Tag Archives: Home Middle

ଅଦିତି ଅଶୋକ ଏସୀୟ ଗେମ୍ସରେ ଇତିହାସ ସୃଷ୍ଟି କଲେ ଇତିହାସ: ପାଲଟିଲେ ଗଲ୍ଫରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା…

ହାଙ୍ଗଝୋ,୧।୧୦ : ଭାରତର ତାରକା ମହିଳା ଗଲ୍ଫର୍‌ ଅଦିତି ଅଶୋକ ଏସୀୟ ଗେମ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ରବିବାର ସେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଅଦିତି ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳି ଯିଏକି ଏସୀୟ...

ସଂସଦରେ ଶଟଡାଉନ ଉପରେ ଭୋଟିଂ ପୂର୍ବରୁ ସାଂସଦ ଦବାଇଲେ ଫାୟାର ଆଲାର୍ମ, ସୃଷ୍ଟି ହେଲା ଭୟର ବାତାବରଣ

ଓ୍ବାଶିଂଟନ,୧।୧୦: ଆମେରିକାର ପ୍ରତିନିଧି ସଭାର ସଦସ୍ୟ ତଥା ଡେମୋକ୍ରାଟିକ ସାଂସଦ ଜମାଲ ବୋମନ ଶନିବାର ସରକାରୀ ଅର୍ଥ ବିଲ ଉପରେ ଭୋଟ ଦେବାର କିଛି ସମୟ ପୂର୍ବରୁ କାନନ ହାଉସ ଅଫିସ ବିଲ୍ଡିଂରେ ଫାୟାର ଆଲାର୍ମ ବଜାଇଥିଲେ, ଏହାପରେ ବୋମନଙ୍କ...

ଭାରତ-ବାଂଲାଦେଶ ମଧ୍ୟରେ ଜେଡବ୍ଲ୍ୟୁଜିର ୧୫ତମ ବୈଠକ

ନୂଆଦିଲ୍ଲୀ/ଢାକା,୧ା୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୧୫ତମ ଜେଡବ୍ଲ୍ୟୁଜି ବୈଠକ ବନ୍ଦର ପ୍ରତିବନ୍ଧକକୁ ହଟାଇବା, ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ)ର ଶୁଭାରମ୍ଭ, ମାନାଙ୍କ ପାରସ୍ପରିକ ସ୍ବୀକୃତି, ବାଂଲାଦେଶକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସଡ଼କ ଏବଂ ରେଳ ଭିତ୍ତିଭୂମି ବିକାଶ...

ସ୍ବଚ୍ଛତା ଅଭିଯାନରେ ସାମିଲ ହେଲେ ଭାଜପା ନେତା…

ନୂଆଦିଲ୍ଲୀ,୧।୧୦ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜନ୍ମ ବାର୍ଷିକୀ ପୂର୍ବରୁ ସାରା ଦେଶରେ ସ୍ବଚ୍ଛତା ଅଭିଯାନ ଜାରି ରହିଛି। ସ୍ବଚ୍ଛତା ଅଭିଯାନରେ ଭାଗ ନେବାକୁ ମନ୍ତ୍ରୀ, ନେତା ଏବଂ ସାଧାରଣ ଲୋକ ସକାଳୁ ଉତ୍ସାହର ସହିତ ଆଗକୁ...

ତୁର୍କୀରେ ବିସ୍ଫୋରଣ: ୨ ପୋଲିସ କର୍ମଚାରୀ ଆହତ

ଆଙ୍କାରା,୧ା୧୦: ତୁର୍କୀର ରାଜଧାନୀ ଆଙ୍କାରାଠାରେ ରବିବାର ଖୁବ୍‌ ଜୋରରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। କିଛି ରିପୋର୍ଟରେ କୁହାଯାଇଛି, ଏହି ବିସ୍ଫୋରଣ ପରେ ଗୁଳି ବିନିମୟ ହୋଇଥିଲା। ତୁର୍କୀ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଆଙ୍କାରାର ରାଜଧାନୀରେ ଥିବା ଏକ ବିଲ୍ଡିଂରେ...

ରାହୁଲ କେବଳ ମିଛ କହିଲେ: ଶିବରାଜ…

ଭୋପାଳ,୧।୧୦ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ନିର୍ବାଚନରାଲିରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ତାଙ୍କମିଥ୍ୟା ବିବୃତ୍ତି ନେଇ କଡ଼ା ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ଶିବରାଜ ନିଜର ଅସନ୍ତୋଷ ବ୍ୟକ୍ତ...

ପଶ୍ଚିମବଙ୍ଗରେ ଏଏପି-ଟିଏମସିର ବିରୋଧ ଯାତ୍ରା, ମନରେଗା ପ୍ରସଙ୍ଗ ନେଇ ଦାବି…

କୋଲକାତା,୧।୧୦ : ପଶ୍ଚିମବଙ୍ଗର ଆମ ଆଦମୀ ପାର୍ଟି (ଏଏପି) ଏକ ପ୍ରମୁଖ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ହେଉଛି। ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ପାଣ୍ଠି ରାଜ୍ୟକୁ ଛାଡିବାରେ ବିଳମ୍ବ ହୋଇଛି। ଏହାର ଜବାବା...

ମୋଦିଙ୍କ ନିର୍ବାଚନ ପ୍ରଚାରର ନୂଆ ଷ୍ଟାଇଲ

ନୂଆଦିଲ୍ଲୀ,୧।୧୦: ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ପାଞ୍ଚଟି ରାଜ୍ୟ (ମଧ୍ୟପ୍ରଦେଶ, ଛତିଶଗଡ, ତେଲଙ୍ଗାନା, ରାଜସ୍ଥାନ ଏବଂ ମିଜୋରାମ) ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ରାଜନୈତିକ ଦଳ ଏ ସମ୍ପର୍କରେ ପ୍ରଚାର ଆରମ୍ଭ କରିଛନ୍ତି। ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ...

ଇଣ୍ଡିଆ ମେଣ୍ଟ ସଙ୍କଟରେ: ସୁପ୍ରିମ୍‌କୋର୍ଟରେ ମୁହାଁମୁହିଁ ୨ ସହଯୋଗୀ…

ନୂଆଦିଲ୍ଲୀ,୧।୧୦ : ଆଗକୁ ୨୦୨୪ ଳୋକସଭା ନିର୍ବାଚନ। ଏଭଳି ସ୍ଥିତିରେ ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକ ଚାଲି ନାହିଁ। ମେଣ୍ଟର ୨ ସହଯୋଗୀ ସୁପ୍ରିମକୋର୍ଟରେ ମୁହାଁମୁହିଁ ହୋଇଛନ୍ତି। ଫଳରେ ମେଣ୍ଟ ସଙ୍କଟରେ ରହିଛି। କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଘୋଷଣା କରିଛନ୍ତି...

‘ଏକ୍ସ’ରୁ ହେଉଛି ୟୁଜରଙ୍କ ମୋହଭଙ୍ଗ, ଲଗାତାର କମୁଛି ବ୍ୟବହାରକାରୀଙ୍କ ସଂଖ୍ୟା,ଗଲେଣି ୩ କୋଟି…

ଓ୍ବାଶିଂଟନ,୧।୧୦ : କୋଟିପତି ଏଲନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ କୁନେଇ ଲୋକମାନେ ନିରାଶ ହୋଇଥିବା ପରି ମନେ ହେଉଛି। ପ୍ଲାଟଫର୍ମ କ୍ରମାଗତ ଭାବରେ ଏହାର ଦୈନିକ ସକ୍ରିୟ ଉପଭୋକ୍ତାମାନଙ୍କୁ ହରାଉଛି। ଏକ୍ସ ସିଇଓ ଲିଣ୍ଡା ୟାକାରିନୋ ମଧ୍ୟ...

ଏସିଆନ ଗେମ୍ସ : ପୁରୁଷ ଶୁଟିଂରେ ଭାରତର ରେକର୍ଡ, ଜିତିଲା ସ୍ବର୍ଣ୍ଣ ପଦକ…

ହାଙ୍ଗଝୋ,୧।୧୦ : ଏସିଆନ ଗେମ୍ସରେ ଶୁଟିଂରେ ଭାରତର ଉତ୍କୃଷ୍ଟ ପ୍ରଦର୍ଶନ ଜାରି ରହିଛି। ଖେଳର ଅଷ୍ଟମ ଦିନରେ ଭାରତ ଗୋଟିଏ ସ୍ବର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଜିତିଛି। ରବିବାର ପୁରୁଷ ଦଳ ସ୍ବର୍ଣ୍ଣ ପଦକକୁ ଟାର୍ଗେଟ କରିଥିଲେ। ଯେଉଁଠାରେ ମହିଳା...

ଦୁର୍ବଳଙ୍କୁ ରକ୍ଷା କରିବା ହିନ୍ଦୁଙ୍କର କର୍ତ୍ତବ୍ୟ: ରାହୁଲ…

ନୂଆଦିଲ୍ଲୀ,୧।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନିରନ୍ତର ଜନସମ୍ପର୍କରେ ନିୟୋଜିତ ଅଛନ୍ତି। ବେଳେବେଳେ ସେ କ୍ଷେତରେ ଧାନ ରୋପଣ କରୁଥିବା ଚାଷୀଙ୍କ ସହିତ ଦେଖାଯାଉଛନ୍ତି ତ ଅନ୍ୟ କେତେବେଳେ ଟ୍ରକ ଡ୍ରାଇଭରମାନଙ୍କ ସହିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri