Tag Archives: Home Middle

ଅଳକା ଖନନ ଠିକ୍‌ ଭାବେ ହୋଇ ପାରିନାହିଁ: ମୁଖ୍ୟମନ୍ତ୍ରୀ

ଜଗତସିଂହପୁର,୨୩ା୮(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଜିଲାର ଏକଦା ଲାଇଫଲାଇନ୍‌ କୁହାଯାଉଥିବା ଅଳକା ନଦୀ ଆଜି ମୃତପ୍ରାୟ। ଏହି ନଦୀର ଅନେକ ସ୍ଥାନ ଜବରଦଖଲରେ ଅଛି। ଏହାକୁ ନେଇ ଜଗତ୍‌ସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଚିନ୍ତାପ୍ରକଟ କରିଛନ୍ତି। ଏହି ନଦୀକୁ ଜମି...

ନିର୍ବାଚନ ଘୋଷଣା ହେଉ ହେଉ ଜମ୍ମୁ କଶ୍ମୀରରେ ହାଇ ଆଲର୍ଟ, ବଡ଼ ଆତଙ୍କବାଦୀ ଆକ୍ରମଣ ସୂଚନା

ଶ୍ରୀନଗର,୨୩।୮: ଜମ୍ମୁ କଶ୍ମୀରରେ ବହୁତ ଶୀଘ୍ର ନିର୍ବାଚନ ହେବାକୁ ଯାଉଛି। ଏହାରି ଭିତରେ ଶୁଣିବାକୁ ମିଳୁଛି ଯେ, ଆତଙ୍କବାଦୀ ଜମ୍ମୁର ପୋଲିସ ଷ୍ଟେଶନ, କିଛି ସୁରକ୍ଷା ସ୍ଥଳୀ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ସିକ୍ରେଟ ଇନପୁଟଙ୍କୁ ଏନେଇ ଖବର ମିଳିବା...

୪ଜଣଙ୍କୁ ବିବାହ କରିଛନ୍ତି ସଞ୍ଜୟ, ପୁଅଝିଅ ଥିବା…କୋଲକାତା ଅଭିଯୁକ୍ତଙ୍କ ଫ୍ୟାମିଲ ଲାଇଫ୍‌ ଜାଣି ସିବିଆଇ ତାଜୁବ

କୋଲକାତା,୨୩।୮: କୋଲକାତାର ବିଭତ୍ସ ଘଟଣାକୁ ନେଇ ସାରା ଦେଶରେ ବିରୋଧ କରାଯାଉଛି। ଜନତା ସୋସିଆଲ ମିଡିଆରେ ବିରୋଧ କରିବା ସହ ରାଜରାସ୍ଥାକୁ ମଧ୍ୟ ଓହ୍ଲାଇଛନ୍ତି। ତେବେ ଏହାରି ଭିତରେ କୋଲକାତା ଅଭିଯୁକ୍ତଙ୍କର ପାରାବାରିକ ଜୀବନ ଉପରେ ଏମିତି କିଛି ଜଣାପଡିଛି...

OSRTC ସିଏଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୩ା୮: ଓଏସ୍‌ଆର୍‌ଟିସି ଚିଫ୍‌ ଆକାଉଣ୍ଟ ଅଫିସର(ସିଏଓ)ଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ସିଏଓ ବିଜୟ ମଙ୍ଗରାଜଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି। ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ...

ହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ମହିଳା ଡାକ୍ତରଙ୍କ ଉପରେ କେମିତି ନଜର ରଖୁଥିଲେ ଅଭିଯୁକ୍ତ ସଞ୍ଜୟ, ସିସିଟିଭି ଫୁଟେଜ ଖୋଲିଲା ବଡ଼ ରହସ୍ୟ

କୋଲକାତା,୨୩।୮: ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଉପରେ ସିବିଆଇ କଡ଼ା ନର ରଖିଛି। ଏହାରି ଭିତରେ ସିସିଟିଭି ଫୁଟେଜ, ତାଙ୍କ ସ୍ବୀକାରୋକ୍ତି ଏବଂ ଫରେନସିକ ପ୍ରମାଣରୁ ଜଣାପଡିଛି ଯେ...

ନାମାଙ୍କନପତ୍ର ସ୍ବୀକାର କଲେ କମଲା ହାରିସ୍‌, ଲୋକଙ୍କୁ ଦେଲେ ବଡ଼ ପ୍ରତିଶ୍ରୁତି, କହିଲେ ମୁଁ ସବୁବେଳେ ଦେଶକୁ…

ଓ୍ବାଶିଂଟନ,୨୩ା୮: ଆମେରିକାର ରାଷ୍ଟ୍ରପତି ପଦ ପାଇଁ କମଲା ହାରିସ୍‌ ଡେମୋକ୍ରାଟିକ ପାର୍ଟିର ନାମାଙ୍କନପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଆମେରିକାର ଲୋକଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଛନ୍ତି, ରାଷ୍ଟ୍ରପତି ହେବି। ସବୁବେଳେ ଦେଶକୁ...

ଚମ୍ପାଇ ସୋରେନଙ୍କ ଅଲଗା ପାର୍ଟି କରିବା ଦ୍ୱାରା ଭାଜପାକୁ ବଡ଼ ଫାଇଦା! ଝାଡଖଣ୍ଡ ନିର୍ବାଚନରେ ୧୪ସିଟ୍‌ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୩।୮: ଦିଲ୍ଲୀରେ ଗତ ୩ଦିନ ଧରି ଏକ ବିଳାସପୂର୍ଣ୍ଣ ହୋଟେଲରେ କ୍ୟାମେରା ୟୁନିଟ୍ସ ପ୍ରସ୍ତୁତ ଅଛନ୍ତି। ସମସ୍ତେ ଝାଡଖଣ୍ଡର ପୂର୍ବତନ ସିଏମ ଚମ୍ପାଇ ସୋରେନଙ୍କ ଏକ ଝଲକକୁ ନିଜ କ୍ୟାମେରାରେ କଏଦ କରିବାକୁ ଚାହୁଁଛନ୍ତି। ଆଶା କରାଯାଉଥିଲା କି, କେନ୍ଦ୍ରୀୟ...

ଡାକ୍ତର ଆନ୍ଦୋଳନ ପ୍ରତ୍ୟାହୃତ, ପଶ୍ଚିମବଙ୍ଗରେ ଜାରି ରହିବ

ନୂଆଦିଲ୍ଲୀ,୨୨ା୮:କୋଲକାତା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ପ୍ରତିବାଦରେ ଦିଲ୍ଲୀର ଅଲ୍‌ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ (ଏମ୍ସ) ଡାକ୍ତରମାନେ ୧୧ ଦିନ ଧରି ଆନ୍ଦୋଳନ ଚଳାଇଥିଲେ। ଗୁରୁବାର ସୁପ୍ରିମକୋର୍ଟଙ୍କ ପରାମର୍ଶକ୍ରମେ ସେମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛନ୍ତି।...

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମମତା, କହିଲେ ବଳାତ୍କାରୀଙ୍କୁ କଠୋର ଦଣ୍ଡ ସହ…

କୋଲକାତା,୨୩ା୮: କୋଲକାତାର ଆର୍‌ଜି କର ମେଡିକାଲ କଲେଜରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କ ପ୍ରତି ଅତ୍ୟାଚାର ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ଅବଧି ମଧ୍ୟରେ ପଶ୍ଚିମବଙ୍ଗ ସରକାରଙ୍କୁ ଅବହେଳା ପାଇଁ କଠୋର ତାଗିଦ କରାଯାଇଥିଲା। ଏହା ପରେ ପଶ୍ଚିମବଙ୍ଗ...

ୟୁପିରେ ପରାଜୟ ନା ଅନ୍ୟ କିଛି? ହ୍ରାସ ପାଇଲା ଯୋଗୀଙ୍କ ଲୋକପ୍ରିୟତା, ଜାଣନ୍ତୁ ଦେଶର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କିଏ?

ନୂଆଦିଲ୍ଲୀ,୨୩।୮: ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକ ସହିତ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଏକ ସର୍ଭେ ମଧ୍ୟ ଜାରି କରାଯାଇଛି। ଏହି ସର୍ଭେରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ତାଲିକା ଉଲ୍ଲେଖ କରାଯାଇଥିବାବେଳେ ଗତ ଏକ ବର୍ଷ ମଧ୍ୟରେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାର ଉତ୍ଥାନ-ପତନକୁ...

ଆଜି ପୁଣି ଖୋଲିବ ରତ୍ନଭଣ୍ଡାର

ପୁରୀ,୨୩ା୮: ଆଜି ଅର୍ଥାତ୍‌ ଶୁକ୍ରବାର ପୁଣି ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର। ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ଏସ୍‌ଓପି ଅନୁସାରେ ଖାଲି କରାଯାଇଥିବା ଆଲମାରୀ ଓ ସିନ୍ଦୁକ ସ୍ଥାନାନ୍ତର କରାଯିବ। ଅପରାହ୍ନ ୧ଟାରୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହେବ। ସ୍ଥାନାନ୍ତର ସରିବା ପର୍ଯ୍ୟନ୍ତ...

ଭାଜପାରେ ନରେନ୍ଦ୍ର ମୋଦିଙ୍କ ପରେ କିଏ ହେବେ ପ୍ରଧାନମନ୍ତ୍ରୀ, ଚର୍ଚ୍ଚାରେ ଏହି ନାଁ, ସବୁଠୁ ଆଗରେ ଅଛନ୍ତି…

ନୂଆଦିଲ୍ଲୀ,୨୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ହେଉଛି ତୃତୀୟ କାର୍ଯ୍ୟକାଳ। ୭୩ବର୍ଷ ବୟସରେ ସେ କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି। ତେବେ ୨୦୨୯ ଲୋକ ସଭା ନିର୍ବାଚନବେଳକୁ ତାଙ୍କୁ ୭୮ ବର୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri