Tag Archives: Home Middle

ଆମ ସହ ମୁହାଁମୁହିଁ ହେଲେ ତୁମ ପିଲା ଅନାଥ ହୋଇଯିବେ: ଅନନ୍ତନାଗ ଏନକାଉଣ୍ଟର ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୧୭।୯ : କଶ୍ମୀରର ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟର ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶତ୍ରୁ ଦେଶମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ ଅନନ୍ତନାଗରେ ସାମରିକ ଅପରେକ୍ଶନ ଉପରେ ଏକ ପୋଷ୍ଟ ରିଟୁଇଟ କରି...

ରୁଷିଆ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ କିମ୍‌ଙ୍କ ଆଲୋଚନା

ସିଓଲ,୧୭ା୯: ରୁଷିଆ ଏବଂ ଉତ୍ତର କୋରିଆର ସୈନ୍ୟବାହିନୀ ମଧ୍ୟରେ ରଣନୀତି ଏବଂ କୌଶଳ ସମନ୍ବୟକୁ ମଜବୁତ କରିବା ପାଇଁ ଉତ୍ତର କୋରିଆ ନେତା କିମ୍‌ ଜୋଙ୍ଗ ଉନ୍‌ ରୁଷିଆର ପ୍ରତିରକ୍ଷା ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଉତ୍ତର କୋରିଆର ରାଜ୍ୟ...

ଏଲଆରଏସଏଏମ: ରୁଷିଆର ଏସ-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀର ସ୍ବଦେଶୀ ସଂସ୍କରଣ ପ୍ରସ୍ତୁତ କରୁଛି ଡିଆରଡିଓ, ଶତ୍ରୁକୁ ଦେବ କଡ଼ା ଜବାବ…

ନୂଆଦିଲ୍ଲୀ,୧୭।୯ : ପଡୋଶୀ ଦେଶର ଆକ୍ରମଣକୁ ନିରପେକ୍ଷ କରିବା ପାଇଁ ଭାରତ ବିଶେଷ ପ୍ରସ୍ତୁତି ଚଳାଇଛି। ଭବିଷ୍ୟତରେ ଯଦି ଚାଇନା ଏବଂ ପାକିସ୍ତାନ କ୍ଷେପଣାସ୍ତ୍ର ଦ୍ୱାରା ଦେଶ ଉପରେ ଆକ୍ରମଣ କରନ୍ତି, ତେବେ ଏହାର କଡ଼ା ଜବାବ। ବାସ୍ତବରେ, ରୁଷିଆର...

ଆତଙ୍କବାଦୀଙ୍କ ଶୀତ ରଣନୀତି: ୧୦ ଦିନରେ ୫ ଅନୁପ୍ରବେଶ ଘଟଣା…

ଶ୍ରୀନଗର,୧୭।୯ : ଗତ ୧୦ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରରେ ପାଞ୍ଚଟି ଆତଙ୍କବାଦ ଏବଂ ଅନୁପ୍ରବେଶ ଘଟଣା ସୁରକ୍ଷା ଏଜେନ୍ସିଗୁଡ଼ିକୁ ଅସୁବିଧାରେ ପକାଇଛି। ଏହା ସହିତ ସୁରକ୍ଷା ଏଜେନ୍ସିମାନଙ୍କୁ ଶୀତକାଳୀନ ଆତଙ୍କବାଦ ବିରୋଧୀ ରଣନୀତି ଉପରେ ପୁନର୍ବିଚାର କରିବାକୁ ପଡିଛି। ଏହିପରି...

ଏସିଆ କପ: ଫାଇନାଲରେ ମଧ୍ୟ ବର୍ଷା ସଙ୍କଟ…

କଲମ୍ବୋ,୧୭।୯ : ଏସିଆ କପ ଫାଇନାଲ ମ୍ୟାଚ ରବିବାର ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚରେ ଭାରତ ଶ୍ରୀଲଙ୍କା ଟାଇଟଲ ହାସଲ କରିବାକୁ ଅପରାହ୍ନ ୩ଟାରେ ମୁହାଁମୁହିଁ ହେବେ। ତେବେ ଫାଇନାଲରେ ମଧ୍ୟ ବର୍ଷା ସଙ୍କଟ ରହିଛି। ପାଣିପାଗ...

୨୧ ସେପ୍ଟେମ୍ବରରେ ଆମେରିକା ଗସ୍ତରେ ଯିବେ ଜେଲେନସ୍କି…

ଓ୍ବାଶିଂଟନ/ମସ୍କୋ,୧୭।୯ : ଆସନ୍ତା ସପ୍ତାହରେ ୟୁକ୍ରେନ ପାଇଁ ଆମେରିକା ପୁଣିଥରେ ପ୍ରମୁଖ ସହାୟତା ଘୋଷଣା କରିପାରେ। ଏହା ସମ୍ଭବ କାରଣ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ସେପ୍ଟେମ୍ବର ୨୧ (ଗୁରୁବାର) ହ୍ବାଇଟ ହାଉସରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ।...

ବିମାନ ଦୁର୍ଘଟଣା: ୧୪ ମୃତ

ବ୍ରାସିଲିଆ,୧୭ା୯: ବ୍ରାଜିଲର ଉତ୍ତର ଆମାଜନ ରାଜ୍ୟରେ ବିମାନ ଦୁର୍ଘଟଣାରେ ୧୪ ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟପାଳ କହିଛନ୍ତି, ଏହି ଦୁର୍ଘଟଣା ରାଜ୍ୟର ରାଜଧାନୀ ମନୌସଠାରୁ ୪୦୦ କିଲୋମିଟର ଦୂର ବାର୍ସିଲୋସ ପ୍ରଦେଶରେ ଘଟିଛି। ଆମାଜନର ରାଜ୍ୟପାଳ ଓ୍ବିଲସନ ଲିମା ଟୁଇଟ୍‌...

ଉପରାଷ୍ଟ୍ରପତି ନୂତନ ସଂସଦ ଭବନରେ ଜାତୀୟ ପତାକା ଉତ୍ତୋଳନ କଲେ…

ନୂଆଦିଲ୍ଲୀ,୧୭।୯ : ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକର ରବିବାର ନୂତନ ସଂସଦ ଗୃହରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ସଂସଦର ସ୍ବତନ୍ତ୍ର ଅଧିବେଶନ ସୋମବାର ଠାରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ସଂସଦୀୟ ପ୍ରକ୍ରିୟା ପୁରୁଣାରୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଲେ ରାହୁଲ…

ନୂଆଦିଲ୍ଲୀ,୧୭।୯ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରବିବାର ୭୩ ବର୍ଷ ବୟସ ହୋଇଛି। ସେ ୧୭ ସେପ୍ଟେମ୍ବର ୧୯୫୦ରେ ଗୁଜରାଟର ଭଡନଗର ସହରରେ ଜନ୍ମଗ୍ରହଣ କରିଥିଲେ। ରାହୁଲ...

ଜେଲେନସ୍କିଙ୍କ କ୍ରିମିୟା ସ୍ଥିତ ଆପାର୍ଟମେଣ୍ଟ ବିକିବ ରୁଷିଆ, ତାଲିକାରେ ୧୦୦ ଅଚଳ ସମ୍ପତ୍ତି…

ମସ୍କୋ/କିଭ,୧୭।୯ : ରୁଷିଆ ଏହାର ଅଧିକୃତ କ୍ରିମିୟା ଦ୍ୱୀପପୁଞ୍ଜରେ ୟୁକ୍ରେନ ନାଗରିକଙ୍କ ସମ୍ପତ୍ତି ବିକ୍ରୟ କରିବ। ଏଗୁଡ଼ିକ ହେଉଛି ଅସ୍ଥାବର ସମ୍ପତ୍ତି, ଯାହାର ମାଲିକମାନେ ୟୁକ୍ରେନରେ ବାସ କରନ୍ତି ଏବଂ ନିବେଶ ଉଦ୍ଦେଶ୍ୟରେ ୨୦୧୪ପୂର୍ବରୁ ଏହି ସମ୍ପତ୍ତି କ୍ରୟ କରିଥିଲେ।...

ପାକିସ୍ତାନ ରାଜନେତାଙ୍କ ଉପରେ ସଙ୍କଟ ଘନେଇଲା: ଏସସିଙ୍କ ନିଷ୍ପତ୍ତି ପରେ ୨ ହଜାର ଦୁର୍ନୀତି ମାମଲାର ବିଚାର ହେବ…

ଇସଲାମାବାଦ,୧୭।୯ : ପାକିସ୍ତାନ ରାଜନେତାଙ୍କ ଉପରେ ସଙ୍କଟ ଘନେଇବାରେ ଲାଗିଛି। ଜାତୀୟ ଆକାଉଣ୍ଟେବିଲିଟି ବ୍ୟୁରୋ (ନାବ) ଆଇନ ସଂଶୋଧନ ମାମଲାରେ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜନେତାଙ୍କ ବିରୋଧରେ ପ୍ରାୟ ୨ ହଜାର ଦୁର୍ନୀତି ମାମଲା ପୁନଃ ଖୋଲାଯାଇପାରେ। ଜିଓ...

ରୁଷିଆ ଉପରେ ୟୁକ୍ରେନର ପାଲଟା ଆକ୍ରମଣ, ଡୋନେଟସ୍କ ଅଞ୍ଚଳରେ ଗୁଳି ବିନିମୟ, ୫ସାଧାରଣ ନାଗରିକଙ୍କ ମୃତ୍ୟୁ…

କିଭ୍‌/ମସ୍କୋ,୧୭।୯ : ଗତ ଏକ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅନେକ ଉତଥାନ-ପତନ ଘଟିଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ହେବାର ହେବାର ସମ୍ଭାବନା ଦେଖାଯାଉ ନାହିଁ। ସଦ୍ୟତମ ମାମଲାରେ ରୁଷିଆର ଡୋନେଟସ୍କ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri