Tag Archives: Home Middle

ଆଫଗାନିସ୍ତାନ ଦୂତାବାସରେ ସମସ୍ତ କାର୍ଯ୍ୟ ବନ୍ଦ…

ନୂଆଦିଲ୍ଲୀ,୧।୧୦ : ଆଫଗାନିସ୍ତାନ ଦୂତାବାସ ଅକ୍ଟୋବର ୧ ଠାରୁ ଭାରତରେ ଏହାର କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛି। ରବିବାର ଦିନ ଦୂତାବାସ ଦ୍ୱାରା ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ସରକାରଙ୍କ ସମର୍ଥନ ଅଭାବରୁ ଏବଂ ଆଫଗାନିସ୍ତାନର...

ଭାଜପା କରୁଛି ଧ୍ୟାନ ହଟାଇବାର ରାଜନୀତି:ଷ୍ଟାଲିନ…

ଚେନ୍ନାଇ,୧।୧୦ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଭାଜପାକୁ କଡା ସମାଲୋଚନା କରିଛନ୍ତି। ସନାତନ ଧର୍ମ ସମ୍ବନ୍ଧରେ ତାଙ୍କ ପୁଅ ଉଦୟାନିଧି ଷ୍ଟାଲିନ ଦେଇଥିବା ବିବାଦୀୟ ବିବୃତ୍ତି ପରେ ରାଜ୍ୟରେ ସାମ୍ନାକୁ ଆସିଥିବା ସନାତନ ଏବଂ ହିନ୍ଦୁ ଧର୍ମ ବିଷୟରେ...

ବଢ଼ିଲା ଏଲପିଜି ସିଲିଣ୍ଡର ଦାମ: ୨୦୯ ହେଲା ମହଙ୍ଗା…

ନୂଆଦିଲ୍ଲୀ,୧।୧୦ : ରବିବାର ଦିନ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି। ପାର୍ବଣ ଋତୁରେ ଏହି ବୃଦ୍ଧି ସମସ୍ତ ନାଗରିକଙ୍କୁ ପ୍ରଭାବିତ କରିବାକୁ ଯାଉଛି। ତେବେ ବାଣିଜି୍ୟକ ଗ୍ୟାସ ସିଲିଣ୍ଡର ମୂଲ୍ୟରେ ଏହି ବୃଦ୍ଧି ଘଟିଛି। ଯେଉଁଠାରେ ଘରୋଇ ଗ୍ୟାସ...

ଆମେରିକାରେ ଜୟଶଙ୍କର: ଗାନ୍ଧିଜୀଙ୍କ ଭାବନା କାହାକୁ ପଛରେ ଛାଡିବା ନ ଥିଲା…

ଓ୍ବାଶିଂଟନ,୧।୧୦ : ୱାଶିଂଟନରେ ଚାଲିଥିବା ‘କଲର୍ସ ଅଫ ଇଣ୍ଡିଆ’ କାର୍ଯ୍ୟକ୍ରମରେ ବହିର୍ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ ଜୟଶଙ୍କର ମହାତ୍ମା ଗାନ୍ଧୀଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ମହାତ୍ମା ଗାନ୍ଧୀଙ୍କୁ ଜଣେ ଅସାଧାରଣ ବ୍ୟକ୍ତି ଥିଲେ। ତାଙ୍କର ବାର୍ତ୍ତା ସ୍ପଷ୍ଟ ଥିଲା।...

ଆତଙ୍କବାଦ ସମ୍ମୁଖରେ ଅସହାୟ ପାକିସ୍ତାନ: ଆତ୍ମଘାତୀ ଆକ୍ରମଣର ମାଷ୍ଟରମାଇଣ୍ଡ ଚିହ୍ନଟରେ ବିଫଳ, ର‘କୁ କଲା ଦାୟୀ…

ଇସଲାମାବାଦ,୧।୧୦ : ବାଲଚିସ୍ତାନରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ନେଇ ପାକିସ୍ତାନ ଏବେ ଭାରତୀୟ ଗୁପ୍ତଚର ସଂସ୍ଥା ର‘କୁ ଦାୟୀ କରିଛି। ବିସ୍ଫୋରଣର ୨ ଦିନ ବିତିଥିଲେ ମଧ୍ୟ ପାକିସ୍ତାନ ଏହାର ମାଷ୍ଟରମାଇଣ୍ଡ ଚିହ୍ନଟରେ ବିଫଳ ହୋଇଛି। ବାଲୁଚିସ୍ତାନର ମସ୍ତୁଙ୍ଗ ଜିଲାର...

ୟୁକ୍ରେନକୁ ବଡ଼ ଝଟକା: ହ୍ରାସ ପାଇଲା ଆମେରିକା ସହାୟତା…

କିଭ,୧।୧୦: ଅକ୍ଟୋବର ୧ ପୂର୍ବରୁ ସିନେଟରେ ଏହି ଅସ୍ଥାୟୀ ଫଣ୍ଡିଂ ବିଲ ପାରିତ ହୋଇଛି। ଫଳରେ ଶଟଡାଉନ ଆଶଙ୍କା ଆମେରିକାରେ ବର୍ତ୍ତମାନ ଟଳିଛି। ଏଥିରେ ୟୁକ୍ରେନକୁ ସହାୟତା ହ୍ରାସ କରାଯାଇଛି। ଏହା ଦ୍ୱାରା ୟୁକେନ୍‌କୁ ବଡ଼ ଝଟକା ଲାଗିଛି। ଏହି...

ଆମେରିକା ସିନେଟରେ ତରବରିଆ ପାରିତ ହେଲା ଅସ୍ଥାୟୀ ଫଣ୍ଡିଂ ବିଲ୍‌,ଆଇନରେ ପରିଣତ କରିବା ପାଇଁ ବାଇଡେନଙ୍କ ନିକଟକୁ ପଠାଗଲା…

ଓ୍ବାଶିଂଟନ, ୧।୧୦: ଶଟଡାଉନ ଆଶଙ୍କା ଆମେରିକାରେ ବର୍ତ୍ତମାନ ଟଳିଛି। ଅକ୍ଟୋବର ୧ ପୂର୍ବରୁ ସିନେଟରେ ଏହି ଅସ୍ଥାୟୀ ଫଣ୍ଡିଂ ବିଲ ପାରିତ ହୋଇଛି। ଫଳରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାରଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଜେନ୍ସିଗୁଡ଼ିକୁ ଖୋଲା ରଖିବା...

ଆଜି ପ୍ରଧାନମନ୍ତ୍ରୀଙ୍କ ତେଲଙ୍ଗାନା ଗସ୍ତ, ଜନତାକୁ ୧୩ ହଜାର ୫୦୦ କୋଟି ମୂଲ୍ୟ ପ୍ରକଳ୍ପର ଦେବେ ଉପହାର

ନୂଆଦିଲ୍ଲୀ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନା ଗସ୍ତ କରିବେ। ଏଠାରେ ସେ ୧୩ ହଜାର ୫୦୦ କୋଟିରୁ ଅଧିକ ମୂଲ୍ୟର ଅନେକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଲୋକାର୍ପଣ କରିବେ। ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ପକ୍ଷରୁ ଜାରି ଏକ ବିବୃତ୍ତିରେ...

୧୪ ଦିନିଆ ନ୍ୟାୟିକ ହେପାଜତରେ ସୁଖପାଲ ସିଂ

ଚଣ୍ଡିଗଡ,୧।୧୦: ପଞ୍ଜାବର ଫାଜିଲ୍କା ଜିଲାର ଏକ କୋର୍ଟ ଶନିବାର ୨୦୧୫ ଡ୍ରଗ ମାମଲାରେ ଗିରଫ ହୋଇଥିବା କଂଗ୍ରେସ ବିଧାୟକ ସୁଖପାଲ ସିଂ ଖେରାଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇଛନ୍ତି। ଅଧିକାରୀମାନେ କହିଛନ୍ତି, ଶନିବାର ଦୁଇ ଦିନର ପୋଲିସ ହେପାଜତ...

ପୃଥିବୀଠାରୁ ୯.୨ ଲକ୍ଷ ଦୂରରେ ପହଞ୍ଚିଲା ଆଦିତ୍ୟ- ଏଲ୍‌୧

ନୂଆଦିଲ୍ଲୀ,୧।୧୦: ଇସ୍ରୋ ଶନିବାର ଭାରତର ସୂର୍ଯ୍ୟ ମିଶନ ବିଷୟରେ ବଡ ସୂଚନା ଦେଇଛି। ଇସ୍ରୋ ଟୁଇଟ କରି କହିଛି ଯେ, ଆଦିତ୍ୟ- ଏଲ୍‌୧ ମିଶନ ଅଧୀନରେ ପଠାଯାଇଥିବା ମହାକାଶଯାନ ପୃଥିବୀର ପ୍ରଭାବ କ୍ଷେତ୍ରରୁ ସଫଳତାର ସହ ବାହାରି ୯.୨ ଲକ୍ଷ...

ଭାରତକୁ ଖଲିସ୍ତାନୀଙ୍କ ବିରୋଧ ବଢୁଛି

ଲଣ୍ଡନ/ନୂଆଦିଲ୍ଲୀ,୧ା୧୦: ବ୍ରିଟେନ୍‌ରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ବିକ୍ରମ ଦୋରାଇସ୍ବାମୀ ସ୍କଟ୍‌ଲାଣ୍ଡ ଗସ୍ତରେ ଥିବାବେଳେ ତାଙ୍କୁ ସେଠାରେ ଏକ ଗୁରୁଦ୍ୱାରା ପ୍ରବେଶକୁ ଖଲିସ୍ତାନୀ ସପକ୍ଷବାଦୀତତ୍ତ୍ୱ ଅବରୋଧ କରିଛନ୍ତି। ଏନେଇ ଭାରତ ବ୍ରିଟେନ ବହିର୍ବ୍ୟାପାର କାର୍ଯ୍ୟାଳୟରେ ଉଦ୍‌ବେଗ ଜଣାଇଛିି। ଦୋରାଇସ୍ବାମୀ ଶୁକ୍ରବାର ଗ୍ଲାସ୍‌ଗୋସ୍ଥିତ...

କୋଟା କୋଚିଂ ସେଣ୍ଟରରେ ଆତ୍ମହତ୍ୟା ରୋକିବା ପାଇଁ ନୂଆ ନିୟମ: ନବମ ଶ୍ରେଣୀ ପରେ ମିଳିବ ନାମଲେଖା ସୁଯୋଗ…

ଜୟପୁର,୩୦।୯ : ରାଜସ୍ଥାନର କୋଟାର ଏଜୁକେଶନ ହବରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟାରେ ରୋକ ଲଗାଇବା ପାଇଁ ରାଜ୍ୟ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ନୂଆ ନିୟମ ଅନୁଯାୟୀ ଏବେ କୋଚିଂ ସେଣ୍ଟରରେ ନାମ ଲେଖା ନବମ ଶ୍ରେଣୀ ପରେ ହିଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri