Tag Archives: Home Middle

ଭାରତ ସହ ଘନିଷ୍ଠ ସମ୍ପର୍କ ରଖିବାକୁ ପ୍ରତିଶ୍ରୁତିବଦ୍ଧ: ଟ୍ରୁଡୋ

ମୋଣ୍ଟ୍ରିଲ୍‌,୩୦ା୯ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟାକାଣ୍ଡରେ ଭାରତ ସରକାରଙ୍କ ସମ୍ପୃକ୍ତି ଥିବାର ବିଶ୍ୱାସଯୋଗ୍ୟ ଅଭିଯୋଗ ସତ୍ତ୍ୱେ କାନାଡା ଭାରତ ସହ ଘନିଷ୍ଠ ସମ୍ପର୍କ ରଖିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ଏହାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ କହିଛନ୍ତି। ବିଶ୍ୱବ୍ୟାପୀ ଭାରତର...

କଠୋରପନ୍ଥୀ ତତ୍ତ୍ୱଙ୍କୁ ଆଶ୍ରୟ ଦେଇଛି କାନାଡା

ନୂଆଦିଲ୍ଲୀ,୩୦ା୯ : କାନାଡା କଠୋରପନ୍ଥୀ ତତ୍ତ୍ୱଙ୍କୁ ଆଶ୍ରୟ ଦେଇଥିବା ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିବା ସହ ଏନେଇ ନୂଆଦିଲ୍ଲୀର ଉଦ୍‌ବେଗ ଆମେରିକାକୁ ଜଣାଇଛନ୍ତି। କାନାଡା ସହ ଦେଖାଦେଇଥିବା କୂଟନୈତିକ ବିବାଦ ସମ୍ପର୍କରେ ଜୟଶଙ୍କର ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା...

୨୦୨୪ରେ ନୁହେଁ, ୨୦୨୯ରେ ହେବ ଏକକାଳୀନ ନିର୍ବାଚନ

ନୂଆଦିଲ୍ଲୀ,୩୦ା୯ : ୨୦୨୪ରେ ଲୋକ ସଭା ଓ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ହେବନାହିଁ। ୨୦୨୯ରେ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ ବୋଲି ଲ’ କମିଶନ ମତ ଦେଇଥିବା ସୂତ୍ରରୁ ଜଣାପଡ଼ିଛି। ‘ଏକ ଦେଶ ଏକ ନିର୍ବାଚନ’କୁ ନେଇ ବିତର୍କ ଜାରି ରହିଥିବାବେଳେ ଲ’...

ସହମତି ବୟସ ୧୬କୁ କମାଅ ନାହିଁ

ନୂଆଦିଲ୍ଲୀ,୩୦ା୯: ଭାରତରେ ସହମତି ବୟସ ୧୮ ବର୍ଷ ରହିଛି। କିଶୋର ଯୌନ ସମ୍ପର୍କକୁ ନେଇ ବିତର୍କ ଜାରି ରହିଥିବାବେଳେ ୨୨ତମ ଲ’ କମିଶନ ନିଜ ରିପୋର୍ଟରେ ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ ପୋକ୍ସୋ ଆଇନ ଅଧୀନରେ ସର୍ବନିମ୍ନ...

ଆଜି ସଙ୍କଳ୍ପ ସପ୍ତାହର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୩୦ ଅର୍ଥାତ୍‌ ଶନିବାର ଭାରତ ମଣ୍ଡପମରେ ଆକାଂକ୍ଷୀ ବ୍ଲକଗୁଡିକ ପାଇଁ ଏକ ସପ୍ତାହ ବ୍ୟାପୀ କାର୍ଯ୍ୟକ୍ରମ ‘ସଙ୍କଳ୍ପ ସପ୍ତାହ’ ଶୁଭାରମ୍ଭ କରିବେ। ଏହା ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମ (ଏବିପି)ର ପ୍ରଭାବଶାଳୀ କାର୍ଯ୍ୟକାରିତା ସହିତ...

ଭାଜପା ନେତା ମନପ୍ରୀତ ସିଂ ବାଦଲଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ

୩୦।୯: ପଞ୍ଜାବର ପୂର୍ବତନ ମନ୍ତ୍ରୀ ତଥା ଭାଜପା ନେତା ମନପ୍ରୀତ ସିଂ ବାଦଲଙ୍କ ଚଣ୍ଡିଗଡ ବାସଭବନରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ଚଢାଉ କରିଛି। ଚଣ୍ଡିଗଡ ଡିଏସପି କୁଳୱନ୍ତ ସିଂ ଚଢାଉ ବେଳେ କିଛି ମିଳିନାହିଁ। ସେ ଜାମିନ ଆବେଦନ କରିଛନ୍ତି...

ଆନନ୍ଦପୁର ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨୯।୯: ଦିଲ୍ଲୀର ଆନନ୍ଦପୁର ମଣ୍ଡିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ମଣ୍ଡି ହେଉଛି ଏସିଆର ସବୁଠାରୁ ବଡ଼ ଫଳ ପରିବା ବଜାର। ନିଆକୁ ଆୟତ କରିବାରେ ଦମକଳବାହିନୀ ଲାଗିପଡ଼ିଛନ୍ତି। ଘଟଣାସ୍ଥଳରେ ୧୦ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭା କାର୍ଯ୍ୟ...

ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମାରେ ପରିବର୍ତ୍ତନ ଉଚିତ ନୁହେଁ: ବିଧି ଆୟୋଗ

ନୂଆଦିଲ୍ଲୀ,୨୯।୯: ସହମତିରେ ଶାରିରୀକ ସମ୍ପର୍କ ରଖିବାର ବୟସ ସୀମା ହ୍ରାସ ସମ୍ପର୍କରେ ପରାମର୍ଶ ଦେଇଛନ୍ତି ଲ କମିଶନ। ପୂର୍ବରୁ ଧାର୍ଯ୍ୟ ହୋଇଥିବା ବୟସସୀମାରେ କୌଣସି ପରିବର୍ତ୍ତନ କରା ନ ଯାଉ। ଶାରିରୀକ ସମ୍ପର୍କ ପାଇଁ ସହମତିର ବୟସକୁ ହ୍ରାସ କରାଯିବା...

ଆଇନରେ ପରିଣତ ହେଲା ମହିଳା ବିଲ୍‌

ନୂଆଦିଲ୍ଲୀ,୨୯।୯: ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ମହିଳା ସଂରକ୍ଷଣ ବିଲକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଏହି ବିଲ ଆଇନରେ ପରିଣତ ହୋଇଛି। ଏ ସମ୍ପର୍କରେ ଭାରତ ସରକାର ଏକ ଗେଜେଟ ବିଜ୍ଞପ୍ତି ଜାରି କରିଛନ୍ତି। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ...

୧୦ହଜାର ଏୟାର ଇଣ୍ଡିଆ କର୍ମଚାରୀଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ କରିବେ ମନୀଷ ମଲହୋତ୍ରା

ନୂଆଦିଲ୍ଲୀ,୨୯।୯: ଲୋକପ୍ରିୟ ଫ୍ୟାଶନ ଡିଜାଇନର୍‌ ମନୀଷ ମଲହୋତ୍ରା ପୋଷାକର ଉତ୍କୃଷ୍ଟ ଡିଜାଇନ ପାଇଁ ଜଣାଶୁଣା। ଭିଆଇପିଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ ପୋଷାକ ଡିଜାଇନଙ୍ଗ୍‌ ପାଇଁ ମନୀଷ ଲୋଡା ପଡନ୍ତି। ମନୀଷ ଏବେ ଏକ ନୂଆ କାମ ହାତକୁ...

ମାନେକା ଗାନ୍ଧୀଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନି ମାମଲା ରୁଜୁ କରିବ ଇସ୍କନ କୋଲକାତା

କୋଲକାତା,୨୯।୯: ଇସ୍କନ ବିରୋଧରେ ଦେଇଥିବା ବୟାନ ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀଙ୍କ ସମସ୍ୟା ବଢିପାରେ। ଇସ୍କନ କୋଲକାତାର ଉପାଧ୍ୟକ୍ଷ ରାଧରମଣ ଦାସ କହିଛନ୍ତି ଯେ, ସେ ମାନେକା ଗାନ୍ଧୀ ଙ୍କ ବିରୋଧରେ ୧୦୦ କୋଟି ଟଙ୍କା ମାନହାନିର...

ପନ୍ନୁଙ୍କ ବିରୋଧରେ ଏଫଆଇଆର ରୁଜୁ, କ୍ରିକେଟ ଓ୍ବାଲର୍‌ଡ କପ ୨୦୨୩କୁ କହିଲେ ‘ବିଶ୍ୱ ଆତଙ୍କବାଦୀ କପ’

ଅହମ୍ମଦବାଦ,୨୯।୯:ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଦିନିକିଆ କ୍ରିକେଟ ବିଶ୍ୱକପ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ମ୍ୟାଚକୁ ଖଲିସ୍ତାନୀ ଆତଙ୍କବାଦୀ ଶିଖ ଫର ଜଷ୍ଟିସର ମୁଖ୍ୟ ଗୁରୁପତଓ୍ବନ୍ତ ସିଂ ପନ୍ନୁ ଏହାକୁ ‘ବିଶ୍ୱ ଆତଙ୍କବାଦୀ କପ’ଭାବେ ଆଖ୍ୟା ଦେଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri