Tag Archives: Home Middle

ମଧ୍ୟପ୍ରଦେଶ ନିର୍ବାଚନରେ ଲଢ଼େଇ ଭାଜପା-କଂଗ୍ରେସର ନୁହେଁ ଏହା ଧର୍ମ ଅଧର୍ମ ମଧ୍ୟରେ ଲଢ଼େଇ: ରାମଭଦ୍ରାଚାର୍ଯ୍ୟ…

ଭୋପାଳ,୧୩।୯ : ହିନ୍ଦୁ ଧର୍ମକୁ ନେଇ ବିବାଦ ମଧ୍ୟରେ କଥାବାଚକାର ରାମଭଦ୍ରାଚାର୍ଯ୍ୟ ଏକ ବଡ଼ କଥା କହିଛନ୍ତି। ସେ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ସନାତନ ଧର୍ମ ଏବଂ ଅଧର୍ମ ମଧ୍ୟରେ ଲଢ଼େଇ ବୋଲି କହିଛନ୍ତି। ମଧ୍ୟପ୍ରଦେଶର ସଓ୍ବେନିରେ...

ଚନ୍ଦ୍ରାବାବୁଙ୍କୁ ହାଇକୋର୍ଟରେ ଆଶ୍ୱସ୍ତି: ଆସନ୍ତା ସୋମବାର ପର୍ଯ୍ୟନ୍ତ ହାଜତ ଉପରେ ରୋକ…

ଗୁଣ୍ଟର,୧୩।୯ : ଆନ୍ଧ୍ରପ୍ରଦେଶ ହାଇକୋର୍ଟ ବୁଧବାର (ସେପ୍ଟେମ୍ବର ୧୩) କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) କୁ ପୂର୍ବତନ ରାଜ୍ୟ ସିଏମ ଏବଂ ତେଲୁଗୁ ଦେଶମ ପାର୍ଟି (ଟିଡିପି) ରାଷ୍ଟ୍ରୀୟ ଅଧ୍ୟକ୍ଷଚନ୍ଦ୍ରବାବୁ ନାଇଡୁଙ୍କୁ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ହାଜତରେ ବନ୍ଦ ନ...

ସନାତନ ଧର୍ମ ହିଁ ହିନ୍ଦୁ ଧର୍ମ, ଯେଉଁମାନେ ଜାଣି ନାହାନ୍ତି ପଢ଼ନ୍ତୁ ଦ୍ୱାଦଶ ଶ୍ରେଣୀର ପୁସ୍ତକ: ଅନ୍ନାମଲାଇ…

ଚେନ୍ନାଇ,୧୩।୯ : ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇ ସନାତନ ଧର୍ମ ବିରୋଧରେ ଉଦୟାନିଧି ଷ୍ଟାଲିନଙ୍କ ଘୃଣା ଭାଷଣକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦକ୍ଷିଣ ରାଜ୍ୟରେ ହିନ୍ଦୁ ଧର୍ମ ସନାତନ ଧର୍ମଠାରୁ ଭିନ୍ନ ବୋଲି କୁହାଯାଇ...

ଆଜି ଇଣ୍ଡିଆ ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ, ୨୦୨୪କୁ ନେଇ ହୋଇପାରେ ସିଟ୍‌ ଭାଗବଣ୍ଟା

ନୂଆଦିଲ୍ଲୀ,୧୩।୯: ୨୦୨୪ ନିର୍ବାଚନ ରଣନୀତିକୁ ନେଇ ବିରୋଧୀ ଇ.ଣ୍ଡି.ଆ ମେଣ୍ଟ ଅଣ୍ଟା ଭିଡିଲାଣି। ମେଣ୍ଟର ପ୍ରଥମ ସମନ୍ବୟ କମିଟି ବୈଠକ ରାଜଧାନୀ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ବୈଠକ ଏନସିପି ନେତା ଶରଦ ପାଓ୍ବାରଙ୍କ ବାସଭବନରେ ବୁଧବାର ଅପରାହ୍ନ...

ଭିଏତନାମର ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ: ୫୦ ମୃତ

ହନୋଇ,୧୩।୯: ଭିଏତନାମର ରାଜଧାନୀ ହନୋଇର ଏକ ଆପାର୍ଟମେଣ୍ଟ ବ୍ଲକରେ ବୁଧବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ଭିଏତନାମ ନ୍ୟୁଜ ଏଜେନ୍ସି (ଭିଏନଏ) କହିଛି...

ଏସିଆ କପ ଫାଇନାଲ ମ୍ୟାଚ ଉପରେ ବର୍ଷା ସଙ୍କଟ…

କଲମ୍ବୋ,୧୩।୯ : ଏସିଆ କପ ୨୦୨୩ରେ ଶ୍ରୀଲଙ୍କାରେ ଖେଳାଯାଇଥିବା ମ୍ୟାଚଗୁଡିକରେ ବର୍ଷା ଯୋଗୁ ଅନେକ ବ୍ୟାଘାତ ଘଟିଛି। ୧୭ ସେପ୍ଟମ୍ବରରେ କଲମ୍ବୋର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଭାରତୀୟ...

ନିପା ଭାଇରସ: କେରଳରେ ଆଉ ଦୁଇ ଆକ୍ରନ୍ତ

ଥିରୁଭାନନ୍ତପୁରମ୍‌,୧୩।୯: କେରଳର କୋଜିକୋଡେ ଜିଲାରେ ନିପା ଭାଇରସରେ ଦୁଇ ଜଣଙ୍କ ମୃତ୍ୟୁ ପରେ ବର୍ତ୍ତମାନ ନଅ ବର୍ଷର ଶିଶୁ ସମେତ ଆଉ ଦୁଇଜଣ ଲୋକ ଏଥିରେ ଆକ୍ରନ୍ତ ହୋଇଛନ୍ତି। କେରଳ ସ୍ବାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ଏହି ସୂଚନା ଦେଇଛନ୍ତି। ଏହି...

ସମ୍ପତ୍ତି କାଗଜ ପତ୍ର ଫେରାଇବାରେ ବ୍ୟାଙ୍କ ବିଳମ୍ବ କଲେ ଦେବାକୁ ପଡ଼ିବ କ୍ଷତିପୂରଣ: ଦିନକୁ ୫ ହଜାର,ଆରବିଆଇ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୩।୯ : ସମ୍ପତ୍ତି ପାଇଁ ଲୋନ ମାମଲାରେ ରିଜର୍ଭ ବ୍ୟାଙ୍କ ଗ୍ରାହକଙ୍କ ସପକ୍ଷରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ବର୍ତ୍ତମାନ, ଯଦି ବ୍ୟାଙ୍କ, ଏନବିଏଫସି କିମ୍ବା ହାଉସିଂ ଫାଇନାନ୍ସ କମ୍ପାନୀଗୁଡିକ ଲୋନ ପରିଶୋଧ କରିବା ପରେ ସମ୍ପତ୍ତି ଡକ୍ୟୁମେଣ୍ଟ ଫେରସ୍ତ...

ପାକିସ୍ତାନ-ବାଂଲାଦେଶ-ଆଫଗାନିସ୍ତାନର ୧୦୮ ହିନ୍ଦୁଙ୍କୁ ଭାରତୀୟ ନାଗରିକତ୍ୱ ପ୍ରଦାନ…

ଅହମଦାବାଦ,୧୩।୯ : ପଡୋଶୀ ଦେଶ ଆଫଗାନିସ୍ତାନ, ପାକିସ୍ଥାନ ଏବଂ ବାଂଲାଦେଶରେ ଧାର୍ମିକ ର୍ନିଯାତନାର ଶିକାର ହେବା ପରେ ଭାରତ ପଳାଇ ଆସିଥିବା ୧୦୮ ହିନ୍ଦୁଙ୍କୁ ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ହର୍ଷ ସାଙ୍ଗଭୀ ଭାରତୀୟ ନାଗରିକତ୍ୱ ପ୍ରଦାନ କରିଛନ୍ତି। ଅହମଦାବାଦ ଜିଲା...

ଦିଲ୍ଲୀରେ କୃତ୍ରିମ ବର୍ଷା କରିବ ଆଇଆଇଟି କାନପୁର, ଶୀତକାଳୀନ କାର୍ଯ୍ୟ ଯୋଜନା ନେଇ ପ୍ରସ୍ତୁତି..

ନୂଆଦିଲ୍ଲୀ,୧୩।୯ : ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ସ୍ତର ଏବଂ ବାୟୁ ଗୁଣବତ୍ତାରେ ଉନ୍ନତି ଆଣିବା ପାଇଁ ଆଇଆଇଟି କାନପୁରର ବିଶେଷଜ୍ଞମାନେ କୃତ୍ରିମ ବର୍ଷା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସଚିବାଳୟରେ ଏହି ବିଷୟରେ ଏକ ଉପସ୍ଥାପନା କରାଯାଇଥିଲା। ଏହା...

ଚିତ୍ରାଲରେ ଆର୍ମି ମୁଖ୍ୟାଳୟକୁ ଦଖଲ କଲା ଟିଟିପି

ଇସଲାମବାଦ,୧୩।୮: ଗତ ସପ୍ତାହରେ ତେହେରିକ-ଇ-ତାଲିବାନ-ପାକିସ୍ତାନ (ଟିଟିପି) ଚିତ୍ରାଲର କିଛି ଗାଁକୁ ଦଖଲ କରିବା ପରେ ପାସ୍ତୁନଖ୍ବାରେ ଉତ୍ତେଜନା ଦେଖାଦେଇଛି। ସୋସିଆଲ ମିଡିଆ ଏକ୍ସରେ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓ ଅନୁଯାୟୀ, ଟିଟିପି ଚିତ୍ରାଲର ଆର୍ମି ମୁଖ୍ୟାଳୟକୁ ଦଖଲ କରିଛି।...

ଶିନ୍ଦେ ମୋ ପାଖକୁ ଆସିଲେ ଭାଙ୍ଗିବି ଅନଶନ: ମନୋଜ ଜାରଙ୍ଗେ…

ମୁମ୍ବାଇ,୧୩।୯ : ମରାଠା ସଂରକ୍ଷଣ କାର୍ଯ୍ୟକର୍ତ୍ତା ମନୋଜ ଜାରଙ୍ଗେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନିକଟରେ ଅନଶନ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ସେ କହିଛନ୍ତି ଶିନ୍ଦେ ଆସି ତାଙ୍କୁ ଭେଟିବା ପରେ ହିଁ ସେ ଅନଶନ ଭାଙ୍ଗିବେ। ମଙ୍ଗଳବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri