Tag Archives: Home Middle

ଦେଶରେ ଖୋଲିବ ୨୩ ନୂଆ ସୈନିକ ସ୍କୁଲ: ରାଜନାଥଙ୍କ ମଞ୍ଜୁରୀ…

ନୂଆଦିଲ୍ଲୀ,୧୬।୯ : ବର୍ତ୍ତମାନ ଦେଶରେ ୨୩ ଟି ନୂଆ ସୈନିକ ସ୍କୁଲ ଖୋଲିବାକୁ ଯାଉଛି। ଶନିବାର ସରକାରୀ ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବିଦ୍ୟାଳୟଗୁଡ଼ିକୁ ସହଭାଗୀତା ମୋଡରେ ପ୍ରତିଷ୍ଠା କରିବାକୁ ଅନୁମୋଦନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର...

ଓ୍ବାଇଏସଆର କଂଗ୍ରେସ ବିରୋଧୀ ଦଳ ଆମ ସହ ହାତ ମିଳାନ୍ତୁ: ନାରା ଲୋକେଶ…

ହାଇଦ୍ରାବାଦ,୧୬।୯ : ଆନ୍ଧ୍ରପ୍ରଦେଶରେ ଦୁର୍ନୀତି ଅଭିଯୋଗରେ ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିବା ଦଳର ନିର୍ବାଚନ ପ୍ରଚାରରେ ବାଧା ସୃଷ୍ଟି କରିବା ଲାଗି ଜଣେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରାଯାଇଛି। ଶନିବାର ଓ୍ବାଇଏସଆର କଂଗ୍ରେସ...

ପୋଷାକ ବଦଳିଛି, ଚାଲି ଚଳଣ ଚରିତ୍ର ବଦଳି ନାହିଁ, ଇଣ୍ଡିଆ ମେଣ୍ଟକୁ ନେଇ ଭାଜପାର କଟାକ୍ଷ…

ବିଳାସପୁର,୧୬।୯ : ବିଲାସପୁର ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଇଣ୍ଡିଆ ସହଯୋଗୀ ଦଳକୁ କଡ଼ା ସମାଲୋଚନା କରିବା ସହିତ କଟାକ୍ଷ କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି ସମ୍ବିଧାନକୁ ନଷ୍ଟ କରୁଥିବା, ଗଣମାଧ୍ୟମର ସ୍ବରକୁ ଦମନ କରୁଥିବା ତଥା...

ଶିକ୍ଷାର୍ଥିଙ୍କ ଭିଜା ମହଙ୍ଗା କରିବ ବ୍ରିଟେନ, ୧୨୭ ପାଉଣ୍ଡରୁ ୪୯୦ ପାଉଣ୍ଡକୁ ବୃଦ୍ଧି ପାଇବ…

ଲଣ୍ଡନ,୧୬।୯ : ଭାରତରୁ ବହୁ ସଂଖ୍ୟକ ଛାତ୍ର ଅଧ୍ୟୟନ ପାଇଁ ବ୍ରିଟେନକୁ ଯାଆନ୍ତି । ଆସନ୍ତା ମାସରୁ ସେମାନଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇବାକୁ ଯାଉଛି। ବ୍ରିଟିଶ ସଂସଦରେ ଅଣା ଯାଇଥିବା ବିଲ ଅନୁଯାୟୀ, ଛାତ୍ର ଭିଜା ପାଇଁ ଆବେଦନ...

ନାଇଜରରେ ଖାଦ୍ୟଭାବ,ଭୋକରେ ୧୦ଲକ୍ଷ ଲୋକ

ନାଇରୋବି,୧୬।୯: କ୍ଷମତାସୀନ ସରକାରଙ୍କୁ ହଟାଇ ସେନା ନାଇଜରକୁ ଦଖଲ କରି ସାରିଛି। ନାଇଜରରେ ଏବେ ସାମରିକ ଶାସନ ଚାଲିଛି। ହେଲେ ଦେଶରେ ଏବେ ଖାଦ୍ୟ ଶସ୍ୟ ସରିଯିବା ଯୋଗୁ ଖାଦ୍ୟ ସମସ୍ୟା ଦେଖାଯାଇଛି। ଡାଲି, ଚାଉଳ ଠାରୁ ଆରମ୍ଭ କରି...

ପାକିସ୍ତାନର ଆର୍ଥିକ ସ୍ଥିତି ସଙ୍କଟ ଜନକ, ଆତଙ୍କବାଦୀଙ୍କ ପାଖକୁ ଟଙ୍କା ଆସୁଛି କିପରି?…

ଇସଲାମାବାଦ,୧୬।୯ : ପାକିସ୍ତାନର ଅର୍ଥନୀତି ଖରାପ ହେବାରେ ଲାଗିଛି। ଦେଶରେ ଗତ ୩ ମାସ ଧରି ନିଜ କର୍ମଚାରୀଙ୍କୁ ଦରମା ଦେବାରେ ସକ୍ଷମ ନୁହଁ। ମୁଦ୍ରାସ୍ଫୀତି ବଢ଼ିବାରେ ଲାଗିଛି। ଋଣ ଉପରେ ସୁଧ ଦେବାକୁ ମଧ୍ୟ ଟଙ୍କା ନାହିଁ। ଦେଶ...

ନେତାଜୀ ବସ୍‌ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

କଟକ,୧୬ା୯: କଟକରେ ନେତାଜୀ  ବସ୍‌ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅପରାହ୍ନରେ ଲୋକାର୍ପଣ କରିଛନ୍ତି। ସହରର ଗମନାଗମନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଏବଂ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ବସ୍‌ ଟର୍ମିନାଲର ଆଜି...

୨୦୨୩ରେ ସୁପ୍ରିମ୍‌କୋର୍ଟରେ ୯୬ ପ୍ରତିଶତ ମାମଲାର ସମାଧାନ…

ନୂଆଦିଲ୍ଲୀ,୧୬।୯ : ନ୍ୟାଶନାଲ ଜୁଡିସିଆଲ ଡାଟା ଗ୍ରୀଡ (ଏନଜେଡିଜି) ପ୍ରତିଷ୍ଠା ହେବାର ଆଠ ବର୍ଷ ପରେ ସୁପ୍ରିମକୋର୍ଟ ଗୁରୁବାର ଏହି ପ୍ଲାଟଫର୍ମରେ ଯୋଗ ଦେଇଛନ୍ତି। ଏନଜେଡିଜି ତଥ୍ୟ ସୁପ୍ରିମକୋର୍ଟରେ ମାମଲା ନିବାରଣ କ୍ଷେତ୍ରରେ ଅନେକ ଉତ୍ସାହଜନକ ସାମ୍ପ୍ରତିକ ଟ୍ରେଣ୍ଡ ଏବଂ...

ପାଠର ଚାପ: ନିଜର ଅପହରଣ ନାଟକ ରଚିଲେ ଛାତ୍ରୀ, ସୋସିଆଲ ମିଡ଼ିଆରେ ଭାଇରାଲ…

ରାଜକୋଟ,୧୬।୯ : ପୂର୍ବରୁ ପାଠଚାପରେ କେତେକ ଶିକ୍ଷାର୍ଥୀ ସ୍କୁଲ ଅବା କଲେଜ ଯିବାକୁ ବନ୍ଦ କରୁଥିଲେ। ଅବା ମିଛ କହୁଥିଲେ। ମାତ୍ର ଏବେ ପାଠଚାପରୁ ମୁକ୍ତି ପାଇଁ ଶିକ୍ଷାର୍ଥୀ ନୂଆ ନୂଆ କୌଶଳ ଆପଣେଉଛନ୍ତି। ସମ୍ପ୍ରତି ଗୁଜୁରାଟରେ, ଜଣେ ୧୦...

ଏବେ ଏହି ମନ୍ଦିରରେ ଫଟୋ ଉଠାଇବା ମନା, ଧରାପଡ଼ିଲେ ମିଳିବ ଏପରି ଦଣ୍ଡ

କାଠମାଣ୍ଡୁ,୧୬ା୯: ନେପାଳର ପାଶୁପତିନାଥ ମନ୍ଦିରରେ ଫଟୋ ଉଠାଇବା ଏବଂ ଭିଡିଓ କରିବା ବାରଣ ରହିଛି। ଯଦି ଲୋକେ ନ ମାନନ୍ତି ତେବେ ଧରାପଡ଼ିଲେ ଲୋକଙ୍କୁ ବହୁତ ଖର୍ଚ୍ଚ କରିବାକୁ ପଡ଼ିବ। ଏନେଇ ମନ୍ଦିର କର୍ତ୍ତୃପକ୍ଷ ମୁଖ୍ୟ ମନ୍ଦିର କମ୍ପ୍ଲେକ୍ସ ଭିତରେ...

ପାକିସ୍ତାନ ଅର୍ଥବ୍ୟବସ୍ଥାକୁ କ୍ଷତି ପହଞ୍ଚାଉଛନ୍ତି ମାଫିଆ: ଆଇବି ରିପୋର୍ଟ

ଇସଲାମବାଦ,୧୬।୯: ପାକିସ୍ତାନ ଏବେ ରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ମଧ୍ୟରେ ଗତି କରୁଛି। ଦେଶର ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି)ର ଏକ ସମ୍ବେଦନଶୀଳ ରିପୋର୍ଟରୁ ଜଣାପଡିଛି ଯେ ମାଫିଆ ଦେଶର ଅର୍ଥନୀତିକୁ କିପରି କ୍ଷତି ପହଞ୍ଚାଉଛି। ଚୋରା ଚାଲାଣ, ଟିକସ ଫାଙ୍କିବା,...

୧୦୦ ସ୍ବଦେଶୀ ଏଲସିଏ ମାର୍କ ୧ ଏ ବିମାନ କିଣିବ ଦେଶ : ଏୟାର ଚିଫ ମାର୍ଶଲ ଭି.ଆର ଚୌଧରୀଙ୍କ ସୂଚନା…

ନୂଆଦିଲ୍ଲୀ,୧୬।୯ : ଭାରତୀୟ ବାୟୁସେନା (ଆଇଏଏଫ) କ୍ରମାଗତ ଭାବରେ ଏହାର ବିମାନ ସଂଖ୍ୟା ବଢ଼ାଇବାରେ ଲାଗିଛି। ଏଥିସହିତ ଏହା ମଧ୍ୟ ଜୋର ଦେଉଛି ଏହାର ସ୍କ୍ବାଡନରେ ଅନ୍ତର୍ଭୁକ୍ତ ଯେ କୌଣସି ପ୍ରକାରର ବିମାନ ଦେଶରେ ତିଆରି କରାଯିବା ଉଚିତ। ଏହି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri