Tag Archives: Home Middle

ପାକିସ୍ତାନ ରାଜନେତାଙ୍କ ଉପରେ ସଙ୍କଟ ଘନେଇଲା: ଏସସିଙ୍କ ନିଷ୍ପତ୍ତି ପରେ ୨ ହଜାର ଦୁର୍ନୀତି ମାମଲାର ବିଚାର ହେବ…

ଇସଲାମାବାଦ,୧୭।୯ : ପାକିସ୍ତାନ ରାଜନେତାଙ୍କ ଉପରେ ସଙ୍କଟ ଘନେଇବାରେ ଲାଗିଛି। ଜାତୀୟ ଆକାଉଣ୍ଟେବିଲିଟି ବ୍ୟୁରୋ (ନାବ) ଆଇନ ସଂଶୋଧନ ମାମଲାରେ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ରାଜନେତାଙ୍କ ବିରୋଧରେ ପ୍ରାୟ ୨ ହଜାର ଦୁର୍ନୀତି ମାମଲା ପୁନଃ ଖୋଲାଯାଇପାରେ। ଜିଓ...

ରୁଷିଆ ଉପରେ ୟୁକ୍ରେନର ପାଲଟା ଆକ୍ରମଣ, ଡୋନେଟସ୍କ ଅଞ୍ଚଳରେ ଗୁଳି ବିନିମୟ, ୫ସାଧାରଣ ନାଗରିକଙ୍କ ମୃତ୍ୟୁ…

କିଭ୍‌/ମସ୍କୋ,୧୭।୯ : ଗତ ଏକ ବର୍ଷ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଅନେକ ଉତଥାନ-ପତନ ଘଟିଛି। ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ହେବାର ହେବାର ସମ୍ଭାବନା ଦେଖାଯାଉ ନାହିଁ। ସଦ୍ୟତମ ମାମଲାରେ ରୁଷିଆର ଡୋନେଟସ୍କ...

ଭଗତ ସିଂଙ୍କ ଫାଶୀର ୯୨ ବର୍ଷ ପରେ ପାକିସ୍ତାନରେ ଆଲୋଡ଼ନ: ଲାହୋର ହାଇକୋର୍ଟ ମାମଲାର ପୁନଃ ବିଚାର ପାଇଁ କଲେ ଆପତ୍ତି…

ଲାହୋର,୧୭।୯: ୧୯୩୧ ମସିହାରେ ସ୍ବାଧୀନତା ସଂଗ୍ରାମୀ ସହିଦ ଭଗତ ସିଂଙ୍କୁ ଦିଆଯାଇଥିବା ଦଣ୍ଡ ମାମଲାର ପୁନଃ ବିଚାର କରିବାକୁ ଏବଂ ତାଙ୍କୁ ସରକାରୀ ସ୍ତରରେ ସମ୍ମାନ ପ୍ରଦାନ କରିବାକୁ ଲାହୋର ହାଇକୋର୍ଟ ଆପତ୍ତି ଉଠାଇଛନ୍ତି। କୋର୍ଟ କହିଛନ୍ତି ଏହି ମାମଲାର...

ସ୍ବାଭିମାନୀ ଗୀତା: ପଦ୍ମ ପୁରସ୍କାର ନେବାକୁ ମନା କରିଥିଲେ

ନୂଆଦିଲ୍ଲୀ,୧୭ା୯: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ତଥା ବୃତ୍ତଚିତ୍ର ନିର୍ଦ୍ଦେଶିକା-ପ୍ରଯୋଜିକା ଗୀତା ମେହେଟ୍ଟା ଜଣେ ସ୍ବାଭିମାନୀ ବ୍ୟକ୍ତିତ୍ୱର ଅଧିକାରିଣୀ ଥିଲେ। ୨୦୧୯ ଜାନୁୟାରୀ ୨୫ରେରେ କେନ୍ଦ୍ର ସରକାର ୯୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ। ସେମାନଙ୍କ ମଧ୍ୟରେ...

ଗୀତା ମେହେଟ୍ଟାଙ୍କ ପରଲୋକ

ନୂଆଦିଲ୍ଲୀ,୧୭ା୯: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଶନିବାର ରାତିରେ ପରଲୋକ ହୋଇଛି। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗୀତା ଏକାଧାରରେ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ...

ଫାଇନାଲରେ ଆଜି ଭାରତ-ଶ୍ରୀଲଙ୍କା ମୁହାଁମୁହିଁ…

କଲମ୍ବୋ,୧୭।୯ : ଏସିଆ କପ ଫାଇନାଲ ମ୍ୟାଚ ରବିବାର ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚରେ ଭାରତ ଶ୍ରୀଲଙ୍କା ଟାଇଟଲ ହାସଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଟିମ ଇଣ୍ଡିଆର ପ୍ଲେଇଙ୍ଗ ୧୧ରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ ରାହୁଲ...

ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ, ସ୍ତ୍ରୀ ଏଭଳି କହିବା ନୁହେଁ ଅପମାନ ଜନକ: କୋର୍ଟ…

ମୁମ୍ବାଇ,୧୬।୯ : ବମ୍ବେ ହାଇକୋର୍ଟ ଛାଡପତ୍ର ସହ ଜଡିତ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ମରାଠୀରେ ’ତୁଲା ଅକଲ ନାହି, ତୁ ଭେଡି ଆହେସ’ (ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ) ଭଳି ସ୍ବାମୀଙ୍କ ପ୍ରତି ସ୍ତ୍ରୀଙ୍କ...

ବିବାହିତ ବ୍ୟକ୍ତି ଲିଭଇନ ସମ୍ପର୍କରେ ରହିବା ବେଆଇନ: ହାଇକୋର୍ଟ…

ଚଣ୍ଡିଗଡ଼,୧୬।୯ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଲିଭ-ଇନ ସମ୍ପର୍କରେ ରହୁଥିବା ବିବାହିତ ବ୍ୟକ୍ତିଙ୍କ ଉପରେ ୨୫୦୦ ଟଙ୍କା ଜରିମାନା କରିଛନ୍ତି। ସେ ପୋଲିସର ସୁରକ୍ଷା ଦାବିରେ କୋଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଆଲୋକ ଜୈନ ଏହାକୁ ଏକ ବେଆଇନ...

ଯୌତୁକ ପାଇଁ ସ୍ତ୍ରୀଙ୍କୁ ଚିକିତ୍ସା ଯୋଗାଇ ନ ଦେବା କ୍ରୁରତା: ହାଇକୋର୍ଟ..

ରାଞ୍ଚି,୧୬।୯ : ଝାଡଖଣ୍ଡ ହାଇକୋର୍ଟ କହିଛନ୍ତି ଯୌତୁକ ଦାବି ପୂରଣ କରିବା ପାଇଁ ନିଜ ସ୍ତ୍ରୀଙ୍କୁ ଉପଯୁକ୍ତ ଚିକିତ୍ସା ସହାୟତା ପ୍ରଦାନ ନ କରିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୯୮-ଏ ଅନୁଯାୟୀ କ୍ରୁରତାର ପରିଭାଷା ମଧ୍ୟରେ ରହିବ। ତେଣୁ...

ଇୟୁରୁ ଆମେ ଅଲଗା ହୋଇପାରୁ: ଆମେରିକା ଗସ୍ତ ପୂର୍ବରୁ ଏର୍ଦୋଗନଙ୍କ ଚେତାବନୀ…

ଆଙ୍କରା,୧୬।୯ : ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗନ ଶନିବାର ୟୁରୋପୀୟ ୟୁନିଅନ(ଇୟୁ)ରୁ ଅଲଗା ହେବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ଆବଶ୍ୟକ ହୁଏ ତେବେ ଆଙ୍କରା ୟୁରୋପୀୟ ୟୁନିଅନରୁ ଅଲଗା ହୋଇପାରେ। ପ୍ରକୃତରେ, ତୁର୍କୀର ଲକ୍ଷ୍ୟ ହେଉଛି ୟୁରୋପୀୟ...

ସିଦ୍ଦରାମାୟାଙ୍କ ଚାପ ରାଜନୀତି: କର୍ନାଟକରେ ପୁଣି ୩ ଉପମୁଖ୍ୟମନ୍ତ୍ରୀ ପାଇଁ ଦାବି, ଶିବକୁମାରଙ୍କ ସମସ୍ୟା ବଢ଼ିବା ଆଶଙ୍କା…

ବେଙ୍ଗାଲୁରୁ,୧୬।୯ : କର୍ନାଟକର କଂଗ୍ରେସ ସରକାରରେ ଆଉ ତିନି ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଦାବି ହେଉଛି। ବାସ୍ତବରେ ସରକାରରେ ସମବାୟ ମନ୍ତ୍ରୀ କେ.ଏନ ରାଜନ୍ନା ଶନିବାର ଆଉ ତିନି ଜଣ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ଧାରଣା ଦେଇଛନ୍ତି। ସେ କହିଛନ୍ତି...

ନିପା ନେଇ ଆଲର୍ଟ ମୋଡରେ କେରଳ ସରକାର, ୧୯ ଟିମ ଗଠନ, ୧୧ ନମୁନା ନେଗେଟିଭ…

ଥରୁଭାନନ୍ତପୁରମ,୧୬।୯ : କେରଳରେ ନିପା ଭାଇରସ ରିପୋର୍ଟ ମିଳିବା ପରେ ପ୍ରଶାସନ ଆଲର୍ଟ ମୋଡରେ ଅଛି। ଏଭଳି ପରିସ୍ଥିତିରେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ନିପା ଭାଇରସ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପରୀକ୍ଷା ପାଇଁ ୧୧ ଟି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri