Tag Archives: Home Middle

ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର, ଅକ୍ଟୋବରରେ ହେବ ଶୁଣାଣି

ନୂଆଦିଲ୍ଲୀ,୨୨।୯: ବୈବାହିକ ବଳାତ୍କାରକୁ ଅପରାଧ ଘୋଷଣା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରାଯାଇଛି। ଅକ୍ଟୋବର ମଧ୍ୟଭାଗରେ ଏହି ମାମଲାର ଶୁଣାଣି କରିବା ନେଇ ଶୁକ୍ରବାର ଉଚ୍ଚ ନ୍ୟାୟାଳୟ କହିଛନ୍ତି। ସୁପ୍ରିମକୋର୍ଟରେ ଏପ୍ରସଙ୍ଗରେ ଅନେକ ପିଟିସନ ଦାଖଲ କରାଯାଇଛି, ଯେଉଁଥିରେ ଏକ...

ବିଶ୍ୱରେ ସ୍କୁଲ ଶିକ୍ଷାରୁ ବଞ୍ଚିତ ଅଛନ୍ତି ୨୫କୋଟି ପିଲା: ଜାତିସଂଘ

ନୂଆଦିଲ୍ଲୀ,୨୨।୯: ଖାଦ୍ୟ, ପୋଷାକ ଓ ବାସଗୃହ ପରି ଶିକ୍ଷା ମଧ୍ୟ ପ୍ରତିଟି ମନୁଷ୍ୟର ମୌଳିକ ଅଧିକାର। ସେଥିପାଇଁ ଭାରତରେ ୬ରୁ ୧୪ବର୍ଷ ଯାଏଁ ପିଲାଙ୍କ ପାଇଁ ଶିକ୍ଷାକୁ ମାଧ୍ୟତାମୂଳକ କରାଯାଇଥିବାବେଳେ ବିଶ୍ୱରେ ଏହାକୁ ୧୫ବର୍ଷ ଯାଏଁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ...

ଭାରତ ସହ ତୁତୁମେମେ ଭିତରେ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଝଟକା, ପ୍ରଧାନମନ୍ତ୍ରୀ ରେସରେ ପଛରେ ଟ୍ରୁଡୋ

ଓଟାଓ୍ବା,୨୨।୯: ଖାଲିସ୍ତାନ ପ୍ରସଙ୍ଗରେ ଭାରତ ଏବଂ କାନାଡା ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଖାଲିସ୍ତାନୀ ନେତାଙ୍କ ହତ୍ୟାକୁ ନେଇ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ବୟାନ ପରେ ଦୁଇ ଦେଶ ମଧ୍ୟରେ ବିବାଦ ଲାଗି ରହିଥିଲା। ବର୍ତ୍ତମାନ କାନାଡା ପ୍ରଧାନମନ୍ତ୍ରୀଙ୍କ...

ଭାରତୀୟ ଖେଳାଳିଙ୍କୁ ପ୍ରବେଶ ଅନୁମତି ଦେଲା ନାହିଁ ଚାଇନା, ବୈଦେଶିକ ମନ୍ତ୍ରଣାଳୟ କହିଲା ଭେଦଭାବପୂର୍ଣ୍ଣ ବ୍ୟବହାର ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ/ବେଜିଂ,୨୨।୯: ଭାରତୀୟ ଖେଳାଳିଙ୍କୁ ଏସିଆନ ଗେମ୍ସରେ ଏଣ୍ଟ୍ରି ନ ଦେବାକୁ ନେଇ ଚାଇନାର ଚାଲକୁ ଭାରତ କଡା ବିରୋଧ କରିଛି। ନିକଟରେ ହାଙ୍ଗଝୁରେ ଅନୁଷ୍ଠିତ ହେବାକୁ ଥିବା ୧୯ବିଂଶ ଏସିଆନ ଗେମ୍ସରେ ଭାଗ ନେବାକୁ ଅରୁଣାଚଳ ପ୍ରଦେଶର ଭାରତୀୟ ଖେଳାଳିଙ୍କ...

ଫିଲିପାଇନ୍ସରେ ବିଷାକ୍ତ ଗ୍ୟାସ୍‌ ନିର୍ଗତ, ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ନିର୍ଦ୍ଦେଶନାମା ଜାରି

ମାନିଲା,୨୨ା୯: ଫିଲିପାଇନ୍ସର ରାଜଧାନୀ ମାନିଲା ନିକଟରେ ଶୁକ୍ରବାର ସଲ୍‌ଫର୍‌ ଡାଇଅକ୍ସାଇଡ୍‌ ଏବଂ ଆଗ୍ନେୟଗିରିରୁ ଧୂଆଁ ନିର୍ଗତ ହୋଇଛି। ଏନେଇ ସହରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ଭୂ-ବିଜ୍ଞାନ ପ୍ରତିଷ୍ଠାନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜଧାନୀର ୫ଟି ସହର...

ଖେବର ପାଖ୍ଟନଖୱାରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ: ୮ ଆତଙ୍କବାଦୀ ନିହତ

ଇସଲାମାବାଦ,୨୨।୯: ପାକିସ୍ତାନର ଖେବର ପାଖ୍ଟନଖୱାଠାରେ ସର୍ଚ୍ଚ ଅପରେଶନରେ ଯବାନଙ୍କୁ ବଡ ସଫଳତା ମିଳିଛି। ଏଥିରେ ୮ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏଥିସହ ୫ ଜଣ ଆତଙ୍କବାଦୀଙ୍କୁ ସେନା କର୍ମଚାରୀ ଗିରଫ କରିଛନ୍ତି। ଏହି ଅପରେଶନ ସମ୍ପର୍କରେ ସୂଚନା ଦେଇ...

ପ୍ରଧାନମନ୍ତ୍ରୀ ଭାବେ ଟ୍ରୁଡୋଙ୍କୁ ପସନ୍ଦ କରନ୍ତି ନାହିଁ କାନାଡାବାସୀ

ଅଟାଓ୍ବା,୨୨।୯: କାନାଡା ଓ ଭାରତ ମଧ୍ୟରେ କୂଟନୈତିକ ବିବାଦ ଜାରି ରହିଛି। ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ଘଟଣାରେ ଭାରତର ସଂପୃକ୍ତି ନେଇ ଅଭିଯୋଗ ଆସିବା ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି। ତେବେ...

ଟସ୍‌ ଜିତି ଭାରତର ବୋଲିଂ ନିଷ୍ପତ୍ତି

ମୋହଲି,୨୨।୯: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାରଠୁ ଆରମ୍ଭ ହୋଇଛି। ଆଇଏସ ବିନ୍ଦ୍ରା ପଞ୍ଜାବ କ୍ରିକେଟ ଆସୋସିଏଶନ ମଇଦାନରେ ଖେଳାଯାଉଥିବା ପ୍ରଥମ ମ୍ୟାଚରେ ଭାରତ ଟସ୍‌ ଜିତି ପ୍ରଥମେ ବୋଲିଂ...

ଏଥର ବି ଦୀପାବଳିରେ ଫୁଟିବ ନାହିଁ ବାଣ, ଗ୍ରୀନ କ୍ରାକର୍ସକୁ ନେଇ କରାଯାଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ,୨୨।୯: ସୁପ୍ରିମକୋର୍ଟ ଶୁକ୍ରବାର ଦେଶରେ ବାରିୟମ ଧାରଣ କରିଥିବା ସବୁଜ କ୍ରାକର ତିଆରି କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। କେନ୍ଦ୍ର ସରକାର ଏବଂ ଅଗ୍ନିଶମ ଉତ୍ପାଦନକାରୀମାନେ କମ ପ୍ରଦୂଷଣ ଦାବି କରି ଏହି ଅଗ୍ନି ନିର୍ବାପକ ଉତ୍ପାଦନ...

ସଞ୍ଜୟ ଗାନ୍ଧୀ ହସ୍ପିଟାଲର ଲାଇସେନ୍ସ ରଦ୍ଦ, ଚିନ୍ତା ପ୍ରକଟ କଲେ ବରୁଣ

ଲକ୍ଷ୍ନୌ,୨୨ା୯: ଭାରତୀୟ ଜନତା ପାର୍ଟିର ବରୁଣ ଗାନ୍ଧୀ ଶୁକ୍ରବାର ଆମେଠିରେ ସଞ୍ଜୟ ଗାନ୍ଧୀ ହସ୍ପିଟାଲର ଲାଇସେନ୍ସକୁ ରଦ୍ଦ କରିବା ନେଇ ଚିନ୍ତା ପ୍ରକଟ କରିଛନ୍ତି ଏବଂ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଉତ୍ତରପ୍ରଦେଶ ସରକାରଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ...

ବିଶ୍ୱକପ୍‌ ପାଇଁ ଦଳ ଘୋଷଣା କଲା ପାକିସ୍ତାନ

ଇସଲାମାବାଦ,୨୨।୯: ବିଶ୍ୱକପ୍‌ ୨୦୨୩ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଶୁକ୍ରବାର ଦଳ ଘୋଷଣା କରିଛି। ବାବର ଆଜାମଙ୍କ ଅଧିନାୟିକତ୍ୱ ଦଳରେ ହସନ ଅଲିଙ୍କୁ ମଧ୍ୟ ସାମିଲ କରାଯାଇଛି। ଆହତ କାରଣରୁ ଦ୍ରୁତ ବୋଲର ନସିମ ଶାହାଙ୍କୁ ଟୁର୍ନାମେଣ୍ଟରୁ ବାଦ୍‌ ଦିଆଯାଇଛି।...

ପିଢି ପରେ ପିଢି ଏହି ନିଷ୍ପତ୍ତି ସହ ଏହି ଦିନର କରିବେ ଚର୍ଚ୍ଚା: ମୋଦି

ନୂଆଦିଲ୍ଲୀ,୨୨।୯: ସଂସଦର ଉଭୟ ଗୃହରେ ମହିଳା ସଂରକ୍ଷଣ ବିଲ ପାରିତ ହେବା ପରେ ଶୁକ୍ରବାର ଦିଲ୍ଲୀର ଭାଜପା ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରାଯାଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଭାଜପା ମୁଖ୍ୟାଳୟରେ ନାରୀ ଶକ୍ତି ବନ୍ଦନ-ଅଭିନନ୍ଦନ କାର୍ଯ୍ୟକ୍ରମକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri