Tag Archives: Home Middle

ଜିନ୍‌ପିଙ୍ଗ୍‌ଙ୍କ ନିମନ୍ତ୍ରଣ ରକ୍ଷା କଲେ ପୁଟିନ, ଅକ୍ଟୋବରରେ ଗସ୍ତ କରିବେ ଚାଇନା

ମସ୍କୋ,୨୦ା୯: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବୁଧବାର କହିଛନ୍ତି, ସେ ଚାଇନା ରାଷ୍ଟ୍ରପତି ଶି’ ଜିନ୍‌ପିଙ୍ଗ୍‌ଙ୍କ ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ଏହି ନିମନ୍ତ୍ରଣ ପାଇ ସେ ଅକ୍ଟୋବରରେ ଚାଇନା ଗସ୍ତ ପାଇଁ ରାଜି ଅଛନ୍ତି ବୋଲି କହିଛନ୍ତି। ପୁଟିନ ଏକ...

ଶେୟାର ବଜାର: ନିବେଶକମାନେ ୩ ଲକ୍ଷ କୋଟି ହରାଇଲେ, ସେନସେକ୍ସ ୮୦୦ ପଏଣ୍ଟ ହ୍ରାସ ପାଇଛି, ନିଫ୍ଟି ୧୯୯୫୦ରୁ ଖସିଲା..

ମୁମ୍ବାଇ,୨୦।୯ : ବୁଧବାର ଷ୍ଟକ ମାର୍କେଟରେ ବଡ ବିକ୍ରି ଦେଖିବାକୁ ମିଳିଥିଲା। ବମ୍ବେ ଷ୍ଟକ ଏକ୍ସଚେଞ୍ଜ ସେନସେକ୍ସ ପ୍ରାୟ ୮୦୦ ପଏଣ୍ଟ ବା ଏକ ପ୍ରତିଶତ ହ୍ରାସ ପାଇ ୬୭,୦୦୦ ସ୍ତର ତଳକୁ ଆସିଥିଲା। ବାଣିଜ୍ୟ ସମୟରେ ଏହା ୬୬,୭୨୮...

୧୯୮୪ ଶିଖ ଦଙ୍ଗା ମାମଲା: ସଜ୍ଜନ କୁମାରଙ୍କ ସମେତ ସମସ୍ତ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ…

ନୂଆଦିଲ୍ଲୀ,୨୦।୯ : ୧୯୮୪ ଶିଖ ଦଙ୍ଗା ରେ ଦିଲ୍ଲୀର ସୁଲତାନପୁରୀରେ ୬ ଜଣଙ୍କ ହତ୍ୟା ମାମଲାରେ ଦିଲ୍ଲୀ କୋର୍ଟ କଂଗ୍ରେସର ପୂର୍ବତନ ଏମପି ସଜ୍ଜନ କୁମାରଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ସଜ୍ଜନ କୁମାରଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ...

‘୧୯ ମାସରେ ୧୬୦୦ରୁ ଅଧିକ ମାନବିକ ଅଧିକାର ଉଲ୍ଲଂଘନ କରିଛି ତାଲିବାନ’

ନ୍ୟୁୟର୍କ,୨୦ା୯: ତାଲିବାନ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଟକ ରଖାଯାଇଥିବା ଲୋକଙ୍କ ଉପରେ ୧୬୦୦ରୁ ଅଧିକ ମାନବିକ ଅଧିକାରର ଉଲ୍ଲଂଘନ କରିଥିବା ରେକର୍ଡ କରିଛି ମିଳିତ ଜାତିସଂଘ। ସେମାନଙ୍କ ମଧ୍ୟରୁ ପ୍ରାୟ ଅର୍ଦ୍ଧେକ ପୋଲିସ ଏବଂ ଗୁପ୍ତଚର ଏଜେଣ୍ଟଙ୍କ ଦ୍ୱାରା ନିର୍ଯାତନା ତଥା...

୫୦ ପ୍ରତିଶତ ଭୋଟର ନୋଟା ବଟନ ଦବାଇଲେ ଛାଡିଦେବି ରାଜନୀତି: ଓମାର ଅବଦୁଲ୍ଲା…

ଶ୍ରୀନଗର,୨୦।୯ : ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା କହିଛନ୍ତି ଯଦି ଜମ୍ମୁ କଶ୍ମୀରର ୫୦ ପ୍ରତିଶତ ଭୋଟର ନିର୍ବାଚନରେ ନୋଟା ବଟନ ଦବାନ୍ତି ତେବେ ମୁଁ ରାଜନୀତି ଛାଡି ଉପରାଜ୍ୟପାଳଙ୍କୁ ମୁକୁଟ ପିନ୍ଧାଇବି। ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ...

ମଧ୍ୟପ୍ରଦେଶରେ ଭାଜପାକୁ ଝଟକା: ପୂର୍ବତନ ଏମପିଙ୍କ ସହିତ ବହୁ ନେତା କଂଗ୍ରେସରେ ଯୋଗ ଦେଲେ…

ଭୋପାଳ,୨୦।୯ : ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ପରିବର୍ତ୍ତନ ପ୍ରକ୍ରିୟା ଦ୍ରୁତ ଗତିରେ ଜାରି ରହିଛି। କେତେବେଳେ କଂଗ୍ରେସ ଭାଜାପା ବିରୋଧରେ ଗତି କରୁଛି, ଆଉ କେବେ ଭାଜପା କଂଗ୍ରେସର ଦୁର୍ଗକୁ ଭାଙ୍ଗିବାରେ ଲାଗିଛି। ବୁଧବାର କଂଗ୍ରେସ ମହାକୋଶଲରେ...

ରାମ ମନ୍ଦିରକୁ ବୋମାରେ ଉଡାଇବାକୁ ଧମକ, ପୋଲିସର ହଜିଲା ନିଦ…

ଲକ୍ଷ୍ନୌ,୨୦।୯ : ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ସମୟରେ ଏକ ଧମକପୂର୍ଣ୍ଣ କଲ ପୋଲିସର ନିଦ ହଜାଇ ଦେଇଛି। କଲର୍‌ କହିଛନ୍ତି ଖୁବ ଶୀଘ୍ର ରାମ ମନ୍ଦିର ଉପରେ ବୋମା ପକାଯିବ। ଏହା ଶୁଣି...

କାନାଡା ଖଲିସ୍ତାନୀଙ୍କୁ ପାଣ୍ଠି ଯୋଗାଉଛି ଆଇଏସଆଇ…

ନୂଆଦିଲ୍ଲୀ,୨୦।୯ : ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ସୁରକ୍ଷା ଦେବା ପାଇଁ ଅନ୍ତର୍ଜାତୀୟ ସ୍ତରରେ କାନାଡା ସରକାରଙ୍କ ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେଉଛି। ଏଥି ସହିତ ଭାରତ ସହ ସମ୍ପର୍କରେ ସମସ୍ୟା ସୃଷ୍ଟି ହେବାରେ ଲାଗିଛି। ଏହି ସମୟରେ ଗୁପ୍ତଚର ସୂତ୍ରରୁ ଆଶ୍ଚର୍ଯ୍ୟଜନକ ତଥ୍ୟ...

ମଦ ଭଳି ନିଶା ପାଲଟିଛି ସୋସିଆଲ ମିଡ଼ିଆ, ସରକାର ଧାର୍ଯ୍ୟ କରନ୍ତୁ ବୟସ ସୀମା: ହାଇକୋର୍ଟ…

ବେଙ୍ଗାଲୁରୁ,୨୦।୯ : ସୋସିଆଲ ମିଡିଆ ବ୍ୟବହାର ପାଇଁ ବୟସ ସୀମା ଧାର୍ଯ୍ୟ ସମ୍ପର୍କରେ କର୍ନାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଦେଶରେ ସୋସିଆଲ ମିଡିଆ ବ୍ୟବହାର ପାଇଁ ବୟସ ସୀମା ସ୍ଥିର କରିବାକୁ କେନ୍ଦ୍ର ସରକାର...

ବିଶ୍ୱର ନମ୍ବର-୧ ବୋଲର୍‌ ହେଲେ ସିରାଜ୍‌

ନୂଆଦିଲ୍ଲୀ,୨୦।୯: ଏସିଆ କପ ୨୦୨୩ର ଫାଇନାଲ୍‌ ମ୍ୟାଚରେ ଭାରତୀୟ ଦଳର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଦ୍ରୁତ ବୋଲର ମହମ୍ମଦ ସିରାଜ ଆଇସିସି ଦିନିକିଆ ବୋଲର ମାନ୍ୟତାରେ ୮ ସ୍ଥାନ ଡେଇଁ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ଶ୍ରୀଲଙ୍କା...

୪୩ ପାଇଲଟଙ୍କ ଇସ୍ତଫା ପରେ ସଙ୍କଟରେ ଆକାସା ଏୟାରଲାଇନ୍ସ, ୭୦୦ ବିମାନ ଉଡାଣ ବାତିଲ ଆଶଙ୍କା…

ନୂଆଦିଲ୍ଲୀ,୨୦।୯ : ନିକଟରେ ଆରମ୍ଭ ହୋଇଥିବା ଆକାସା ଏୟାରକୁ ନେଇ ସଙ୍କଟ ବଢ଼ିବାରେ ଲାଗିଛି। ୪୩ ପାଇଲଟଙ୍କ ଇସ୍ତଫା ପରେ ବିମାନ ଉଡାଣ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି ବୋଲି ଦିଲ୍ଲୀ ହାଇକୋର୍ଟ ସୂଚନା ଦେଇଛନ୍ତି। ପାଇଲଟଙ୍କ ହଠାତ ଇସ୍ତଫା...

ଭାରତ ନେପାଳରେ ଏକ ଶିଙ୍ଘିଆ ଗଣ୍ଡା ସଂଖ୍ୟାରେ ବୃଦ୍ଧି…

ନୂଆଦିଲ୍ଲୀ,୨୦।୯ : ଭାରତ ଏବଂ ନେପାଳରେ ଏକ ଶିଙ୍ଘିଆ ଗଣ୍ଡା ସଂଖ୍ୟା ବୃଦ୍ଧି ପାଉଛି। ସେମାନଙ୍କ ସଂଖ୍ୟା ଚାରି ହଜାରରୁ ଅଧିକ ରହିଛି। ଏହି ବିରଳ ପ୍ରଜାତିର ସଂରକ୍ଷଣ ପାଇଁ ବହୁ ଉଦ୍ୟମ କରାଯାଉଛି। ପଡୋଶୀ ଦେଶ ନେପାଳରେ ମଧ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri