାସ୍ତା ପ୍ରକଳ୍ପର ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୧୦( ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭୁବନେଶ୍ୱର, ବାଲିଅନ୍ତା ଓ ଜଟଣୀ ବ୍ଲକର ଆବାସିକ କଲୋନୀ ଗୁଡିକ ପାଇଁ ୩୯ କୋଟି ୨୫ ଲକ୍ଷ ଟଙ୍କାର ୪୨୯ଟି ରାସ୍ତା ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି। ଗତ ଅଗଷ୍ଟ ମାସ...

ଲାଲୁ ଯାଦବ, ରାବ୍ରି ଦେବୀ, ତେଜସ୍ବୀଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ,୪।୧୦: ଜମି ବଦଳରେ ଚାକିରି ଦେବା ମାମଲାରେ ଲାଲୁଙ୍କ ପରିବାର ସଦସ୍ୟଙ୍କୁ ଦିଲ୍ଲୀର ରୌଜ୍‌ ଏଭେନ୍ୟୁ କୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଆରଜେଡି ସୁପ୍ରିମୋ ଲାଲୁ ଯାଦବ, ବିହାର ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏବଂ ରାବ୍ରି ଦେବୀଙ୍କୁ...

ସିକିମରେ ବାଦଲଫଟା ବର୍ଷା: ଭାସିଗଲେ ୨୩ ଯବାନ, ସନ୍ଧାନ ଜାରି…

ଗାଙ୍ଗଟକ,୪।୧୦ : ଉତ୍ତର ସିକିମର ଲୋନାକ ହ୍ରଦ ଅଞ୍ଚଳରେ ବାଦଲଫଟା ବର୍ଷା ଯୋଗୁ ଲାଚେନ ଉପତ୍ୟକାର ତିସ୍ତା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ମଙ୍ଗଳବାର-ବୁଧବାର ରାତି ପ୍ରାୟ ୧ ଟା ସମୟରେ ଘଟିଥିବା ବନ୍ୟାରେ ୨୩...

ସିସୋଡିଆଙ୍କ ଜାମିନ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଜାମିନ ଆବେଦନ ଉପରେ ବୁଧବାର ସୁପ୍ରିମକୋର୍ଟ ଶୁଣାଣି କରିବେ। କୋର୍ଟ ସିବିଆଇ ଏବଂ ଇଡିଙ୍କୁ ନୋଟିସ ଜାରି କରି ଏହାର ଜବାବ ମାଗିଛନ୍ତି। ମନୀଷ ସିସୋଡିଆଙ୍କୁ ଚଳିତ ବର୍ଷ ଫେବୃୟାରୀରେ ମଦ...

ନାଗରିକଙ୍କୁ ମୋବାଇଲରେ ଜରୁରୀ ମେସେଜ ପଠାଇବେ ବାଇଡେନ ସରକାର

ଓ୍ବାଶିଂଟନ୍‌,୪।୧୦: ଆମେରିକାର ନାଗରିକଙ୍କୁ ମୋବାଇଲ ଫୋନ ଓ ଟିଭି ମାଧ୍ୟମରେ ବୁଧବାର ଏକ ଜରୁରୀ ବାର୍ତ୍ତା ପଠାଯିବ। ଆମେରିକା ସରକାର ଏକ ଜରୁରୀକାଳୀନ ଆଲର୍ଟ ସିଷ୍ଟମ ପ୍ରସ୍ତୁତ କରିଛନ୍ତି, ଏହାର ଉଦ୍ଦେଶ୍ୟ ହେଉଛି ଜରୁରୀକାଳୀନ ପରିସ୍ଥିତିରେ ଆମେରିକାର ରାଷ୍ଟ୍ରପତି ଦେଶର...

ପ୍ରତିଶ୍ରୁତି ପୂରଣ କଲେ ତାଲିବାନକୁ ମିଳିବ ମାନ୍ୟତା: ଆମେରିକା…

ଓ୍ବାଶିଂଟନ,୪।୧୦: ଆମେରିକା କହିଛି ତାଲିବାନକୁ ପ୍ରଥମେ ସେମାନଙ୍କ ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ। ଏହାପରେ ସେମାନଙ୍କ ସରକାରକୁ ମାନ୍ୟତା ଦିଆଯିବ। ଆମେରିକାର ଜାତୀୟ ସୁରକ୍ଷା ପରିଷଦର ଯୋଗାଯୋଗ ସମନ୍ବୟର ମୁଖ୍ୟ ଜନ ର୍କିବି କହିଛନ୍ତି ଯେ ’ଆଫଗାନିସ୍ତାନର ପ୍ରଶାସନିକ ଶକ୍ତିକୁ...

ଚାଇନାକୁ ଝଟକା: ଡ୍ରଗ ଚୋରା କାରବାର ପାଇଁ ଦାୟୀ ଫାର୍ମାସ୍ୟୁଟିକାଲ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା…

ଓ୍ବାଶିଂଟନ, ୪।୧୦: ଆମେରିକା ଏବଂ ଚାଇନ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ଦେଖାଦେଇଛି। ସାମ୍ପ୍ରତିକ ସମୟରେ ଆମେରିକା ସରକାର ଏଭଳି ଅନେକ ପଦକ୍ଷେପ ନେଇଛନ୍ତି ଯାହା ଚାଇନାକୁ ଚିନ୍ତିତ କରିଛି। ବର୍ତ୍ତମାନ ଶେଷ ପଦକ୍ଷେପ ଅନୁଯାୟୀ ଆମେରିକା ଅନେକ ଚାଇନିଜ...

ଭାରତ-କାନାଡା ବିବାଦ: ବ୍ୟକ୍ତିଗତ ଆଲୋଚନା କରି ବିବାଦର ସମାଧାନ ଚାହୁଁଛି କାନାଡା

ଅଟାଓ୍ବା,୪।୧୦: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି। ମଙ୍ଗଳବାର ଭାରତ ନିଜର ୪୧ଜଣ କୂଟନୀତଜ୍ଞଙ୍କୁ କାନାଡା ଛାଡିବାକୁ ନିର୍ଦ୍ଦେଶ ଦେଇଛି। ତେବେ ଏତେସବୁ ବିବାଦ ଭିତରେ କାନାଡା ଭାରତ ପ୍ରତି ନରମ ସ୍ବଭାବ...

ୟେଲୋ ସାଗରରେ ବୁଡିଲା ଚାଇନାର ବୁଡାଜାହାଜ, ୫୫ଜଣ ନାବିକଙ୍କର ମୃତ୍ୟୁ ହୋଇଥିବା ଆଶଙ୍କା

ବେଜିଂ,୪।୧୦:  ଚାଇନାର ପରମାଣୁ ବୁଡ଼ାଜାହାଜ ୟେଲୋ ସାଗରରେ ବଡ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୫୫ଜଣ ଚାଇନାର ନାବିକ ମୃତ୍ୟୁବରଣ କରିଛନ୍ତି ବୋଲି ଆଶଙ୍କା କରାଯାଉଛି। ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ୟେଲୋ ସାଗରରେ ବ୍ରିଟିଶ ଏବଂ ଆମେରିକୀୟ...

ସଞ୍ଜୟ ସିଂଙ୍କ ବାସଭବନରେ ଇଡି

ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି (ଏଏପି) ଏମ୍‌ପି ସଞ୍ଜୟ ସିଂଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ପହଞ୍ଚିଛି। ଇଡି ଟିମ ଦ୍ୱାରା ଏଏପି ନେତାଙ୍କ ବାସଭବନରେ ସର୍ଚ୍ଚ ଅପରେଶନ ଚାଲିଛି। ସଞ୍ଜୟ ସିଂ ନିଜେ ଖବରଦାତାମାନଙ୍କୁ ଏ ବିଷୟରେ ସୂଚନା...

ମର୍ମନ୍ତୁଦ ଦୁର୍ଘଟଣା: ବ୍ରିଜ୍‌ରୁ ଖସିଲା ବସ୍‌, ୨୧ ମୃତ

ରୋମ,୪।୧୦: ଇଟାଲୀର ଭେନିସରେ ମଙ୍ଗଳବାର ଏକ ବ୍ରିଜ୍‌ରୁ ଏକ ବସ୍‌ ଖସି ପଡିଛି। ବ୍ରିଜ୍‌ରୁ ଖସିଯିବା ପରେ ବସ୍‌ରେ ନିଆଁ ଲାଗିଯାଇଛି। ଏହି ଦୁର୍ଘଟଣାରେ ଦୁଇ ଶିଶୁ ଏବଂ ବିଦେଶୀ ସମେତ ମୋଟ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri