Tag Archives: Home Middle

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବିହାର ସମେତ ଉତ୍ତର-ପୂର୍ବରେ ପ୍ରବଳ ବର୍ଷା ହେବାର ସମ୍ଭାବନା

ନୂଆଦିଲ୍ଲୀ,୨୦।୯: ଉତ୍ତର-ପଶ୍ଚିମବଙ୍ଗ ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ମଙ୍ଗଳବାର ଓଡ଼ିଶା, ପଶ୍ଚିମବଙ୍ଗର ଗଙ୍ଗା ଉପକୂଳ ଅଞ୍ଚଳ ଏବଂ ଝାଡଖଣ୍ଡ ସମେତ ପୁର୍ବ କେନ୍ଦ୍ରୀୟ ଅଞ୍ଚଳ ଏବଂ ଉତ୍ତର-ପୂର୍ବ ଭାରତରେ ପ୍ରବଳ ବର୍ଷା ହୋଇଛି। ଆଗାମୀ...

ନ୍ୟୁଜିଲାଣ୍ଡରେ ୫.୬ ତୀବ୍ରତାର ଭୂକମ୍ପ

ଓ୍ବିଲିଂଟନ୍‌,୨୦।୯: ନ୍ୟୁଜିଲାଣ୍ଡରେ ବୁଧବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି। ନ୍ୟୁଜିଲ୍ୟାଣ୍ଡର ଜାତୀୟ ଜରୁରୀକାଳୀନ ପରିଚାଳନା ଏଜେନ୍ସି କହିଛି ଯେ, ଭୂକମ୍ପରେ କୌଣସି ମୃତାହତ କିମ୍ବା କୌଣସି କ୍ଷୟକ୍ଷତି ହୋଇନାହିଁ। ଆମେରିକାର...

୨୦୨୯ ସୁଦ୍ଧା ମହିଳାଙ୍କୁ ସଂରକ୍ଷଣ

ନୂଆଦିଲ୍ଲୀ,୨୦।୯ : ନୂଆ ପାର୍ଲାମେଣ୍ଟ ହାଉସ୍‌ର ପ୍ରଥମ ଲୋକ ସଭାରେ ଆଗତ ହୋଇଥିବା ଏହି ବିଲ୍‌କୁ ପ୍ରଧାନମନ୍ତ୍ରୀ ଏକ ‘ଐତିହାସିକ ପଦକ୍ଷେପ’ ଭାବେ ଅଭିହିତ କରିଛନ୍ତି। ୧ ଦଶନ୍ଧି ପୂର୍ବରୁ ପାର୍ଲାମେଣ୍ଟର ନିମ୍ନ ସଦନରେ ମହିଳା ସଂରକ୍ଷଣ ବିଲ୍‌ ଆଗତ...

ହ୍ବାଟସଆପରେ ୪୯ କୋଟି ଲୋକଙ୍କ ସହ ଯୋଡି ହେବେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୯ : ଟୁଇଟର, ଫେସବୁକ ଏବଂ ଇନଷ୍ଟାଗ୍ରାମ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ହ୍ବାଟସ ଆପକୁ ମଧ୍ୟ ଆସିଛନ୍ତି। ବର୍ତ୍ତମାନ ସେ ସିଧାସଳଖ ନିଜ ପ୍ରଶଂସକଙ୍କୁ ବାର୍ତ୍ତା ପଠାଇବେ ଏବଂ ସେମାନଙ୍କର ପ୍ରଶଂସକମାନେ ସେମାନଙ୍କ ହ୍ବାଟସ ଆପରେ ସିଧାସଳଖ...

୨୦୨୪ରେ ନିର୍ବାଚନ ଲଢ଼ିବେ ପିକେ..

ମୁଜାଫରପୁର,୧୯।୯ : ବିଗତ ଏକ ବର୍ଷ ଧରି ବିହାରର ବିଭିନ୍ନ ଜିଲାରେ ଜନ ସୁରାଜ ପଦଯାତ୍ରା କରୁଥିବା ପ୍ରଶାନ୍ତ କିଶୋର(ପିକେ) ଏବେ ମୁଜାଫରପୁର ଜିଲାରେ ଅଛନ୍ତି। ସେ କ୍ରମାଗତ ଭାବରେ ମୁଜାଫରପୁରର ବିଭିନ୍ନ ଅଞ୍ଚଳରେ ପଦଯାତ୍ରା କରୁଛନ୍ତି ଏବଂ ଲୋକଙ୍କୁ...

କିଷାନ ଋଣ ପୋର୍ଟାଲ ଆରମ୍ଭ କଲେ କେନ୍ଦ୍ର ସରକାର…

ନୂଆଦିଲ୍ଲୀ,୧୯।୯ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗଣେଶ ଚତୁର୍ଥୀରେ ଦେଶର ଚାଷୀଙ୍କୁ ଏକ ବଡ ଉପହାର ଦେଇଛନ୍ତି। କୃଷକମାନଙ୍କୁ ସବସିଡି ଋଣ ଏବଂ ପାଣ୍ଠିର ସମସ୍ୟାକୁ ଦୂର କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ କୃଷି...

ନୂଆ ସଂସଦ ଭବନ ଉତ୍ସବରେ ରାଷ୍ଟ୍ରପତିଙ୍କୁ ଅଣଦେଖା: ଡେରେକ ଓ’ବ୍ରାଇନ…

ନୂଆଦିଲ୍ଲୀ,୧୯।୯ : ମଙ୍ଗଳବାର ଭାରତ ଏକ ଐତିହାସିକ ମୁହୂର୍ତ୍ତ ପାଳନ କରିଛି। ଦେଶ ଏକ ନୂତନ ସଂସଦ ପାଇଛି ଏବଂ ଏମପିମାନେ ପୁରୁଣା କମ୍ପ୍ଲେକ୍ସକୁ ବିଦାୟ ନେଇଛନ୍ତି। ଏହି ସମୟରେ, ଟିଏମସି ଏମପି ଡେରେକ ଓ’ବ୍ରାଇନ ସେଣ୍ଟ୍ରାଲ ହଲରେ ସମାରୋହରେ...

ଆଜରବୈଜାନର କରାବାଖରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୬ ମୃତ, ଆର୍ମେନିଆ ମୁଣ୍ଡରେ ଅଠା…

ବାକୁ,୧୯।୯ : ମଙ୍ଗଳବାର ଆଜରବୈଜାନର କରାବାଖରେ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସୂଚନା ପ୍ରଦାନ କରି ନ୍ୟୁଜ ଏଜେନ୍ସି ରଏଟର୍ସ କହିଛି ଆଜରବୈଜାନର ନାଗର୍ଣ୍ଣୋ-କରାବାଖ ଅଞ୍ଚଳରେ ଦୁଇଟି ପୃଥକ ଘଟଣାରେ ୬ ଜଣ ନାଗରିକଙ୍କର...

ଏସିଆନ ଗେମ୍ସ ପାଇଁ ଆସିଲା ଭାରତୀୟ ପୁରୁଷ ମହିଳା ଦଳର ଜର୍ସି…

ନୂଆଦିଲ୍ଲୀ,୧୯।୯ : ଏସିଆନ ଗେମ୍ସ ୨୦୨୩ ପାଇଁ ଭାରତୀୟ ଦଳର ଜର୍ସିର ପ୍ରଥମ ଲୁକ ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଜର୍ସିର ଚିତ୍ର ଭାଇରାଲ ହେବାରେ ଲାଗିଛି। ଚିତ୍ରରେ କିଛି ଖେଳାଳି ଭାରତୀୟ ଜର୍ସିରେ ନଜର ଆସିଛନ୍ତି। ଏଥର ଏସିଆନ...

ରାଜ୍ୟରେ ନିର୍ବାଚନ କରିବାକୁ ଡରୁଛନ୍ତି ସରକାର: ଓମାର ଅବଦୁଲ୍ଲା…

ଶ୍ରୀନଗର,୧୯।୯ : ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ମଙ୍ଗଳବାର କହିଛନ୍ତି ତାଙ୍କ ଦଳ ମହିଳା ସଂରକ୍ଷଣ ବିଲ ବିରୋଧରେ ନୁହେଁ ଏବଂ ଏହାକୁ କାର୍ଯ୍ୟକାରୀ କରାଯିବା ନେଇ ଦଳର କୌଣସି ଆପତ୍ତି ନାହିଁ। ଜମ୍ମୁ-କଶ୍ମୀରର ବଡ଼ଗାମରେ ଗଣମାଧ୍ୟମ ସହିତ...

ମହିଳାମାନଙ୍କୁ ବୋକା ବନାଇବା ପାଇଁ ସରକାର ଆଣିଛନ୍ତି ସଂରକ୍ଷଣ ବିଲ: ଏଏପି…

ନୂଆଦିଲ୍ଲୀ,୧୯।୯ : ମହିଳା ସଂରକ୍ଷଣ ବିଲ ସମ୍ପର୍କରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆମ ଆଦମୀ ପାର୍ଟି ମଙ୍ଗଳବାର ଭାଜପାକୁ ଟାର୍ଗେଟ କରିଛି। ଏଏପି କହିଛି ବିଲକୁ ଆମେ ନୈତିକ ଭାବରେ ସମର୍ଥନ କରୁଛୁ। କେଜରିୱାଲ ସରକାରଙ୍କ ଜଣେ ମନ୍ତ୍ରୀ...

ମହିଳା ସଂରକ୍ଷଣ ବିଲ୍‌: ବିରୋଧ କରିବାରୁ ସମାଜବାଦୀ ଏମପିଙ୍କ କଲର ଧରି ଗୃହରୁ ବାହାର କରିଥିଲେ ମମତା…

ନୂଆଦିଲ୍ଲୀ,୧୯।୯ : ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମଙ୍ଗଳବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଛନ୍ତି। ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସିଟ ସଂରକ୍ଷଣ କରିବାକୁ ଏହି ବିଲରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri