Tag Archives: Home Middle

ଆମେ ନୁହଁ କ୍ଷମତା ଲୋଭୀ: ଦେବଗୌଡା…

ବେଙ୍ଗାଲୁରୁ,୨୭।୯ : ଜନତା ଦଳ ଧର୍ମନିରପେକ୍ଷ(ଜେଡିଏସ) ଭାଜପା ନେତୃତ୍ୱାଧୀନ ଏନଡିଏ ମିଳିତ ମେଣ୍ଟରେ ଯୋଗ ଦେଇଥିଲା। ଏହାକୁ ନେଇ ନାନା ଆଲୋଚନା ହେଉଛି। ଜେଡିଏସ ଦଳ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କ୍ଷମତା ଲୋଭ ଯୋଗୁ...

୧୪ ଦେଶର ୪୦ ଖାଲିସ୍ତାନୀଙ୍କ ୱାଶିଂଟନରେ ଗୁପ୍ତ ବୈଠକ: ୮୭ ଦେଶ ବିରୋଧରେ ବିପଜ୍ଜନକ ଷଡଯନ୍ତ୍ର…

ନୂଆଦିଲ୍ଲୀ,୨୭।୯ : ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆମେରିକାର ରାଜଧାନୀ ୱାଶିଂଟନରେ ଖାଲିସ୍ତାନ ସମ୍ବନ୍ଧୀୟ ବିପଜ୍ଜନକ ଯୋଜନା ସହିତ ଏକ ବଡ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଶ୍ୱର ୧୪ ଦେଶରୁ ୪୦ଜଣ ଖାଲିସ୍ତାନୀ ଆତଙ୍କବାଦୀ ଅଂଶଗ୍ରହଣ କରିଥିଲେ। ବୈଠକରେ...

ନୀତୀଶଙ୍କ ବହୁ ସମର୍ଥକ ଆମ ଯୋଗାଯୋଗରେ: କୁଶବାହା…

ପାଟନା,୨୭।୯ : ରାଷ୍ଟ୍ରୀୟ ଲୋକ ଜନତା ଦଳର ମୁଖ୍ୟ ଉପେନ୍ଦ୍ର କୁଶବାହା ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଅନେକ ଜେଡିୟୁ ନେତା ଆମ ସହ ଯୋଗାଯୋଗରେ ଅଛନ୍ତି। ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ସମ୍ପୂର୍ଣ୍ଣ...

ଗୁଗୁଲର ୨୫ତମ ଜନ୍ମଦିନରେ ଗୁଗୁଲ ମାଲିକଙ୍କୁ ବଡ ଝଟକା, ୩୩ହଜାର କୋଟି ହ୍ରାସ ପାଇଲା ସମ୍ପତ୍ତି

ଓ୍ବାଶିଂଟନ୍‌,୨୭।୯: ଗୁଗୁଲ ସେପ୍ଟେମ୍ବର ୨୭ରେ ନିଜ ସିଲଭର ଜୁବଲି ଅର୍ଥାତ୍‌ ୨୫ତମ ଜନ୍ମଦିନ ପାଳନ କରୁଛି। ଅନ୍ୟପକ୍ଷରେ ଜନ୍ମଦିନରେ ଗୁଗୁଲ ଫାଉଣ୍ଡରଙ୍କର ମୋଟ ସମ୍ପତ୍ତିର ୩୩ ହଜାର କୋଟି ଟଙ୍କା ହ୍ରାସ ପାଇଛି। ଆମେରିକାରେ ସଟଡାଉନ ହେବାକୁ ନେଇ ଏପରି...

ଜାତିସଂଘ ଦ୍ୱାରା ‘ହଂକଂ ମିଡିଆ ସ୍ବତନ୍ତ୍ରତା’ କାର୍ଯ୍ୟକ୍ରମକୁ ଚାଇନାର ବିରୋଧ, ଅନ୍ୟ ଦେଶ ବଏକଟ କରିବାକୁ ଚାଇନାର ଦାବି

ଜେନିଭା,୨୭।୯: ହଂକଂରେ ଜାତିସଂଘ ଦ୍ୱାରା ଗଣମାଧ୍ୟମର ସ୍ବାଧୀନତା ସମ୍ବନ୍ଧରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଯାହାକୁ ଚାଇନା ବିରୋଧ କରିଛି। ଏହି କାର୍ଯ୍ୟକ୍ରମକୁ ବଏକଟ କରିବାକୁ ଚାଇନା ଅନ୍ୟ ଦେଶ ଉପରେ ଚାପ ପକାଇଛି। ଏହି କାର୍ଯ୍ୟକ୍ରମ ବ୍ରିଟିଶମାନେ ଆୟୋଜନ...

ସିକ୍ରେଟ ସର୍ଭିସ କର୍ମଚାରୀଙ୍କୁ ଆକ୍ରମଣ କଲା ଜୋ ବାଇଡେନଙ୍କ କୁକୁର ‘କମାଣ୍ଡର’, ୧୦ଜଣ ଅଧିକାରୀ ହୋଇଛନ୍ତି ଆକ୍ରମଣର ଶିକାର

ଓ୍ବାଶିଂଟନ୍‌,୨୭।୯: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ କୁକୁର ‘କମାଣ୍ଡର’ ଆଉ ଜଣେ ସିକ୍ରେଟ ସର୍ଭିସ କର୍ମଚାରୀଙ୍କୁ କାମୁଡ଼ି ଦେଇଛି। ଚାରି ମାସ ମଧ୍ୟରେ କମାଣ୍ଡର ଆକ୍ରମଣରେ ୧୦ଜଣ ଆହତ ହୋଇଛନ୍ତି। ହ୍ବାଇଟ ହାଉସରେ ସିକ୍ରେଟ ଏଜେଣ୍ଟଙ୍କ ଉପରେ ଏହି ଆକ୍ରମଣ...

ମାମୁ ଶିବରାଜଙ୍କ ଶାସନରେ ମଧ୍ୟପ୍ରଦେଶ ସହିଛି ବହୁ ଆର୍ଥିକ କ୍ଷତି: କଂଗ୍ରେସ…

ଭୋପାଳ,୨୭।୯ : ମଧ୍ୟପ୍ରଦେଶର ଗୁନାରେ ନିର୍ବାଚନ ସମାବେଶକୁ ସମ୍ବୋଧିତ କରିବାବେଳେ ପୂର୍ବତନ ମନ୍ତ୍ରୀ ତଥା ଦିଗବିଜୟ ସିଂଙ୍କ ପୁଅ ଜୟବର୍ଦ୍ଧନ ସିଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ତାଙ୍କ ସମର୍ଥିତ ବିଧାୟକଙ୍କ ସମେତ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କୁ କଡ଼ା ସମାଲୋଚନା...

ଟସ୍‌ ଜିତିଲା ଅଷ୍ଟ୍ରେଲିଆ

ରାଜକୋଟ,୨୭।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଆଜି ଖେଳାଯାଉଛି। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍‌ ଉଭୟ ଦଳରେ...

ନାଗୋରନ-କରାବାଖ ତୈଳ ଡିପୋ ବିସ୍ଫୋରଣ: ୬୮ମୃତ

ବାକୁ,୨୭।୯: ଅଜରବୈଜାନର ନାଗୋରନ-କରାବାଖ ଅଞ୍ଚଳରେ ଥିବା ଏକ ତୈଳ ଡିପୋରେ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଲୋକମାନେ ସେମାନଙ୍କ ଗାଡିରେ...

ଆମ ଲଢ଼େଇ ଗଣେଶ ଜୀଙ୍କୁ କ୍ଷୀରପାନ କରାଇଥିବା ଭଣ୍ଡମାନଙ୍କ ବିରୋଧରେ: କଂଗ୍ରେସ…

ପାଟନା,୨୭।୯ : ଆମର ଲଢ଼େଇ ଗଣେଶ ଜୀଙ୍କୁ କ୍ଷୀରପାନ କରାଇଥିବା ଭଣ୍ଡମାନଙ୍କ ବିରୋଧରେ ଜାରି ରହିଛି ବୋଲି ବିହାର କଂଗ୍ରେସ ସଭାପତି ଜନସାଧାରଣଙ୍କୁ କହିଛନ୍ତି। ବିହାର କଂଗ୍ରେସ ପାର୍ଟିର ରାଜ୍ୟ ସଭାପତି ଅଖିଳେଶ ପ୍ରସାଦ ସିଂ ବିହାରର ଆରାଠାରେ ଆୟୋଜିତ...

ଆମେରିକାକୁ ଚାଇନାର ଧମକ: ରକ୍ତର ବହିବ ନଦୀ

ବେଜିଂ,୨୭।୯: ଆମେରିକା ଓ ଚାଇନା ଦୁଇ ସୁପର ପାୱାର ମଧ୍ୟରେ ବିବାଦର ଚାପା ଗୁଞ୍ଜରଣ ଶୁଣିବାକୁ ମିଳିଲାଣି। ଆମେରକା ଋଷିଆ ବିରୋଧରେ ସାମାରିକ ଆଲାଏନ୍ସ ନାଟୋ ଗଠନ କରିଛି। ଯଦି ଚାଇନା ବିରୋଧରେ ଏଭଳି କିଛି କରିବାକୁ ଚେଷ୍ଟା କରେ,...

ଆସାମ-ମେଘାଳୟ ସୀମାନ୍ତ ଗାଁରେ ମୁହାଁମୁହିଁ ସ୍ଥିତି…

ଗୁଆହାଟୀ/ଶିଲଂ,୨୭।୯ : ଆସାମ-ମେଘାଳୟ ଆନ୍ତଃରାଜ୍ୟ ସୀମା ନିକଟରେ ଥିବା ଏକ ଗ୍ରାମରେ ସଂଘର୍ଷ ଘଟିଛି। ଏହି ସମୟରେ ଉଭୟ ପକ୍ଷ ପରସ୍ପର ଉପରେ କଡ଼ା ଆକ୍ରମଣ କରିଥିଲେ। କେବଳ ଏତିକି ନୁହେଁ, ଆକ୍ରମଣ ପାଇଁ ବାଟୁଳି ଏବଂ ଧନୁତୀର ବ୍ୟବହାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri