Tag Archives: Home Middle

ଜାତୀୟ ସମ୍ମିଳନୀରେ ଗୁଞ୍ଜରିତ ହେଲା ଓମ୍‌ ଶାନ୍ତି ଶାନ୍ତି, ଦେଶ ପାଇଁ ଆଶୀର୍ବାଦ କାମନା କଲେ…

ଓ୍ବାଶିଂଟନ,୨୨ା୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଛି। ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଦୌଡ଼ରେ ଥିବା ବେଳେ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଳା ହାରିସ୍‌ ମଧ୍ୟ ତାଙ୍କୁ ଏକ କଡ଼ା ଟକ୍କର ଦେଉଛନ୍ତି। ଏହି ସମୟରେ...

ଜମ୍ମୁ-କଶ୍ମୀରରେ ବଡ଼ ଘୋଷଣା କଲେ ରାହୁଲ ଗାନ୍ଧୀ, ମେଣ୍ଟକୁ ନେଇ କହିଲେ…

ଶ୍ରୀନଗର,୨୨।୮: ଜମ୍ମୁ-କଶ୍ମୀରରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ଗୁରୁବାର ଜମ୍ମୁ-କାଶ୍ମୀରରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ହେବାକୁ ଯାଉଛି ଜାଣିବା ମାତ୍ରେ ଆମେ ପ୍ରଥମେ ଏଠାକୁ ଆସିଥିଲୁ। ରାହୁଲ କହିଛନ୍ତି ଯେ...

ଉତ୍ତରପ୍ରଦେଶ ଉପନିର୍ବାଚନ ନେଇ ଆର୍‌ଏସ୍‌ଏସ୍‌-ଭାଜପାର ମାନସ ମନ୍ଥନ, ସଂଘର ମୁଖିଆ କହିଲେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ…

ଲକ୍ଷ୍ନୌ,୨୨ା୮: ଉତ୍ତରପ୍ରଦେଶ ଭାଜପାରେ ଚାଲିଥିବା ବିବାଦ ମଧ୍ୟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ଏହାର କମାଣ୍ଡ ଦାୟିତ୍ୱ ନେବ। ଏନେଇ ଆର୍‌ଏସ୍‌ଏସ୍‌ର ସହକାରୀ ନେତା ଅରୁଣ କୁମାରଙ୍କ ଉପସ୍ଥିତିରେ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସରକାର, ଆର୍‌ଏସ୍‌ଏସ୍‌ ଏବଂ ସଂଗଠନର...

ମୁଁ ବି ହସ୍ପିଟାଲ୍‌ ଚଟାଣରେ ଶୋଇଛି…ଜାଣିଛି କ’ଣ ଘଟେ, ବଳାତ୍କାର ମାମଲାର ଶୁଣାଣିବେଳେ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

କୋଲକାତା,୨୨।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଡାକ୍ତର ପ୍ରଦର୍ଶନ ଥମିବାର ନାଁ ନେଉ ନାହିଁ। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ଠାରୁ ଡାକ୍ତରଖାନାର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ...

ଘରକୁ ଫେରିବେ କି ହାସିନା? ବାଂଲାଦେଶ ସହ ‘ପ୍ରତ୍ୟର୍ପଣ ସନ୍ଧି’ ପରେ ଚିନ୍ତାରେ ଭାରତ

ଢାକା/ନୂଆଦିଲ୍ଲା,୨୨ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ତାଙ୍କ ଦେଶକୁ ଫେରିବେ କି ନାହିଁ ଏହି ପ୍ରସଙ୍ଗରେ ଖୁବ୍‌ ଆଲୋଚନା ଚାଲିଛି। ଏହାର କାରଣ ହେଉଛି ବାଂଲାଦେଶରେ ତାଙ୍କ ବିରୋଧରେ ଅନେକ ଆପରାଧିକ ମାମଲା ବିଚାରାଧୀନ ଅଛି। ଏଭଳି ପରିସ୍ଥିତିରେ...

କୋଲକାତା ବଳାତ୍କାର ମାମଲାରେ ଅଭିଯୁକ୍ତ ସଞ୍ଜୟଙ୍କ ବିଷୟରେ ଜାଣିବାକୁ ମିଳିଲା ଏମିତି, ଶୁଣି ଆଶ୍ଚର୍ଯ୍ୟ ହୋଇଗଲା ସିବିଆଇ

କୋଲକାତା, ୨୨।୮: କୋଲକାତା ଆର.ଜି କର ହସ୍ପିଟାଲର ଟ୍ରେନି ଡାକ୍ତରଙ୍କ ବଳାତ୍କାର ଏବଂ ହତ୍ୟା ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ନେଇ ବଡ଼ କବର ସାମ୍ନାକୁ ଆସିଛି। ୮ ଏବଂ ୯ ଅଗଷ୍ଟ ମଧ୍ୟରାତ୍ରୀରେ ଟ୍ରେନି ଡାକ୍ତରଙ୍କୁ...

ସାଢ଼େ ୧୧ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୨ା୮: ଗୁରୁବାର ବିଧାନସଭା ଆରମ୍ଭରୁ ହଟ୍ଟଗୋଳ ହେବାରୁ ବାଚସ୍ପତି ସୁରମା ପାଢ଼ୀ ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ଗଞ୍ଜାମର ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ ବିଜେଡି ହୋ-ହଲ୍ଲା କରିଥିବା ବେଳେ ଇଡି ପ୍ରସଙ୍ଗରେ ବିରୋଧୀ କଂଗ୍ରେସ...

ଗଞ୍ଜାମ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୮: ଗଞ୍ଜାମ ସମ୍ବରଝୋଳ ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି। ଏହି ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ସହାୟତା...

କ୍ରାଇମ୍‌ ସିନ୍‌ରେ ରହିଛି ଏକାଧିକ ଲୋକଙ୍କ ଫୁଟ୍‌ପ୍ରିଣ୍ଟ, ସିବିଆଇର ଷ୍ଟାଟସ୍‌ ରିପୋର୍ଟରେ ସାଙ୍ଘାତିକ ଖୁଲାସା

ନୂଆଦିଲ୍ଲୀ,୨୨।୮: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟରେ ସିବିଆଇ ଷ୍ଟାଟସ ରିପୋର୍ଟ ଦାଖଲ କରିଛି। ଅନୁସନ୍ଧାନକାରୀ ସଂସ୍ଥା ଏକ ସିଲ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରିଛି। ଷ୍ଟାଟସ ରିପୋର୍ଟରେ କୋଲକାତା ପୋଲିସର ଅବହେଳା ବିଷୟରେ ସିବିଆଇ ଉଲ୍ଲେଖ...

ପୁଣି ଘର ବାହୁଡିବେ ଗୁଲାମ ନବୀ ଆଜାଦ! ଜାତୀୟ ରାଜନୀତିରେ ହଇଚଇ

ନୂଆଦିଲ୍ଲୀ,୨୨।୮: ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନକୁ ଆଉ କିଛି ସପ୍ତାହ ବାକି ଥିବାବେଳେ ରାଜନୈତିକ ପାଗ ସରଗରମ ରହିଛି। ଏହାରି ଭିତରେ ଚର୍ଚ୍ଚା ଆରମ୍ଭ ହୋଇଛି କି, ଗୁଲାମ ନବୀ ଆଜାଦ ଯିଏକି ୨୦୧୯ରେ ଅନୁଚ୍ଛେଦ ୩୭୦ ହଟାଇବା ପରେ...

ରେଞ୍ଜରଙ୍କ ଘରେ ପଶିଲା ଭିଜିଲାନ୍ସ: ୮ଟି ସ୍ଥାନରେ ଚାଲିଛି ରେଡ

ଡେଙ୍କାନାଳ,୨୨।୮(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କ ଢେଙ୍କାନାଳ ସହର ସ୍ଥିତ କାଲ୍ଟାକ୍ସ ରତନ ବଜାର ଅଞ୍ଚଳରେ ଥିବା ବାସଭବନ ଓ କୁଞ୍ଜକାନ୍ତଠାରେ ଥିବା ସଦର ରେଞ୍ଜ କାର୍ଯ୍ୟାଳୟରେ ଗୁରୁବାର ସକାଳେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୁତ...

ଏୟାର ଇଣ୍ଡିଆ ବିମାନରେ ବୋମା ଥିବା ସୂଚନା, ଥିରୁଭାନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା

ଥିରୁଭାନନ୍ତପୁରମ୍‌,୨୨।୮: ଗୁରୁବାର କେରଳର ରାଜଧାନୀ ଥିରୁଭାନନ୍ତପୁରମସ୍ଥିତ ବିମାନବନ୍ଦରରେ ଉତ୍ତେଜନା ଦେଖାଦେଇଛି। ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଆସିଥିବା ଏୟାର ଇଣ୍ଡିଆ ବିମାନରେ ବୋମା ଥିବାର ଖବର ମିଳିଛି। ତତକ୍ଷଣାତ୍‌ ଥିରୁଭାନନ୍ତପୁରମ ବିମାନବନ୍ଦରରେ ଜରୁରୀକାଳୀନ ଘୋଷଣା କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ବିମାନରୁ ଯାତ୍ରୀମାନଙ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri