Tag Archives: Home Middle

ଛତିଶଗଡ଼ରେ ୬୦୦କୋଟି ଟଙ୍କାର ଦୁର୍ନୀତି, ଜନସାଧାରଣଙ୍କ ପ୍ରତି ଏକ ଛଳନା: ଭାଜପା…

ନୂଆଦିଲ୍ଲୀ,୨୬।୯ : ଚଳିତ ବର୍ଷର ଶେଷରେ ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଛତିଶଗଡ ଏବଂ ରାଜସ୍ଥାନ ଭଳି ରାଜ୍ୟରେ କଂଗ୍ରେସକୁ କ୍ଷମତାରୁ ହଟାଇବାକୁ ଭାଜପା ଯୋଜନାବଦ୍ଧ ଭାବେ ରଣନୀତି ପ୍ରସ୍ତୁତ କରିଛି। ମଙ୍ଗଳବାର ଭାଜପାର...

ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ଜାରି କଲା ୩ୟ ପ୍ରାର୍ଥୀ ତାଲିକା

ଭୋପାଳ,୨୬।୯: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଭାଜପା ତୃତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ପ୍ରକାଶିତ ତୃତୀୟ ତାଲିକାରେ କେବଳ ଜଣେ ପ୍ରାର୍ଥୀଙ୍କ ନାମ ରହିଛି। ଏହି ତାଲିକାରେ ଭାଜପା ମୋନିକା ବଟ୍ଟୀଙ୍କୁ...

ମୁଁ ଶିକ୍ଷା ବିଭାଗରେ ଘୁରି ବୁଲୁଛି ଆପଣଙ୍କର ଖୋଜ ଖବର ନାହିଁ: ଶିକ୍ଷାମନ୍ତ୍ରୀଙ୍କୁ ନୀତୀଶଙ୍କ ଫୋନ…

ପାଟନା,୨୬।୯ : ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହଠାତ ମୁଖ୍ୟ ସଚିବାଳୟ ପରିବର୍ତ୍ତେ ବିକାଶ ଭବନରେ ପହଞ୍ଚି ଶିକ୍ଷା ବିଭାଗର ହାଲଚାଲ ବୁଝିଥିଲେ। ଏହା ସେଠାରେ ଉପସ୍ଥିତ ଥିବା ଅଧିକାରୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ...

ଆଫଗାନିସ୍ତାନର ସହରଗୁଡିକରେ ସିସିଟିଭି କ୍ୟାମେରା ଲଗାଇବେ ତାଲବାନ ସରକାର

କାବୁଲ,୨୬।୯: ଆଫଗାନିସ୍ତାନରେ କ୍ଷମତାକୁ ଆସିବା ପରଠାରୁ ତାଲିବାନ ଏପରି କିଛି ନିଷ୍ପତ୍ତି ନେଇଛି ଯାହା ଆଫଗାନିସ୍ତାନ ନାଗରିକଙ୍କୁ ସିଧାସଳଖ ଭାବେ ପ୍ରଭାବିତ କରିଛି। ତେବେ ବର୍ତ୍ତମାନ ତାଲିବାନ ଆଫଗାନିସ୍ତାନର ସହରଗୁଡିକ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲଗେଇବାକୁ...

ତାଲିବାନ ଆତଙ୍କବାଦୀ ଶିବିରରେ ପାକିସ୍ତାନୀ ସେନାର ଆକ୍ରମଣ: ୩ ଆତଙ୍କବାଦୀ ମୃତ…

ଇସଊାମାବାଦ,୨୬।୯ : ପାକିସ୍ତାନୀ ସେନ୍ୟମାନେ ଆଫଗାନିସ୍ତାନ ସୀମା ନିକଟରେ ଥିବା ପାକିସ୍ତାନୀ ତାଲିବାନର ଏକ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ଚଢ଼ାଉ କରିଛି। ନ୍ୟୁଜ ଏଜେନ୍ସି ଏପି ଅନୁଯାୟୀ, ଏହି ସମୟରେ ଗୁଳି ବିନିମୟ ହୋଇଥିଲା ଏବଂ ତିନି...

ହରିୟାଣା ମୁଖ୍ୟମନ୍ତ୍ରୀ ବୁଲେଟ ଚଳାଇ ପାଳନ କଲେ କାର ଫ୍ରି ଡେ…

କରନାଲ,୨୬।୯ : କରନାଲରେ ଏକ ଦିନ ରହିବା ପରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଙ୍ଗଳବାର ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି। ଏହି ସମୟରେ ସିଏମ କାର୍‌ ମୁକ୍ତ ଦିବସ (କାର ଫ୍ରି ଡେ )ପାଳନ କରି ସକାଳେ ପିଡବ୍ଲ୍ୟୁଡି...

ପାକିସ୍ତାନୀ ସୈନ୍ୟ କରିବେ ଚାଷ: ଅଧିଗ୍ରହଣ କରିବ ୧୦ ଲକ୍ଷ ଏକରରୁ ଅଧିକ ଜମି…

ଇସଲାମାବାଦ,୨୬।୯ : ପାକିସ୍ତାନ ଖରାପ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି। ଏଠାକାର ଲୋକମାନେ ପ୍ରତ୍ୟେକ ଛୋଟ ଛୋଟ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି। ମାସେ ଧରି ଚାଲିଆସୁଥିବା ଆର୍ଥିକ ସଙ୍କଟକୁ ଦୂର କରିବା ପାଇଁ ପାକିସ୍ତାନୀ ସେନା ଅଣ୍ଟା...

କବିତାଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୬।୯: ଦିଲ୍ଲୀର ଏକ୍ସାଇଜ ପଲିସି ମାମଲାରେ ବିଆରଏସ ନେତା କେ. କବିତାଙ୍କୁ ନଭେମ୍ବର ୨୦ ପର୍ଯ୍ୟନ୍ତ ପଚରାଉଚରା ପାଇଁ ଡକାଯିବ ନାହିଁ ବୋଲି ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୁପ୍ରିମକୋର୍ଟଙ୍କୁ କହିଛି। ସୂଚନାଯୋଗ୍ୟ, ନଭେମ୍ବର ୨୦ ରେ ସୁପ୍ରିମକୋର୍ଟ କବିତାଙ୍କ...

କନିଷ୍କା ବିମାନ ଦୁର୍ଘଟଣା: କାନାଡା ଗୁରୁତ୍ୱ ନ ଦେବା ନେଇ ଏବେ ଉଠିଲା ପ୍ରଶ୍ନ

ଅଟାଓ୍ବା,୨୬।୯: ଭାରତ-କାନାଡା କୂଟନୈତିକ ବିବାଦ ଚରମ ସୀମାରେ ପହଞ୍ଚିଛି। କାନାଡା ଦେଶରେ ଆତଙ୍କବାଦୀଙ୍କୁ ସମର୍ଥନ କରୁଛି ବୋଲି ଅଭିଯୋଗ ହୋଇଛି। ତେବେ ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଖଲିସ୍ତାନ ସମର୍ଥକମାନେ ପ୍ରାୟ ୫୦ ବର୍ଷ ଧରି କାନାଡାରେ ମୁକ୍ତ...

ଚାଇନା ନୌସେନା ଜାହାଜକୁ ଅଟକିବାକୁ ଦେଲାନି ଶ୍ରୀଲଙ୍କା: ଭାରତର ଚିନ୍ତା ଗୁରୁତ୍ୱପୂର୍ଣ୍ଣ କହିଲେ ବୈଦେଶିକମନ୍ତ୍ରୀ…

କଲମ୍ବୋ,୨୬।୯ : ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଅଲି ସାବରି ସୋମବାର କହିଛନ୍ତି ତାଙ୍କ ସରକାର ଚାଇନା ଜାହାଜକୁ ଶ୍ରୀଲଙ୍କାରେ ଅଟକି ଯିବାକୁ ଦେଇନାହାନ୍ତି। ଶ୍ରୀଲଙ୍କା ପାଇଁ ଭାରତର ଚିନ୍ତା ଗୁରୁତ୍ୱପୂର୍ଣ୍ଣ। ଚାଇନାର ନୌସେନା ଜାହାଜ ଜିନ ୟାନ ୬ ଅକ୍ଟୋବରରେ...

ନାଗୋରନ-କରାବାଖ ତୈଳ ଡିପୋ ବିସ୍ଫୋରଣରେ ୨୦ ଶରଣାର୍ଥୀଙ୍କ ମୃତ୍ୟୁ: ଜାତିଆଣ ନରସଂହାର ଅଭିଯୋଗ ଆଣିଲା ଆର୍ମେନିଆ…

ବାକୁ,୨୬।୯ : ଅଜରବୈଜାନର ନାଗୋରନ-କରାବାଖ ଅଞ୍ଚଳରେ ଥିବା ଏକ ତୈଳ ଡିପୋରେ ବିସ୍ଫୋରଣରେ ଏପର୍ଯ୍ୟନ୍ତ ୨୦ ଜଣ ଶରଣାର୍ଥୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଶତାଧିକ ଲୋକ ଆହତ ହୋଇଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ପ୍ରାୟ ୩୦୦ଲୋକ...

ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି: କହିଲା ଆମକୁ ଉଭୟଙ୍କର ଚିନ୍ତା ଘାରିଛି…

ଓ୍ବାଶିଂଟନ,୨୬।୯: ଭାରତ-କାନାଡ଼ା ବିବାଦରେ ଆମେରିକାର ଏଣ୍ଟ୍ରି ହୋଇଛି। ଜଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟି କହିଛନ୍ତି ଆମେରିକା ଉଭୟ ଭାରତ ଏବଂ କାନାଡା ସହ ସମ୍ପର୍କକୁ ଗୁରୁତ୍ୱ ଦେଉଛି। ମଙ୍ଗଳବାର ସେ ଗଣମାଧ୍ୟମକୁ କହିଛନ୍ତି ଆମେ ଉଭୟ ଦେଶ ବିଷୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri