Tag Archives: Home Middle

ଭାରତ ହାତରେ ଏସିଆ କପ୍‌

କଲମ୍ବୋ,୧୭।୯: କଲମ୍ବୋସ୍ଥିତ ଆର୍‌.ପ୍ରେମଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ୨୦୨୩ ଏସିଆ କପ୍‌ ଫାଇନାରେ ଶ୍ରୀଲଙ୍କାକୁ ୧୦ ଉଇକେଟରେ ପରାସ୍ତ କରିଛି ଭାରତ। ଫଳରେ ଅଷ୍ଟମ ଥର ପାଇଁ ଏସିଆ କପ୍‌ ହାତେଇଛି ଭାରତ। ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ...

ପାନ, କିଆଫୁଲ ଚାଷୀଙ୍କୁ ମିଳିବ ସ୍ବତନ୍ତ୍ର ଆର୍ଥିକ ସହାୟତା

ଭୁବନେଶ୍ୱର,୧୭ା୯(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ପୁରୀ ଓ ଗଞ୍ଜାମ ଗସ୍ତ ସମୟରେ ସ୍ଥାନୀୟ ପାନବରଜ ଚାଷୀ ଓ କିଆଫୁଲ ଚାଷୀମାନଙ୍କ ପକ୍ଷରୁ ବିଭିନ୍ନ ଅସୁବିଧା ସମ୍ପର୍କରେ ଅନେକ ଆପତ୍ତି ଅଭିଯୋଗ ଆସିଥିଲା।...

ବ୍ୟାଟିଂ ବିପର୍ଯ୍ୟୟ: ୫୦ ରନ୍‌ରେ ଅଟକିଲା ଶ୍ରୀଲଙ୍କା

କଲମ୍ବୋ,୧୭।୯: କଲମ୍ବୋସ୍ଥିତ ଆର୍‌.ପ୍ରେମଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ୨୦୨୩ ଏସିଆ କପ୍‌ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଭାରତର ଦ୍ରୁତ ବୋଲି ମହମ୍ମଦ ସିରାଜ କମାଲ ବୋଲିଂ...

ପ୍ରାରମ୍ଭରୁ ୬ ଉଇକେଟ ହରାଇ ସଙ୍କଟରେ ଶ୍ରୀଲଙ୍କା

କଲମ୍ବୋ,୧୭।୯: କଲମ୍ବୋସ୍ଥିତ ଆର୍‌.ପ୍ରେମଦାସା ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ୨୦୨୩ ଏସିଆ କପ୍‌ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଶ୍ରୀଲଙ୍କା ବ୍ୟାଟର ପଡ଼ିଆକୁ ଓହ୍ଲାଇ ପ୍ରାରମ୍ଭରୁ ବ୍ୟାଟିଂ...

ପ୍ଲାଷ୍ଟର ଅଫ ପ୍ୟାରିସର ଗଣେଶ ମୂର୍ତ୍ତି ବିସର୍ଜନ କରା ଯାଇପାରିବ ନାହିଁ, କିନ୍ତୁ ବିକ୍ରି ହୋଇପାରିବ: ମାଡ୍ରାସ ହାଇକୋର୍ଟ…

ଚେନ୍ନାଇ,୧୭।୯ : ବାଣିଜ୍ୟ କରିବାର ଅଧିକାର ଏବଂ ପରିବେଶର ସୁରକ୍ଷା ମଧ୍ୟରେ ଏକ ସନ୍ତୁଳନ ରକ୍ଷା କରିବାକୁ ଚେଷ୍ଟା କରୁଥିବାବେଳେ ମାଡ୍ରାସ ହାଇକୋର୍ଟ କହିଛନ୍ତି ପ୍ୟାରିସର ପ୍ଲାଷ୍ଟରରେ ନିର୍ମିତ ଗଣେଶ ମୂର୍ତ୍ତି ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇପାରିବ ନାହିଁ। କିନ୍ତୁ...

ମୁଖ୍ୟମନ୍ତ୍ରୀ କେସିଆରଙ୍କୁ ପ୍ରଶଂସା, କଂଗ୍ରେସକୁ କଟାକ୍ଷ…ସିଡବ୍ଲୁସି ବୈଠକ ମଧ୍ୟରେ ହାଇଦ୍ରାବାଦରେ ଲାଗିଲା ଦଳ ବିରୋଧୀ ପୋଷ୍ଟର

ହାଇଦ୍ରାବାଦ,୧୭।୯: କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ମଧ୍ୟରେ ହାଇଦ୍ରାବାଦରେ ଦଳକୁ ସମାଲୋଚନା କରୁଥିବା ଅନେକ ପୋଷ୍ଟର ଏବଂ ହୋର୍ଡିଂ ଲଗାାଯାଇଛି। ଏହି ବୈଠକ ପରେ ରବିବାର ଦଳ ଜାରି କରିବାକୁ ଥିବା କଂଗ୍ରେସର ୬ଟି ଗ୍ୟାରେଣ୍ଟିକୁ ନେଇ କଟାକ୍ଷ କରାଯାଇଛି। ପୋଷ୍ଟରରେ...

ଭଉଣୀ ଗୀତାଙ୍କ ଶେଷଦର୍ଶନ କଲେ ନବୀନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୭ା୯: ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ଶେଷଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଗୀତାଙ୍କ ଭାଇ ନବୀନ ପଟ୍ଟନାୟକ। ରବିବାର ଦିଲ୍ଲୀ ଯାଇ ଭଉଣୀ ଗୀତାଙ୍କ ଶେଷ ଦର୍ଶନ କରିଛନ୍ତି।  ଭଉଣୀଙ୍କ ପରଲୋକରେ ଗଭୀର ମର୍ମାହତ ଥିବା ନବୀନ କହିଛନ୍ତି। ସୂଚନାଯୋଗ୍ୟ,...

ଏସିଆ କପ୍‌ ଫାଇନାଲ୍‌: ଭାରତୀୟ ଦଳରେ ୫ ପରିବର୍ତ୍ତନ, ଓ୍ବାଶିଂଟନ୍‌ଙ୍କୁ ସୁଯୋଗ

କଲମ୍ବୋ,୧୭।୯: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏସିଆ କପର ଫାଇନାଲ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖୋଳଯାଉଛି। ଏଏସିଆ କପ ଫାଇନାଲରେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ଲେ -୧୧ରେ...

ମୋଦିଙ୍କ ବିଜୟ ରଥକୁ ରୋକିବାକୁ କଂଗ୍ରେସ ଖେଳିବ ସଂରକ୍ଷଣର ମାଷ୍ଟରଷ୍ଟ୍ରୋକ

ହାଇଦ୍ରାବାଦ,୧୭।୯: ଆଗାମୀ ଲୋକ ସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତୀୟ ଜନତା ପାର୍ଟି(ଭାଜପା)ର ବିଜୟ ରଥକୁ ରୋକିବାକୁ କଂଗ୍ରେସ ପ୍ରସ୍ତୁତ ହୋଇଗଲାଣି। I.N.D.I.A ମେଣ୍ଟ ଗଠନ ପରେ କଂଗ୍ରେସ ବର୍ତ୍ତମାନ ଜାତି ସମୀକରଣ ସୃଷ୍ଟି କରିବାରେ ବ୍ୟସ୍ତ...

ଟସ ଜିତିଲା ଶ୍ରୀଲଙ୍କା, ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି…

କଲମ୍ବୋ,୧୭।୯ : ଏସିଆ କପ ଫାଇନାଲ ମ୍ୟାଚ ରବିବାର ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ଭାରତ ଶ୍ରୀଲଙ୍କା ଟାଇଟଲ ହାସଲ କରିବାକୁ ମୁହାଁମୁହିଁ ହୋଇଛନ୍ତି। ମ୍ୟାଚରେ ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ ଜିତି ପ୍ରଥମେ ବ୍ୟାଟିଂ...

କିମ୍‌ଙ୍କ ରୁଷିଆ ଗସ୍ତ ଶେଷ

ମସ୍କୋ,୧୭ା୯: ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ ଉନ ରବିବାର ରୁଷିଆ ଗସ୍ତ ଶେଷ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିମ୍‌ ତାଙ୍କ ସଶସ୍ତ୍ର ଟ୍ରେନରେ ଫେରିଯାଇଛନ୍ତି। କିମ୍‌ ରୁଷିଆର ଛାଡ଼ିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଆର୍ଟୋମ-ପ୍ରାଇମୋରସ୍କି-୧ ଷ୍ଟେଶନରେ...

ସ୍ଥିର ହେଲା ନଓ୍ବାଜ ଶରିଫଙ୍କ ପାକିସ୍ତାନ ଫେରିବା ତାରିଖ

ଇସଲାମାବାଦ,୧୭।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ସ୍ବଦେଶ ଫେରିବେ। ଏବେ ଏହାର ତାରିଖ ସ୍ଥିର ହୋଇଥିବା ଜଣାପଡିଛି। ନଓ୍ବାଜଙ୍କ ଭାଇ ଶେହବାଜ ଶରିଫ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri