Tag Archives: Home Middle

ଏସିଆନ ଗେମ୍ସ ୨୦୨୩: ଟେବୁଲ ଟେନିସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଲେ ରୋହନ -ଋତୁଜାଙ୍କ ଯୋଡି…

ହାଙ୍ଗଝୋ,୩୦।୯ : ଏସିଆନ ଗେମ୍ସ ୨୦୨୩ରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ ମିଳିଛି। ଟେବୁଲ ଟେନିସରେ ରୋହନ ବୋପାନ୍ନା ଏବଂ ଋତୁଜା ଭୋସଲେଙ୍କ ଯୋଡି ମିଶ୍ରିତ ଡବଲ୍ସ ଇଭେଣ୍ଟରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଛନ୍ତି। ଭାରତୀୟ ଯୋଡି ଫାଇନାଲରେ...

ଉଦ୍ଧବ ସମର୍ଥକଙ୍କ ସହ ମେଣ୍ଟ କରିବାକୁ ଚାହୁନି କଂଗ୍ରେସ: ପ୍ରକାଶ ଆମ୍ବେଡକର

ନୂଆଦିଲ୍ଲୀ,୩୦।୯: ୨୦୨୪ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତ ହେଉଛନ୍ତି ବଞ୍ଚିତ ବହୁଜନ ଅଗାଡି(ଭିବିଏ)। ନିର୍ବାଚନରେ ୪୮ଟି ଲୋକସଭା ଆସନରେ ବିବିଏ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ସଭାପତି ପ୍ରକାଶ ଆମ୍ବେଡକର ଘୋଷଣା କରିଛନ୍ତି। ଦଳ ନିର୍ବାଚନରେ ଏକାକୀ ଲଢିବ ଓ...

ମୁଖ୍ୟମନ୍ତ୍ରୀ ବିରେନ ସିଂଙ୍କୁ ଶୀଘ୍ର ହଟାଯାଉ: ସିବଲ…

ନୂଆଦିଲ୍ଲୀ,୩୦।୯ : ମଣିପୁରର ପରିସ୍ଥିତି ସମ୍ପର୍କରେ ରାଜ୍ୟସଭା ସାଂସଦ କପିଲ ସିବଲ ଶନିବାର କେନ୍ଦ୍ରକୁ ଟାର୍ଗେଟ କରି କହିଛନ୍ତି ଭାଜପା ଏକ ବେପରୁଆ ସରକାର। ସେ କହିଛନ୍ତି ଯେ କେନ୍ଦ୍ର ତୁରନ୍ତ ମୁଖ୍ୟମନ୍ତ୍ରୀ ଏନ। ବିରେନ ସିଂଙ୍କୁ ହଟାଇବା ଉଚିତ...

ବିଚାରଧୀନ ମାମଲା ଲମ୍ବିତ ହେଲେ ଅଭିଯୁକ୍ତଙ୍କୁ ଅଧିକ ଦିନ ଜେଲରେ ରଖି ହେବ ନାହିଁ: ହାଇକୋର୍ଟ…

ମୁମ୍ବାଇ,୩୦।୯ : ଦୁଇଥର ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରି ବମ୍ବେ ହାଇକୋର୍ଟ କହିଛନ୍ତି ଭାରତର ସମ୍ବିଧାନରେ ଦର୍ଶାଯାଇଥିବା ମୌଳିକ ଅଧିକାରର ଉଲ୍ଲଂଘନ ହେଉଥିବାରୁ ଜଣେ ବ୍ୟକ୍ତିଙ୍କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜେଲରେ ରଖାଯାଇପାରିବ ନାହିଁ। ଏହା ସହିତ...

ଲଣ୍ଡନର ସେନା ସଂଗ୍ରହାଳୟରେ ଭାରତର ଗୌରବ ଦେଖିଲା ସାରା ଦୁନିଆ…

ଲଣ୍ଡନ, ୩୦।୯: ଲଣ୍ଡନର ଜାତୀୟ ସେନା ସଂଗ୍ରହାଳୟରେ ଭାରତର ସାହସିକତା ଦେଖିବାକୁ ମିଳିଛି। ଏଠାରେ ପ୍ରଥମ ବିଶ୍ୱଯୁଦ୍ଧର ବ୍ରିଟିଶ ଭାରତୀୟ ସେନା ସୈନିକ ଶୀର୍ଷକ ଏକ ପ୍ରଦର୍ଶନୀ ସ୍ଥାପନ କରାଯାଇଛି। ଏହା ମାଧ୍ୟମରେ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ବ୍ରିଟିଶ ଭାରତୀୟ...

ଆଲାସ୍କାରେ ମିଳିତ ସମରାଭ୍ୟାସ କଲେ ଭାରତ-ଆମେରିକା ସେନା

ଆଲାସ୍କା,୩୦।୯: ଭାରତ ଓ ଆମେରିକା ସେନା ମିଳିତ ଭାବେ ଆଲାସ୍କାରେ ଏକ ଯୁଦ୍ଧାଭ୍ୟାସ କରିଛନ୍ତି। ଭାରତୀୟ ସେନା ଅଧିକାରୀ ସୂଚନା ଦେଇଛନ୍ତି ଯେ ଉଭୟ ସେନା ଶୁକ୍ରବାର ଆଲାସ୍କାରେ ଫିଲ୍ଡ ଟ୍ରେନିଂ ଅଭ୍ୟାସ କରିଛନ୍ତି। ଏହି ବ୍ୟାୟାମ ଉଭୟ ସେନାର...

ଭାରତ-କାନାଡା ବିବାଦରେ ଭାରତକୁ ସମର୍ଥନ କଲା ବାଂଲାଦେଶ, କହିଲେ ଆତଙ୍କବାଦୀଙ୍କ ହବ୍‌ ପାଲଟିଛି କାନାଡା

ଢାକା,୩୦।୯: ଭାରତ-କାନାଡା ବିବାଦକୁ ନେଇ ପ୍ରତିକ୍ରିୟା ରଖିଛି ବାଂଲାଦେଶ। ଖାଲିସ୍ତାନୀ ନେତାଙ୍କୁ ସମର୍ଥନ କରୁଥିବା କାନାଡା ଉପରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ ଖୁବ୍‌ ବର୍ଷିଛନ୍ତି। ସେ କହିଛନ୍ତି, କାନାଡା ଆତଙ୍କବାଦୀଙ୍କ ହବ୍‌ ପାଲଟିଛି। ଯେକୌଣସି ଆତଙ୍କବାଦୀ...

‘ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମର ଉଦଘାଟନ କଲେ ମୋଦି

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଭାରତ ମଣ୍ଡପମଠାରେ ଶନିବାର (ସେପ୍ଟେମ୍ବର ୩୦) ’ସଂକଳ୍ପ ସପ୍ତାହ’ କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି। ଦେଶର ଆକାଂକ୍ଷା ବ୍ଲକଗୁଡିକ ପାଇଁ ‘ସଂକଳ୍ପ ସପ୍ତାହ’ ଯାତ୍ରା ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ। ଆସ୍ପିରେସନ ବ୍ଲକ ପ୍ରୋଗ୍ରାମ...

ଭାରତ ଯାତ୍ରା ସମୟରେ ଟ୍ରୁଡୋଙ୍କ ବିମାନରେ ଥିଲା କୋକେନ

ଅଟାଓ୍ବା/ନୂଆଦିଲ୍ଲୀ,୩୦।୯: ଜି-୨୦ ଶିଖର ସମ୍ମିଳନୀରେ ସାମିଲ ହେବାକୁ ଭାରତ ଆସିଥିବାବେଳେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବିମାନରେ କୋକେନ ଭରି ରହିଥିଲା। ଏପରି ଦାବି କରିଛନ୍ତି ଭାରତର ପୂର୍ବତନ କୂଟନୀତିଜ୍ଞ ଦୀପକ ବୋହରା। ତେବେ ଏହି ଅଭିଯୋଗକୁ କାନାଡାର ପ୍ରଧାନମନ୍ତ୍ରୀଙ୍କ...

ପାକିସ୍ତାନର ଆତ୍ମଘାତୀ ବିସ୍ଫୋରଣରେ ରହିଛି ସେନାର ହାତ!

ଇସଲାମବାଦ,୩୦।୯: ପାକିସ୍ତାନରେ ଶୁକ୍ରବାର ଦୁଇଟି ଆତ୍ମଘାତୀ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୫୬କୁ ବୃଦ୍ଧି ପାଇଥିବା ବେଳେ ୬୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପ୍ରଥମ ବିସ୍ଫୋରଣ ବେଲୁଚିସ୍ତାନ ପ୍ରଦେଶରେ ଥିବା ଏକ ମସଜିଦରେ ପ୍ରଫେଟ ମହମ୍ମଦଙ୍କ ଜନ୍ମଦିନ ପାଳନ...

ମଧ୍ୟପ୍ରଦେଶ ନିର୍ବାଚନ: ଏସପି, କଂଗ୍ରେସ ମଧ୍ୟରେ ହେବ ମେଣ୍ଟ! ଚାଲିଛି ଆଲୋଚନା

ଭୋପାଳ,୩୦।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ଏସପି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବାର ସମ୍ଭାବନା ରହିଛି। ଉଭୟ ଦଳର ଶୀର୍ଷ ନେତୃତ୍ୱ ମଧ୍ୟରେ ଆଲୋଚନା ଚାଲିଛି। ସରକାରୀ ଘୋଷଣା ପରେ ଉଭୟ ଦଳର ବିଶିଷ୍ଟ ନେତାମାନେ ମଧ୍ୟ ମଞ୍ଚ ବାଣ୍ଟିବେ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri