Tag Archives: Home Middle

ଭାରତ ବିରୋଧରେ ପାକିସ୍ତାନର ୩ ଷଡ଼ଯନ୍ତ୍ର: ଲୁଟ-ସୁନ୍ଦରୀ ଯୁବତୀ-ଆତଙ୍କବାଦ…

ନୂଆଦିଲ୍ଲୀ,୩।୧୦ : କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାକିସ୍ତାନର ଉଦ୍ଦେଶ୍ୟ ବୁଝି ସାରିଛି, କିନ୍ତୁ ନିକଟ ଅତୀତରେ ପାକିସ୍ତାନ ଏଭଳି ପଦକ୍ଷେପ ନେଇଛି ଯାହା ଆଶ୍ଚର୍ଯ୍ୟଜନକ। ଯେତେବେଳେ ପାକିସ୍ତାନ ପାଇଁ ଭାରତ ସୀମା ପାର ହୋଇ ଯୁଦ୍ଧ କରିବା...

ନେପାଳରେ ଭୂମିକମ୍ପ ଝଟ୍‌କା: ୧୧ ଆହତ

କାଠମାଣ୍ଡୁ,୩।୧୦: ଘଣ୍ଟାକରେ ୪ଥର ଝଟ୍‌କାରେ ଥରିଛି ନେପାଳ। ଅଧିକ କ୍ଷତିଗ୍ରସ୍ତ ହୋଇଛି ବଜହାଙ୍ଗ ଅଞ୍ଚଳର ଚେନପୁର। ନେପାଳରେ ଅନୁଭୂତ ହୋଇଥିବା ଭୂମିକମ୍ପରେ ୧୧ଜଣ ଆହତ ହୋଇଥିବା ବଜାଙ୍ଗ ଜିଲ। ପୋଲିସ କାର୍ଯ୍ୟାଳୟ କହିଛି। ନେପାଳର ମନ୍ତ୍ରୀ ରାମ ଆଚାର୍ଯ୍ୟ କହିଛନ୍ତି...

ଏନଡିଏରେ ଯୋଗଦେବାକୁ ଚାହୁଁଥିଲେ କେସିଆର, ଆମେ ମନା କଲୁ: ମୋଦି…

ହାଇଦ୍ରାବାଦ,୩।୧୦ : ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନା ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଏକ ରାଲି କରିଛନ୍ତି। ହାଇଦ୍ରାବାଦରେ ଅନୁଷ୍ଠିତ ରାଲିରେ ପ୍ରଧାନମନ୍ତ୍ରୀ କହିଛନ୍ତି ତେଲଙ୍ଗାନାକୁ ଗୁଜରାଟର ପୁଅ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ସ୍ବାଧୀନତା ପ୍ରଦାନ କରିଥିଲେ। ବର୍ତ୍ତମାନ...

ମହିଳା ଜାଭେଲିନ ଥ୍ରୋରେ ଅନ୍ନୁ ରାନୀଙ୍କୁ ପ୍ରଥମ ସ୍ବର୍ଣ୍ଣ…

ହାଙ୍ଗଝୋ,୩।୧୦ : ପାରୁଲ ଚୌଧୁରୀଙ୍କ ପରେ ଅନ୍ନୁ ରାନୀ ମଧ୍ୟ ଇତିହାସ ସୃଷ୍ଟି କରିଛନ୍ତି। ଏସିଆର ମହିଳା ଜାଭେଲିନ ଥ୍ରୋ ଇଭେଣ୍ଟରେ ଅନ୍ନ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ତାଙ୍କର ଚତୁର୍ଥ ପ୍ରୟାସରେ, ସେ ଏକ ସର୍ବୋତ୍ତମ ପ୍ରଦର୍ଶନ କରିଛନ୍ତି। ସେ...

ପଞ୍ଜାବରେ ବଢୁଛି ଋଣ, ମୋଦିଙ୍କୁ ମନାଇବା ପାଇଁ ରାଜ୍ୟପାଳଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମାନ…

ଚଣ୍ଡିଗଡ଼,୩।୧୦ : ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ସ୍ବୀକାର କରିଛନ୍ତି ତାଙ୍କ ସରକାର ରାଜ୍ୟ ଉପରେ ଋଣ ଭାର ବଢ଼ାଇ ଦେଇଛନ୍ତି । ତାଙ୍କ କାର୍ଯ୍ୟକାଳର ୧୮ ମାସ ମଧ୍ୟରେ ୪୭,୧୦୭ କୋଟି ଟଙ୍କାର ଋଣ ଗ୍ରହଣ ହୋଇଛି। ରାଜ୍ୟପାଳ...

ଭାରତ-କାନାଡା ବିବାଦ: ୪୧କୂଟନୀତିଜ୍ଞଙ୍କୁ କାନାଡା ଛାଡିବାକୁ ଦେଲା ନିର୍ଦ୍ଦେଶ

ଅଟାଓ୍ବା/ନୂଆଦିଲ୍ଲୀ,୩।୧୦: ଭାରତ ଏବଂ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ବିବାଦ ସମାଧାନ ହେବା ବଦଳରେ ଦିନକୁ ଦିନ ଘନେଇବାରେ ଲାଗିଛି। ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରି କାନାଡାରୁ ୪୧ କୂଟନୀତିଜ୍ଞଙ୍କୁ ଅକ୍ଟୋବର ୧୦ ସୁଦ୍ଧା ଦେଶ ଛାଡିବାକୁ ନିର୍ଦ୍ଦେଶ...

ବାଂଲାଦେଶରେ ଡେଙ୍ଗୁ ମୃତ୍ୟୁ ୧୦୦୦ ଟପିଲା…

ଢାକା,୩।୧୦ : ବାଂଲାଦେଶରେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଛି। ଏଠାରେ ଚଳିତ ବର୍ଷ ଡେଙ୍ଗୁରେ ୧୦୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଦୁଇ ଲକ୍ଷରୁ ଅଧିକ ଲୋକ ଏହା ସଂକ୍ରମିତ ହୋଇଛନ୍ତି। ଅଲ ଜଜିରା ରିପୋର୍ଟ ଅନୁଯାୟୀ,...

ଭାରତର ବିକାଶ ହାର ୬.୩ ପ୍ରତିଶତ ଆକଳନ କଲା ବିଶ୍ୱବ୍ୟାଙ୍କ…

ନୂଆଦିଲ୍ଲୀ,୩।୧୦ : ଭାରତୀୟ ଅର୍ଥନୀତି ବିଷୟରେ ଏକ ଖୁସି ଖବର ଆସିଛି। ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୬.୩ ପ୍ରତିଶତ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି। ବିଶ୍ୱ ଅଥନୈତିକ ଚାପ ସତ୍ତ୍ୱେ ଭାରତର ଅଭିବୃଦ୍ଧି ହାର ଦ୍ରୁତ...

କଳ୍ପନା ଚାଓ୍ବଲାଙ୍କ ପିତାଙ୍କ ପରଲୋକ…

ଚଣ୍ଡିଗଡ଼,୩।୧୦ : ଭାରତର ପ୍ରଥମ ମହିଳା ମହାକାଶଚାରୀ ସ୍ବର୍ଗତ କଳ୍ପନା ଚାୱଲାଙ୍କ ପିତା ବନାରସୀ ଲାଲ ଚାୱଲାଙ୍କର ମଙ୍ଗଳବାର ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ବନାରସୀ ଲାଲ ଚାୱଲାଙ୍କୁ ଚିକିତ୍ସା ଲାଗି ହରିୟାଣାର କର୍ନାଲର ଏକ ଘରୋଇ ଡାକ୍ତରଖାନାରେ...

ପ୍ରତିଶ୍ରୁତି ଦେଇ ହରଡ଼ଘଣାରେ ନୀତୀଶ: ବିହାରରେ ମୁସଲମାନ ମୁଖ୍ୟମନ୍ତ୍ରୀ ନେଇ ଦାବି ତେଜିଲା…

ପାଟନା,୩।୧୦ : ବିହାରରେ ଜାତିଗତ ଜନଗଣନା ରିପୋର୍ଟ ପ୍ରକାଶ ପାଇଛି। ବର୍ତ୍ତମାନ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଛି। ବିହାରର ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ପ୍ରକାଶିତ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଅନ୍ୟାନ୍ୟ ପଛୁଆ ବର୍ଗ ରାଜ୍ୟ ଜନସଂଖ୍ୟାର...

ସଂଖ୍ୟାଲଘୁ ସଂସ୍ଥାରେ ଏସସି/ଏସଟି- ଓବିସିଙ୍କ ପାଇଁ ସଂରକ୍ଷଣ ନାହିଁ: ହାଇକୋର୍ଟ…

ଚେନ୍ନାଇ,୩।୧୦ : ଧାର୍ମିକ ତଥା ଭାଷାଭାଷୀ ସଂଖ୍ୟାଲଘୁ ଗୋଷ୍ଠୀ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନଗୁଡିକ ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଛାତ୍ରୀଛାତ୍ରମାନଙ୍କ ପାଇଁ ସଂରକ୍ଷଣ କୋଟା ଲାଗୁ କରିବା ବାଧ୍ୟତାମୂଳକ ନୁହେଁ...

ଥରିଲା ନେପାଳ: ୧ଘଣ୍ଟାରେ ୪ଥର ଭୂକମ୍ପ ଝଟ୍‌କା, ଭୁଶୁଡି ପଡିଲା ଅନେକ ଘର, ସ୍କୁଲ କୋଠା

କାଠମାଣ୍ଡୁ,୩।୧୦: ନେପାଳରେ ଅପରାହ୍ନରେ ୬.୩ ତୀବ୍ରତାର ଭୂମିକମ୍ପ ହୋଇଛି। ମଙ୍ଗଳବାର ଗୋଟିଏ ଘଣ୍ଟା ଭିତରେ ୪ଥର ଭୂକମ୍ପ ଝଟ୍‌କା ଲାଗିଛି। ନେପାଳରେ ଘଟିଥିବା ଭୂମିକମ୍ପ ଯୋଗୁଁ ଚେନପୁର ଅଞ୍ଚଳରେ ଅନେକ ଘର ଭୁଶୁଡ଼ି ପଡ଼ିଛି। ଭୂସ୍ଖଳନ ହେତୁ ବଜହାଙ୍ଗ ଅଞ୍ଚଳ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri