Tag Archives: Home Middle

ଦକ୍ଷିଣ ଚାଇନା ସାଗରରେ ଭାସମାନ ପ୍ରତିବନ୍ଧକ ହଟାଇବା ପାଇଁ ବେଜିଂ ଫିଲିପାଇନ୍ସକୁ ଦେଲା ଚେତାବନୀ …

ବେଜିଂ, ୨୭।୯: ବିବାଦୀୟ ଦକ୍ଷିଣ ଚାଇନା ସାଗରରେ ଫିଲିପାଇନ୍ସ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ଜାରି ରହିଛି। ବାସ୍ତବରେ, ଫିଲିପାଇନ୍ସର ମତ୍ସ୍ୟଜୀବୀ ଜାହାଜକୁ ଅଟକାଇବା ପାଇଁ ବେଜିଂ ଭାସମାନ ପ୍ରତିବନ୍ଧକ ସ୍ଥାପନ କରିଥିଲା। ଫିଲିପାଇନ୍ସ ଏଗୁଡିକୁ ହଟାଇ ଦେଇଛି। ଏହା...

ସହଯୋଗକୁ ଆହୁରି ସୁଦୃଢ କରିବା ଉପରେ ଗୁରୁତ୍ୱାରୋପ ଦେଉଛି ଭାରତ-ଆମେରିକା

ଓ୍ବାଶିଂଟନ୍‌,୨୭।୯: ଆମେରିକା ଏବଂ ଭାରତ ମଧ୍ୟରେ ଗତ କିଛି ବର୍ଷରେ ବାଣିଜ୍ୟ ସହିତ ସାମରିକ ସମ୍ପର୍କ ମଧ୍ୟ ଦ୍ରୁତ ଗତିରେ ମଜବୁତ ହୋଇଛି। ଭାରତ-ପ୍ରଶାନ୍ତ ମହାସାଗରୀୟ ତଥା ଚାଇନା ବିପଦକୁ ଦୃଷ୍ଟିରେ ରଖି ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ସହଯୋଗ...

ଶୁଟିଂରେ ଭାରତକୁ ଆଉ ଏକ ସ୍ବର୍ଣ୍ଣ ପଦକ

ହାଙ୍ଗଝୋ,୨୭।୯ : ୨୦୨୩ ଏସିଆନ ଗେମ୍ସରେ ୨୫ ମିଟର ଶୁଟିଂ ଦଳ ଭାରତ ଦ୍ୱିତୀୟ ଥର ପାଇଁ ସ୍ବର୍ଣ୍ଣ ପଦକ ପାଇଛି। ମନୁ ଭାକର, ଇଶା ସିଂ ଏବଂ ରିଦମ ସାଙ୍ଗୱାନଙ୍କ ଦଳ ଭାରତ ପାଇଁ ସ୍ବର୍ଣ୍ଣ ଆଣିଛନ୍ତି। ବୁଧବାର...

ବିବାହ ସମାରୋହରେ ଭୟଙ୍କର ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ୧୦୦ ମୃତ

ବାଗଦାଦ,୨୭।୯: ଉତ୍ତର ଇରାକର ନେବେହ ପ୍ରଦେଶର ଅଲ-ହମଦାନିଆ ଜିଲାରେ ମଙ୍ଗଳବାର ଏକ ବିବାହ ସମାରୋହରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି। ରାଜଧାନୀ ବାଗଦାଦର ଉତ୍ତର-ପଶ୍ଚିମରେ ପ୍ରାୟ ୩୩୫...

୫ ଦିନ ଯାଏ ମଣିପୁରରେ ପୁଣି ଇଣ୍ଟରନେଟ୍‌ ବନ୍ଦ

ଇମ୍ଫାଲ,୨୭।୯: ମଣିପୁରରେ ଉତ୍ତେଜନା ପରେ ମଙ୍ଗଳବାରଠାରୁ ୫ ଦିନ ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ସେବା ସ୍ଥଗିତ ରଖାଯାଇଛି। ଏହା ରବିବାର ଅର୍ଥାତ୍‌ ଅକ୍ଟୋବର ୧ ସା ୭.୪୫ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହା ବ୍ୟତୀତ ରାଜ୍ୟର ସମସ୍ତ ବିଦ୍ୟାଳୟ ମଧ୍ୟ ୩...

କାନାଡା ଶିଖ୍‌ଙ୍କ ଭାରତ ବିରୋଧୀ ବିକ୍ଷୋଭ

ଟରଣ୍ଟୋ,୨୭ା୯: ଖଲିସ୍ତାନୀ ଆତଙ୍କବାଦୀ ହରଦୀପ୍‌ ସିଂ ନିଜ୍ଜର ହତ୍ୟାରେ ନୂଆଦିଲ୍ଲୀର ଭୂମିକା ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଅଭିଯୋଗ ଆଣିବାର ସପ୍ତାହେ ପରେ ସେଠାରେ ଥିବା ଭାରତୀୟ କୂଟନୈତିକ ମିଶନ ବାହାରେ ଶହ ଶହ ସଂଖ୍ୟାରେ ଶିଖ୍‌ ବିକ୍ଷୋଭ...

ଆତଙ୍କବାଦୀ ସଂଗଠନରେ ମହିଳା,ନାବାଳକ ମଧ୍ୟ ସାମିଲ…

ଶ୍ରୀନଗର,୨୬।୯ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନା କ୍ରମାଗତ ଭାବେ ଅପରେଶନ ଜାରି ରଖିଛି। ରାଜ୍ୟର ବାରମୁଳା ଜିଲାରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ସେମାନଙ୍କ ସମର୍ଥନ ନେଟୱାର୍କରେ ଥିବା ୬ ଜଣଙ୍କୁ ସେନା ଗିରଫ କରିଛି। ସେମାନଙ୍କ ମଧ୍ୟରେ...

ବିଚାରପତିଙ୍କ ନିଯୁକ୍ତି ନେଇ ପୁଣି ମୁହାଁମୁହିଁ ସ୍ଥିତି: କେନ୍ଦ୍ର ଉପରେ ଅସନ୍ତୋଷ ବ୍ୟକ୍ତ କଲେ ସୁପ୍ରିମ୍‌ କୋର୍ଟ…

ନୂଆଦିଲ୍ଲୀ,୨୬।୯ : ସୁପ୍ରିମକୋର୍ଟ ଆଜି ମଙ୍ଗଳବାର ହାଇକୋର୍ଟରେ ବିଚାରପତି ନିଯୁକ୍ତିରେ ବିଳମ୍ବକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଏବଂ ବିଚାରପତି ପଦ ପାଇଁ ହାଇକୋର୍ଟଙ୍କ ଦ୍ୱାରା ସୁପାରିଶ କରାଯାଇଥିବା ୭୦ ଜଣଙ୍କ ନାମ ଉପରେ କାହିଁକି ନିଷ୍ପତ୍ତି ଗ୍ରହଣ ହୋଇନାହିଁ...

ପାକିସ୍ତାନରେ କିନ୍ନରଙ୍କୁ ପୁଣି ମିଳିଲା ପରିଚୟ ପତ୍ର, ରୋକ ଲଗାଇଥିଲେ ଶରିୟା କୋର୍ଟ

ଇସଲାମବାଦ,୨୬।୯:ପାକିସ୍ତାନର ଶରିଆ ଅଦାଲତର ବିବାସସ୍ପଦ ଶୁଣାଣିର ୪ମାସ ପରେ ପାକିସ୍ତାନ ଅଧକାରୀ କିନ୍ନରଙ୍କୁ ପରିଚୟ ପତ୍ର ପ୍ରଦାନ କରିବା ପୁଣି ଆରମ୍ଭ କରିଛନ୍ତି। ଅଧିକାରୀ ଓ କାର୍ଯ୍ୟକତ୍ତା ଏସମ୍ପର୍କରେ ମଙ୍ଗଳବାର ସୂଚନା ଦେଇଛନ୍ତି। ମେ ମାସରେ ଶରିୟା କୋର୍ଟରେ କରାଯାଇଥିବା...

ନୂଆ ଏଞ୍ଜଲ ଟ୍ୟାକ୍ସ ନିୟମ ଜାରି କଲା ଆୟକର ବିଭାଗ…

ନୂଆଦିଲ୍ଲୀ,୨୬।୯ : ଇନକମ ଟ୍ୟାକ୍ସ ବିଭାଗ ନିବେଶକମାନଙ୍କୁ ଷ୍ଟାର୍ଟଅପ କମ୍ପାନୀ ଦ୍ୱାରା ଦିଆଯାଇଥିବା ଶେୟାରର ମୂଲ୍ୟ ନିର୍ଦ୍ଧାରଣ ସହିତ ଜଡିତ ନୂତନ ଏଞ୍ଜଲ ଟ୍ୟାକ୍ସ ନିୟମ ସମ୍ପର୍କରେ ସୂଚିତ କରିଛି। ଆୟକର ନିୟମର ନିୟମ ୧୧ୟୁଏର ପରିବର୍ତ୍ତନ ଅନୁଯାୟୀ, ସେଣ୍ଟ୍ରାଲ...

ଶାହନଓ୍ବାଜ ହୁସେନଙ୍କୁ ହୃଦଘାତ, ହସ୍ପିଟାଲରେ ଭର୍ତ୍ତି…

ମୁମ୍ବାଇ,୨୬।୯ :  ହୃଦଘାତରେ ପୀଡିତ ହେବା ପରେ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହନୱାଜ ହୁସେନଙ୍କୁ ମଙ୍ଗଳବାର ମୁମ୍ବାଇର ଲିଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। ଲିଳାବତୀ...

ଶନିର ଚନ୍ଦ୍ର ଦେଖିବାକୁ ମୋମୋ ପରି, ଫଟୋ ଶେୟାର କଲା ନାସା

ଓ୍ବାଶିଂଟନ୍‌,୨୬।୯: ଆମେରିକାର ସ୍ପେସ ଏଜେନ୍ସି ନ୍ୟାଶନାଲ ଏରୋନେଟିକ୍ସ ଏବଂ ସ୍ପେସ ଆଡମିନିଷ୍ଟ୍ରେସନ (ନାସା) ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ନୂଆ ଫଟୋ ଶେୟାର କରିଛି। ନାସା ମହାକାଶର ନୂଆ ନୂଆ ତଥ୍ୟ ସମ୍ବନ୍ଧରେ ମହାକାଶପ୍ରେମୀମାନଙ୍କୁ ସୂଚନା ଦେଇଥାଏ। ନିକଟରେ ପୋଷ୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri