Tag Archives: Home Middle

ଖାଦ୍ୟ ପ୍ୟାକ ପାଇଁ ଖବର କାଗଜର ବ୍ୟବହାର କରିପାରେ ଅସୁସ୍ଥ: ଏଫଏସଏସଏଆଇ…

ନୂଆଦିଲ୍ଲୀ,୩୦।୯ : ଖାଦ୍ୟ ସାମଗ୍ରୀ ପ୍ୟାକ କରିବା ପାଇଁ ଖବରକାଗଜ ବ୍ୟବହାର କରିବା ବିପଜ୍ଜନକ।ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (ଏଫଏସଏସଏଆଇ) ପକ୍ଷରୁ ଖାଦ୍ୟ ବିକ୍ରେତା ଏବଂ ଗ୍ରାହକଙ୍କୁ ଖାଦ୍ୟ ସାମଗ୍ରୀର ପ୍ୟାକ, ସେବା ଏବଂ ସଂରକ୍ଷଣ...

ତେଲ ପାଇପ୍‌ଲାଇନ୍‌ରେ ବଡ଼ଧରଣର ଅଗ୍ନିକାଣ୍ଡ, ୩ ଆହତ

କିଭ୍‌,୩୦ା୯: ପଶ୍ଚିମ ୟୁକ୍ରେନର ତେଲ ପାଇପ୍‌ଲାଇନ୍‌ରେ ବଡ଼ଧରରଣ ଅଗ୍ନିକାଣ୍ଡ ଘଟିଛି। ପଶ୍ଚିମ ୟୁକ୍ରେନ ଇଭାନୋ-ଫ୍ରାଙ୍କିଭସ୍କର ଥିବା ତେଲ ପାଇପ୍‌ଲାଇନ୍‌ରେ ଏହି ଅଗ୍ନିକାଣ୍ଡ ଘଟି ୩ ଜଣ ଆହତ ହୋଇଛନ୍ତି ବୋଲି ଜରୁରୀକାଳିନ ସେବାପକ୍ଷରୁ ଶନିବାର କୁହାଯାଇଛି। ସୋସିଆଲ ମିଡିଆରେ ଶେୟାର...

୧୦ ହଜାର ମିଟର ଦୌଡରେ ଭାରତକୁ ରୋପ୍ୟ-ବ୍ରୋଞ୍ଜ ପଦକ…

ହାଙ୍ଗଝୋ,୩୦।୯ : ଏସିଆନ ଗେମ-୨୦୨୩ରେ ଭାରକ ୧୦ ହଜାର ମିଟର ଦୌଡରେ ୨ଟି ପଦକ ହାସଲ କରିଛି। ଭାରତ ପାଇଁ କାର୍ତ୍ତିକ କୁମାର ୨୮:୧୫:୩୮ ଟାଇମିଂରେ ରୌପ୍ୟ ପଦକ ଜିତିଥିବାବେଳେ ଗୁଲବୀର ସିଂ ୨୮:୧୭:୨୧ ଟାଇମିଂରେ ବ୍ରୋଞ୍ଜ ପଦକ ଜିତିଛନ୍ତି।...

ଏସିଆନ ଗେମ୍‌: ହକିରେ ପାକିସ୍ତାନକୁ ପରାଜିତ କଲା ଭାରତ…

ହାଙ୍ଗଝୋ,୩୦।୯ : ଏସିଆନ ଗେମ-୨୦୨୩ରେ ହକିରେ ପାକିସ୍ତାନକୁ ଭାରତ ଧୁଳି ଚଟାଇଛି। ଭାରତ ୧୦-୨ରେ ବିଜୟ ଲାଭ କରିଛି। ପ୍ରଥମାର୍ଦ୍ଧରେ ଭାରତ ୪ ଗୋଲ କରିଥିଲା। ଏହା ପରେ ଦ୍ୱିତୀୟାର୍ଦ୍ଧରେ ଭାରତ ୬ ଗୋଲ ସ୍କୋର କରିଥିଲା। ପ୍ରଥମାର୍ଦ୍ଧରେ ପାକିସ୍ତାନ...

ଇତିହାସରେ ପ୍ରଥମ: ଆମେରିକାର ଲୋକ ସଭା କାର୍ଯ୍ୟ ଗୁରୁବାଣୀରୁ ଆରମ୍ଭ

ଓ୍ବାଶିଂଟନ,୩୦ା୯: ଇତିହାସରେ ପ୍ରଥମ ଥର ପାଇଁ ଆମେରିକାର ଲୋକ ସଭାର ପ୍ରକ୍ରିୟା ଗୁରୁବାଣୀରୁ ଆରମ୍ଭ ହୋଇଛି। ଭାରତୀୟ ମୂଳ ସାଂସଦ ହିନ୍ଦୁ ‘କକ୍‌ସ’ ଗଠନ କରିଥିଲେ। ଆମେରିକାର ସଂସଦ ଇତିହାସରେ ପ୍ରଥମଥର ପାଇଁ ଶିଖ୍‌ ପ୍ରାର୍ଥନା ଗୁରୁବାଣୀ ସହ ସଂସଦର...

ମଣିପୁର ସରକାରଙ୍କ ବିଫଳତା ନେଇ ଲୋକେ ଅସନ୍ତୁଷ୍ଟ: ନଡ୍ଡାଙ୍କୁ ଚିଠି ଲେଖିଲେ ଭାଜପା ନେତା…

ଇମ୍ଫାଲ,୩୦।୯ : ଭାରତୀୟ ଜନତା ପାର୍ଟିର ମଣିପୁର ୟୁନିଟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ୟୁନିଟ  କହିଛି ଜାତି ବିବାଦକୁ ରୋକିବାରେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ବିଫଳ ହୋଇଛନ୍ତି, ଯେଉଁ କାରଣରୁ ଲୋକମାନେ ଅସନ୍ତୁଷ୍ଟ...

ଶେଷ ହେଲା ମୌସୁମୀ: ସାମାନ୍ୟ ବର୍ଷା କହିଲା ପାଣିପାଗ ବିଭାଗ…

ନୂଆଦିଲ୍ଲୀ,୩୦।୯ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର କହିଛି ସାଧାରଣ ବୃଷ୍ଟିପାତ ସହିତ ଭାରତରେ ଚାରି ମାସର ମୌସୁମୀ ଋତୁ ଶେଷ ହୋଇଛି। ବିଭାଗର ସୂଚନାନୁସାରେ,ଦୀର୍ଘକାଳୀନ ହାରାହାରି ବୃଷ୍ଟିପାତ ୮୮.୬ ମିଲିମିଟର ଥିବାବେଳେ ଚଳିତ ଥର ଏହା ସାମାନ୍ୟ...

ସିଫର ମାମଲାରେ ଇମ୍ରାନ ଦୋଷୀ ସାବ୍ୟସ୍ତ…

ଇସଲାମାବାଦ,୩୦।୯ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ ପାର୍ଟି ମୁଖ୍ୟ ଇମ୍ରାନ ଖାନ ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ଶାହ ମହମୁଦ କୁରେଶୀଙ୍କୁ ସିଫର ମାମଲାରେ ଦେଶର ସର୍ବୋଚ୍ଚ ଅନୁସନ୍ଧାନକାରୀ ସଂସ୍ଥା ଏଫଆଇଏ ଦୋଷୀ ସାବ୍ୟସ୍ତ କରିଛି। ନ୍ୟୁଜ...

ରାଜସ୍ଥାନ-ମଧ୍ୟପ୍ରଦେଶ-ଛତିଶଗଡ଼ରେ ସରକାର ଗଠନ କରିବ ଭାଜପା:ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ…

ଚିତ୍ରକୂଟ,୩୦।୯ : ପୁଣିଥରେ ଚିତ୍ରକୂଟର ତୁଳସୀ ପୀଠାଧିଶ୍ୱର ପଦ୍ମବିଭୂଷଣ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟ ଭବିଷ୍ୟବାଣୀ କରିଛନ୍ତି। ଏଥର ୩ଟି ରାଜ୍ୟ ପାଇଁ ଜଗଦଗୁରୁ ରାମଭଦ୍ରାଚାର୍ଯ୍ୟଙ୍କ ପକ୍ଷରୁ ଭବିଷ୍ୟବାଣୀ କରାଯାଇଛି। ମଧ୍ୟପ୍ରଦେଶର ରାଜସ୍ଥାନ, ଛତିଶଗଡ ପାଇଁ ସେ କହିଛନ୍ତି ଏଥର ଭାଜପା ସରକାର...

କୈଳାସ ବିଜୟଭର୍ଗୀୟଙ୍କ ଗୀତରେ ନାଚିଲେ କଂଗ୍ରେସ କର୍ମୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ଇନ୍ଦୋର,୩୦।୯ : ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଆକର୍ଷଣୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ କଂଗ୍ରେସ କର୍ମୀମାନେ ଭାଜପା ନେତାଙ୍କ ଗୀତରେ ମନ ଭରି ନାଚିଛନ୍ତି। ଏହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ, ଗଣେଶ ମୂର୍ତ୍ତି...

ତୁର୍କୀରେ ପ୍ରଥମ ଫିଲ୍ମ ମହୋତ୍ସବ ବାତିଲ

ଆଙ୍କାରା,୩୦ା୯: ତୁର୍କୀରେ ପ୍ରଥମ ଫିଲ୍ମ ମହୋତ୍ସବ ବାତିଲ କରିବାକୁ ଆଣ୍ଟାଲିଆ ମେୟର ମୁହିଟିନ ବୋକେକ୍‌ ଘୋଷଣା କରିଛନ୍ତି। ୨୦୧୬ ପୁଲଓ୍ବାମା ଆକ୍ରମଣ ପରେ ରାଜନୈତିକ ଦୃଷ୍ଟିରୁ ସମ୍ବେଦନଶୀଳ ଡକ୍ୟୁମେଣ୍ଟାରୀକୁ ନେଇ ବିବାଦ ମଧ୍ୟରେ ତୁର୍କୀର ସର୍ବ ପୁରାତନ ଫିଲ୍ମ ମହୋତ୍ସବକୁ...

ସରକାର ଜନତାଙ୍କ ପାଇଁ ହେବା ଜରୁରୀ, ଜଣେ ଦୁଇ ଜଣ ଶିଳ୍ପପତିଙ୍କ ଲାଗି ନୁହେଁ: ରାହୁଲ…

ଭୋପାଳ,୩୦।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶନିବାର ମଧ୍ୟପ୍ରଦେଶର ଶାଜାପୁର ଜିଲାର କାଲାପିପାଲ ବିଧାନସଭା ନିର୍ବାଚନମଣ୍ଡଳୀରେ ପୋଲାଇକାଲାରେ ପହଞ୍ଚି ସେଠାରେ ଦୁର୍ନୀତି ପ୍ରସଙ୍ଗରେ ରାଜ୍ୟ ଭାଜପା ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମଧ୍ୟପ୍ରଦେଶ ହେଉଛି ଦେଶରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri