Tag Archives: Home Middle

୨୦୨୦ରେ ପୃ୍‌ଥିବୀରେ କର୍କଟ ମୃତ୍ୟୁ ସଂଖ୍ୟା ୫୩ ଲକ୍ଷ…

ଓ୍ବାଶିଂଟନ,୨୮।୯ : ୨୦୨୦ ମସିହାରେ, କର୍କଟ କାରଣରୁ ଅକାଳ ମୃତ୍ୟୁ ଘଟିଥିବା ଲୋକଙ୍କ ମଧ୍ୟରୁ ୭୦ ପ୍ରତିଶତଙ୍କୁ ଜୀବିତ ରଖାଯାଇ ପାରିଥାନ୍ତା। ଏହି ରୋଗୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଲୋକଙ୍କ ପାଇଁ ଚିକିତ୍ସା ଉପଲବ୍ଧ ଥିଲା। ଦ ଲାନସେଟ ଗ୍ଲୋବାଲ...

ଗୁପ୍ତ ଭାବେ ଯୁଦ୍ଧ ପ୍ରସ୍ତୁତି କରୁଛନ୍ତି କିମ: ଅସ୍ତ୍ରଶସ୍ତ୍ର ଉତ୍ପାଦନ ବୃଦ୍ଧି ପାଇଁ ଦେଲେ ନିର୍ଦ୍ଦେଶ…

ପ୍ୟୋଙ୍ଗୟାଙ୍ଗ,୨୮।୯ : ଉତ୍ତର କୋରିଆ ନେତା କିମ ଜୋଙ୍ଗ ଉନ ତାଙ୍କ ଦେଶକୁ ଆଣବିକ ଅସ୍ତ୍ରଶସ୍ତ୍ର ଉତ୍ପାଦନକୁ ବୃଦ୍ଧି କରିବାକୁ ଏବଂ ଏକ ନୂତନ ଶୀତଳ ଯୁଦ୍ଧରେ ଆମେରିକା ସହ ମୁହାଁମୁହିଁ ହୋଇଥିବା ରାଷ୍ଟ୍ର ମିଳିତ ମଞ୍ଚରେ ଏକ ପ୍ରମୁଖ...

ପାକିସ୍ତାନର ରାଜନୀତିରେ ରହିବ ସାମରିକ ପ୍ରଭାବ…

ଇସଲାମାବାଦ,୨୮।୯ : ପାକିସ୍ତାନରେ ସୈନ୍ୟବାହିନୀର ଅପରିହାର୍ଯ୍ୟ ଭୂମିକାକୁ ଦର୍ଶାଇ କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ଅନୱାରୁଲ ହକ କାକର ସ୍ବୀକାର କରିଛନ୍ତି କ୍ଷମତା ଦଖଲ ଯୋଗୁ ଦେଶରେ ନାଗରିକ ପ୍ରତିଷ୍ଠାନ ଦୃଢ଼ ନ ହେଲେ ପାକିସ୍ତାନର ରାଜନୀତିରେ ସାମରିକ ପ୍ରଭାବ ଜାରି ରହିବ...

୩ ମହାକାଶଚାରୀ ୩୭୧ ଦିନ ପରେ ମହାକାଶରୁ ଫେରିଲେ…

ଓ୍ବାଶିଂଟନ,୨୮।୯ : ଆମେରିକାର ମହାକାଶଚାରୀ ଫ୍ରାଙ୍କ ରୁବିଓଙ୍କ ସମେତ ତିନିଜଣ ମହାକାଶଚାରୀ ୩୭୧ ଦିନ ମହାକାଶରେ ରହିବା ପରେ ପୃଥିବୀକୁ ଫେରିଛନ୍ତି। ସେପ୍ଟେମ୍ବର ୨୭ ରେ ସେମାନଙ୍କର ସୋୟୁଜ ଏମଏସ-୨୩ କ୍ୟାପସୁଲ କାଜାଖସ୍ତାନର ମରୁଭୂମିରେ ନିରାପଦରେ ଅବତରଣ କରିଛି। ରୁଷିଆର...

ଭାରତରେ ବଢୁଛି ବରିଷ୍ଠ ନାଗରିକଙ୍କ ସଂଖ୍ୟା, କେରଳରେ ସର୍ବାଧିକ: ଜାତିସଂଘ ରିପୋର୍ଟ…

ନୂଆଦିଲ୍ଲୀ/ଜେନେଭା,୨୮।୯ : ଆଜିର ଯୁବ ଭାରତ ଆଗାମୀ ଦଶନ୍ଧିରେ ଦ୍ରୁତ ବେଗରେ ବରିଷ୍ଠ ନାଗରିକଙ୍କ ସମାଜରେ ପରିଣତ ହେବ। ୨୦୫୦ ସୁଦ୍ଧା, ଅର୍ଥାତ ୨୭ ବର୍ଷ ପରେ ଦେଶରେ ପ୍ରତି ପାଞ୍ଚ ଜଣଙ୍କ ମଧ୍ୟରୁ ଜଣେ ବୃଦ୍ଧ ହୋଇଯିବେ। ଶତାବ୍ଦୀର...

ଭାରତରେ ୪୦ ପ୍ରତିଶତରୁ ଅଧିକ ବରିଷ୍ଠ ନାଗରିକ ଗରିବ…

ଜେନେଭା,୨୮।୯ : ମିଳିତ ଜାତିସଂଘର ଏକ ନୂତନ ରିପୋର୍ଟ ସାମ୍ନାକୁ ଆସିଛି। ଯେଉଁଥିରେ କୁହାଯାଇଛି ଭାରତର ୪୦ ପ୍ରତିଶତରୁ ଅଧିକ ବରିଷ୍ଠ ନାଗରିକ ଗରିବ ଗୋଷ୍ଠୀରେ ଅଛନ୍ତି। ଏହି ରିପୋର୍ଟରେ ଦର୍ଶାଯାଇଛି ସେମାନଙ୍କ ମଧ୍ୟରୁ ପ୍ରାୟ ୧୮.୭ ପ୍ରତିଶତ ଆୟ...

୭ ବର୍ଷ ପରେ ଭାରତରେ ପାକିସ୍ତାନ କ୍ରିକେଟ ଦଳ

ହାଇଦ୍ରାବାଦ, ୨୮।୯ (ପି.ଟି.): ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପର ଉଷ୍ମତା ବଢ଼ିଛି। ଦୀର୍ଘ ୭ ବର୍ଷ ବ୍ୟବଧାନରେ ପାକିସ୍ତାନ କ୍ରିକେଟ ଦଳ ପ୍ରଥମଥରପାଇଁ ଭାରତରେ ଆସିଛି। ବାବର ଆଜମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳ ବୁଧବାର ଲାହୋରରୁ ଦୁବାଇ ବାଟଦେଇ ଏଠାକୁ...

ଭାଜପା ଶାସିତ ରାଜ୍ୟରେ ୮୦%

ଓ୍ବାଶିଂଟନ୍‌,୨୮ା୯ : ୨୦୨୩ ପ୍ରଥମାର୍ଦ୍ଧରେ ଭାରତରେ ୨୫୫ ମୁସଲମାନ ବିରୋଧୀ ଘୃଣା ମନ୍ତବ୍ୟ ଦିଆଯାଇଛି। ଭାଜପା ଶାସିତ ରାଜ୍ୟଗୁଡ଼ିକରେ ସର୍ବାଧିକ ମୁସଲମାନଙ୍କୁ ଟାର୍ଗେଟ କରାଯାଇଥିବା ବିଷୟ ହିନ୍ଦୁତ୍ୱ ଓ୍ବାଚ୍‌ ରିପୋର୍ଟରେ ଦର୍ଶାଯାଇଛି। ଚଳିତବର୍ଷ ୫ ରାଜ୍ୟରେ ବିଧାନସଭା ଭୋଟ ଏବଂ...

ପୋଲିସ, ବିକ୍ଷୋଭକାରୀ ସଂଘର୍ଷ

ଇମ୍ଫାଲ,୨୮ା୯: ଜାତିଆଣ ହିଂସା ପ୍ରଭାବିତ ମଣିପୁରରେ ମେଇତି ସମ୍ପ୍ରଦାୟର ନିଖୋଜ ଛାତ୍ରୀ ଲୁଓ୍ବାଙ୍ଗ୍‌ବି ହିଜାମ୍‌ ଏବଂ ଛାତ୍ର ଫିଜାମ୍‌ ହେମନ୍‌ଜିତଙ୍କୁ ଅପହରଣ ଓ ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ଉତ୍ତେଜନା ପ୍ରକାଶ ପାଇ ସ୍ଥିତି ଅଣାୟତ୍ତ ହୋଇଛି। ଇମ୍ଫାଲରେ ପୋଲିସ...

କିମ ଜୋଙ୍ଗ ଆଣବିକ ଅସ୍ତ୍ର ନୀତିକୁ ଦେଲେ ସାମ୍ବିଧାନିକ ମାନ୍ୟତା , କହିଲେ କାହାକୁ ଉଲ୍ଲଂଘନ କରିବାକୁ ଅନୁମତି ନାହିଁ…

ପ୍ୟୋଙ୍ଗୟାଙ୍ଗ,୨୮।୯: ଉତ୍ତର କୋରିଆ ଦେଶର ସମ୍ବିଧାନରେ ଆଣବିକ ଅସ୍ତ୍ର ଶକ୍ତି ଭାବରେ ଦେଶର ସ୍ଥିତିକୁ ଦୃଢ଼ କରିଛି। ରାଜ୍ୟ ଗଣମାଧ୍ୟମ ଗୁରୁବାର ରିପୋର୍ଟ କରିଛି ନେତା କିମ ଜୋଙ୍ଗ ଉନ ମଙ୍ଗଳବାର ଏବଂ ବୁଧବାର ଦିନ ଅନୁଷ୍ଠିତ ଏକ ବୈଠକରେ...

୨୦୨୪ରେ ପାକିସ୍ତାନରେ ନିର୍ବାଚନ: ଜାରି ହେଲା ପରସିମନ ରିପୋର୍ଟ…

ଇସଲାମାବାଦ, ୨୮।୯: ନିକଟରେ ଶେଷ ହୋଇଥିବା ଜନଗଣନାକୁ ଆଧାର କରି ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ବୁଧବାର ଅସ୍ଥାୟୀ ରିପୋର୍ଟ ପ୍ରକାଶ କରିଛି। ୧୭ ଅଗଷ୍ଟରେ ଇସିପି ଦ୍ୱାରା ଜାରି କରାଯାଇଥିବା ମୂଳ ଡେଲିମିଟେସନ କାର୍ଯ୍ୟସୂଚୀ ଅନୁଯାୟୀ, ଜନଗଣନା ଫଳାଫଳର...

ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ

ରାଜକୋଟ,୨୭।୯: ରାଜକୋଟ ଦିନିକିଆରେ ଅଷ୍ଟ୍ରେଲିଆ ଭାରତକୁ ୬୬ ରନରେ ପରାସ୍ତ କରିଛି। ୩୫୩ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୯.୪ ଓଭରରେ ୨୮୬ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା। ଏହାସହ ଭାରତ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri