Tag Archives: Home Middle

ଜାତୀୟ ମହାକାଶ ଦିବସ

ଚନ୍ଦ୍ରପୃଷ୍ଠରେ ଏକ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଭାରତ ଗତବର୍ଷଠାରୁ ବିଶ୍ୱର ଚତୁର୍ଥ ଦେଶ ଭାବେ ପରିଗଣିତ ହୋଇଛି। ଭାରତୀୟ ସ୍ପେସ୍‌ ଏଜେନ୍ସି (ISRO) ଗତବର୍ଷ ୨୩ ଅଗଷ୍ଟ ୨୦୨୩ରେ ଏହି ରେକର୍ଡ ସୃଷ୍ଟି କରିଥିଲା। ଯେତେବେଳେ ଚନ୍ଦ୍ରାୟନ-୩ ଚନ୍ଦ୍ରର ସାଉଥ୍‌...

ଆଜି ନିର୍ବାଚନ ହେଲେ ବଢ଼ିଯିବ କଂଗ୍ରେସ ଆସନ; ଜାଣନ୍ତୁ କେଉଁଠି ପହଞ୍ଚିଲା ଭାଜପା

ନୂଆଦିଲ୍ଲୀ,୨୨ା୮: ଦେଶରେ ସାଧାରଣ ନିର୍ବାଚନ ସରିବାର ଦୁଇ ମାସ ପରେ ଜାତୀୟ ଗଣମାଧ୍ୟମ ସଂସ୍ଥା ଆଜ୍ ତକ୍ ପକ୍ଷରୁ କରାଯାଇଥିବା ‘ମୁଡ ଅଫ ଦି ନେଶନ’ ସର୍ଭ ଅନୁଯାୟୀ କେଉଁ ଦଳ କେତେ ଭୋଟ ପାଇବ ସେ ନେଇ ନୂଆ...

ଏବେ ମିଳିବନି ମହଙ୍ଗା ମାଡ଼ରୁ ଆଶ୍ବସ୍ତି; ଚେତାବନୀ ଦେଲା ଆରବିଆଇ

ନୂଆଦିଲ୍ଲୀ,୨୨ା୮: ଅର୍ଥ ମନ୍ତ୍ରଣାଳୟ ଏହାର ମାସିକ ଅର୍ଥନୈତିକ ସମୀକ୍ଷାରେ କହିଛି ଯେ ଦରଦାମ୍ ହ୍ରାସ ପାଉଛି। କିନ୍ତୁ ଆଗାମୀ ଦିନରେ ଖାଦ୍ୟ ସାମଗ୍ରୀ ଦରଦାମ୍ ହ୍ରାସ ପାଇବାର କୌଣସି ସମ୍ଭାବନା ନାହିଁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ କହିଛି। ଘରୋଇ...

ବଳାତ୍କାର ବିରୋଧୀ ଆଇନ୍ କଠୋର କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ମମତାଙ୍କ ଚିଠି

କୋଲକାତା,୨୨ା୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ବଳାତ୍କାର ମାମଲାରେ କଠୋର ଆଇନ କରିବାକୁ ଅପିଲ କରିଛନ୍ତି। କୋଲକାତାର ଏକ ସରକାରୀ ଡାକ୍ତରଖାନାରେ ଟ୍ରେନିଂ ଡାକ୍ତରଙ୍କ ଭୟଙ୍କର ବଳାତ୍କାର ଓ ହତ୍ୟାକୁ ନେଇ...

ଲକ୍ଷ୍ମୀ ବସ୍ ଚଲାଇ କ୍ଷତି ସହୁଛନ୍ତି ସରକାର; ରାଜକୋଷରୁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା; ଆୟ ନାହିଁ

ଭୁବନେଶ୍ୱର,୨୨ା୮:କ୍ରମାଗତ ତୃତୀୟ ଦିନ ପାଇଁ ମଧ୍ୟ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବିଧାନସଭା କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଏହାରି ମଧ୍ୟରେ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୁତିଭୂଷଣ ପ୍ରଧାନ। ଏହି ସମୟରେ ବିଧାୟକ ପ୍ରଶ୍ନ କରି ଲକ୍ଷ୍ମୀ...

ଜମ୍ମୁ-କଶ୍ମୀର ନିର୍ବାଚନ ପୂର୍ବରୁ ରାହୁଲ ରଖିଲେ ଏହି ସର୍ତ୍ତ, କହିଲେ ମେଣ୍ଟ ଗଠନ କରିବୁ ମାତ୍ର…

ନୂଆଦିଲ୍ଲୀ,୨୨ା୮: ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ମିଳିତ ମେଣ୍ଟ ତଥା ଜାତୀୟ ସମ୍ମିଳନୀକୁ ନେଇ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରୀନଗରରେ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟ ମଧ୍ୟରେ ରାହୁଲ...

କ’ଣ ଆମେ କାମ ଛାଡ଼ି ବାହାରେ ବସିବୁ? ଜାଣନ୍ତୁ କାହିଁକି ରାଗିକି ଏମିତି କହିଲେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ,୨୨ା୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ବଳାତ୍କାର ଓ ହତ୍ୟା ମାମଲାରେ ସାରା ଦେଶ ଚକିତ ହୋଇଯାଇଛି। ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ନେତୃତ୍ୱରେ ଏକ ବେଞ୍ଚ ଶୁଣାଣି କରୁଛି। ଏହି ସମୟ ମଧ୍ୟରେ କୋର୍ଟ ଡାକ୍ତରମାନଙ୍କୁ କାମକୁ ଫେରିବାକୁ ନିବେଦନ କରିଛନ୍ତି...

ଓଡ଼ିଶାରେ ସୁନାଖଣିର ସନ୍ଧାନ, ମନ୍ତ୍ରୀ କହିଲେ ଏସବୁ ଜିଲାରେ ନିଲାମ ପାଇଁ ଚାଲିଛି…

ଭୁବନେଶ୍ୱର,୨୨ା୮: ବିଧାନସଭା ଅଧିବେଶନରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା। ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ସୁନା ଖଣିର ସନ୍ଧାନ ମିଳିଛି। ଦେବଗଡ଼ ଜିଳା ଆଡାସ-ରାମପାଲ୍ଲୀ ଅଞ୍ଚଳରେ ସୁନାପଥରର ସନ୍ଧାନ...

ଅବକାରୀ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ, କହିଲେ ଏଣିକି ମଦଭାଟିରେ ଚାଲିବ ବୁଲ୍‌ଡୋଜର

ଭୁବନେଶ୍ୱର,୨୨ା୮: ଚୋରା ମଦ କାରବାର ନେଇ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ମନ୍ତ୍ରୀ କହିଛନ୍ତି, ଯେଉଁଠି ଚୋରା ମଦଭାଟି ଥିବା ଜଣାପଡ଼ିବ ସେଠାରେ ବୁଲ୍‌ଡୋଜର ଚଲାଇ ତାକୁ ଧୂଳିସାତ୍‌ କରାଯିବ। ସେ କହିଛନ୍ତି, ବର୍ତ୍ତମାନ...

୧୫୦ ଗ୍ରାମ ସିମେନ୍‌ କଥା କୋର୍ଟରେ ଉଠାଇଲେ ଓକିଲ, ଏହା ଶୁଣି ସିଜେଆଇ ଚନ୍ଦ୍ରଚୂଡ କହିଲେ…

ନୂଆଦିଲ୍ଲୀ,୨୨।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ପୁଣି ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ...

ଦଶମ-ଦ୍ୱାଦଶ ବୋର୍ଡରେ ଫେଲ୍‌ ହୋଇଛନ୍ତି ୬୫ଲକ୍ଷରୁ ଅଧିକ ପିଲା, ସରକାରଙ୍କ ସୂଚନା

ନୂଆଦିଲ୍ଲୀ,୨୨।୮: ୬୫ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ୧୦ମ ଓ ଦ୍ୱାଦଶ ଶ୍ରେଣୀରେ ପାସ୍‌ କରି ନାହାନ୍ତି। ଏଭଳି ସୂଚନା ଦେଇଛନ୍ତି ଭାରତର ଶିକ୍ଷା ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ୨୦୨୩ର ଏହି ରିପୋର୍ଟ ଦେଇଛି। ବିଭାଗ ଅନୁସାରେ, ରାଷ୍ଟ୍ରୀୟ ବୋର୍ଡ ତୁଳନାରେ ରାଜ୍ୟ ବୋର୍ଡରେ...

ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ, କହିଲେ ଯଦି ମୃତ୍ୟୁ ସ୍ବାଭାବିକ ଥିଲା ତେବେ…

ନୂଆଦିଲ୍ଲୀ,୨୨ା୮: କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଗୁରୁବାର ପୁଣି ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ବିଶେଷକରି ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ପୋଷ୍ଟମର୍ଟମ ପରେ ମାମଲା ରୁଜୁକୁ ନେଇ କୋର୍ଟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri