Tag Archives: Home Middle

ସଂସଦର ଅଧିବେଶନ ଛୋଟ ହେଲେ ଐତିହାସିକ ନିର୍ଣ୍ଣୟ ନେବାର ସମୟ: ମୋଦି

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସକାଳୁ ବିଶେଷ ଅଧିବେଶନ ପାଇଁ ସଂସଦରେ ପହଞ୍ଚିଛନ୍ତି। ଏଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି, ‘ଚନ୍ଦ୍ର ମିଶନ ବା ଚନ୍ଦ୍ରାୟନର ସଫଳତା ପରେ ଆମର ତ୍ରରଙ୍ଗା ଉଡ଼ୁଛି। ଶିବଶକ୍ତି ପଏଣ୍ଟ ନୂତନ...

ଭାରତୀୟ ସେନାର ଶକ୍ତି ବୃଦ୍ଧି କରିବ ‘ପ୍ରଳୟ’…

ନୂଆଦିଲ୍ଲୀ,୧୮।୯ : ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପ୍ରଳୟ’ ବାଲିଷ୍ଟିକ କ୍ଷେପଣାସ୍ତ୍ରର ଗୋଟିଏ ରେଜିମେଣ୍ଟ ଅଧିଗ୍ରହଣକୁ ଅନୁମୋଦନ କରିଛି। ଏହାକୁ ନିୟନ୍ତ୍ରଣ ରେଖା ଉପରେ ନିୟୋଜିତ କରାଯିବ। ପ୍ରତିରକ୍ଷା ଅଧିକାରୀମାନେ କହିଛନ୍ତି ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ହୋଇଥିବା ବୈଠକରେ ସେନାର ସାମରିକ ସାମର୍ଥ୍ୟରେ...

ସିଂହ ସହ ଲଢ଼ି ପାରିବେନି ଛେଳି ମେଣ୍ଢା: ଶିନ୍ଦେ…

ମୁମ୍ବାଇ,୧୮।୯ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସୋମବାର ବିରୋଧୀ ଦଳକୁ କଡା ସମାଲୋଚନା କରିଛନ୍ତି। ଏପରିକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଂହ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ବିରୋଧୀ ଦଳ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...

ବାଘ ଶାବକ ନାମକରଣ ନେଇ ମହାରାଷ୍ଟ୍ରରେ ଶାସକ ବିରୋଧୀ ମୁହାଁମୁହିଁ…

ମୁମ୍ବାଇ,୧୮।୯ : ମହାରାଷ୍ଟ୍ରରେ ବାଘ ଶାବକ ନାମକରଣକୁ ନେଇ ଏକ କାର୍ଯ୍ୟକ୍ରମ ପରେ ଏକ ରାଜନୈତିକ ବିବାଦ ଆରମ୍ଭ ହୋଇଛି। କୁହାଯାଉଛି ନାମକରଣରେ ‘ଆଦିତ୍ୟ’ ନାମକ ଏକ କାଗଜ ଲକତ ଡ୍ରରୁ ଆସିବାରୁ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା ଏବଂ...

ଶାନ୍ତି ପାଇଁ ଯୋଗ ଶରଣରେ ୟୁକ୍ରେନବାସୀ…

କିଭ,୧୮।୯ : ରୁଷିଆ ଦ୍ୱାରା ଲଗାତାର ବୋମା ବିସ୍ଫୋରଣ ଯୋଗୁଁ ୟୁକ୍ରେନବାସୀ ଜୀବନ ଏବଂ ସମ୍ପତ୍ତି ହରାଇବା ସହିତ ମାନସିକ ଚାପର ସମ୍ମୁଖୀନ ହେଉଛନ୍ତି । ଯୁଦ୍ଧ ଦ୍ୱାରା ସୃଷ୍ଟି ହୋଇଥିବା ଉତ୍ତେଜନାକୁ ଦୂର କରିବା ପାଇଁ, ୟୁକ୍ରେନର ଉନ୍ନତ...

ମଝି ଆକାଶରେ ୨ ବିମାନ ମୁହାଁମୁହିଁ: ପାଇଲଟ ମୃତ…

ଓ୍ବାଶିଂଟନ,୧୮।୯ : ଆମେରିକାର ରେନୋରେ ଏକ ଏୟାର ରେସିଂ ଇଭେଣ୍ଟରେ ଅବତରଣ କରିବା ସମୟରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ମୃତ୍ୟୁ ଘଟିଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ରେନୋ ସିଟି...

ତାଇଓ୍ବାନରେ ୧୦୩ ଚାଇନା ଯୁଦ୍ଧ ବିମାନ…

ତାଇପେ,୧୮।୯ : ଚାଇନା ଏହାର କାର୍ଯ୍ୟକଳାପରୁ ବିରତ ହେଉ ନାହିଁ। ତାଇୱାନ ପୁଣି ଥରେ ଚାଇନା ବିରୋଧରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛି। ତାଇୱାନ ଦାବି କରିଛି ଗତ କିଛି ଦିନ ମଧ୍ୟରେ୧୦୩ ଟି ଚାଇନା ଯୁଦ୍ଧ...

ଆଜିଠାରୁ ଅଧିକାଂଶ ଅଞ୍ଚଳରେ ଝଡ଼ବର୍ଷା

ଭୁବନେଶ୍ୱର,୧୮।୯(ଅନୁରାଧା ମହାରଣା): ବଙ୍ଗୋପସାଗରର କେନ୍ଦ୍ରୀୟ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଦୁର୍ବଳ ହୋଇପଡ଼ିଛି। ତେଣୁ ଲଘୁଚାପ ପ୍ରଭାବରେ ରାଜ୍ୟ ଉପରେ ଦୁର୍ବଳ ସ୍ଥିତିରେ ଥିବା ମୌସୁମୀ ଏବେ ପୁନର୍ବାର ସକ୍ରିୟ ହୋଇପଡ଼ିଛି। ଫଳରେ ସୋମବାରଠାରୁ ରାଜ୍ୟରେ ଝଡ଼ବର୍ଷା...

କୌଳିକ ବୃତ୍ତିଧାରୀଙ୍କୁ ସମ୍ମାନ

ନୂଆଦିଲ୍ଲୀ,୧୮ା୯ : ବିଶ୍ୱକର୍ମା ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ପିଏମ୍‌ ବିଶ୍ୱକର୍ମା’ ଯୋଜନା ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ କୌଳିକ ବୃତ୍ତିଧାରୀ କାରିଗରମାନଙ୍କୁ ବିନା ବନ୍ଧକରେ ସର୍ବନିମ୍ନ ସୁଧହାର ଋଣ ସହାୟତା ଯୋଗାଇ ଦିଆଯିବ। ୫ ବର୍ଷ...

ରୁଷିଆ ଦଖଲରୁ ଅନ୍ୟ ଏକ ଗାଁକୁ ନିଜ ନିୟନ୍ତ୍ରଣକୁ ଆଣିଲା ୟୁକ୍ରେନ, ସେନାକୁ ପ୍ରଶଂସା କଲେ ଜେଲେନସ୍କି…

ମସ୍କୋ/କିଭ,୧୮।୯: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ଼ ଦାବି କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ୟୁକ୍ରେନ ସୈନ୍ୟମାନେ ବାଖମୁଟର ଦକ୍ଷିଣ କୂଳରେ ଅବସ୍ଥିତ କ୍ଲିଚିଭକା ଗାଁକୁ ରୁଷିଆ ଦଖଲରୁ ନିଜ ନିୟନ୍ତ୍ରଣକୁ ଆଣିଛନ୍ତି। ବାସ୍ତବରେ ଏହି...

ପାକିସ୍ତାନରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ଆତଙ୍କବାଦୀ କମାଣ୍ଡର ନିହତ…

ଇସଲାମାବାଦ,୧୮।୯ : ଖାଇବର ପାସ୍ତୁନଖ୍ବାର ସ୍ବାତ ଜିଲାରେ ଗୁପ୍ତଚର ଅପରେଶନରେ ପାକିସ୍ତାନ ସୁରକ୍ଷା ବାହିନୀ ତେହେରିକ-ଇ-ତାଲିବାନ ପାକିସ୍ଥାନ (ଟିଟିପି) ର ପୂର୍ବତନ ଗୋଷ୍ଠୀ କମାଣ୍ଡରଙ୍କୁ ଏନକାଉଣ୍ଟର କରିଛି। ପାକ ମିଡିଆ ରିପୋର୍ଟ ଅନୁଯାୟୀ, ଏହି ଅପରେଶନରେ ନିହତ ହୋଇଥିବା ପୂର୍ବତନ...

ଭାରତରେ ସି-୨୯୫ ବିମାନ ଉତ୍ପାଦନ ଏକ ଉଲ୍ଲେଖନୀୟ କାର୍ଯ୍ୟ ହେବ…

ମାଦ୍ରିଦ,୧୮।୯ : ସ୍ପେନରେ ଭାରତୀୟ ରାଷ୍ଟ୍ରଦୂତ ଦୀନେଶ ପଟ୍ଟନାୟକ କହିଛନ୍ତି ଦେଶରେ ୪୦ଟି ସି-୨୯୫ ବିମାନ ଉତ୍ପାଦନ ଏକ ଗେମ ଚେଞ୍ଜର ସାବ୍ୟସ୍ତ ହେବ। ଏହା ଭାରତରେ ଏକ ବିଶ୍ୱ ସ୍ତରୀୟ ଏରୋସ୍ପେସ ଇକୋସିଷ୍ଟମ ସୃଷ୍ଟି କରିବ, ଯାହା ଭବିଷ୍ୟତରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri