Tag Archives: Home Middle

ଆମେରିକା ଶଟ୍‌ଡାଉନ୍‌ ହେବା ପଛରେ ରହିଛି ଏହି କାରଣ

ଓ୍ବାଶିଂଟନ,୩୦ା୯: ଆମେରିକା ଶଟ୍‌ଡାଉନ୍‌ ହେବାକୁ ଯାଉଛି। ଶନିବାର ରାତିରୁ ଏହି ଶଟ୍‌ଡାଉନ୍‌ ଲାଗୁ କରାଯିବ। ତେବେ କେଉଁ କାରଣ ପାଇଁ ଏହି ଶଟ୍‌ଡାଉନ୍‌ ହେବ ଏବଂ କେତେଦିନ ପର୍ଯ୍ୟନ୍ତ ବଳବତ୍ତର ରହିବ ସେନେଇ ସୂଚନା ମିଳିଛି। ଏକ ରିପୋର୍ଟ ଅନୁଯାୟୀ,...

କିଏ ଅସଲି ନିଏ ନକଲି ଶିବସେନା: ଶିବାଜୀ ପାର୍କରେ ଦଶହରା ରାଲି ଅନୁମତି ପାଇଁ ଶିନ୍ଦେ-ିଉଦ୍ଧବ ମୁହାଁମୁହିଁ…

ମୁମ୍ବାଇ,୩୦।୯ : ମହାରାଷ୍ଟ୍ରରେ ପୁଣି ଗତ ବର୍ଷ ଭଳି ରାଜନୈତିକ ବିବାଦର ପୁନରାବୃତ୍ତି ହୋଇଛି। ଶିବସେନାର ଦୁଇ ପ୍ରତିଦ୍ୱନ୍ଦ୍ୱୀ ଗୋଷ୍ଠୀ ଅକ୍ଟୋବର ୨୪ ରେ ମୁମ୍ବାଇର ଶିବାଜୀ ପାର୍କରେ ଦଳର ଦଶହରା ରାଲି ଆୟୋଜନ କରିବାକୁ ଅନୁମତି ମାଗିଛନ୍ତି। ୧୯୬୬ମସିହାରେ...

ବିଏସଏଫକୁ ସଫଳତା: ଭାରତ-ବାଂଲାଦେଶ ସୀମାରେ ବହୁ ଅସ୍ତ୍ରଶସ୍ତ୍ର ଜବତ…

କୋଲକାତା,୩୦।୯ : ଶନିବାର ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ବିଏସଏଫର ୬୮ ବାଟାଲିୟନର ଯବାନମାନେ ଦକ୍ଷିଣ ପଣ୍ଚିମବଙ୍ଗର ସୀମାନ୍ତ ଅନ୍ତର୍ଗତ ଉତ୍ତର ୨୪ ପରଗଣା ଜିଲାର ସୀମା ଆଉଟପୋଷ୍ଟ ମଧୁପୁରଠାରେ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣକୁ ପଣ୍ଡ କରିଛନ୍ତି। ବିଏସଏଫ ଚାରିଟି ବିଦେଶୀ...

‘ନମାଜ ପଢିବାର ଅଛି ତେବେ ମସଜିଦ ଯାଆନ୍ତୁ’, ଏୟାପୋର୍ଟରେ ପୃଥକ କୋଠରୀ ଦାବି ନେଇ ଅସନ୍ତୋଷ ହେଲେ ହାଇକୋର୍ଟ

ନୂଆଦିଲ୍ଲୀ,୩୦।୯: ବିମାନବନ୍ଦରରେ ନମାଜ ପଢିବା ପାଇଁ ପୃଥକ କୋଠରୀ ଯୋଗାଇ ଦେବାକୁ ଆବେଦନ ହୋଇଥିବା ଯାଚିକାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଗୁଆହାଟି ହାଇକୋର୍ଟ। କୋର୍ଟ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ନମାଜ ପଢିବା ପାଇଁ ମସଜିଦ ଅଛି ଆବେଦନକାରୀ ସେଠାକୁ ଯିବା...

ଆସନ୍ତାକାଲି ଠାରୁ ବିଦେଶ ଯାତ୍ରା ହେବ ମହଙ୍ଗା

ନୂଆଦିଲ୍ଲୀ,୩୦।୯: ବିଦେଶ ଯାତ୍ରା ପାଇଁ ପ୍ଲାନିଂ କରୁଛନ୍ତି କି? ଅକ୍ଟୋବର ୧ ଅର୍ଥାତ୍‌ ଆସନ୍ତାକାଲିଠାରୁ ବିଦେଶ ଯାତ୍ରା ମହଙ୍ଗା ହେବାକୁ ଯାଉଛି। ରବିବାର ଠାରୁ ବିଦେଶୀ ଟୁର୍‌ ପ୍ୟାକେଜ ମହଙ୍ଗା ହେବାକୁ ଯାଉଛି । ବିଦେଶ ଯାତ୍ରା ପାଇଁ ୭ଲ୪ଣୁ...

ରୋଜ କିସମର ପିଆଜରେ ରପ୍ତାନୀ ଶୁଳ୍କ ହଟାଇଲେ ସରକାର

ନୂଆଦିଲ୍ଲୀ,୩୦।୯: ପିଆଜ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ରୋଜ କିସମର ପିଆଜ ଉପରେ ରପ୍ତାନି ଶୁଳ୍କ ହଟାଇ ଦେଇଛନ୍ତି ଭାରତ ସରକାର। ଏହି ପଦକ୍ଷେପରେ ଏକ ଲକ୍ଷ ପିଆଜ ଚାଷୀ ଲାଭବାନ ହେବେ। ଏହାଦ୍ୱାରା...

ସ୍କ୍ବାଶରେ ପାକିସ୍ତାନକୁ ହରାଇ ସ୍ବର୍ଣ୍ଣ ପଦକ ଜିତିଲା ଭାରତ…

ହାଙ୍ଗଝୋ,୩୦।୯ : ଏସିଆନ ଗେମ୍ସ ୨୦୨୩ ରେ ଭାରତ ଦଶମ ସ୍ବର୍ଣ୍ଣ ପଦକ ଜିତିଛି। ପାକିସ୍ତାନ ସହ ଖେଳାଯାଇଥିବା ସ୍କ୍ବାଶର ଫାଇନାଲ ମ୍ୟାଚରେ ଭାରତ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସୌରଭ ଘୋଷାଲ, ଅଭୟ ସିଂ ଏବଂ ମହେଶ ମଙ୍ଗାଭଙ୍କରଙ୍କ ଭାରତୀୟ...

୨ହଜାର ଟଙ୍କା ବଦଳାଇବା ପାଇଁ ବଢାଯିବନି ସମୟ ସୀମା:ଆରବିଆଇ

ନୂଆଦିଲ୍ଲୀ,୩୦।୯: ୨ହଜାର ବଦଳାଇବା ନେଇ ବଡ ଖବର ଆସିଛି। ନୋଟ ବଦଳାଇବା ସମୟସୀମା ଉପରେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ରତିକ୍ରିୟା ଦେଇଛି। ଆରବିଆଇ କହିଛି, ୨ହଜାର ଟଙ୍କା ନୋଟ ବଦଳାଇବାର ଶେଷ ତାରିଖ ୩୦ ସେପ୍ଟେମ୍ବର ଅର୍ଥାତ୍‌ ଆଜି...

ଜାପାନ ପୁଣି ଛାଡିବ ଫୁକୁଶିମା ଆଣବିକ କାରଖାନା ବର୍ଜ୍ୟ ଜଳ: ଚାଇନା ସମେତ ଅନ୍ୟ ପଡୋଶୀ ଜଣାଇଲେ ଆପତ୍ତି…

ଟୋକିଓ,୩୦।୯ : ଜାପାନ ପୁଣି ଥରେ ରେଡିଓଆକ୍ଟିଭ ଜଳ ସମୁଦ୍ରକୁ ଛାଡ଼ିବାକୁ କରିବାକୁ ଯାଉଛି। ଯେଉଁଥିପାଇଁ ଚାଇନା ସମେତ ଅନେକ ପଡୋଶୀ ଦେଶ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କିନ୍ତୁ ଜାପାନ ଦାବି କରିଛି ଏହି ଜଳ ସଂପୂର୍ଣ୍ଣ ପରିଷ୍କାର ଏବଂ...

ଲିପଷ୍ଟିକ ଲଗାଇଥିଲେ, ବବକଟ ଚୁଟି ରଖିଥିଲେ ମିଳିବ ମହିଳା ସଂରକ୍ଷଣ ବିଲ୍‌ର ଲାଭ: ଆରଜେଡି ନେତା ସିଦ୍ଦିକିଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୩୦।୯: ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ବରିଷ୍ଠ ଆରଜେଡି ନେତା ଅବଦୁଲ ବାରୀ ସିଦ୍ଦିକିଙ୍କ ବିବୃତ୍ତି ପରେ ଜାତୀୟ ରାଜନୀତିରେ ବିବାଦ ଦେଖାଦେଇଛି। ଲିପଷ୍ଟିକ ଲଗାଇଥିବା ଓ ବବକଟ ଚୁଟି ରଖିଥିଲେ ମହିଳାଙ୍କୁ ସଂରକ୍ଷଣ ମିଳିପାରିବ ବୋଲି ସିଦ୍ଦିକି କହିଛନ୍ତି।...

ଜେଡିୟୁ ଘର କଳି ପଦାରେ: ଲଲନ-ଅଶୋକ ମୁହାଁମୁହିଁ…

ପାଟନା,୩୦।୯ : ଜେଡିୟୁରେ ସବୁକିଛି ଠିକ ଚାଲିନାହିଁ, ଲଲନ ସିଂ ଏବଂ ଅଶୋକ ଚୌଧୁରୀଙ୍କ ମଧ୍ୟରେ ପାରସ୍ପରିକ ବିବାଦ କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଜେଡିୟୁ ଘର କଳି ପଦାରେ ପଡ଼ିବା ପରେ ଭାଜପା ପକ୍ଷରୁ ଆରଜେଡି ଏବଂ ଜେଡିୟୁକୁ...

ସେନାରେ ଖୁବ୍‌ଶୀଘ୍ର ନିୟୋଜନ ହେବ ୟୁଜିଭି, ସୀମାରେ ଶତ୍ରୁଙ୍କ ଉପରେ ରଖିବ ନଜର

ନୂଆଦିଲ୍ଲୀ,୩୦।୯: ଭାରତୀୟ ସେନାରେ ନିୟୋଜିତ ହେବାକୁ ଯାଉଛି ସ୍ବୟଂ ଚାଳିତ ଏପରି ଏକ ଯାନ ଯାହା ସୀମାବର୍ତ୍ତୀ ଇଲାକାରେ ନଜର ରଖିବ। ସ୍ବତନ୍ତ୍ର ଓ ଆଧୁନିକ ଯନ୍ତ୍ରପାତି ସହିତ ସଜ୍ଜିତ ଏହି ମାନବ ବିହୀନ ଗ୍ରାଉଣ୍ଡ ଯାନ (ୟୁଜିଭି) ଶୀଘ୍ର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri