Tag Archives: Home Middle

ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ

ଭୁବନେଶ୍ୱର,୨୭ା୯: ଆସନ୍ତା ଅକ୍ଟୋବର ୧୦ରୁ ସାରା ରାଜ୍ୟରେ ବସ୍‌ ଧର୍ମଘଟ କରାଯିବ ବୋଲି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ବୁଧବାର ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନାକୁ ବିରୋଧ କରି ଏହି ଧର୍ମଘଟକୁ ଓହ୍ଲାଇବ...

ଭାରତକୁ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ

ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ ଆଜି ରାଜକୋଟ ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୫୦...

ଆପୋଲ ୧ର ୩ମହାକାଶ ଯାତ୍ରୀ ମହାକାଶରେ ହୋଇଯାଇଥିଲେ ଜୀବନ୍ତ ଦଗ୍ଧ, ଦୁର୍ଘଟଣାର ଅଡିଓ ଭାଇରାଲ

ଓ୍ବାଶିଂଟନ୍‌,୨୭।୯: ବିଶ୍ୱର ଅନେକ ଚନ୍ଦ୍ର ମିଶନ ସମ୍ପର୍କରେ କେବେ ବି ଆଲୋଚନା ହେଲେ ଆମେରିକାର ଆପୋଲୋ ୧ ବିଷୟରେ ନିଶ୍ଚେ ଆଲୋଚନା ହୁଏ। ଚନ୍ଦ୍ରରେ ପାଦ ଥାପିବା ପାଇଁ ଆମେରିକାର ଅପୋଲୋ ୧ ୩ଯାତ୍ରୀଙ୍କ ସହ ମହାକାଶକୁ ଯାଇଥିଲା। କିନ୍ତୁ...

ଏଲପିଜି ସବସିଡି-ମାଗଣା ରାଶନ ଯୋଜନାର ହେବ ସମୀକ୍ଷା, ଉପଯୁକ୍ତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ଲାଗି ନୂଆ ରଣନୀତି …

ନୂଆଦିଲ୍ଲୀ,୨୭।୯ : ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ଏଲପିଜିର ସମୀକ୍ଷା କରିବାକୁ କେନ୍ଦ୍ର ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୪ ଲକ୍ଷ କୋଟି ଟଙ୍କା ମୂଲ୍ୟର ସର୍ବବୃହତ ସବସିଡି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏହି ଦାୟିତ୍ୱ ନୀତି ଆୟୋଗକୁ ଦିଆଯାଇଛି।...

୩ମାସରେ ୮୩୦୦କୋଟି ଟଙ୍କା ଋଣ ପରିଶୋଧ କରିବ ବେଦାନ୍ତ, କମ୍ପାନୀର ରେଟିଂ ହ୍ରାସ କଲା ମୁଡିଜ

ନୂଆଦିଲ୍ଲୀ,୨୭।୯: ଉଦ୍ୟୋଗପତି ଅନିଲ ଅଗ୍ରୱାଲଙ୍କ କମ୍ପାନୀ ବେଦାନ୍ତର ସମସ୍ୟା ବଢିବାରେ ଲାଗିଛି। କମ୍ପାନୀ କରଜରେ ବୁଡି ରହିଛି। ବର୍ତ୍ତମାନ ମୁଡି ଇନଭେଷ୍ଟର୍ସ ସର୍ଭିସେସ କମ୍ପାନୀର କ୍ରେଡିଟ ରେଟିଂ ହ୍ରାସ କରିଛି। କମ୍ପାନୀ ଦିନକୁ ଦିନ ଋଣ ଚାପରେ ଫସୁଥିବା ଦେଖି...

ସମଗ୍ର ରାଜ୍ୟକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ସରକାର

ଇମ୍ଫାଲ,୨୭ା୯: ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମଣିପୁର ସରକାର ବୁଧବାର ସମଗ୍ର ରାଜ୍ୟକୁ ଏକ ‘ଅଶାନ୍ତ ଅଞ୍ଚଳ’ ଭାବେ ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ, ୧୯ଟି ନିର୍ଦ୍ଦିଷ୍ଟ ପୋଲିସ ଷ୍ଟେଶନ ଅଞ୍ଚଳ ବ୍ୟତୀତ ସମଗ୍ର ରାଜ୍ୟକୁ...

ଆଧାର କାର୍ଡ ବିଶ୍ୱର ସବୁଠାରୁ ବିଶ୍ୱସ୍ତ ଡିଜିଟାଲ ପରିଚୟ ପତ୍ର

ନୂଆଦିଲ୍ଲୀ,୨୭।୯: ଆଧାର କାର୍ଡକୁ ବିଶ୍ୱର ସବୁଠାରୁ ବିଶ୍ୱସ୍ତ ଡିଜିଟାଲ ପରିଚୟ ପତ୍ର ବୋଲି ବର୍ଣ୍ଣନା କରି ଭାରତ ସରକାର ଗ୍ଲୋବାଲ ରେଟିଂ ଏଜେନ୍ସି ମୁଡିଜ ଇନଭେଷ୍ଟର୍ସ ସର୍ଭିସର ରିପୋର୍ଟକୁ ଖାରଜ କରିଛନ୍ତି। ସେପ୍ଟେମ୍ବର ୨୧ରେ ଏକ ରିପୋର୍ଟ ଜାରି କରି...

ମହାକାଶକୁ ସାଟେଲାଇଟ୍‌ ପଠାଇଲା ଇରାନ

ତେହେରାନ,୨୭ା୯: ଇରାନ ସଫଳତାର ସହ ଏକ ଇମେଜିଙ୍ଗ ସାଟେଲାଇଟ୍‌ ବୁଧବାର ପୃଥିବୀପୃଷ୍ଠରୁ ମହାକାଶକୁ ଉତ୍‌କ୍ଷେପଣ କରିଛି। ଯାହା ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବାରେ ଦେଶର ମହାକାଶ ପ୍ରଯୁକ୍ତିକୁ ବ୍ୟବହାର କରାଯାଇପାରିବ। ଇରାନର ଯୋଗାଯୋଗ ମନ୍ତ୍ରୀ ଇସା ଜାରେପୋର କହିଛନ୍ତି, ନୋର-୩...

ନାଗପୁର ବନ୍ୟାରେ ଉବୁଟୁବୁ, ଶିନ୍ଦେ ପାଳନ କରୁଛନ୍ତି ଗଣେଶ ଉତ୍ସବ: ସଞ୍ଜୟ ରାଉତ…

ମୁମ୍ବାଇ,୨୭।୯ : ମହାରାଷ୍ଟ୍ରର ବର୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ରାଜ୍ୟ ସରକାରଙ୍କୁ କଡା ସମାଲୋଚନାକରିଛନ୍ତି। ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଛି। ସରକାର...

ଦିନେ କି ଦୁଇଦିନ ନୁହେଁ ଅକ୍ଟୋବରରେ ୧୮ଦିନ ବନ୍ଦ ରହିବ ବ୍ୟାଙ୍କ

ଦିନେ କି ଦୁଇଦିନ ନୁହେଁ ଅକ୍ଟୋବରରେ ୧୮ଦିନ ବନ୍ଦ ରହିବ ବ୍ୟାଙ୍କ ନୂଆଦିଲ୍ଲୀ,୨୭।୯: ପାର୍ବଣ ଆସିଛି। ଅକ୍ଟୋବର ପହିଲାରୁ ଆରମ୍ଭ କରି ମାସ ଶେଷ ଯାଏଁ ପର୍ବପର୍ବାଣୀ ପାଳନ କରିବେ ଭାରତବାସୀ। ତେବେ ପର୍ବପର୍ବାଣୀ ଯୋଗୁ ସ୍କୁଲ କଲେଜ ଏବଂ...

ରକେଟ୍‌ ସେଲ୍‌ ସହ ଖେଳୁଥିଲେ ପିଲା, ବିସ୍ଫୋରଣ ହୋଇ ୮ଜଣଙ୍କ ଜୀବନ ଗଲା

ଇସଲାମାବାଦ,୨୭ା୯: ପାକିସ୍ତାନର ସିନ୍ଧ ପ୍ରଦେଶର ଏକ ଘରେ ରକେଟ ଲଞ୍ଚର ସେଲ୍‌ ବିସ୍ଫୋରଣ ହୋଇଥିବା ବେଳେ ଗୋଟିଏ ପରିବାରର ୪ ପିଲାଙ୍କ ସମେତ ଅତି କମ୍‌ରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ବୁଧବାର ଏନେଇ ପୋଲିସ ସୂଚନା ଦେଇଛି। ଏସ୍‌ଏସ୍‌ପି...

ଅପସ୍ମାରର ଚିକିତ୍ସା ସମ୍ଭବ, ହୋଇ ପାରିବନି ଛାଡପତ୍ରର କାରଣ: ହାଇକୋର୍ଟ…

ମୁମ୍ବାଇ,୨୭।୯ : ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ କହିଛନ୍ତି ସ୍ତ୍ରୀ-ସ୍ବାମୀଙ୍କ ଛାଡପତ୍ର ପାଇଁ ଅପସ୍ମାର ସମସ୍ୟା ଏକ କାରଣ ହୋଇ ପାରିବ ନାହିଁ। ହିନ୍ଦୁ ବିବାହ ଆଇନ ଅନୁଯାୟୀ ଏହାକୁ ଛାଡପତ୍ରର କାରଣ ଭାବରେ ବିବେଚନା କରାଯାଇପାରିବ ନାହିଁ। ବେଞ୍ଚ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri